Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
CDAO,BOLANGIR
@CDAOBolangir
This is official Twitter Handle of the Chief District
#Agriculture
Officer, Bolangir
Bolangir, Odisha, India
Joined December 2021
2
Following
53
Followers
126
Posts
CDAOBolangir
retweeted
କୃଷି ବିଭାଗ, ଓଡ଼ିଶା
@krushibibhag
about 4 years ago
#କୃଷି
ବିକାଶ ଓ
#କୃଷକ
କଲ୍ୟାଣ ନିମନ୍ତେ
#ମାନ୍ୟବର_ମୁଖ୍ୟମନ୍ତ୍ରୀ
ନୂତନ
#କୃଷିକଲ୍ୟାଣକାରୀ_ସେବା
#ଗୋ
-ସୁଗମ କୃଷି ଉଦ୍ୟୋଗୀଙ୍କ ପାଇଁ ଏକକ ଓ୍ୱିଣ୍ଡୋ ପୋର୍ଟାଲ | ଏହି ପୋର୍ଟାଲ ଜରିଆରେ
#କୃଷି
ଓ ଆନୁସଙ୍ଗିକ ବିଭାଗର ବିଭିନ୍ନ ଯୋଜନାର ଲାଭ
#ହିତାଧିକାରୀମାନେ
ଅନଲାଇନରେ ପାଇପାରିବେ | https://t.co/Ov4n0U5GFd
CDAOBolangir
retweeted
କୃଷି ବିଭାଗ, ଓଡ଼ିଶା
@krushibibhag
about 4 years ago
ଆମ ରାଜ୍ୟରେ
#କାକ���ଡି_ଚ
ାଷ ମୂଖ୍ୟତ
ଃ #ବର୍
ଷା
ଓ #ଖ
ରା ଦିନରେ ହୋଇଥାଏ
|#ଉର୍
ବର
, #ନିଗି
ଡା
, #ଦୋର
ସା ମାଟିରେ ଚାଷ କଲେ ଭ
ଲ #ଅ
ମଳ ମିଳିଥାଏ |ଅଧିକ ବିବରଣୀ ପାଇ
ଁ #କୃ
ଷି ବିଭାଗର କ୍ଷେତ୍ର କର୍ମଚାରୀଙ୍କ ସହ ଯୋଗାଯୋଗ କରନ୍ତୁ
| @OdishaSecreta
r
y @Horticultureo
d
1 @soilcons_odis
ha
CDAOBolangir
retweeted
କୃଷି ବିଭାଗ, ଓଡ଼ିଶା
@krushibibhag
about 4 years ago
ରାଜ୍ୟ
#କୃଷି
ବିଭାଗ ଅଧୀନସ୍ଥ ବିଭିନ୍ନ ନିଗମ ତଥା ସମବାୟ ବ୍ୟାଙ୍କ ପକ୍ଷରୁ ରାଜ୍ୟସରକାରଙ୍କୁ ଲାଭାଂଶ ପ୍ରଦାନ କରାଯିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନଲାଇନରେ ଯୋଗ ଦେଇଥିଲେ |ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଲାଭାଂଶ ଚେକ ଗ୍ରହଣ କରିବା ସମେତ କୃଷି ମନ୍ତ୍ରୀ,ସମବାୟ ମନ୍ତ୍ରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ |
See More
CDAOBolangir
retweeted
କୃଷି ବିଭାଗ, ଓଡ଼ିଶା
@krushibibhag
about 4 years ago
#ବାଇଗଣ
ଫସଲରେ
#ଲାଲ
ଅଷ୍ଟପଦୀ, ଡାଳ ଓ ଫଳ ବିନ୍ଧା ପୋକ ଏବଂ କାଙ୍କେଡିଆ ପୋକ ଲାଗିବାର ସମ୍ଭାବନା ଅଛି |
#ଜୈବିକ
ଉପାୟରେ ଏହି
#ରୋଗ_ପୋକ
ନିୟନ୍ତ୍ରଣ ଦ୍ୱାରା କ୍ଷତିର ପରିମାଣ କମିବା ସହ ଅମଳ ଅଧିକ ହୋଇଥାଏ |
@OdishaSecretary
@Horticultureod1
@soilcons_odisha
@rajaaswain
Who to follow
Sudhansu Sahu
@Sudhans10401496
Assistant Director of Agriculture A&FE Department Govt of Odisha .
SUMIT KUMAR SETHY (OAgS)
@SUMIT_SETHY93
Assistant Agriculture Officer
Manas Kumar Sahu
@ManasKuSahu
State General Secretary @BJYM / President, Bdk Auto. College,Presidential Candidate, Vanivihar 2014 / Research Scholar in Mathematics / Ex-NEC Member @ABVPVoice
CDAOBolangir
retweeted
କୃଷି ବିଭାଗ, ଓଡ଼ିଶା
@krushibibhag
about 4 years ago
#ସାଂପ୍ରତିକ_ବୃଷ୍ଟିପାତ
ପରିପ୍ରେକ୍ଷୀରେ
#ଫସଲ
ପରିଚାଳନା ପାଇଁ
#ଚାଷୀଭାଇମାନଙ୍କୁ
ନିମ୍ନୋକ୍ତ
#କୃଷିପରାମର୍ଶ
|
@OdishaSecretary
@Horticultureod1
@soilcons_odisha
@rajaaswain
CDAOBolangir
retweeted
କୃଷି ବିଭାଗ, ଓଡ଼ିଶା
@krushibibhag
about 4 years ago
#କୃଷି
ବିକାଶ ଓ
#କୃଷକ
କଲ୍ୟାଣ ନିମନ୍ତେ
#ମାନ୍ୟବର
ମୁଖ୍ୟମନ୍ତ୍ରୀଙ୍କ ନୂତନ
#କୃଷି
କଲ୍ୟାଣକାରୀ କାର୍ଯ୍ୟକ୍ରମ
#ଗୋ
-ସୁଗମ,
#କୃଷକ_ଓଡ଼ିଶା_ପୋର୍ଟାଲରେ
୩୧ ଜୁଲାଇ ୨0୨୨ ସୁଦ୍ଧା
#ମୋସେବାକେନ୍ଦ୍ର
ମାଧ୍ୟମରେ ପଞ୍ଜିକରଣ କରନ୍ତୁ |
@OdishaSecretary
@Horticultureod1
@soilcons_odisha
CDAOBolangir
retweeted
କୃଷି ବିଭାଗ, ଓଡ଼ିଶା
@krushibibhag
about 4 years ago
#ପୁରୀ
ଜିଲ୍ଲା
#ନିମାପଡା
ବ୍ଲକର ଓଡ଼ିଆ
#ବୈଜ୍ଞାନିକ
ଡ଼ଃ ଶୁଭାଶିଷ ବଳ ନିଜର
#କୃଷିପ୍ରୟୋଗଶାଳା
#ଫସଲ_ବାଟିକାରେ
#ଗୋବିନ୍ଦ_ଭୋଗ
,
#ନିଉ_କଳା_ଜିରା
,
#ଧୂସରା
,
#ହଳଦୀଗୁଣ୍ଡି
ଭଳି ୭୦ଟି କିସମର ବାସନା ଯୁକ୍ତ ଓ
#ପୃଷ୍ଟିକର
ଧାନ ଚାଷ କରି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି | https://t.co/cvVGtYWpV1
CDAOBolangir
retweeted
କୃଷି ବିଭାଗ, ଓଡ଼ିଶା
@krushibibhag
about 4 years ago
#କୃଷି
ବିକାଶ ଓ
#କୃଷକ
କଲ୍ୟାଣ ନିମନ୍ତେ
#ମାନ୍ୟବର
ମୁଖ୍ୟମନ୍ତ୍ରୀ ଦ୍ୱାରା ନୂତନ
#କୃଷି
କଲ୍ୟାଣକାରୀ କାର୍ଯ୍ୟକ୍ରମ
#ଗୋ
-ସୁଗମ,
#କୃଷକ_ଓଡ଼ିଶା_ପୋର୍ଟାଲରେ
୩୧ ଜୁଲାଇ ୨0୨୨ ସୁଦ୍ଧା
#ମୋ_ସେବା_କେନ୍ଦ୍ର
ମାଧ୍ୟମରେ ପଞ୍ଜିକରଣ କରନ୍ତୁ |
@OdishaSecretary
@Horticultureod1
@soilcons_odisha
CDAOBolangir
retweeted
E&IT Department Odisha
@EIT_Odisha
about 4 years ago
ଆସନ୍ତା ୩୧ ଜୁଲାଇ ୨୦୨୨ ସୁଦ୍ଧା ରାଜ୍ୟ ସରକାରଙ୍କ ପକ୍ଷରୁ ବୈଷୟିକ ଜ୍ଞାନକୌଶଳରେ ପ୍ରସ୍ତୁତ 'କୃଷକ ଓଡ଼ିଶା' ପୋର୍ଟାଲରେ 'ମୋ ସେବା କେନ୍ଦ୍ର' ଦ୍ଵାରା ନୂତନ ପଞ୍ଜୀକରଣ/ତଥ୍ୟ ଅପଡେଟ୍ ୫୦% ରିହାତିରେ ମିଳିବ। ପଞ୍ଜୀକରଣ ପରେ ଫୋନ୍ ମାଧ୍ୟମରେ ଚାଷୀମାନେ କୃଷି କାର୍ଯ୍ୟ ସମ୍ପର୍କିତ ବିଭିନ୍ନ ପରାମର୍ଶ ଓ ସେବା ଅତି ଶୀଘ୍ର ପାଇପାରିବେ।
#5T
See More
CDAOBolangir
retweeted
କୃଷି ବିଭାଗ, ଓଡ଼ିଶା
@krushibibhag
about 4 years ago
#ଗୋ
-ସୁଗମ
#କୃଷକମାନଙ୍କ
ପାଇଁ ଭାରତର ପ୍ରଥମ
#ଏକକ_ଓ୍ୱିଣ୍ଡୋ_ପୋର୍ଟାଲ
| ଏହି ପୋର୍ଟାଲ ଜରିଆରେ
#କୃଷି
ଓ ଆନୁସଙ୍ଗିକ ବିଭାଗର ବିଭିନ୍ନ ଯୋଜନାର ଲାଭ
#ହିତାଧିକାରୀମାନେ
ଅନଲାଇନରେ ପାଇପାରିବେ |
#ଗୋ
-ସୁଗମ ପୋର୍ଟାଲ - sugam.odisha. https://t.co/nAMoB5PAf2
CDAOBolangir
retweeted
କୃଷି ବିଭାଗ, ଓଡ଼ିଶା
@krushibibhag
about 4 years ago
#ମାନ୍ୟବର_ମୁଖ୍ୟମନ୍ତ୍ରୀଙ୍କ
ନୂତନ କୃଷି_କଲ୍ୟାଣକାରୀ_ସେବା
#କୃଷକ_ଓଡ଼ିଶା_ପୋର୍ଟାଲରେ ୩
୧ ଜୁଲାଇ ୨0୨୨ ସୁଦ୍ଧା
#ମୋ_ସେବା_କେନ୍ଦ୍ର
ମାଧ୍ୟମରେ
#କୃଷକ_ଓଡ଼ିଶା
ତଥ୍ୟାବଳୀରେ ପଞ୍ଜିକରଣ କରନ୍ତୁ |
@OdishaSecretary
@Horticultureod1
@soilcons_odisha
CDAOBolangir
retweeted
କୃଷି ବିଭାଗ, ଓଡ଼ିଶା
@krushibibhag
about 4 years ago
#ଅମ୍ଳ
ମାଟିକୁ ଚାଷ ଉପଯୋଗୀ କରିଵା ନିମନ୍ତେ
#ସବୁଜ
ଖତ ଯଥା
#ଧଣିଚା
, ବରଗୁଡ଼ି ଆଦି ଚାଷ କରି ମାଟିରେ ମିଶାଇ ଦିଅନ୍ତୁ |ଏହାଦ୍ୱାରା
#ଚାଷୀମାନେ
କମ ଖର୍ଚ୍ଚରେ ଅଧିକ ଉତ୍ପାଜନ କରି ଲାଭବାନ ହୋଇପାରିବେ |
@OdishaSecretary
@Horticultureod1
@soilcons_odisha
CDAOBolangir
retweeted
କୃଷି ବିଭାଗ, ଓଡ଼ିଶା
@krushibibhag
about 4 years ago
#ଚାଷୀ
ଆମ
#ଅର୍ଥନୀତିର
ମୁଖ୍ୟ ଆଧାର |
#କୃଷି
ବିକାଶକୁ ନୂଆ ଶିଖରରେ ପହଂଚାଇବା ଲକ୍ଷ୍ୟରେ
#ରାଜ୍ୟ_ସରକାର
ଦୂରଦର୍ଶୀ ପଦକ୍ଷେପ ନେଇଛନ୍ତି |
#ଅନୁଗୁଳ
ଜିଲ୍ଲାର
#ଅଗ୍ରଣୀଚାଷୀ
ଭାବଗ୍ରାହୀ ସାହୁ ସରକାରୀ ସହାୟତାରେ ୭ ଏକର ଜମିରେ
#ଅର୍ଥକାରୀ_ଫସଲ
#ବାଦାମ_ଚାଷ
କରି ସଫଳତା ସୋପାନରେ ପହଞ୍ଚିପାରିଛନ୍ତି | https://t.co/wNlO3MCvZx
CDAOBolangir
retweeted
କୃଷି ବିଭାଗ, ଓଡ଼ିଶା
@krushibibhag
about 4 years ago
#ପର୍ବପର୍ବାଣୀରେ
ଆବଶ୍ୟକୀୟ ସାମଗ୍ରୀ
#କୃଷିଓ
ଆନୁସଙ୍ଗିକ କ୍ଷେତ୍ରରୁ ମିଳୁଛି। ଆଜି#ସାବିତ୍ରୀ_ଅମବାସ୍ୟାରେ ଭୋଗଲାଗି ହେଉଥିବା ଫଳ ଓ ପୁଷ୍ପ ଆମ
#ଚାଷୀଭାଇ
ଓ ଭଉଣୀମାନଙ୍କ ହାଡ ଭଙ୍ଗା ପରିଶ୍ରମରୁ ମିଳିପାରୁଛି। ପବିତ୍ର#ସାବିତ୍ରୀ_ଅମବାସ୍ୟାର
#କୃଷି
ବିଭ���ଗ ତରଫରୁ ସମସ୍ତଙ୍କୁ ଶୁଭେଚ୍ଛା
। @OdishaSecreta
r
y @soilcons_odis
ha
See More
CDAOBolangir
retweeted
କୃଷି ବିଭାଗ, ଓଡ଼ିଶା
@krushibibhag
about 4 years ago
#ଛତୁ_ଚାଷରେ
ସାରା ଦେଶରେ ଏକ ନମ୍ବର ଉତ୍ପାଦନ
#ରାଜ୍ୟ
ଭାବରେ
#ଓଡ଼ିଶା
ଆଗରେ ରହିଛି।
#ପାଳଛତୁ_ଚାଷ
ଏକ ଲାଭକାରୀ ଫସଲ ଭାବରେ ଆଜି ଆମ ରାଜ୍ୟର ଅନେକ#ଚାଷୀଙ୍କୁ ସ୍ୱାବଲମ୍ବୀ କରିପାରିଛି।
#ପାଳଛତୁ
ଅମଳ ବଢାଇବା ପାଇଁ ବାୟୁର ଉତ୍ତାପ ଓ ଆଦ୍ରତା, ଆଲୋକ, ନଡା ବିଶୋଧନ ଆଦି ଭଳି କେତେକ ଦିଗଗୁଡିକୁ ବିଶେଷ ଧ୍ୟାନ ଦିଆଯାଏ
See More
CDAOBolangir
retweeted
କୃଷି ବିଭାଗ, ଓଡ଼ିଶା
@krushibibhag
about 4 years ago
ଆମ ରାଜ୍ୟରେ
#ଆଖୁ_ଚାଷକୁ
ଅର୍ଥକାରୀ ଫସଲ ଭାବେ ପ୍ରାଧାନ୍ୟ ଦିଆଯାଉଛି |ଏହା ଅଧିକ ସୂର୍ଯ୍ୟକିରଣ ଗ୍ରହଣ କରିପାରୁଥିବା ଗଛ ହୋଇଥିବାରୁ
#ମନ୍ଦା
ପ୍ରଣାଳୀରେ ଚାଷ କରି ଗଛ ହୃଷ୍ଟପୃଷ୍ଟ ହେବା ସହ
#ଚାଷୀମାନେ
ଲାଭବାନ ହୋଇପାରିବେ |
@OdishaSecretary
@Horticultureod1
@soilcons_odisha
CDAOBolangir
retweeted
କୃଷି ବିଭାଗ, ଓଡ଼ିଶା
@krushibibhag
about 4 years ago
#ଅମୃତଭଣ୍ଡା
ଅତ୍ୟନ୍ତ ସୁସ୍ୱାଦୁ ଫଳ ଏବଂ ସ୍ୱାସ୍ଥ୍ୟ ପାଇଁ ଉପକାରୀ।
#ଅମୃତଭଣ୍ଡା
କ୍ଷୀରରୁ ବାହାରୁଥିବା ପେପେନ ନାମକ ଏନଜାଇମ ଯାହାକି ଡେଙ୍ଗୁ ଭଳି ରୋଗ ଉପଶମ କରିବାରେ ସହାୟକ ହୋଇଥାଏ।
#ଅମୃତଭଣ୍ଡା
ଚାଷ ଦ୍ଵାରା କୃଷକମାନେ ରୋଜଗାରକ୍ଷମ ହୋଇପାରିବେ। https://t.co/IR4Wdy3ELJ
CDAOBolangir
retweeted
କୃଷି ବିଭାଗ, ଓଡ଼ିଶା
@krushibibhag
about 4 years ago
ସୌନ୍ଦର୍ଯ୍ୟ ଓ ସୁଗନ୍ଧ ବିତରଣ କରୁଥିବା
#ଗେଣ୍ଡୁ
ଫୁଲ ଚାଷ ପାଇଁ ମଧ୍ୟମ ଜଳବାୟୁ ଆବଶ୍ୟକ |
#ଗେଣ୍ଡୁ
ଫୁଲ ଚାଷ ପାଇଁ
#ସିଞ୍ଚା_ଜଳସେଚନ
,
#ଜମି_ପ୍ରସ୍ତୁତି
#ଚାରା_ରୋପଣ
ଆଦି ପଦ୍ଧତି ଅବଲମ୍ବନ କଲେ ଅଳ୍ପ ଖର୍ଚ୍ଚରେ
#ଚାଷୀମାନେ
ଲାଭବାନ ହୋଇପାରିବେ |
@OdishaSecretary
@Horticultureod1
@soilcons_odisha
CDAOBolangir
retweeted
କୃଷି ବିଭାଗ, ଓଡ଼ିଶା
@krushibibhag
about 4 years ago
କୃଷକ ଭାଇ ଓ ଭଉଣୀମାନଙ୍କ ପାଇଁ ସୂଚନା ।
CDAOBolangir
retweeted
କୃଷି ବିଭାଗ, ଓଡ଼ିଶା
@krushibibhag
about 4 years ago
#ଓଡ଼ିଶା
କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ
#ସର୍ବଭାରତୀୟ_ସଂଯୋଜିତ_ମହୁମାଛି
ଓ ପରାଗ ସଂଗମକାରୀ
#ଜୀବ_ଗବେଷଣା
ପ୍ରକଳ୍ପ ତରଫରୁ
#ବିଶ୍ୱ_ମହୁମାଛି_ଦିବସ��
�େ ମହୁ ଚାଷକୁ କିପରି ବ୍ୟବସାୟିକ ଭିତ୍ତିରେ ଚାଷ କରିଵା ସ
ହ #ଭୂମିହୀନ_ଚା
ଷୀ ଏହାଦ୍ୱାରା ବିଶେଷ ଉପକୃତ ହୋଇପାରିବ ବୋଲି ପ୍ରଶିକ୍ଷଣ ଦିଆଯାଇଅଛି
| @OdishaSecreta
ry
See More
Last Seen Users on Sotwe
hinhv
Seen from
Vietnam
sway
Seen from
United States
لوسي بنوتي Lilly
Seen from
France
Mê cu trai thẳng 🤤
Seen from
Vietnam
实干兴邦
Seen from
Singapore
Carliiboog
Seen from
United States
tama
Seen from
Indonesia
นุ _ รักชาย
Seen from
Thailand
Hikaye paylaş &gizlilik
Seen from
Turkey
Alejo
Seen from
Brazil
Trends for you
1
#UFCAbuDhabi
Under 10K tweets
2
Vini
Under 10K tweets
3
Lando
Under 10K tweets
4
Good Saturday
Under 10K tweets
5
Tuchalov
Under 10K tweets
6
#LUNÉSelcaDay
Under 10K tweets
7
Aliev
Under 10K tweets
8
#Caturday
Under 10K tweets
9
Ron Simmons
Under 10K tweets
10
#PeachAndMeSeriesEP3
Under 10K tweets
Most Popular Users
1
Elon Musk
@elonmusk
241M followers
2
Barack Obama
@barackobama
119.2M followers
3
Cristiano Ronaldo
@cristiano
112.1M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98M followers
7
NASA
@nasa
92.2M followers
8
Justin Bieber
@justinbieber
91.2M followers
9
KATY PERRY
@katyperry
88.5M followers
10
Taylor Swift
@taylorswift13
82.4M followers
11
Lady Gaga
@ladygaga
73.9M followers
12
Virat Kohli
@imvkohli
71.2M followers
13
Kim Kardashian
@kimkardashian
70.2M followers
14
YouTube
@youtube
68.7M followers
15
Bill Gates
@billgates
64.3M followers
16
Neymar Jr
@neymarjr
64.1M followers
17
The Ellen Show
@theellenshow
62.4M followers
18
CNN
@cnn
61.8M followers
19
Selena Gomez
@selenagomez
61.6M followers
20
X
@x
60.8M followers
Olivia
Online
✨
⭐
💫