Top Tweets for #AmreshJena
Amresh Jena Arrest: ‘ଫସାଇ ଦେଲେ ଅର୍ଚ୍ଚନା ନାଗ’; ଗିରଫ ପରେ ଅମରେଶଙ୍କ ବଡ଼ ଅଭିଯୋଗ, କାଉଣ୍ଟର କଲେ ଅର୍ଚ୍ଚନା... #amreshjena #OdishaPolitics #ArchanaNag #news18odia
କ୍ଲିକ୍ କରି ପଢନ୍ତୁ ସମ୍ପୂର୍ଣ୍ଣ ଖବର:
https://t.co/t8RSk5yYFB
#ଏଇଠି_ଲୁଚିଥିଲେ_ଅମରେଶ
ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ବିଜେଡି ନେତା ଅମରେଶ ଜେନା, ଦେଖନ୍ତୁ ବାଲେଶ୍ୱରର କେଉଁଠି ଲୁଚିଥିଲେ ଏହି ଅଭିଯୁକ୍ତ
#KanakNews #AmreshJena #BJD
#କୋର୍ଟ_ଚାଲାଣ_ହେବେ_ଅମରେଶ_ଜେନା
ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ବିଜେଡ଼ି କର୍ପୋରେଟର ଅମରେଶ ଜେନା ଗିରଫ, ଖୁବଶୀଘ୍ର କୋର୍ଟ ଚାଲାଣ
#KanakNews #AmreshJena #BJD
#ଗିରଫ_ହେଲେ_BJD_ନେତା_ଅମରେଶ_ଜେନା
ବାଲେଶ୍ବରରୁ ଅମରେଶଙ୍କୁ ଗିରଫ କଲା ପୋଲିସ
ଫେରାର ଥିଲେ ବିଜେଡି କର୍ପୋରେଟର ଅମରେଶ
ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ କଲା ପୋଲିସ
କାଲି ଗିରଫ ହୋଇଥିଲେ ଅମରେଶଙ୍କ ୫ ସହଯୋଗୀ
#AmreshJena
(file Pic)

#ଆଡିସନାଲ୍_ଷ୍ଟାଣ୍ଡିଂ_କାଉନସେଲ୍_ସମରେଶ_ଜେନାଙ୍କ_ନିଯୁକ୍ତି_ରଦ୍ଦ
-ସମରେଶ ଜେନାଙ୍କ ନିଯୁକ୍ତି ରଦ୍ଦ କଲେ ରାଜ୍ୟ ସରକାର
-ଏଜି ପୀତାମ୍ବର ଆଚାର୍ଯ୍ୟଙ୍କ ସୁପାରିସ ଅନୁସାରେ ନିଯୁକ୍ତି ରଦ୍ଦ
#Sambad #AmreshJena

OBC ସଂରକ୍ଷଣକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ BJD ନେତା ଅମରେଶ ଜେନା। କହିଲେ...
#OBC #Reservation #BJD #AmreshJena #OTV
#ଷଡ଼ଯନ୍ତ୍ରକାରୀଙ୍କ_ହାତରେ_ବିଜେଡି
Infighting Inside BJD Continues | ଅମରେଶଙ୍କ ବିଷୋଦଗାର, ବିଜେଡିରେ ୪ରୁ ୫ଜଣ ନେତା ମନମୁଖୀ ଚଳାଇଛନ୍ତି ...
#BJDConflict #OdishaPolitics #AmreshJena #amareshjena #BJDLeader #BijuJanataDalOdisha #PrameyaNews7 #SanjayKumarDasBurma |
#ବିଜେଡିକୁ_ବୁଡ଼ାଇବେ_୫ନେତା
ବିଜେଡି ନେତା ଅମରେଶ ଜେନାଙ୍କ ବିସ୍ଫୋରକ ବୟାନ, ଖୋଲିଲେ ବିଜେଡି କନ୍ଦଳର ଗୁମର। ଗୋଟିଏ ଲୋକ ଉପରେ ଦୋଷ ଦେଇ ଏମାନେ ପାର୍ ହେଉଛନ୍ତି।
#BJDConflict #OdishaPolitics #AmreshJena #ArgusNews @bjd_odisha
#ବିଜେଡିକୁ_ବୁଡ଼ାଇବେ_୫ନେତା
ଭଲ ସରକାରକୁ ଷଡ଼ଯନ୍ତ୍ର କରି ବିଦା କରିଛନ୍ତି।ଗୋଟିଏ ଲୋକ ଉପରେ ଦୋଷ ଦେଇ ଏମାନେ ପାର୍ ହେଉଛନ୍ତି।’ଏହି ଷଡ଼ଯନ୍ତ୍ରକାରୀଙ୍କ ହାତରେ ଦଳ ଅଛି।ଏହି ୪/୫ ଜଣଙ୍କ ଯୋଗୁଁ ଆମ ସରକାର ବଦନାମ୍ ହେଲା:ବିଜେଡି ନେତା ଅମରେଶ ଜେନା।
#BJDConflict #OdishaPolitics #AmreshJena #OdishaTV #OTV
#୨୪_ବର୍ଷର_ସରକାରକୁ_ଭାଙ୍ଗିଦେଲା_ଅହଂକାର
ଅମରେଶ ଜେନାଙ୍କ ବିସ୍ଫୋରକ ବୟାନ। ୪ରୁ ୫ଜଣ ଦଳକୁ ହାଇଜାକ କରିବାକୁ ଚାହୁଁଛନ୍ତି। ଏହି ମାନଙ୍କ ଅହଙ୍କାର ଯୋଗୁ ଦଳ ହାରିଲା: ବିଜେଡି ନେତା ଅମରେଶ ଜେନା।
#BJDConflict #AmreshJena #OdishaPolitics #OdishaTV #OTV
#ବିଜେପି_ଆଡ଼କୁ_ଢଳୁଛନ୍ତି_କି_ଅମରେଶ_ଓରଫ_ବାଇଁଆ ?
BJDର ବରିଷ୍ଠ କର୍ପୋରେଟର ଅମରେଶ ଜେନା
ବାଇଁଆଙ୍କୁ ଡାକିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅମରେଶଙ୍କୁ କେମିତି ଅଛ ବୋଲି କହିଲେ ଧର୍ମେନ୍ଦ୍ର
ବାଇଁଆଙ୍କ ପାଇଁ ବିଜେପି ଦ୍ବାର ଖୋଲା: ବାବୁ ସିଂ
କାମ କରିବା ଲୋକ କାମ କରିବା ଲୋକଙ୍କୁ ଖୋଜେ: ଅମରେଶ
#AmreshJena #BJP #BJD

#ସୋ_କଜ୍_ନୋଟିସର_ଉତ୍ତର_ରଖିଲେ_୨_କର୍ପୋରେଟର
-ଉତ୍ତର ରଖିଲେ ଅମରେଶ ଜେନା ଓ ବିରଞ୍ଚି ନାରାୟଣ
#NEWS18 ଓଡ଼ିଆକୁ ଅମରେଶ ଜେନାଙ୍କ ପ୍ରତିକ୍ରିୟା
-‘ଆମ ପ୍ରତି ଅନ୍ୟାୟ ହୋଇଛି, ଆମେ ବିଶୃଙ୍ଖଳା କରିନୁ’
-‘ଅନନ୍ତ ଜେନା ଓ ଅଶୋକ ପଣ୍ଡା ଷଡ଼ଯନ୍ତ୍ର କରୁଥିଲେ’
-‘ଯଦି ଆମେ ଦୋଷୀ ତାହାଲେ ଅଶୋକ ଓ ଅନନ୍ତ ବି ଦୋଷୀ’
#AmreshJena

‘#ନବୀନ_ବାବୁ_ନିଷ୍ପତ୍ତି_ନେବେ’
ଆମେ କାରଣ ଦର୍ଶାଅ ନୋଟିସର ଜବାବ ରଖିଛୁ, ଆମପ୍ରତି ହୋଇଥିବା ଅନ୍ୟାୟର ବିଚାର କରିବେ ନବୀନ ବାବୁ: ଅମରେଶ ଜେନା
#KanakNews #AmreshJena #BJD
'ଆମେ ସାରଙ୍କୁ ସବୁ ଜଣେଇ ଦେଇଛୁ । ଏବେ ଯିଏ ବିଧାୟକ ଅଛନ୍ତି ତାଙ୍କୁ ଆମେ ଆଉ ଚାହୁଁନୁ। ଯଦି ଭୁବନେଶ୍ୱର ମଧ୍ୟ ବିଧାୟକଙ୍କୁ ଆଉ ଥରେ ରିପିଟ୍ କରାଯାଏ ଆମେ ସମସ୍ତେ ଇସ୍ତଫା ଦେବୁ'
#Odisha #Bhubaneswar #AmreshJena #OTV
ବିଜେଡିର ତୁଟୁନି ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର କଳି। ଆଜି ପୁଣି ଅମରେଶ ଜେନାଙ୍କ ସମର୍ଥନରେ ନବୀନ ନିବାସରେ ଭିଡ଼। ଅମରେଶଙ୍କୁ ପ୍ରାର୍ଥୀ କରାଇବାକୁ ୪୫ରୁ ଅଧିକ କର୍ପୋରେଟରଙ୍କ ଦାବି।
#Bhubaneswar #BJD #AmreshJena #OTV
#ଏବେବି_ମୁଁ_ଆଶାୟୀ: ଅମରେଶ
ଭୁବନେଶ୍ୱର ମଧ୍ୟ ଆସନରୁ ଆଶାୟୀ ଥିବା ପୁଣି ଦୋହରାଇଲେ ବିଜେଡି କର୍ପୋରେଟର ଅମରେଶ ଜେନା । ସେ କହିଛନ୍ତି, ୨୬ ବର୍ଷ ହେଲା ସେ ଦଳ ସହିତ ରହିଛନ୍ତି । ସେ ଦଳର ଜଣେ ଶୃଙ୍ଖଳିତ କର୍ମୀ, ଦଳ ତାଙ୍କୁ ଯାହା ଦାୟିତ୍ୱ ଦେଇଛି ସେ ତୁଲାଇଛନ୍ତି ଏବଂ ଆଗକୁ ତୁଲାଇବେ ମଧ୍ୟ ।
#BJD #AmreshJena #Election2024 #OTV
#ବିଜେଡିରେ_ବଢ଼ୁଛି_କନ୍ଦଳ_ବିଜେପିର_ବଢ଼ୁଛି_ବଳ !
ଫାଳ ଫାଳ ବିଜେଡି କ୍ୟାମ୍ପ। ରାଜଧାନୀରୁ ପାରାଦୀପ। ସବୁଠି ବିଧାୟକଙ୍କ ବିରୋଧରେ ଆଶାୟୀଙ୍କ ବିଦ୍ରୋହ। ବିଜେଡି ଅସନ୍ତୁଷ୍ଟ ଏବେ ବିଜେପି ମୁହାଁ। ଏହାର ପ୍ରଭାବ ଶାସକ ଦଳ ର ଟିକେଟ ବଣ୍ଟନରେ ପଡିପାରେ ବୋଲି ଚର୍ଚ୍ଚା ହେଉଛି।
#BJD #Election #AmreshJena #AnantNarayanJena #OTV
ଅନନ୍ତ-ଅମରେଶ କଳିରେ ଏଣ୍ଟ୍ରି ମାରିଲେ ମନ୍ତ୍ରୀ ଅଶୋକ ପଣ୍ଡା। ବିଜେଡି କର୍ପୋରେଟର ଅମରେଶ ଜେନାଙ୍କୁ ଟାର୍ଗେଟ କରିଥିବାବେଳେ ଅନନ୍ତଙ୍କୁ ସମର୍ଥନ ଦେଇଛନ୍ତି ଅଶୋକ।
#AmreshJena #AshokPanda #OTV
-ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଶିରୋଧାର୍ଯ୍ୟ କହିଲେ ବିଧାୟକ ରାଜେନ୍ଦ୍ର
-ମୁଖ୍ୟମନ୍ତ୍ରୀ ଯାହା ନିର୍ଦ୍ଦେଶ ଦେବେ ଆମେ ପାଳନ କରିବୁ କହିଲେ
-ନବୀନ ନିବାସରୁ ବାହାରିବା ପରେ ଅମରେଶ ଜେନାଙ୍କ ପ୍ରତିକ୍ରିୟା
-ମୁଖ୍ୟମନ୍ତ୍ରୀ ଠିକ୍ ସମୟରେ ଠିକ ନିଷ୍ପତ୍ତି ନେବେ- ଅମରେଶ
-ସମସ୍ତେ ଆସୁଛନ୍ତି, ମୁଁ ମଧ୍ୟ ଆସିଛି କହିଲେ ଅମରେଶ
#AmreshJena
Last Seen Hashtags on Sotwe
yuliettorres
Seen from United States
teenageers(************************************************************************************)Filter:native_video
Seen from Germany
ipcam
Seen from United States
amigo hetero
Seen from Peru
女装
Seen from Chile
anxiouspanda
Seen from Turkey
PINAY
Seen from Malaysia
Mgai(filter:media)*()
Seen from Canada
ใต้กระโปรง
Seen from Thailand
Scat
Seen from United States
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers





