Top Tweets for #BJDStandWithOdisha
ଆଜି ରାଜ୍ୟସଭାରେ ୟୁନିଅନ୍ ବଜେଟ୍ 2026-27 ଉପରେ ସାଧାରଣ ଆଲୋଚନାରେ ଅଂଶଗ୍ରହଣ କରିବା ଅବସରରେ ମୋର ବକ୍ତବ୍ୟ...
#GeneralDiscussion
#BudgetSession2026
#RajyaSabha
#BijuJanataDal
#BJDStandWithOdisha
#Puri
ଦେଶର ଯେଉଁ ୬ଟି ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି, ସେଥି ମଧ୍ୟରୁ ଓଡ଼ିଆ ଅନ୍ୟତମ। ମାତ୍ର ଓଡ଼ିଆ ଭାଷାର ଉନ୍ନତି ପ୍ରତି କେନ୍ଦ୍ର ସରକାରଙ୍କ ଦରଦ ନାହିଁ। ଗଲା ଚାରି ବର୍ଷ ମଧ୍ୟରେ ଓଡ଼ିଆ ଭାଷାକୁ ସବୁଠୁ କମ୍ ଅନୁଦାନ ମିଳିଛି।
#bjpagainstodisha #bjdstandwithodisha #BJDDigitalWing #bjdodisha
"#ନବୀନ_ଓଡିଶାର_ନୂଆ_ପରିଚୟ"
ସାକାର ହୋଇଚାଲିଛି ସମୃଦ୍ଧ ଓଡିଶାର ସ୍ୱପ୍ନ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ଵିଶ୍ୱରେ ପରିଚିତ ହୋଇଛି ଓଡ଼ିଶା। 'ନବୀନ' ଓଡ଼ିଶା ଏବେ ଦୁନିଆ ପାଇଁ ଦିଶା।
#NaveenOdisha #No1Odisha #RisingOdisha #BJDStandWithOdisha

ଲୋକଙ୍କ କଲ୍ୟାଣ ସହ ତୃଣମୂଳସ୍ତରରୁ ଦଳକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ ବାଣପୁରରେ ଦଳ ପକ୍ଷରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ସଭାପତି ଶ୍ରୀ @Naveen_Odisha ଙ୍କ ବିକାଶ କାର୍ଯ୍ୟ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଓଡ଼ିଶା ହକର ଲଢ଼େଇକୁ ଜୋରଦାର କରିବାକୁ ଦଳୀୟ କର୍ମୀ ସଂକଳ୍ପବଦ୍ଧ ହୋଇଛନ୍ତି। #BJDWithOdisha

ରକ୍ତାଭାବ ଦୂର ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ @MoParivarOdisha @jibanbindu ଶିବିରରୁ ମୋଟ ୨୨୮ ୟୁନିଟ ରକ୍ତ ସଂଗ୍ରହ ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ଆହ୍ବାନ କ୍ରମେ ଦଳୀୟ କର୍ମୀ ଓ ସ୍ବେଚ୍ଛାକୃତ ରକ୍ତଦାତାଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ରକ୍ତଦାନ କାର୍ଯ୍ୟକ୍ରମ ଆନ୍ଦୋଳନର ରୂପ ନେଇଛି। #OdishaCares

ରାଜ୍ୟ ବିକାଶର ବିଶ୍ୱକର୍ମା ନିର୍ମାଣ ଶ୍ରମିକଙ୍କ ପାଇଁ #COVID19 ସହାୟତା ଘୋଷଣା କରି ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ସେମାନଙ୍କ ସହ ଦୃଢ଼ ଭାବେ ଠିଆ ହୋଇଛନ୍ତି। ସେ ଶ୍ରମିକ ହୁଅନ୍ତୁ ବା କୃଷକ, ଆଦିବାସୀ, ଉଠା ଦୋକାନୀ ବା ସ୍ୱାସ୍ଥ୍ୟକର୍ମୀ କେହି ବି ତାଙ୍କ ଦରଦୀ ଦୃଷ୍ଟିରୁ ବଞ୍ଚିତ ହୋଇ ନାହାନ୍ତି।
https://t.co/oDdgAWUkI7
ରକ୍ତଦାନ ପରି ମହତ କାର୍ଯ୍ୟରେ ସାମିଲ ହୋଇ ଭିନ୍ନକ୍ଷମ ବ୍ୟକ୍ତିମାନେ ଆମ ସମସ୍ତଙ୍କ ପାଇଁ ଆଦର୍ଶ ସାଜିଛନ୍ତି। @MoParivarOdisha @jibanbindu ଶିବିରରେ ସେମାନଙ୍କ ସ୍ୱେଚ୍ଛାକୃତ ଯୋଗଦାନ କୋଭିଡ ସମୟରେ ରକ୍ତଦାନ ପାଇଁ ଅନେକଙ୍କୁ ନିଶ୍ଚୟ ପ୍ରେରିତ କରିବ। #OdishaCares

Last Seen Hashtags on Sotwe
Remido
Seen from Turkey
diapersex
Seen from Israel
bwc #cum
Seen from Netherlands
แม่อมควยลูก
Seen from Thailand
AslRoma6
Seen from United States
unexpected()******************** filter:native_video()
Seen from Japan
petite
Seen from United States
学生アビサポ連合
Seen from United States
momson()
Seen from Turkey
ometv
Seen from Germany
Trends for you
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.9M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90.1M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers










