Top Tweets for #BJDConflict
ବିଏମସି ଷ୍ଟାଣ୍ଡିଙ୍ଗ କମିଟି ନିର୍ବାଚନରେ ହଟ୍ଟଗୋଳ, ଦୁଇ କର୍ପୋରେଟର ମୁହାଁମୁହିଁ
#BMC #bjdconflict #standingcommitteeelection #OdishaPolitics #OTV
https://t.co/tt9fwjfon1
ଭୁବନେଶ୍ୱର ମହାନଗର ନିଗମ ଷ୍ଟାଣ୍ଡିଙ୍ଗ କମିଟି ନିର୍ବାଚନରେ ହଟଗୋଳ । ବିଏମସିରେ ବିଜେଡି କର୍ପୋରେଟରଙ୍କ ଭିତରେ ଗଣ୍ଡଗୋଳ। ପଦବୀ ହାତେଇବା ନେଇ ପରସ୍ପର ବିରୁଦ୍ଧରେ ଦୋଷ ଓଗାଳିଲେ ଦୁଇ କର୍ପୋରେଟର ଲିଟୁ ମହାସୂପକାର ଓ ଭରତ ଲେଙ୍କା।
#BhubaneswarPolitics_BMC #BJDConflict #StandingCommitteeElection #OdishaPolitics #OTV
ବିଜେଡି ନେତାଙ୍କୁ କଡ଼ା ନିଶାନା କଲେ କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ। କହିଲେ- ଆମକୁ ସସପେଣ୍ଡ କଲା ପରେ ଯଦି ଆମେ ଦରକାର ନାହୁଁ ତେବେ କାହିଁକି ବିଷ ଉଗାଳି ଗଣମାଧ୍ୟମରେ ଆମ ନାଁରେ କହୁଛନ୍ତି?
#OdishaPolitics #SouvicBiswal #BJDConflict #PoliticalControversy #CuttackChoudwarMLA #OTV
Pravat Ranjan Biswal | 'ଦୁଇ ଜଣ ପୂର୍ବତ୍ତତନ ମନ୍ତ୍ରୀଙ୍କ ପାଇଁ ଆଜି ଧଳା ପୋଷାକର ଖଇରିଆ ପୋଷାକ ପିନ୍ଧୁଛି' #pravatranjanbiswal #cuttack #choudwar #odishapolitics #politician #bjdleader #bjdconflict #nuapadaelection
BJD Conflict: ଦେବାଶିଷଙ୍କ ପରେ ରଣେନ୍ଦ୍ର, ପାଣ୍ଡିଆନଙ୍କୁ ମାରିଲେ ତେରେଛା ବାଣ
https://t.co/gMGOBcI5mM
#BJDconflict #OdishaPolitics #VKPandian #RajaSwain #Odisha #OTV
#ଆକ୍ସନ_ସୁପ୍ରିମୋ_ନେବେ
ଭୂପିନ୍ଦର ଭାଇ କାହିଁକି ଏମିତି କହିଲେ ଯାଆନ୍ତୁ ତାଙ୍କୁ ପଚାରିବେ। ସୁପ୍ରିମୋଙ୍କୁ ସବୁ ଜଣା ହେଉଛି। ସେ ଯାହା ଆକ୍ସନ ନେବେ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ।
#OdishaPolitics #BJDConflict #BhupinderSingh #PramilaMallik #Odisha #OTV
Senior Leader Aswini Patra on BJD's Internal Conflict | ବିଶୃଙ୍ଖଳିତ ଆଚରଣ କଲେ ଦଳର କ୍ଷତି ଘଟିବ, ବିଲୟ ଘଟିବ: ଅଶ୍ୱିନୀ ପାତ୍ର
#aswinipatra #seniorbjdleader #bjdsupremo #naveenpatnaik #bjdnews #bjdconflict #odishabjdnews #odishapolitics #politicalnews #prameyanews7
#ଷଡ଼ଯନ୍ତ୍ରକାରୀଙ୍କ_ହାତରେ_ବିଜେଡି
Infighting Inside BJD Continues | ଅମରେଶଙ୍କ ବିଷୋଦଗାର, ବିଜେଡିରେ ୪ରୁ ୫ଜଣ ନେତା ମନମୁଖୀ ଚଳାଇଛନ୍ତି ...
#BJDConflict #OdishaPolitics #AmreshJena #amareshjena #BJDLeader #BijuJanataDalOdisha #PrameyaNews7 #SanjayKumarDasBurma |
#ବିଜେଡିକୁ_ବୁଡ଼ାଇବେ_୫ନେତା
ବିଜେଡି ନେତା ଅମରେଶ ଜେନାଙ୍କ ବିସ୍ଫୋରକ ବୟାନ, ଖୋଲିଲେ ବିଜେଡି କନ୍ଦଳର ଗୁମର। ଗୋଟିଏ ଲୋକ ଉପରେ ଦୋଷ ଦେଇ ଏମାନେ ପାର୍ ହେଉଛନ୍ତି।
#BJDConflict #OdishaPolitics #AmreshJena #ArgusNews @bjd_odisha
#ଦ୍ୱିତୀୟ_କ୍ଷମତା_କେନ୍ଦ୍ର_ପାଇଁ_ଲଢେଇ
ବିଜେଡିରେ କନ୍ଦଳ। ଦଳ ଭିତରେ ଆରୋପ-ପ୍ରତ୍ୟାରୋପ ଚାଲିଥିବା ବେଳେ ବିସ୍ଫୋରକ ବୟାନ ଦେଇଛନ୍ତି ବିରଞ୍ଚି ନାରାୟଣ ମହାସୁପକାର।
#BJDConflict #OdishaPolitics #BiranchiNarayanMahasupakar #OdishaTV #OTV
#ବିଜେଡିକୁ_ବୁଡ଼ାଇବେ_୫ନେତା
ଭଲ ସରକାରକୁ ଷଡ଼ଯନ୍ତ୍ର କରି ବିଦା କରିଛନ୍ତି।ଗୋଟିଏ ଲୋକ ଉପରେ ଦୋଷ ଦେଇ ଏମାନେ ପାର୍ ହେଉଛନ୍ତି।’ଏହି ଷଡ଼ଯନ୍ତ୍ରକାରୀଙ୍କ ହାତରେ ଦଳ ଅଛି।ଏହି ୪/୫ ଜଣଙ୍କ ଯୋଗୁଁ ଆମ ସରକାର ବଦନାମ୍ ହେଲା:ବିଜେଡି ନେତା ଅମରେଶ ଜେନା।
#BJDConflict #OdishaPolitics #AmreshJena #OdishaTV #OTV
#୨୪_ବର୍ଷର_ସରକାରକୁ_ଭାଙ୍ଗିଦେଲା_ଅହଂକାର
ଅମରେଶ ଜେନାଙ୍କ ବିସ୍ଫୋରକ ବୟାନ। ୪ରୁ ୫ଜଣ ଦଳକୁ ହାଇଜାକ କରିବାକୁ ଚାହୁଁଛନ୍ତି। ଏହି ମାନଙ୍କ ଅହଙ୍କାର ଯୋଗୁ ଦଳ ହାରିଲା: ବିଜେଡି ନେତା ଅମରେଶ ଜେନା।
#BJDConflict #AmreshJena #OdishaPolitics #OdishaTV #OTV
ମିଳିଲାନି ନିମନ୍ତ୍ରଣ, ଅସନ୍ତୋଷ ଝାଡ଼ିଲେ ପୁରୁଖା ନେତା
#bjdconflict #NaveenPatnaik #BijuJanataDalOdisha #bjd #OTV
https://t.co/DMTij1tPjV
ବିଜେଡିରେ ଅସନ୍ତୋଷର ନିଆଁ କୁହୁଳୁଥିବା ବେଳେ କାହିଁକି ଆସିଥିଲେ ଅଖିଳେଶ ?
#AkhileshYadav #bjdconflict #bjd #OdishaPolitics #OTV
https://t.co/WUDdu1qFxi
ନବୀନ ପଟ୍ଟନାୟକ ଆମର ଏକମାତ୍ର ନେତା; ଶୃଙ୍ଖଳା ଭାଙ୍ଗୁଛନ୍ତି ଜୁନିୟର: ଦେବାଶିଷ ସାମନ୍ତରାୟ | Debashish Samantaray
#bjdnews #bjdconflict #bjdpolitics #bjdsupremo #naveenpatnaik #debashishsamantray #rajyasabha_mp #cuttack #odishapolitics #pravattripathi #politicalnews #prameyanews7
#ବିଜେଡି_ହାଇଜାକ୍_ହୋଇଛି?
ବରିଷ୍ଠ ବିଜେଡି ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ 'ହାଇଜାକ୍' ପ୍ରସଙ୍ଗକୁ ନେଇ ହଲଚଲ । ଦଳର ସଂଗଠନ ବାବଦରେ ନବୀନଙ୍କୁ ଚିଠି ଲେଖି ହାଇଜାକ୍ ପ୍ରସଙ୍ଗ ନେଇ ପ୍ରତିକ୍ରିୟା ରଖି ଏମିତି କହିଲେ ଦେବୀ ମିଶ୍ର ।
#BJDHijackPolitics #BJDConflict #OdishaTV #OTV
#ଆମ_ପାଇଁ_ନବୀନଙ୍କ_ନିଷ୍ପତ୍ତି_ଫାଇନାଲ୍
ଦଳରେ ଚାଲିଥିବା କନ୍ଦଳକୁ ନେଇ ପ୍ରତିକ୍ରିୟା ରଖିଲେ ଅନନ୍ତ ନାରାୟଣ ଜେନା । କହିଲେ, 'ଆମ ପାଇଁ ସବୁବେଳେ ସଭାପତି ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଫାଇନାଲ୍ ।'
#BJDConflict #AnantNarayanJena #OdishaTV #OTV
#ଶୃଙ୍ଖଳା_ଭାଙ୍ଗୁଛନ୍ତି_ସୁଲତା
‘ମୁଁ କେବେ ଦଳକୁ ଆସିଛି ସେ କେବେ ଆସଛନ୍ତି ଫରକ ଅଛି । ନବୀନ ପଟ୍ଟନାୟକ କହିବା ପରେ ଆମର କାହାର ଅଧିକାର ନାହିଁ ।’
#BJDConflict #OdishaPolitics #OdishaTV #OTV
#ପାଣ୍ଡିଆନଙ୍କ_ପାଇଁ_ବିଜେଡି_ହାରିଲା
ପାଣ୍ଡିଆନ ପ୍ରଶାସନିକ ଅଧିକାରୀ ଥିବାବେଳେ ସରକାରୀ କାମ ଭଲ କରିଥିଲେ। କିନ୍ତୁ ଦଳରେ ସାମିଲ ହେବା ପରେ ଲୋକେ ତାଙ୍କୁ ଗ୍ରହଣ କଲେନି, ଯାହା ଫଳରେ ବିଜେଡି ହାରିଲା ବୋଲି ବରିଷ୍ଠ ବିଜେଡି ନେତା ନୃସିଂହ ସାହୁ କହିଛନ୍ତି।
#BJDConflict #OdishaPolitics #NrusinghaSahu #OTV
#ଆମେ_କେଉଁଠି_ବସିବୁ_କଣ_ନବୀନ_ପଟ୍ଟନାୟକଙ୍କୁ_ପଚାରିବୁ?
ହୋଟେଲରେ ବିଜେଡି ବରିଷ୍ଠ ନେତାଙ୍କ ବୈଠକଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନୃସିଂହ ଚରଣ ସାହୁ। ଦଳୀୟ କାର୍ଯ୍ୟକ୍ରମର ବୈଠକ ଶଙ୍ଖ ଭବନରେ ବସେ, ବାକି ସମୟରେ ଆମେ କେଉଁଠି ବସିବୁ କ‘ଣ ସଭାପତିଙ୍କୁ ପଚାରିବୁ ବୋଲି ସେ ପ୍ରଶ୍ନ କରିଛନ୍ତି।
#BJDConflict #NrusinghSahu #OTV
Last Seen Hashtags on Sotwe
gourdy
Seen from Malaysia
anxiouspanda
Seen from United States
teenageee
Seen from Chile
ثنائي_بدوي
Seen from Bahrain
wronghole
Seen from Germany
zoomom
Seen from United States
KajolDevgan
Seen from Singapore
سكس_سوداني
noncon () +filter:native_video
Seen from United States
ME05NuitNoire
Seen from United States
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers


