Top Tweets for #Agsquare
ରାଜଧାନୀବାସୀଙ୍କ ସୁରକ୍ଷା ପାଇଁ ଅତ୍ୟାଧୁନିକ ଅସ୍ତ୍ର ଧରି ରାଜରାସ୍ତାରେ ସୁରକ୍ଷା ବାହିନୀ। ଗତକାଲି ରାତିରେ ଯବାନମାନେ ���ିଭିନ୍ନ ସ୍ଥାନରେ ପାଇଁତରା ମାରିଛନ୍ତି ।
#BhubaneswarNews #NightPatrolling #SecurityForces #OdishaPolice #STG #CapitalSecurity #LawAndOrder #JaydevVihar #MasterCanteen #AGSquare #OTV
#ପୁଣି_ରାଜଧାନୀରେ_ଛାତିଥରା_ଦୁର୍ଘଟଣା
ବିଳମ୍ବିତ ରାତିରେ AG ଛକରେ ଦୁର୍ଘଟଣା
ହାଇୱା ସହ ଅଟୋ ଧକ୍କା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ହାଇୱା ଚାଳକ ଅଟକ, ଆହତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
#Bhubaneswar #AGsquare
#ଭୁବନେଶ୍ବରରେ_ଲାଗିବ_ସଡ଼କ_ଦୁର୍ଘଟଣା_ଘଣ୍ଟା
ଭୁବନେଶ୍ୱରର ଏଜି ସ୍କୋୟାରରେ ସ୍ଥାପନ ହେବ ଓଡ଼ିଶା ସଡ଼କ ଦୁର୍ଘଟଣା ଘଣ୍ଟା । ସଡ଼କ ଦୁର୍ଘଟଣା ବିଷୟରେ ଜନସଚେତନତା ସୃଷ୍ଟି କରିବା ଏବଂ ସକାରାତ୍ମକ ଆଚରଣଗତ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଲାଗିବ ଘଣ୍ଟା।
#ArgusNews #Bhubaneswar #RoadAccidentClock #agsquare
ଭୁବନେଶ୍ୱରରେ ଲାଗିବ ସଡ଼କ ଦ���ର୍ଘଟଣା ଘଣ୍ଟା | Sadak Durghatana Ghanta to be Installed in Bhubaneswar
#awarnesswatch #bhubaneswarnews #AGsquare #prameyanews7 #letter
ଭୁବନେଶ୍ୱର ଏଜି ଛକରୁ ହଟିବ ଟ୍ରାଫିକ ପୋଷ୍ଟ, ଏଲିଭେଟେଡ଼ କରିଡର ପାଇଁ ପୂର୍ତ୍ତ ବିଭାଗର ବଡ଼ ପ୍ଲାନ #bhubaneswar #prithvirajharichandan #agsquare #prameyanews7
#ଭୁବନେଶ୍ବର_ଏଜି_ଛକରୁ_ହଟିବ_ଟ୍ରାଫିକ୍_ପୋଷ୍ଟ
-ଭୁବନେଶ୍ବର ଏଜି ଛକରୁ ହଟିବ ଟ୍ରାଫିକ୍ ପୋଷ୍ଟ
-ଦୁଇ ଥାକିଆ ରାସ୍ତା ପାଇଁ ଯୋଜନା
-ମାଟି ତଳେ ଏବଂ ଉପରେ ହେବ ଦୁଇ ଥାକିଆ ରାସ୍ତା
-ଏଲିଭେଟର କରିଡ଼ର ପାଇଁ ପୂର୍ତ୍ତ ବିଭାଗର ଯୋଜନା
#Sambad #Bhubaneswar #AGSquare

#ଛାତ୍ର_କଂଗ୍ରେସ_କର୍ମୀଙ୍କୁ_ଉଠାଇଲା_ପୋଲିସ
-ପୁରୀ ବଳଙ୍ଗା ଘଟଣାରେ ଭୁବନେଶ୍ବରରେ ଛାତ୍ର କଂଗ୍ରେସର ହଲାବୋଲ୍
-ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବାସଭବନ ଘେରାଉ ଉଦ୍ୟମ
-ଏଜି ଛକରୁ ଛାତ୍ର କଂଗ୍ରେସ କର୍ମୀଙ୍କୁ ଉଠାଇ ନେଲା ପୋଲିସ
#Nimapara #MinorGirl #Agsquare #Odishapolice #BadaKhabar

#ଛାତ୍ର_କଂଗ୍ରେସ_କର୍ମୀଙ୍କୁ_ଉଠାଇଲା_ପୋଲିସ
-ପୁରୀ ବଳଙ୍ଗା ଘଟଣାରେ ଭୁବନେଶ୍ବରରେ ଛାତ୍ର କଂଗ୍ରେସର ହଲାବୋଲ୍
-��ପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବାସଭବନ ଘେରାଉ ଉଦ୍ୟମ
-ଏଜି ଛକରୁ ଛାତ୍ର କଂଗ୍ରେସ କର୍ମୀଙ୍କୁ ଉଠାଇ ନେଲା ପୋଲିସ
#Nimapara #MinorGirl #Agsquare #Odishapolice #OTV

ଭୁବନେଶ୍ୱର AG ଛକରେ କଡ଼ା କଡ଼ି ଚେକିଂ, ବିକଟାଳ ହର୍ଣ୍ଣ ଓ କଳା କାଚ ଲାଗିଥିଲେ ଲାଗୁଛି ଜରିମାନା
#trafficpolice #blockingchecking #bhubaneswarnews #AGsquare #prameyanews7
https://t.co/8xc5cPPN7M

Congratulatory message for the Indian Olympic team all the way from #AgSquare bhonsar.
#TimesSquare is totally overrated !!
#SaluteCoronaWarriors
ଯୋଦ୍ଧାଙ୍କୁ ସଲାମ୍, ମଣିଷପଣିଆ ଦେଖାଇଲେ ଓ ଉଦାହରଣ ପାଲଟିଲେ!
ଏହି ପ୍ରକୃତ କୋରୋନା ଯୋଦ୍ଧାଙ୍କ ଦୃଶ୍ୟକୁ ଥରେ ଭଲ ଭାବରେ ଦେଖନ୍ତୁ, ଆଖି ଥରି ଉଠିବ !
#AGSquare ନିକଟରେ ଜଣେ ଗାଡ଼ି ଚାଳକ ଗାଡ଼ିରେ ଯାଉଥିିବା ସମୟରେ ହଠାତ୍ ହୃଦଘାତର ଶିକାର ହେଲେ ଓ ତା'���ରେ...
@DGPOdisha @SecyChief @odisha_police
#ଏବେ_ସଚିବାଳୟ_ମାର୍ଗ_ହେବ_ଲୋକସେବା_ମାର୍ଗ
ସଚିବାଳୟର ନାଁ ବଦଳି ଲୋକସେବା ଭବ�� ହେବା ପରେ ସଚିବାଳୟ ମାର୍ଗର ନାମ ମଧ୍ୟ ବଦଳିଛି। ପୂର୍ବରୁ ରାଜଧାନୀର ଏଜି ଛକରୁ ଆଚାର୍ଯ୍ୟବିହାର ଛକ ପର୍ଯ୍ୟନ୍ତ ରାସ୍ତାର ନାମ ସଚିବାଳୟ ମାର୍ଗ ଥିବାବେଳେ ଏଣିକି ଏହା ଲୋକସେବା ମାର୍ଗ ହେବ। #LokSevaMarg #AgSquare #AcharyaVihar #Bhubaneswar

#bhubaneswarbuzz Time for daily dose of #bhubaneswarlogo series here is sachivalaya marg pic courtesy @logokuhe ・・・
#sachivalay marg -from Ag square to sainik school square
.
.
.
#logokuhe #logo #agsquare #pmgsquare #bhubaneshwar #bhubaneswarblogger #bhubaneswarfoodie #bhu…

@ManoranjanMedia Well-presented. In the entire condemning #AGSquare incident, one thing that really needs to be appreciated is the dignified way with which our Traffic Cops on duty presented their side. Hats off to them ���
#RakshaBandhan bridges gap between police, public: MBA students of Utkal University tie Rakhi to traffic cops @ #AGSquare @TOICitiesNews
Last Seen Hashtags on Sotwe
CarneyPescado
Seen from Vietnam
momson momson . video
MOMSON MOMSON
Seen from United States
xlii or #TEENAGER or #momson or #nolimit() +filter:native_video
Seen from Turkey
ShutaandMe
踩踏
Seen from Switzerland
GOICHI
Seen from United Kingdom
Mastoura
Seen from Algeria
teen level
Seen from United States
磕泡
Seen from Japan
Most Popular Users

Elon Musk 
@elonmusk
241.1M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
112.5M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.2M followers

NASA 
@nasa
92.2M followers

Justin Bieber 
@justinbieber
91.4M followers

KATY PERRY 
@katyperry
88.8M followers

Taylor Swift 
@taylorswift13
82.7M followers

Lady Gaga 
@ladygaga
74.1M followers

Virat Kohli 
@imvkohli
71.6M followers

Kim Kardashian 
@kimkardashian
70.3M followers

YouTube 
@youtube
68.7M followers

Bill Gates 
@billgates
64.5M followers

Neymar Jr 
@neymarjr
64.5M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.8M followers

X 
@x
60.8M followers

















