Top Tweets for #BalasoreFire
ବାଲେଶ୍ୱର ରେଳ ଷ୍ଟେସନ ପରିସରରେ ଅଘଟଣ; କୋଇଲା ବୋଝେଇ ଟ୍ରେନରେ ହଠାତ୍ ଲାଗିଲା ନିଆଁ | Fire Breaks Out in Coal-Laden Train at Balasore Railway Station Premises #BalasoreRailwayStation #BalasoreTrainFire #CoalLadenTrain #CoalTrainFire #BalasoreFire #TrainFireOdisha #RailwayFire #BalasoreNews #OdishaRailwayNews #CoalWagonFire #RailwayStationFire #TrainAccident
ବାଲେଶ୍ଵର ସହଦେବ ଖୁଣ୍ଟା ଥାନା ଅନ୍ତର୍ଗତ, ସହଦେବ ଖୁଣ୍ଟା ବାଳାଶ୍ରମ ଆଗରେ ଜଳୁଛି ବାଇକ୍ ସୋ ରୁମ୍। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନଆଁକୁ ଆୟତ୍ତ କରୁଛନ୍ତି।
#BikeShowroomFire #FireIncident_Sahadevkhunta #BalasoreFire #FireServices #BalasoreFire #Sahadevkhunta #BalasoreNews #OdishaTV #OTV
#ପାଉଁଶ_ହୋଇଗଲା_ବାଇକ୍
Hero Showroom Fire Brought Under Control, Several Bikes Reduced to Ashes in Balasore | ଆୟତ୍ତ ହେଲା Hero ସୋ’ରୁମ୍ ନିଆଁ, ହେଲେ ପାଉଁଶ ହୋଇଗଲା ଅନେକ ବାଇକ୍ #BalasoreFire #HeroShowroomFire #Balasore #ShowroomFire #BikeFire #FireAccident #BalasoreNews #OdishaFire #HeroShowroom #FireIncident #FireBrigade #OdishaNews #prameyanews7
#ଜଳିଗଲା_ବାଇକ୍_ଶୋ_ରୁମ୍
Balasore Fire: Hero Bike Showroom Gutted in Flames Near Nuasahi | ଜଳିଗଲା Hero ବାଇକ୍ ଶୋ’ରୁମ୍, ବାଲେଶ୍ୱର ନୁଆସାହି ନିକଟରେ ଭୟାବହ ଅଗ୍ନିକାଣ୍ଡ
#BalasoreFire #BalasoreNews #Nuasahi #HeroShowroom #HeroBike #FireAccident #ShowroomFire #OdishaFire #FireIncident #BalasoreUpdate #OdishaNews #FireNews #prameyanews7
#ବାଇକ୍_ସୋରୁମରେ_ଅଗ୍ନିକାଣ୍ଡ
ବାଲେଶ୍ବରର ଏକ ବାଇକ୍ ସୋ'ରୁମରେ ଅଗ୍ନିକାଣ୍ଡ
ହୁତୁହୁତୁ ହୋଇ ଜଳୁଛି ବାଇକ୍ ସୋ ରୁମ୍
ନିଆଁକୁ ଆୟତ୍ତ ପାଇଁ ଅଗ୍ନିଶମ ବିଭାଗର ଉଦ୍ୟମ ଜାରି
#Balasore #FireAccident #Odisha #BalasoreFire #ArgusNews
ହୁତୁହୁତୁ ହୋଇ ଜଳିଲା ରେଷ୍ଟୁରାଣ୍ଟ ଆଉ ପଦାରେ ପଡିଲା ବାଲେଶ୍ୱର ପୌରପାଳିକାର ବେପାରୀ ପ୍ରୀତି । ଅଗ୍ନି ନିରାପତ୍ତା ଉପରେ ବି ଉଠିଲା ପ୍ରଶ୍ନ
#BalasoreFire #GasCylinderBlast #RestaurantFire #BusinessDispute #FireSafety #Balasore #MunicipalAction #RoadsideEncroachment #OdishaTV #OTV
ବାଲେଶ୍ୱର ଆଇଟିଆଇ ଛକରେ ଅଗ୍ନିକାଣ୍ଡ, ଗ୍ୟାସ ସିଲିଣ୍ଡର ଫାଟି ନିଆଁ ଲାଗିଥିବା ସୂଚନା
#BalasoreFire #ITISquare #GasCylinderBlast #BalasoreNews #FireIncident #LPGCylinder #OdishaFire #FireAccident #BalasoreBreaking #FireNews #OdishaNews #FireRescue #News7Odia
#ଜଳୁଛି_ରେଷ୍ଟୁରାଣ୍ଟ
-ବାଲେଶ୍ୱର: ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ
-ଓଟି ରୋଡ୍ରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ
-ଗ୍ୟାସ୍ ସିଲିଣ୍ଡର ଫାଟି ରେଷ୍ଟୁରାଣ୍ଟରେ ନିଆଁ ଲାଗିଥିବା ସୂଚନା
-ରେଷ୍ଟୁରାଣ୍ଟରୁ ନିଆଁ ବ୍ୟାପି କିଛି ଗାଡ଼ି ମଧ୍ୟ ପୋଡ଼ିଯାଇଛି
#BalasoreFire #RestaurantFire #OTRoad #GasCylinderBlast #OdishaNews #OTV

#ଗୋଦାମ_ସହ_ଜଳିଗଲେ_କର୍ମଚାରୀ
ବାଲେଶ୍ୱର ଏକ ଚୁନପଥର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିବାରୁ ଜୀବନ୍ତ ଜଳିଗଲେ ଜଣେ କର୍ମଚାରୀ । ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ।
#Sambad #BalasoreFire #OdishaNews #TragicAccident
#ପେପର୍_ପ୍ଲେଟ୍_ଫ୍ୟାକ୍ଟ୍ରିରେ_ଅଗ୍ନିକାଣ୍ଡ
-ବାଲେଶ୍ବର: ଛଣପୁର ସ୍ଥିତ ପେପର୍ ପ୍ଲେଟ୍ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ
-ନିଆଁ ଆୟତ୍ତ ପାଇଁ ରେମୁଣା ଅଗ୍ନିଶମ ବାହିନୀର ଉଦ୍ୟମ
-ନିଆଁ କିପରି ଲାଗିଲା ସ୍ପଷ୍ଟ ହୋଇପାରି ନାହିଁ
#BalasoreFire #ChhanpurPaperPlateFactory #RemunaFireBrigade #OTV

#ଗ୍ଯାସ୍_ଟାଙ୍କିରେ_ନିଆଁ_ଲାଗି_ଜଳିଗଲା_ଘର
ଗ୍ୟାସ୍ ଟାଙ୍କିରେ ନିଆଁ ଲାଗି, ୨ ବଖରା ଘର ସହ ୨ଟି ବାଇକ, ଗୋଟିଏ ସାଇକେଲ, ନଗଦ ଟଙ୍କା, ସୁନା, ରୂପା ଅଳଙ୍କାର ସମେତ ଘରର ସମସ୍ତ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି ।
#BalasoreFire #GasCylinderBlast #OdishaNews #BreakingNews #ArgusNews
#୧୦ବଖରା_ଜଳିଗଲା
-ସୋର: ସିମୁଳିଆ ବ୍ଲକ ଶ୍ୟାମସୁନ୍ଦରପୁର ଗାଁରେ ଅଗ୍ନିକାଣ୍ଡ
-୫ ପରିବାରର ୧୦ ବଖରା ଘର ପୋଡ଼ି ପାଉଁଶ
-ଗୋଟିଏ ବାଇକ୍ ଓ ୫୦ ଲକ୍ଷରୁ ଅଧିକ ସଂପତ୍ତି ନଷ୍ଟ ସୂଚନା
#SimuliaFire #BalasoreFire #OdishaFire #AgniKanda
#FireIncidentOdisha #VillageFire #OTV

#କଦଳୀ_ଗୋଦାମରେ_ଅଗ୍ନିକାଣ୍ଡ
ବାଲେଶ୍ଵର: କଦଳୀ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ଥାନା ନିକଟ ଫାଣ୍ଡି ଛକ କଦଳୀ ଗୋଦାମରେ ଲାଗିଛି ନିଆଁ।
#BalasoreFire #BananaGodownFire #OdishaFire #FireIncident #Sahadevkhunta #Balasore #OdishaNews #FireBrigade #OTV
#କଦଳୀ_ଗୋଦାମରେ_ଅଗ୍ନିକାଣ୍ଡ
-ବାଲେଶ୍ଵର: କଦଳୀ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ
-ସହଦେବଖୁଣ୍ଟା ଥାନା ନିକଟ ଫାଣ୍ଡି ଛକ କଦଳୀ ଗୋଦାମରେ ନିଆଁ
-ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ, ଅଗ୍ନିଶମ ବାହିନୀ ଦ୍ବାରା ନିଆଁ ଆୟତ୍ତ
#BalasoreFire #BananaGodownFire #OdishaFire #FireIncident #Sahadevkhunta #Balasore #OdishaNews #FireBrigade #OTV

ବାଲେଶ୍ୱର ରୂପସା ଅଂଚଳରେ ବଡ଼ଧରଣର ଅଗ୍ନିକାଣ୍ଡ... ହୁତୁହୁତୁ ହୋଇ ଜଳିଗଲା ତୁଳା ଫ୍ୟାକ୍ଟ୍ରି... ହଳଦୀପଦା ନିକଟରେ ଥିବା ତୁଳା ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ...
#BalasoreFire #HaladipadaFire #CottonFactoryFire #OTV
#ହୁତୁ_ହୁତୁ_ହୋଇ_ଜଳୁଛି_ତୁଳା_ଫ୍ୟାକ୍ଟ୍ରି
-ବାଲେଶ୍ୱର: ରୂପ୍ସା ଅଂଚଳରେ ବଡ଼ ଧରଣର ଅଗ୍ନିକାଣ୍ଡ
-ହଳଦୀପଦା ନିକଟରେ ଥିବା ତୁଳା ଫ୍ୟାକ୍ଟ୍ରିରେ ନିଆଁ
-ହୁତୁ ହୁତୁ ହୋଇ ଜଳୁଛି ଫ୍ୟାକ୍ଟ୍ରିରେ ଥିବା ତୁଳା
-ଅଗ୍ନିଶମ ବିଭାଗର ୫ ଗାଡ଼ି ନିଆଁ ଲିଭାରେ ନିୟୋଜିତ
#BalasoreFire #RupsaaFire #CottonFactoryFire #OTV

#କାଳିଆ_ଚାହିଲା_ବୋଲି...
ସବୁ ଜାଳିଦେଲା କିନ୍ତୁ ଜଗାକୁ ଦେଖି ମୁଣ୍ଡ ନୁଆଁଇଲା ନିଆଁ । ଭୟଙ୍କର ଅଗ୍ନିକାଣ୍ଡ ଭିତରେ କାଳିଆକୁ ଦେଖି କାନ୍ଦି ପକାଇଲେ ଅଗ୍ନିଶମବାହିନୀ, ବାଲେଶ୍ବରରୁ ଆସିଲା ଭାବୁକ କରିଦେଲା ଭଳି କାହାଣୀ ।
#BalasoreFire

Fire breaks out in a 4-storey supermarket in Balasore, Odisha early Wednesday; no casualties reported. 🔥 Ten fire tenders battled the blaze for nearly 6 hours amid narrow access roads. Suspected cause: electric short-circuit.
#BalasoreFire #Odisha #OrissaPOST
Follow Orissa POST – Odisha’s No.1 English Daily 📰✨

ବାଲେଶ୍ବର ଜିଲ୍ଲା ଡ଼ାକ୍ତରଖାନାର କେମୋ ଓ୍ବାର୍ଡ଼ ବାହାରେ ଏସିରେ ଲାଗିଲା ନିଆଁ । ଏସିର ଆଉଟ୍ଡ଼ୋର ୟୁନିଟ୍ ଜଳିଗଲା । ଭୟରେ ଓ୍ବାର୍ଡ଼ରୁ ବାହାରି ଆସିଲେ ରୋଗୀ ଓ ସମ୍ପର୍କୀୟ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ କଲା ଆୟତ୍ତ । #balasorehospital #balasorefire #fire

Last Seen Hashtags on Sotwe
大海賊フェスティバル
Seen from United States
chudai wataa
Seen from United States
ยะลานัดเจอ
Seen from Thailand
türk anne
Seen from Canada
银粉
Seen from United States
PendliPilupu
Seen from United States
minichat()(*)()(***) filter:videos
Seen from Argentina
snapchat
Seen from Chile
Ioriyagami
Seen from Saudi Arabia
passionprojectfale
Seen from United States
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.9M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90.1M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.6M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers












