Top Tweets for #BBSRReporters
ଆମେ (ବିରୋଧୀ ଦଳ) ସର୍ବସମ୍ମତି କ୍ରମେ ୟଶୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳର ପ୍ରାର୍ଥୀ ହେବେ: କଂଗ୍ରେସ ନେତା ଜୟରାମ ରମେଶ ।
#PresidentialElection #OppositionLeader #bbsrreporters

ଜର୍ଜ ଫ୍ଲଏଡ୍ ହତ୍ୟା ମାମଲା: ପୋଲିସ ଅଧିକାରୀଙ୍କୁ ୨୨ ବର୍ଷ ଜେଲ୍
#BlackLivesMatter #GeorgeFloyd #JoeBiden #bbsrreporters
https://t.co/DkVMi5KqxC
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବରଗଡ଼, କଟକ ଓ ନୟାଗଡ଼ ଜିଲ୍ଲାରୁ ୫ ଜଣ ଲେଖାଏଁ ଜୀବନ ନେଇଛି କରୋନା ।
#COVID19 #coronavirus #coronadeath #odisha #BBSRReporters
https://t.co/15yEIhjEz1
ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରି ଘରେ ପୋତି ଦେଲେ ସ୍ତ୍ରୀ
#Woman_Kills_Husband #Mumbai_Police #Dahisar #BBSRReporters
https://t.co/KcjHdE6x3G
ବାତ୍ୟା ୟାସ୍’ ସମୟରେ ରିପୋର୍ଟରଙ୍କ ସହ ଓଡ଼ିଆ ଯୁବକଙ୍କ ଆଲୋଚନାର ଭିଡିଓ ଭାଇରାଲ
#Naxatra_News #CycloneYaas #BBSRReporters
https://t.co/RFj1yAQDzu
ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ଫେରିଲେ ଷ୍ଟାର ଖେଳାଳି
#DelhiCapitals #axarpatel #BBSRReporters
https://t.co/iVIcx3qR2e
ବେକାର ହୋଇଛି ୨୩ ପ୍ରତିଶତ ଟିକା
#COVIDVaccinationUG #Outofstock #BBSRReporters
https://t.co/MCo8Z8HBuB
ରାଜ୍ୟରେ ଜାରି ରହିଛି ଶୀତ ଲହରି । ଦିନକୁ ଦିନ ଖସୁଛି ପାରଦ, ବଢୁଛି ଥଣ୍ଡାର ପ୍ରକୋପ । ୧୧.୨ ଡିଗ୍ରୀ ସହ ରାଜ୍ୟର ସବୁଠୁ ଥଣ୍ଡା ସହର ସୋନପୁର ।
#WeatherUpdate
#sonpur
#BBSRReporters
ବାଲେଶ୍ୱର: ରବିବାର ସକାଳେ ପଥର ନେଇ ଯାଉଥିବା ଏକ ଟ୍ରକ୍ ଚଢ଼ିଯିବାରୁ ସୋର-ବାଗୁଡ଼ି ମୁଖ୍ୟ ରାସ୍ତାର ଆଙ୍ଗୁଳା ଛକ ପାର୍ଶ୍ୱରେ ଶୋଇଥିବା ତିନୋଟି ଷଣ୍ଢଙ୍କର ମୃତ୍ୟୁ ଘଟିଛି।
#Odisha
#balasore
#accident
#BBSRReporters

ବାଲେଶ୍ୱର: ଅଡ଼ର ବଜାରରୁ ୧୦୦ ଗ୍ରାମ ବ୍ରାଉନସୁଗାର ଜବତ, ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା, ବ୍ରାଉନସୁଗାର ସହ ୨୩ ଲକ୍ଷରୁ ଊର୍ଦ୍ଧ୍ୱ ନଗଦ ଟଙ୍କା ମଧ୍ୟ ଜବତ, ଚଢ଼ାଉ କରି ଜବତ କଲା ସହଦେବଖୁଣ୍ଟା ପୋଲିସ
#Odisha
#balasore
#brownsugar
#BBSRReporters
Karnataka: Government Medical College and Research Centre built in the premises of Bowring and Lady Curzon Hospital in Bengaluru, renamed as Atal Bihari Vajpayee Medical College and Research Centre.
#Karnataka
#MedicalCollege
#Bbsrreporters
ଓଟିଭି ପ୍ରତି ରାଜ୍ୟ ସରକାରଙ୍କ ଆକ୍ରୋଶ ପ୍ରସଙ୍ଗ: ବିଜେପି ନେତା @rammadhavbjp ଟ୍ୱିଟ୍ କରି କହିଛନ୍ତି- ନବୀନଙ୍କ ଭଳି ପ୍ରଗତିଶୀଳ ନେତା ଏଭଳି କାର୍ଯ୍ୟକୁ ପ୍ରଶ୍ରୟ ଦେବା ଅନୁଚିତ୍,ସେମାନେ ତଦନ୍ତରେ ପୂର୍ଣ୍ଣ ସହଯୋଗ କରୁଥିବା କହିଛନ୍ତି, ମୁଁ ନିଶ୍ଚିତ ଆପଣଙ୍କ ସରକାର କୌଣସି ରାଜନୈତିକ ହସ୍ତକ୍ଷେପ କରିବେନି #Odisha
#Bbsrreporters

choreographer-filmmaker-actor #Prabhudeva got married to a Mumbai-based doctor in May.
#marriage
#Bbsrreporters

ଆରବ ସାଗରରେ ଗଭୀରଅବପାତର ରୂପ ନେଲା ଅବପାତ, ଆସନ୍ତା ୧୨ ଘଣ୍ଟାରେ ବାତ୍ୟାର ରୂପ ନେଇପାରେ, ଦକ୍ଷିଣ-ପଶ୍ଚିମ ଆରବ ସାଗରରେ ଅବପାତ କେନ୍ଦ୍ରୀଭୂତ, ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୩୬ କିମି ବେଗରେ ଗତି କରୁଛି ଅବପାତ
#MAUSAM
#LOW
#ARABSEA
#Bbsrreporters

Comedian #BhartiSingh & her husband #HaarshLimbachiyaa - arrested by the Narcotics Control Bureau (NCB) in connection with alleged possession and consumption of cannabis - have been taken to the hospital for medical examination.
#drugscase
#NCB
#Bbsrreporters

ପିପିଲି ଥାନାରେ ଥାର୍ଡ ଡିଗ୍ରୀ: ତଦନ୍ତ ଲାଗି ଡିଆଇଜିଙ୍କୁ ଡିଜିପିଙ୍କ ନିର୍ଦ୍ଦେଶ, ଏସ୍ସିବିରେ ସୁରକ୍ଷା ବଳୟରେ ୫ ଜଣଙ୍କ ଚାଲିଛି ଚିକିତ
#pipil
#puri
#Bbsrreporters

କରୋନା ନେଲା ୧୨ ଜୀବନ । ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧,୪୯୫ କୁ ବୃଦ୍ଧି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା । @HFWOdisha
@IPR_Odisha #COVID19
#OdishaFightsCorona
#Odisha #BBSRReporters

Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.3M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
89.9M followers

Taylor Swift 
@taylorswift13
83.9M followers

Lady Gaga 
@ladygaga
75.4M followers

Virat Kohli 
@imvkohli
73.3M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.3M followers

Bill Gates 
@billgates
65.1M followers

Selena Gomez 
@selenagomez
63M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers
