Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Bibhupada Mohanty
@bibhucoolstar96
balasore
Joined September 2015
114
Following
11
Followers
125
Posts
bibhucoolstar96
retweeted
ojta_2023
@ojta2023
2 days ago
କନିଷ୍ଠଶିକ୍ଷକ ମାନଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଗତି କରୁଛି।ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ରୋକ୍ ଲଗେଇଲେ ମାନ୍ୟବର ଉଚ୍ଚ ନ୍ୟାୟାଳୟ।ବିଭାଗ ତରଫରୁ ସତ୍ୟପାଠ ଦାଖଲ କରାଯାଉନାହିଁ।ବାରମ୍ବାର ସମୟ ଗଡାଯାଉଛି।ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ତୁରନ୍ତ ହସ୍ତକ୍ଷେପକରି ସମାଧାନ କରନ୍ତୁ।
@CMO_Odisha
@MohanMOdisha
@NityanandaBJP
@SMEOdisha
See More
Bibhupada Mohanty
@bibhucoolstar96
5 months ago
@NityanandaBJP
@MohanMOdisha
Thank You 🙏
bibhucoolstar96
retweeted
ojta_2023
@ojta2023
5 months ago
ବହୁତ ଅନୁରୋଧ ଆଲୋଚନା କଲୁ ହେଲେ ଫଳାଫଳ କିଛି ନାହିଁ।କେବେଳ ଆନ୍ଦୋଳନ ହିଁ ଶେଷ ରାସ୍ତା।ଏଥର ନିୟମିତ ନିର୍ଦ୍ଦେଶ ବାହାରିବ ତାହେଲେ ସ୍କୁଲ ଖୋଲିବ,ଯେ ପର୍ଯ୍ୟନ୍ତ ନିୟମିତ ନିର୍ଦ୍ଦେଶ ନ ଆସିବ ସେତେଦିନ ଯାଏ ଆନ୍ଦୋଳନ ଚାଲିବ।
@CMO_Odisha
@NityanandaBJP
@SMEOdisha
@MohanMOdisha
@SamalManmohan7
@SecyChief
@dpradhanbjp
See More
bibhucoolstar96
retweeted
ojta_2023
@ojta2023
5 months ago
ଆଲୋଚନା ର ସମୟ ସରିଲା,ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କୁ ଘୋଷଣା ରେ ରଖିଲେ।ମୁଖ୍ୟମନ୍ତ୍ରୀ ଙ୍କ ଅକ୍ତିଆରରେ ନାହିଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ମନ୍ତ୍ରୀ।ଏଥର ଆନ୍ଦୋଳନ ହେବ ଅନଶନ ହେବ।ଲଢ଼େଇ କରି ମରିବୁ ପଛେ ଆଉ ପଛକୁ ଫେରିବୁନାହିଁ।ନିୟମିତ ନିର୍ଦ୍ଦେଶ ଆସିଲା ଯାଏ ଲଢେଇ।
@dpradhanbjp
@CMO_Odisha
@MohanMOdisha
@NityanandaBJP
See More
Who to follow
Pop Rip Corn™
@popripcorn
Kishore Dwibedi
@kishoredwibedi1
Chairman ,World Odisha Society, Journalists’ Development Council Of India (JDCI) & Vande Utkal Foundation. 5 Terms Member Of Press Advisory Committee, Lok Sabha
Bayo Adewuyi
@_agbowo_
bibhucoolstar96
retweeted
kartikchandrapradhan
@kartikchandrapr
5 months ago
@dpradhanbjp
@MohanMOdisha
@CMO_Odisha
@NityanandaBJP
@SMEOdisha
@SecyChief
@KVSinghDeo1
@PravatiPOdisha
ଦୁଇ ଥର ପଦ୍ମ ଦୁଇ ଗୁଣା ବିକାଶ"। ଏହି ନାରା ମିଥ୍ୟା ରେ ପରିଣତ ହେବାକୁ ବସିଛି।ଡବଲ ଇଞ୍ଜିନ ସରକାର ଏବେ ଇଞ୍ଜିନ ବିହୀନ।
bibhucoolstar96
retweeted
ojta_2023
@ojta2023
5 months ago
ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା କୁ କାର୍ଯ୍ୟକାରୀ କରିବାରେ ବିଫଳ ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗ ଏବଂ ବିଭାଗୀୟମନ୍ତ୍ରୀ।ଯଦି ଫେବୃଆରୀ ଶେଷସୁଦ୍ଧା କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବାର ସରକାରୀ ନିର୍ଦ୍ଦେଶନାମା ନ ଆସେ ,ମାର୍ଚ୍ଚ ମାସର ପରୀକ୍ଷା ବର୍ଜନ କରି ଆନ୍ଦୋଳନ କରିବୁ।
@CMO_Odisha
@NityanandaBJP
@SMEOdisha
@dpradhanbjp
See More
bibhucoolstar96
retweeted
ojta_2023
@ojta2023
5 months ago
କନିଷ୍ଠଶିକ୍ଷକ(ଯୋଜନାଭିତ୍ତିକ)ମାନଙ୍କୁ ମୁଖ୍ୟମନ୍ତ୍ରୀ ୬ମାସ ତଳେ ନିୟମିତ କରିବାକୁ ଘୋଷଣା କରିଥିଲେ,କିନ୍ତୁ ସରକାରୀ ନିର୍ଦ୍ଦେଶନାମା ବାହାର କରିବାରେ ଗଣଶିକ୍ଷା ବିଭାଗ ଓ ମାନ୍ୟବର ମନ୍ତ୍ରୀ ବିଫଳ,ମୁଖ୍ୟମନ୍ତ୍ରୀ ଙ୍କ ସ୍ୱପ୍ନ କୁ ଧୂଳିସାତ କରୁଛି କିଏ ?
@MohanMOdisha
@dpradhanbjp
@NityanandaBJP
@SMEOdisha
@SecyChief
.
See More
bibhucoolstar96
retweeted
ojta_2023
@ojta2023
6 months ago
ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ୬ମାସ ପୁରିଗଲା ହେଲେ ଆଜିପର୍ଯ୍ୟନ୍ତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତର ସରକାରୀ ନିର୍ଦ୍ଦେଶନାମା ମିଳିପାରିଲା ନାହିଁ।ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବଳ ଘୋଷଣା ରେ ସୀମିତ ରହିଗଲା। ଘୋଷଣାର ୬ମାସ ପରେ ମଧ୍ୟ ଆମେ ଯୋଜନାଭିତ୍ତିକ,କେବେ ହେବୁ ନିୟମିତ?
@CMO_Odisha
@MohanMOdisha
@NityanandaBJP
@SMEOdisha
See More
bibhucoolstar96
retweeted
ojta_2023
@ojta2023
8 months ago
ରାଜ୍ୟ ସରକାରଙ୍କ ଘୋଷଣା କୁ ତିନିମାସ ରୁ ଅଧିକ ସମୟ ବିତିଲାଣି କନିଷ୍ଠଶିକ୍ଷକ ମାନଙ୍କୁ ନିୟମିତ କରିବା କେବଳ ଘୋଷଣା ରେ ସୀମିତ ରହିଯାଇଛି।ସରକାରୀ ନିର୍ଦ୍ଦେଶନାମା କେବେ ପ୍ରକାଶ ହେବ ? ଦୟାକରି ଏହା ଉପରେ ଦୃଷ୍ଟି ଦେଇ ତୁରନ୍ତ ସମାଧାନ କରନ୍ତୁ।
@MohanMOdisha
@CMO_Odisha
@dpradhanbjp
@NityanandaBJP
@SMEOdisha
@SecyChief
See More
bibhucoolstar96
retweeted
saubhagini sahoo
@saubhagini99
9 months ago
@CMO_Odisha
ନିୟମିତ ଲିଖିତ order ରେ ଏତେ ବିଳମ୍ବ କଣ ପାଇଁ sir ୩ମାସ ହୋଇ ଗଲା ଘୋଷଣା କରିବା ର ଲିଖିତ ପତ୍ର ଆସିବା ର ନାହିଁ
@CMO_Odisha
@dpradhanbjp
@NityanandaBJP
bibhucoolstar96
retweeted
CHAKRADHAR MALIK
@CHAKRADHAR44
9 months ago
@CMO_Odisha
ଆଉ କେତେ ଦିନ ଲାଗିବ ନିୟମିତ ଅର୍ଡର ବାହାର କରିବାକୁ
bibhucoolstar96
retweeted
bibhuti giri
@BIBHUTIGIRI65
11 months ago
ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କ Schematic କନିଷ୍ଠ ଶିକ୍ଷକ ଙ୍କୁ ରେଗୁଲାର କରାଯିବା ନେଇ ଘୋଷଣା ସରିଛି। କିନ୍ତୁ ସରକାରୀ ଚିଠି ମାଧ୍ୟମରେ ଏହାକୁ କାର୍ଯ୍ୟକାରୀ କରାଯାଇ ନାହିଁ। ସରକାର ଙ୍କୁ ଅନୁରୋଧ ଶୀଘ୍ର ଏହାକୁ କାର୍ଯକାରୀ କରାଯାଉ।
@CMO_Odisha
@NityanandaBJP
@SMEOdisha
@dpradhanbjp
bibhucoolstar96
retweeted
@Maahi
@MaahiDev2
11 months ago
@bikash_Laxmi_ok
@satyaa172
@CMO_Odisha
@CMO_Odisha
@MohanMOdisha
@dpradhanbjp
ଆସନ୍ତା କାଲି ଗୁରୁ ଦିବସ ଉପଲକ୍ଷେ ଓଡ଼ିଶାର ପ୍ରାଥମିକ ଶିକ୍ଷକଙ୍କ ଦୁଃଖ କୁ ବୁଝି ଗୁରୁ ଦିବସରେ ଗୁରୁମାନଙ୍କୁ ଗୁରୁଦକ୍ଷିଣା ରୁପି ନିୟମିତ ଅର୍ଡର୍ ଟା ଦେଇ ଓଡ଼ିଶାର ଶିକ୍ଷା କ୍ଷେତ୍ର ରେ ଚାଲିଥିବା କଳାପ୍ରଥାକୁ ବନ୍ଦ କରିବା କୁ ଅନୁରୋଧ । 🙏🙏🙏🙏🙏🙏🙏🙏🙏🙏🙏
See More
Bibhupada Mohanty
@bibhucoolstar96
12 months ago
@dpradhanbjp
Sir, We want regular teacher posting in Odisha. Please
#Abolish_Schematic
/Contractual_system in odisha. Kindly make us (
#Junior
Teacher Schematic) regular, Sir.
@MohanMOdisha
@NityanandaBJP
@SecyChief
@OSEPA_Official
Last Seen Users on Sotwe
PemuasDahaga
Seen from
Singapore
Gizemli
Seen from
Turkey
จุ้นจ้าน กะ ก้อกแก้ก
Seen from
Thailand
yudi gay
Seen from
Indonesia
إمبـراطور التـرندات
Seen from
Germany
Raperin Yilmaz
Seen from
Turkey
Mycare
Seen from
Vietnam
HANDENİN MEKANI
Seen from
Turkey
Aliomer
INSTAGRAM :TOUCHMONEY.V
Trends for you
1
OLANDRIA VARIETY
Under 10K tweets
2
#AEWDynamite
Under 10K tweets
3
Toby
Under 10K tweets
4
#AniyaxVariety
Under 10K tweets
5
Chivas
Under 10K tweets
6
#TrinityxVarietyYH
Under 10K tweets
7
Weights
Under 10K tweets
8
Billy the Kid
Under 10K tweets
9
Mitch Bratt
Under 10K tweets
10
NO MORE DREAM
Under 10K tweets
Most Popular Users
1
Elon Musk
@elonmusk
241.2M followers
2
Barack Obama
@barackobama
119.1M followers
3
Cristiano Ronaldo
@cristiano
112.7M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.2M followers
7
NASA
@nasa
92.2M followers
8
Justin Bieber
@justinbieber
91.4M followers
9
KATY PERRY
@katyperry
88.9M followers
10
Taylor Swift
@taylorswift13
82.8M followers
11
Lady Gaga
@ladygaga
74.3M followers
12
Virat Kohli
@imvkohli
71.8M followers
13
Kim Kardashian
@kimkardashian
70.4M followers
14
YouTube
@youtube
68.8M followers
15
Neymar Jr
@neymarjr
64.7M followers
16
Bill Gates
@billgates
64.6M followers
17
The Ellen Show
@theellenshow
62.4M followers
18
Selena Gomez
@selenagomez
62M followers
19
CNN
@cnn
61.8M followers
20
X
@x
60.8M followers
Olivia
Online
✨
⭐
💫