Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
DIPRO KENDUJHAR
@diprokjr
District Information & Public Relations Officer, Keonjhar
Keonjhar
Joined May 2025
53
Following
12
Followers
29
Posts
diprokjr
retweeted
Collector and District Magistrate, Kendujhar
@Dist_Kendujhar
11 months ago
'ମିଳିତ ଅଭିଯୋଗ ଶୁଣାଣି' ଶିବିର ଜିଲ୍ଲାପାଳଙ୍କ ନେତୃତ୍ୱରେ ଯୋଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ବିଭାଗୀୟ ଅଧିକାରୀମାନେ ଲୋକଙ୍କ ସମସ୍ୟା ବୁଝିବା ସହ ବିଭିନ୍ନ ଅଭିଯୋଗ ଗ୍ରହଣ କରିଥିଲେ।
@CMO_Odisha
@dept_ga
@LawOdisha
@HUDDeptOdisha
@SMEOdisha
@WCDOdisha
diprokjr
retweeted
Collector and District Magistrate, Kendujhar
@Dist_Kendujhar
11 months ago
ପରିବେଶ, ପ୍ରକୃତି ଓ ଧରିତ୍ରୀ ମା’ ର ସୁରକ୍ଷା ପାଇଁ ଚାଲୁଥିବା "ଏକ୍ ପେଡ୍ ମା’ କେ ନାମ୍ ୨.୦"
#EkPedMaakeNaam
ଅଭିଯାନରେ ଆଜି ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ଯୋଡ଼ା ବ୍ଲକ ପରିସରରେ ଚାରାରୋପଣ କରିଛନ୍ତି।
@CMO_Odisha
@ForestDeptt
@IPR_Odisha
@HUDDeptOdisha
@mission_shakti
@PRDeptOdisha
See More
diprokjr
retweeted
Collector and District Magistrate, Kendujhar
@Dist_Kendujhar
12 months ago
ଜିଲ୍ଲାପାଳ ନିଜ ପାଟଣା ଗସ୍ତ ଅବସରରେ ଖୁଣ୍ଟାପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ପାଟଣା ବ୍ଲକ କାର୍ଯ୍ୟାଳୟ, ମାର୍କେଟ କମ୍ପ୍ଲେକ୍ସ ଓ କେନ୍ଦେଇପଶି ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନରେ ଯାଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି।
@CMO_Odisha
@IPR_Odisha
@SMEOdisha
@OAVS_Official
@WCDOdisha
See More
diprokjr
retweeted
Collector and District Magistrate, Kendujhar
@Dist_Kendujhar
12 months ago
#ହରଘରତ୍ରିରଙ୍ଗା
ଅଭିଯାନକୁ ସଫଳ କରିବା ପାଇଁ କେନ୍ଦୁଝରର ବିଭିନ୍ନ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମା‘ ମାନେ ଆମ ଜାତିର ଆତ୍ମା “ତ୍ରିରଙ୍ଗା” ପତାକା ପ୍ରସ୍ତୁତ କରିବାରେ ନିମଗ୍ନ ରହିଛନ୍ତି। ତ୍ରିରଙ୍ଗାର ପ୍ରତ୍ୟେକ ସୂତା ଦେଶପ୍ରେମ, ଜାତୀୟତା ଭାବ ଓ ମହିଳା ସଶକ୍ତିକରଣର ଗାଥା ବଖାଣୁଛି।
@CMO_Odisha
@mission_shakti
@WCDOdisha
@IPR_Odisha
See More
diprokjr
retweeted
Collector and District Magistrate, Kendujhar
@Dist_Kendujhar
12 months ago
ମହିଳା ସଶକ୍ତିକରଣର ସଂକଳ୍ପକୁ ଦୃଢ଼ୀଭୂତ କରିବା ପାଇଁ ଆରମ୍ଭ କରାଯାଇଥିବା ସୁଭଦ୍ରା ଯୋଜନାର ୩ୟ କିସ୍ତି କେନ୍ଦୁଝରଠାରେ ମାନ୍ୟବର ମନ୍ତ୍ରୀ
@HUDDeptOdisha
ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ହିତାଧିକାରୀ ମା‘ ଓ ଭଉଣୀ ମାନଙ୍କୁ ପ୍ରଦାନ କରାଯିବା ସହ କୋରାପୁଟଠାରେ ମାନ୍ୟବର
@CMO_Odisha
ଙ୍କ ଉପସ୍ଥିତିରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ ପ୍ରଦର୍ଶିତ କରାଯାଇଥିଲା।
@WCDOdisha
#subhadrayojana
See More
diprokjr
retweeted
Collector and District Magistrate, Kendujhar
@Dist_Kendujhar
12 months ago
ଜିଲ୍ଲାପାଳ ବୋଦାପଳସା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନରେ ଯାଇ ବିଜ୍ଞାନ ପରୀକ୍ଷାଗାର, ଛାତ୍ରୀ ନିବାସ ବୁଲି ଦେଖିଛନ୍ତି। ଛାତ୍ରଛାତ୍ରୀ ମାନଙ୍କ ସହ ଭାବବିନିମୟ କରି ଅସୁବିଧା ପଚାରି ବୁଝିବା ସହ ଏହାର ସମାଧାନ ଏବଂ ପାଠପଢା ସହିତ ପିଲାମାନଙ୍କୁ ସ୍ଵଚ୍ଛତା, କ୍ରୀଡ଼ା ଓ ଶାରୀରିକ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଲାଗି ପ୍ରୋତ୍ସାହିତ କରିବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
@CMO_Odisha
@OAVS_Official
@SMEOdisha
@IPR_Odisha
See More
diprokjr
retweeted
I & PR Department, Odisha
@IPR_Odisha
12 months ago
ହସ୍ତତନ୍ତ ହେଉଛି ଓଡ଼ିଆ ଅସ୍ମିତାର ଏକ ପ୍ରମୁଖ ସ୍ତମ୍ଭ। ଆମର 'ହସ୍ତତନ୍ତ କ୍ଷେତ୍ର' କେବଳ ଏକ ଆର୍ଥିକ ସ୍ତମ୍ଭ ନୁହେଁ ବରଂ ଏହା ଜାତୀୟ ଗର୍ବ ଓ ଗରିମାର ପ୍ରତୀକ। ପ୍ରାଚୀନ ସାମୁଦ୍ରିକ ବାଣିଜ୍ୟରୁ ଆରମ୍ଭ କରି ବର୍ତ୍ତମାନର ବିଶ୍ୱ ଫ୍ୟାଶନ୍ ପ୍ଲାଟଫର୍ମ ପର୍ଯ୍ୟନ୍ତ, ଆମର ବୟନ ସର୍ବଦା ଉତ୍କର୍ଷତା, ଆଧ୍ୟାତ୍ମିକତା ଓ ସଂସ୍କୃତିର ଜୟଗାନ କରିଆସିଛି । ହସ୍ତତନ୍ତ ଉନ୍ନୟନ ଯୋଜନା ମାଧ୍ୟମରେ ବୁଣାକାରମାନଙ୍କ ସାମାଜିକ-ଆର୍ଥିକ ଅବସ୍ଥାକୁ ଉନ୍ନତ କରିବା ପାଇଁ ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ହସ୍ତତନ୍ତ ମେଳା "ଏକତା" କୁ ଉଦଘାଟନ କରି କହିଛନ୍ତି।
See More
diprokjr
retweeted
Collector and District Magistrate, Kendujhar
@Dist_Kendujhar
12 months ago
ଜିଲ୍ଲାର ବିଧାୟକ ବୃନ୍ଦ ଓ ଜିଲ୍ଲାପାଳଙ୍କ ଉପସ୍ଥିତିରେ କେନ୍ଦୁଝର ପ୍ରେକ୍ଷାଳୟଠାରେ ଜିଲ୍ଲାସ୍ତରୀୟ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୀତି ଆୟୋଗ ଦ୍ୱାରା ପ୍ରସ୍ତାବିତ ପ୍ରମୁଖ ୬ ଗୋଟି ବିକାଶ ସୂଚକାଙ୍କକୁ ଶତପ୍ରତିଶତ ହାସଲ କରିବାରେ ପ୍ରମୁଖ ଭୂମିକା ନେଇଥିବା ଆଗଧାଡ଼ିର କର୍ମୀ ଓ ଅଧିକାରୀଙ୍କୁ ସମ୍ମାନିତ କରାଯାଇଛି।
@CMO_Odisha
@PCDept_Odisha
@PRDeptOdisha
See More
diprokjr
retweeted
Collector and District Magistrate, Kendujhar
@Dist_Kendujhar
12 months ago
ଜିଲ୍ଲାପାଳ ଗୋନାସିକା ସ୍ଥିତ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଯାଇ ଛାତ୍ରୀନିବାସ, ରୋଷେଇଘର ଓ ଶୌଚାଳୟରେ ପରିଷ୍କାର ପରିଚ୍ଛନତା ବଜାୟ ରଖିବା ସହ ଆବଶ୍ୟକ ଅନ୍ୟ ସମସ୍ତ ସୁବିଧା ଉପଲବ୍ଧ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
@CMO_Odisha
@stscdev
@IPR_Odisha
diprokjr
retweeted
Collector and District Magistrate, Kendujhar
@Dist_Kendujhar
12 months ago
ଜିଲ୍ଲାପାଳ ବାଂଶପାଳ ବ୍ଲକ ଗୋନାସିକାଠାରେ ଅବସ୍ଥିତ ଜୁଆଙ୍ଗ ଉନ୍ନୟନ ସଂସ୍ଥା (JDA) ପରିଦର୍ଶନରେ ଯାଇ ସଂସ୍ଥା ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନା ଓ ସେଥିନିମନ୍ତେ ମିଳିଥିବା ଅନୁଦାନ ଓ ଏହାର ବିନିଯୋଗର ସମୀକ୍ଷା କରିଛନ୍ତି ।
@CMO_Odisha
@stscdev
@IPR_Odisha
diprokjr
retweeted
Collector and District Magistrate, Kendujhar
@Dist_Kendujhar
12 months ago
ସ୍ଥାନୀୟ ସଂସ୍କୃତି ଏବଂ କାରିଗରଙ୍କୁ ପ୍ରୋତ୍ସାହିତ କରି ତୃଣମୂଳ ସ୍ତରର ଅର୍ଥନୀତିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ
#ସମ୍ପୂର୍ଣତାଅଭିଯାନ
ଅନ୍ତର୍ଗତ
#ଆକାଂକ୍ଷାହାଟ୨୦୨୫
କେନ୍ଦୁଝର ଜିଲ୍ଲାର ବିଧାୟକ ବୃନ୍ଦ ଓ ଜିଲ୍ଲାପାଳଙ୍କ ଉପସ୍ଥିତିରେ କେନ୍ଦୁଝର ଅଡ଼ିଟୋରିୟମ ପରିସରରେ ଉଦଘାଟିତ ହୋଇଯାଇଛି।
@CMO_Odisha
@PCDept_Odisha
@IPR_Odisha
See More
diprokjr
retweeted
Collector and District Magistrate, Kendujhar
@Dist_Kendujhar
about 1 year ago
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ
@narendramodi
ଜୀ
#MannKiBaat
କାର୍ଯ୍ୟକ୍ରମରେ ଜଙ୍ଗଲ ନିଆଁ ରୋକିବା ପାଇଁ କୀର୍ତ୍ତନ ମାଧ୍ୟମରେ ସଚେତନତା ବାର୍ତ୍ତା ବାଣ୍ଟୁଥିବା ଘଟଗାଁ ବ୍ଲକର ଶ୍ରୀମତୀ ପ୍ରମିଳା ପ୍ରଧାନ ଏବଂ ସାଥିଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ଏହି ଅବସରରେ ଶ୍ରୀମତୀ ପ୍ରଧାନ ଓ ତାଙ୍କ ସାଥୀଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛୁ।
@CMO_Odisha
@IPR_Odisha
@ForestDeptt
@DfoKeonjhar
@Culturedeptt
See More
Dist_Kendujhar's tweet video.
diprokjr
retweeted
Collector and District Magistrate, Kendujhar
@Dist_Kendujhar
about 1 year ago
ଜିଲ୍ଲାପାଳଙ୍କ ନେତୃତ୍ୱରେ ଦରବାର ହଲଠାରେ 'ମିଳିତ ଅଭିଯୋଗ ଶୁଣାଣି' ଶିବିର ଅନୁଷ୍ଠିତ ହୋଇଛି। ଆରକ୍ଷୀ ଅଧିକ୍ଷକ, ବନଖଣ୍ଡ ଅଧିକାରୀଙ୍କ ସମେତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଗ୍ରହଣ କରିଥିଲେ।
@CMO_Odisha
@IPR_Odisha
@dept_ga
diprokjr
retweeted
Collector and District Magistrate, Kendujhar
@Dist_Kendujhar
about 1 year ago
ଜିଲ୍ଲାପାଳଙ୍କ ନେତୃତ୍ୱରେ ଘଷିପୁରା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ 'ମିଳିତ ଅଭିଯୋଗ ଶୁଣାଣି' ଶିବିର ଅନୁଷ୍ଠିତ ହୋଇଛି। ଆରକ୍ଷୀ ଅଧିକ୍ଷକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଗ୍ରହଣ କରିଥିଲେ। ଏହି ଅବସରରେ ଦିବ୍ୟାଙ୍ଗଙ୍କୁ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା।
@CMO_Odisha
@dept_ga
@IPR_Odisha
See More
diprokjr
retweeted
Collector and District Magistrate, Kendujhar
@Dist_Kendujhar
about 1 year ago
ଜିଲ୍ଲାପାଳ କେନ୍ଦୁଝରସ୍ଥିତ ମନୋଜ ମଞ୍ଜରୀ ଶିଶୁ ଭଵନର ଦୃଷ୍ଟି ବାଧିତ ଛାତ୍ରଛାତ୍ରୀଙ୍କୁ ୩ଟି ଆନି ବ୍ରେଲୀ ଯନ୍ତ୍ର ବଣ୍ଟନ କରିଛନ୍ତି ଯାହା ସେମାନଙ୍କ ଶିକ୍ଷା ଗ୍ରହଣରେ ବେଶ ସହାୟକ ହୋଇପାରିବ।
@CMO_Odisha
@SSEPD2
@IPR_Odisha
diprokjr
retweeted
Collector and District Magistrate, Kendujhar
@Dist_Kendujhar
about 1 year ago
ଜିଲ୍ଲାପାଳ ସଦର ବ୍ଲକ ଅନ୍ତର୍ଗତ ବଳଭଦ୍ରପୁର ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ଭିତ୍ତିଭୂମି, ଶୈକ୍ଷିକ ବାତାବରଣ, ମଧ୍ୟାହ୍ନ ଭୋଜନର ମାନ ନିରୀକ୍ଷଣ କରିବା ସହ ଛାତ୍ରଛାତ୍ରୀ ମାନଙ୍କ ଭାବ ବିନିମୟ କରି ପାଠ୍ୟକ୍ରମର ଅଗ୍ରଗତି ପଚାରି ବୁଝିଥିଲେ ।
@CMO_Odisha
@SMEOdisha
@IPR_Odisha
diprokjr
retweeted
Collector and District Magistrate, Kendujhar
@Dist_Kendujhar
about 1 year ago
ଜିଲ୍ଲାପାଳ କେନ୍ଦୁଝର ସ୍ଥିତ ଆମ ବସ୍ ଷ୍ଟାଣ୍ଡ ଡିପୋ ପରିଦର୍ଶନ କରି କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରିବା ସହ ଅବଶିଷ୍ଟାଂଶ କାର୍ଯ୍ୟ ତ୍ୱରାନ୍ୱିତ କରି ସମୟସୀମା ମଧ୍ୟରେ ଶେଷ କରି
@tpnodl_odisha
କୁ ସେଠାରେ ସବ-ଷ୍ଟେସନ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
@CMO_Odisha
@CRUT_BBSR
See More
diprokjr
retweeted
Collector and District Magistrate, Kendujhar
@Dist_Kendujhar
about 1 year ago
ଜିଲ୍ଲାପାଳ କେନ୍ଦୁଝରର ବିଭିନ୍ନ ଅଞ୍ଚଳରେ ପ୍ରସ୍ତାବିତ ଟ୍ରକ୍ ଟର୍ମିନାଲ୍ ସ୍ଥଳୀ, ବହୁ ତାରକା ହୋଟେଲ୍, ଟେକ୍ସଟାଇଲ ପାର୍କ, ଜେଲ ଓ ଟେକ ପାର୍କ ନିର୍ମାଣ ସ୍ଥଳୀ ପରିଦର୍ଶନ କରି ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
@CMO_Odisha
@CTOdisha
@ScAndTechOdisha
See More
diprokjr
retweeted
Collector and District Magistrate, Kendujhar
@Dist_Kendujhar
about 1 year ago
କେନ୍ଦୁଝର ଜିଲ୍ଲା ପାଇଁ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ!
@MSDESkillIndia
ଦ୍ୱାରା ପୂର୍ବାଞ୍ଚଳର ସର୍ବୋତ୍ତମ ପ୍ରଦର୍ଶନକାରୀ ଭାବେ
@itibarbil
ମନୋନୀତ ହୋଇ
#BharatSkillNXT2025
ର ଉଦ୍ଘାଟନୀ ସମାରୋହରେ ପୁରସ୍କୃତ ହୋଇଛି। ଏହି ସଫଳତା ଔଦ୍ୟୋଗିକତା ଶିକ୍ଷାର ପ୍ରସାର ନିମନ୍ତେ ଆମ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି।
@CMO_Odisha
See More
diprokjr
retweeted
Collector and District Magistrate, Kendujhar
@Dist_Kendujhar
about 1 year ago
ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଆସିଥିବା ବିଧାନସଭା ଷ୍ଟାଣ୍ଡିଂ କମିଟିର ସଦସ୍ୟ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ଯାଇ ରୋଗୀ ମାନଙ୍କ ଲାଗି ଉପଲବ୍ଧ ଥିବା ସୁବିଧା ଓ ଭିତ୍ତିଭୂମିର ସମୀକ୍ଷା କରିବା ସହ ଅଧିକ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ନିମନ୍ତେ ବିଭିନ୍ନ ପରାମର୍ଶ ଦେଇଛନ୍ତି।
@CMO_Odisha
@HFWOdisha
See More
Last Seen Users on Sotwe
Padayapa
Seen from
Malaysia
Enes #MusialaGazisi
Seen from
Turkey
Justin Skye
Seen from
United States
Gay Submissive Porn (5K) 🏳️🌈🔞
Seen from
Spain
Shameless
زهو 🫦.
ชอบสาวใหญ่ มีอายุมากกว่า
Seen from
Malaysia
love
Seen from
Turkey
ولدها
Seen from
Germany
khusus indo
Seen from
Singapore
Trends for you
1
Fauci
Under 10K tweets
2
Covid
Under 10K tweets
3
$MSFT
Under 10K tweets
4
AIDS
Under 10K tweets
5
Skubal
Under 10K tweets
6
Fifth Amendment
Under 10K tweets
7
$META
Under 10K tweets
8
Shannon Brown
Under 10K tweets
9
Warsh
Under 10K tweets
10
Wuhan
Under 10K tweets
Most Popular Users
1
Elon Musk
@elonmusk
241.1M followers
2
Barack Obama
@barackobama
119.1M followers
3
Cristiano Ronaldo
@cristiano
112.3M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.1M followers
7
NASA
@nasa
92.2M followers
8
Justin Bieber
@justinbieber
91.3M followers
9
KATY PERRY
@katyperry
88.6M followers
10
Taylor Swift
@taylorswift13
82.5M followers
11
Lady Gaga
@ladygaga
74M followers
12
Virat Kohli
@imvkohli
71.4M followers
13
Kim Kardashian
@kimkardashian
70.3M followers
14
YouTube
@youtube
68.7M followers
15
Bill Gates
@billgates
64.4M followers
16
Neymar Jr
@neymarjr
64.3M followers
17
The Ellen Show
@theellenshow
62.4M followers
18
CNN
@cnn
61.8M followers
19
Selena Gomez
@selenagomez
61.7M followers
20
X
@x
60.8M followers
Olivia
Online
✨
⭐
💫