Top Tweets for #Balimela
ମାଲକାନଗିରି ଜିଲ୍ଲାର ବାଲିମେଳାସ୍ଥିତ ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭୀମ ଭୋଇ ସାମର୍ଥ୍ୟ ଅଭିଯାନ ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି ।
#SSEPD #BhimaBhoiSamarthyaAbhiyan #BBSACamp #Malkangiri #Balimela #PMSHRI #PwDs #Empowerment #2YearsofLokankaSarakar #BikasharaDharaOdishaSara
@CMO_Odisha @NityanandaBJP @sureshvashishth @MSJEGOI @siepodisha @dm_malkangiri @DssoMalkangiri @state_scpd
ଓଡ଼ିଶା ପାଇଁ ମାଡ଼ି ଆସୁଛି ବଡ଼ ଶକ୍ତି ସଙ୍କଟ ? ପ୍ରମୁଖ ଜଳଭଣ୍ଡାର ଗୁଡ଼ିକରେ ଜଳ ଅଭାବ ଯୋଗୁ ଆଗକୁ ଠପ୍ ହୋଇଯିବ କି ବିଜୁଳି ଉତ୍ପାଦନ ?
#OdishaPower #HydelPower #Hirakud #Indravati #OHPC #Balimela #Machkund #WaterCrisis #OdishaNews #OdishaTV #OTV
ଜଳସ୍ତର ହ୍ରାସ ପରେ ବାଲିମେଳା ଜଳବିଦ୍ୟୁତ କେନ୍ଦ୍ର ବନ୍ଦ
#Sambad #Balimela #Malkangiri #OdishaNews
https://t.co/Nk9G2bOFCu
ଓଡ଼ିଶାରେ କେତେ ସୁରକ୍ଷିତ ଜଳ ଯାତ୍ରା ? ହଟ ସ୍ପଟରେ ସ୍ଥିତି ପରଖିଲା ନ୍ୟୁଜ7 ଟିମ | Odisha's Dangerous Boat Rides ; News7's Reality Check
#boattragedy #odisha #prameyanews7 #dangerous #boatride #balimela #chilika #kolab #sureshpujari
#Hyderabad:
After 18 years of waiting, #families of the 33 #martyrs of the 2008 #Balimela incident have been allotted #housesite pattas, with the initiative taken by Telangana Chief Minister @revanth_anumula, said @TelanganaDGP B Shivadhar Reddy.
Senior officials including Intelligence ADGP Vijay Kumar, IPS and @SumathiIPS, along with the martyrs’ families, were present at the programme.

ବାଲିମେଳା ଜଳ ଭଣ୍ଡାରରେ ବୁଡ଼ିଲା ଦେଶି ଡଙ୍ଗା , ଜଣେ ନିଖୋଜ
#balimela #water #drowning #missing #prameyanews7
#ବାଲିମେଳା_ଜଳଭଣ୍ଡାରରେ_ବୁଡ଼ିଗଲେ_ଯୁବକ
ଚିତ୍ରକୋଣ୍ଡା ବାଲିମେଳା ଜଳଭଣ୍ଡାରରେ ବୁଡ଼ି ଜଣେ ଯୁବକ ନିଖୋଜ । ନଦୀରେ ମାଛ ଜାଲ ପକାଇ ଫେରୁଥିବା ବେଳେ ବୁଡ଼ିଗଲେ ଯୁବକ #KanakNews #Balimela #Odisha
ମାଲକାନଗିରି ବାଲିମେଳା ଜଳଭଣ୍ଡାର ଭିତରେ ତିଆରି ହେବ ଫ୍ଲୋଟିଂ ପାୱାର ପ୍ରୋଜେକ୍ଟ | Deputy CM KV Singhdeo visits Malkangiri #floatingpowerproject #balimela #malkangiri #kvsinghdeo #deputycm #prameyanews7
ଉଛୁଳିଲା ଡ୍ୟାମ୍, ଜନବସତିରେ ପଶିଲା ପାଣି । ମାଲକାନଗିରି ବାଲିମେଳା ଜଳଭଣ୍ଡାର ପାଣି ଲୋକଙ୍କ ଘରେ ପଶିଛି । ସ୍ୱାଭିମାନ ଅଞ୍ଚଳର ମୁଦୁଳିଗୁଡା ଗାଁର ତଳିଆ ଅଂଚଳରେ ଜଳବନ୍ଦୀ ଅବସ୍ଥା ।
#Balimela #Flood #WaterLogging #OTV
Great Memories with Cabinet Minister for Education and Skill Development and Entrepreneurship Shri @dpradhanbjp Sir 🙏
#india #Odisha #selfie #leadership #balimela #gamescom2023

ସମୟ ର ପରିବର୍ତନ ଦେଖ ଦିନ ଥିଲା ଚକୋଲେଟ୍ ପାଇଁ କେତେ ଠେଲା ପେଲା ମାରା ପିଟା ହେଉଥିଲୁ ଆଉ ଏବର ସମୟ ଦେଖ 😔
#HappyIndependenceDay #india #samosaadda #Odisha #baliemla #balimela

#Inspection: CC lining#TamashaMainCanal, PotteruIrrigationProject #Balimela #MalkangiriDistrict was #Inspected by officers #WR Department #OCC

ଦୀର୍ଘ ବର୍ଷ ଧରି ନବୀକରଣ ହେଉନାହିଁ ଓଜନ ମାପ ବଟକରା। ଗୋଟିଏ ପଟେ ଓଜନରେ ଠକେଇ ସହ ଅନ୍ୟପଟେ ଚଢ଼ା ଦରରେ ପନିପରିବା, ମାଛ, ମାଂସ ଓ ଅନ୍ୟାନ୍ୟ ଜରୁରିକାଳୀନ ସାମଗ୍ରୀ କିଣିବାରେ ବହୁ କଷ୍ଟ ସହିବାକୁ ପଡୁଛି ଗ୍ରାହକଙ୍କୁ ।
https://t.co/an5wWL0sv3 #Balimela #Malkangiri #Odisha

-ବାଲିମେଳା ଜଳ ଭଣ୍ଡାରରେ ଡଙ୍ଗା ବୁଡ଼ି ଜଣେ ନିଖୋଜ
-ପ୍ରବଳ ବର୍ଷା ପବନ ହେତୁ ଭାରସାମ୍ୟ ହରାଇ ଓଲଟିଲା
#Balimela #boataccident #PrameyaNews7
Odisha News: ଗୋଟିଏ ଦିନରେ ଜଳ ସମାଧି ନେଲେ ୨, ଗାଧୋଇବା ବେଳେ ଚାଲିଗଲା ଜୀବନ
#Drowning #Odisha #Jagatsinghpur #DevRiver #Balimela
https://t.co/vJzzohMhB3
-ବାଲିମେଳା ଜଳ ଭଣ୍ଡାରରେରେ ବୁଡ଼ି ଜଣେ ନା ବାଳିକା ମୃତ।
-ଗାଧୋଉଥିବା ବେଳେ ନଦୀରେ ବୁଡ଼ି ମୃତ ।
-ମୃତ ନା ବାଳିକା ଜଣଙ୍କ ଅପରେଟର କଲୋନୀ ର ପଦ୍ମିନୀ।
#BigBreaking #Balimela #Koraput #Malkanagiri #PrameyaNews7
#ଖୋଲାହେଲା_ଡିଡ୍ୟାମର_ଦୁଇଟି_ଗେଟ
ବାଲିମେଳା ଜଳଭଣ୍ଡାରରେ ଜଳ ଅଭାବରୁ ପ୍ରକଳ୍ପ ବନ୍ଦ ଆଶଙ୍କା ନେଇ ମାଛକୁଣ୍ଡ ଜଳବିଦ୍ୟୁତ କେନ୍ଦ୍ରର ଥିବା ଡି-ଡ୍ୟାମ ର ଦୁଇଟି ଗେଟ ଖୋଲା ହୋଇ ୧୬ସହ କ୍ୟୁସେକ ପାଣି ଛାଡିବା ଆରମ୍ଭ ହୋଇଛି ।
#DDam #Balimela #odishanews #PrameyaNews7

Last Seen Hashtags on Sotwe
beurette92i
Seen from France
manitaterörü
Seen from Sweden
92i
Seen from Netherlands
سالب
Seen from Belgium
แก้ผ้าจับควยกันเล่น
Seen from Thailand
musclebear
Seen from Netherlands
Omegle
Seen from Germany
momson()
Seen from Germany
monkeyappwins
Seen from United States
monkeyapp
Seen from Philippines
Trends for you
Most Popular Users

Elon Musk 
@elonmusk
241.1M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
112.5M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.2M followers

NASA 
@nasa
92.2M followers

Justin Bieber 
@justinbieber
91.3M followers

KATY PERRY 
@katyperry
88.7M followers

Taylor Swift 
@taylorswift13
82.6M followers

Lady Gaga 
@ladygaga
74.1M followers

Virat Kohli 
@imvkohli
71.6M followers

Kim Kardashian 
@kimkardashian
70.3M followers

YouTube 
@youtube
68.7M followers

Bill Gates 
@billgates
64.5M followers

Neymar Jr 
@neymarjr
64.5M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.8M followers

X 
@x
60.8M followers

















