Top Tweets for #BalasoreBreaking
ବାଲେଶ୍ୱର ଆଇଟିଆଇ ଛକରେ ଅଗ୍ନିକାଣ୍ଡ, ଗ୍ୟାସ ସିଲିଣ୍ଡର ଫାଟି ନିଆଁ ଲାଗିଥିବା ସୂଚନା
#BalasoreFire #ITISquare #GasCylinderBlast #BalasoreNews #FireIncident #LPGCylinder #OdishaFire #FireAccident #BalasoreBreaking #FireNews #OdishaNews #FireRescue #News7Odia
#BalasoreBreaking
-ହଷ୍ଟେଲରୁ +୨ ବିଜ୍ଞାନ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
-ବାଲେଶ୍ବର ରେମୁଣା ଆବାସିକ ବିଦ୍ୟାଳୟର ଛାତ୍ରୀ
-ଗତକାଲି ରାତିରେ ଛାତ୍ରୀଙ୍କ ମୃତଦେହ ମିଳିଛି
-ମୃତ ଛାତ୍ରୀ ସନ୍ତରାଗଡ଼ିଆର, ମୃତ୍ୟୁର କାରଣ ଅସ୍ପଷ୍ଟ
#balasore #Remuna
ଅଗ୍ନିକାଣ୍ଡ ରେ ଜଳିଗଲା ତିନି ବଖରା ଘର; ସବୁକିଛି ପୋଡି ପାଉଁଶ
#Balasore #OdishaNews #SoroFire #BalasoreBreaking
#BalasoreBreaking
- ଜଗା ଦର୍ଶନ ପାଇଁ ୬୨ ବର୍ଷୀୟ ବୃଦ୍ଧଙ୍କର ବାଲେଶ୍ଵରରୁ ପୁରୀ ପଦଯାତ୍ରା
- ଜଗନ୍ନାଥଙ୍କ କୃପାରୁ ଆରୋଗ୍ୟ ହୋଇଥିବାରୁ ପ୍ରତି ରଥଯାତ୍ରାରେ ପୁରୀ ପଦଯାତ୍ରା କରିବାକୁ ମାନସିକ କରିଥିଲେ ସୁରେନ୍ଦ୍ର ମଣ୍ଡଳ
-ଔପଦା ବ୍ଲକ ସାନପାଟପୁର ଗ୍ରାମର ବାସିନ୍ଦା ସୁରେନ୍ଦ୍ର
#RathYatra #ZeeOdishaNews

#BalasoreBreaking
- #Baleswar ଅବକାରୀ ବିଭାଗ ଓ ମୋବାଇଲ ସ୍କାଡ ପକ୍ଷରୁ ଚଢ଼ାଉ
- #Remuna ବାମପଦା, ଖନ୍ତାପଡା଼ ବସଷ୍ଟାଣ୍ଡରୁ, ୪୦କେଜି ଗଞ୍ଜେଇ ଜବତ,୩ ଗିରଫ
- ଗିରଫ ବ୍ୟକ୍ତିମାନେ ହେଲେ ବାପି ଭଟ୍ଟାଚାର୍ଯ୍ୟ, ଶୁକଦେବ ଦାସ ଓ ପରେନ୍ଦ୍ର ପାଲ
- ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ
#GanjaSeizure #ExciseDept

#BalasoreBreaking
#ବାଲେଶ୍ଵର: ଭୋଗରାଇ ବ୍ଲକ ହୁଗୁଳି ଠାରେ ଥିବା ପ୍ରସିଦ୍ଧ ଚନ୍ଦନେଶ୍ଵର ଶୈବପୀଠର ଦୃଶ୍ୟ
📌ପ୍ରବଳ ଗରମରେ ମନ୍ଦିରରେ ଲୋକଙ୍କ ପାଖରେ ଖାଇବାକୁ ଅଳି କରୁଛନ୍ତି ମାଙ୍କଡ଼
📌ବେଶ୍ ଆଦରର ସହିତ ମାଙ୍କଡ଼ଙ୍କୁ ଖାଇବାକୁ ଦେବା ସହିତ ସେଲଫି ନେଉଛନ୍ତି ପର୍ଯ୍ୟଟକ
#ViralVideo #Monkey #ZeeOdishaNews
#BalasoreBreaking
📌ଦିନକୁ ଦିନ ତୈଳ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ମିଶନ ପଡିଆ ପରିସରରୁ ଆଇଓସିଏଲ ପକ୍ଷରୁ ସଚେତନତା ବାର୍ତ୍ତା ନେଇ ଇନ୍ଧନ ତୈଳ ଓ ରନ୍ଧନ ଗ୍ୟାସ ସଂରକ୍ଷଣ ସମ୍ପର୍କିତ ସଚେତନତା ସାଇକ୍ଲୋଥୋନର ସହର ପରିକ୍ରମା।
#IOCL #FuelPriceHike #Cyclothon #ZeeOdishaNews @IndianOilcl
#BalasoreBreaking
📌ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର କୁଣ୍ଡପୁର ଛକ ନିକଟରେ ସଡ଼କ ଦୁର୍ଘଟଣା
📌କୁଣ୍ଡପୁର ଛକ ନିକଟରେ ଭାରସାମ୍ୟ ହରାଇଥିବା ଟ୍ରକ ବାଇକକୁ ପଛପଟୁ ଦେଇଥିଲା ଧକ୍କା
#Basta #Accident #KundapurVillage #ZeeOdishaNews

#BalasoreBreaking
📌ଜଳେଶ୍ଵର ଥାନା ନାମ୍ପୋ ଫାଣ୍ଡି ଅଧିନସ୍ଥ ସମ୍ପତିଆ ଗ୍ରାମର ଚାରୁବାଳା ନନ୍ଦୀଙ୍କର ଘଟଣାସ୍ଥଳରେ ମୃତ୍ୟୁ
📌ଜଳେଶ୍ଵର ଥାନା ନାମ୍ପୋ ଫାଣ୍ଡି ଅଧିନସ୍ଥ ସମ୍ପତିଆ ଗ୍ରାମର ଚାରୁବାଳା ନନ୍ଦୀଙ୍କ ଘଟଣାସ୍ଥଳରେ ମୃତ୍ୟୁ
#Basta #Accident #KundapurVillage #ZeeOdishaNews

#BalasoreBreaking
📌ଚାରୁବାଳାଙ୍କ ପୁତୁରା ସମୀର ଗିରି ପ୍ରଥମେ ବସ୍ତା, ପରେ ବାଲେଶ୍ଵର ମେଡିକାଲକୁ ସ୍ଥାନାନ୍ତରିତ
📌ଦୂର୍ଘଟଣାଗ୍ରସ୍ତ ବାଇକଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଦମକଳବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଛନ୍ତି
📌ବସ୍ତା ପୋଲିସ ପହଞ୍ଚି ଟ୍ରକକୁ ଜବତ କରିବୋ ସହିତ ଡ୍ରାଇଭର ଓ ହେଲ୍ପରକୁ ଅଟକ ରଖିଛି
#Basta #Accident

#BalasoreBreaking
#ବାଲେଶ୍ବର: ଆଜିଠାରୁ ରେମୁଣା ବାମପଦାରେ ଏମ୍ସ ଓପିଡି଼ ସେବାର ଶୁଭାରମ୍ଭ
ଉତ୍ତର ଓଡ଼ିଶାର ସମସ୍ତ ଜିଲ୍ଲା ସମେତ ପଡଶୀ ପଶ୍ଚିମବଙ୍ଗର ଲୋକ ହେବେ ଉପକୃତ
ବାଲେଶ୍ବର ଜିଲ୍ଲାର ଲୋକଙ୍କ ମଧ୍ୟରେ ଖୁସିର ଲହରୀ
#Remuna #AIIMS #ZeeOdishaNews @HFWOdisha
#BalasoreBreaking
📌ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କ ପାଖଲୋକଙ୍କ ଦ୍ୱାରା ଅନୁଦାନ ପାଣ୍ଠି ହଡ଼ପ ଅଭିଯୋଗ
📌ଶୀତଳା ଠାକୁରାଣୀଙ୍କ ମନ୍ଦିର ନିର୍ମାଣ ପାଇଁ ଆସିଥିବା ବିଧାୟକଙ୍କ ହାତପାଣ୍ଠିରୁ ଟଙ୍କା ହଡ଼ପ
#Basta #MLAFund #Bishnupur #ZeeOdishaNews

#BalasoreBreaking
📌୧ ଲକ୍ଷ ଟଙ୍କାର ବିଲ ହୋଇ ପଚାଶ ହଜର ଟଙ୍କା ଉଠାଯାଇଥିବା ନେଇ ଅଭିଯୋଗ
📌ବିଷ୍ଣୁପୁର ପଞ୍ଚାୟତର ଠିକାଦାର ସରୋଜ ଦାସ ୨ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ
#Basta #MLAFund #Bishnupur #ZeeOdishaNews
#BalasoreBreaking
📌ବାଲେଶ୍ଵର ଜିଲ୍ଳାର ବାଲିଆପାଳ ବ୍ଲକ ବିଷ୍ଣୁପୁର ଅଞ୍ଚଳର ଘଟଣା
📌୨୦୨୧ ମସିହାରେ ଏପ୍ରିଲ୍ ୬ ତାରିଖରେ ବିଲ ଉଠାଯାଇଛି
#Basta #MLAFund #Bishnupur #ZeeOdishaNews
#BalasoreBreaking
📌ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ଗ୍ରାମବାସୀଙ୍କର ଦାବୀ
📌ରାଜନୈତିକ ଅଭିସନ୍ଧି ରଖି ବଦନାମ କରିବାକୁ ପ୍ରୟାସ ବୋଲି ଠିକାଦାର ସରୋଜ ଦାସଙ୍କ ପାଲଟା ଅଭିଯୋଗ
#Basta #MLAFund #Bishnupur #ZeeOdishaNews
Last Seen Hashtags on Sotwe
heavymedic
Seen from United States
视频去衣
Seen from United States
เย็ดยาย
Seen from Thailand
minichat()()()()()()()()()()()()()()()********************** +filter:native_video
dilandere
Seen from Turkey
chineseslut
Seen from United States
fanfan
Seen from Netherlands
ometv
Seen from United States
4sucesssz2020
Seen from United States
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.9M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90.1M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.6M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers



