Top Tweets for #Bhapur
Today, the Joint Coordination Committee (JCC) representing all core Block Extension Officers—GPDO, BSSO, WEO, & IoS/MI of #Bhapur Block, #Nayagarh of Odisha submitted a Joint Memorandum to the Govt through the BDO.
📷 Key Demands:
📷 Entry Pay Revision to #Level_10 (Grade Pay ₹4600) 📷 Health Cover (GJAY) & Field Protection Protocols 📷#OdishaBlockOfficers #PayParityLevel10 #JCCDemands
@MohanMOdisha
@SecyChief
@CMO_Odisha
@SSEPD2
@stscdev
@Food_Odisha
@PRDeptOdisha
@_anugarg
@otvkhabar
@kanak_news
@GovernorOdisha
@sambad_odisha
@samajalive
@DharitriLive1
@NandighoshaTV
@Naveen_Odisha

ନୟାଗଡ଼ ଭାପୁରରୁ ଆସିଲା ସଂଗୀନ ଅଭିଯୋଗ...ଭୁଲ ଇଞ୍ଜେକ୍ସନ ଯୋଗୁଁ ଝିଅର ମୃତ୍ୟୁ ହୋଇଥିବା ଅଭିଯୋଗ...
ଜ୍ବର ଯୋଗୁ ପରିବାର ଲୋକେ ଝିଅକୁ ଡାକ୍ତରଖାନା ନେଇଥିଲେ
#Nayagarh #Bhapur #MedicalNegligence #WrongInjection #HospitalDeath #OTV
ଇଞ୍ଜେକ୍ସନ ନେଲା ଝିଅର ଜୀବନ, ଅଭିଯୋଗ କଲେ ପରିବାର ଲୋକେ
#Smabad #Nayagarh #MedicalNegligence #Bhapur #OdishaNews
https://t.co/aFSMv0p4mJ

୧୦ ମାସ ହେଲା ଭାପୁର ପଞ୍ଚାୟତ ସମିତିର ସାଧାରଣ ଅଧିବେଶନ ହୋଇନାହିଁ
#Sambad #Nayagarh #Bhapur #BlockProtest #OdishaNews
https://t.co/uDNywOXDKu
ଅଂଶୁଘାତ ୱାର୍ଡରେ ଝୁଲୁଛି ତାଲା । ବୁଲୁନି ଫ୍ୟାନ୍, ବନ୍ଦ ପଡ଼ିଛି ଏସି ରୁମ୍ । ପ୍ରଚଣ୍ଡ ଗରମରେ ରୋଗୀଙ୍କୁ ବିଞ୍ଚଣା ପବନ ଭରସା । ଉଦଘାଟନ ଅପେକ୍ଷାରେ ଡାକ୍ତରଖାନାର ୮ କୋଟିର କୋଠା । ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଆସିଲା ସ୍ବାସ୍ଥ୍ୟସେବାର ବିକଳ ଚିତ୍ର
#Bhapur #MedicalProblem #Odisha #KanakNews
ଭିଜିଲାନ୍ସ ଜାଲରେ ଭାପୁର ଆର.ଡି କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି | RD Junior Engineer Keshab Subudhi Caught #VigilanceTrap #Bhapur #OdishaNews #KeshabSubudhi #JuniorEngineer #CorruptionCase #OdishaUpdates #BreakingNews #LawAndOrder #OdishaIncident #PublicAwareness #OdishaSociety #GroundReport #OdishaCorruption #OdishaPolice
#ମୁହଁ_ଆଖି_ମୁଣ୍ଡରେ_ଗଭୀର_ଆଘାତ !
ନଈକୁ ଗାଧୋଇବାକୁ ଯିବାବେଳେ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ! ମହିଳାଙ୍କୁ ଗୁରୁତର ଅବସ୍ଥାରେ SCB ମେଡିକାଲରେ ଭର୍ତ୍ତି, ଦୋଷୀଙ୍କୁ ଧରିବାକୁ ୩ଟି ସ୍ୱତନ୍ତ୍ର ଟିମ ଗଠନ | Dhenkanal Rape Case
#dhenkanal #prameyanews7 #rapecase #bhapur #policeinvestigation
#ବାଣ_ଫୁଟାରୁ_ନିଆଁ_ଲାଗିଲା
ଭାପୁର ମହୋତ୍ସବରେ ଅଘଟଣ । ମଞ୍ଚରେ ଅତିଥି ଥିଲେ, ବାଣ ଫୁଟାରୁ ଲାଗିଲା ନିଆଁ
#Odisha #KanakNews #Bhapur
#ଓଲଟିଲା_ଦଣ୍ଡ_ନାଚ_ଗାଡ଼ି, #୧୫ରୁ_ଊର୍ଦ୍ଧ୍ବ_ଆହତ
ନୟାଗଡ଼: ଭାପୁର ବ୍ଲକ ପଥରଚକଡ଼ାରେ ଦୁର୍ଘଟଣା
ଦୁର୍ଘଟଣାରେ ୧୫ରୁ ଊର୍ଦ୍ଧ୍ବ ଆହତ, ୭ ଗୁରୁତର
ଆହତଙ୍କ ମୁଣ୍ଡ, ହାତ ଓ ଗୋଡ଼ରେ ଲାଗିଛି ଆଘାତ
ମାଧପୁରରୁ ପଥରଚକଡ଼ା ଗାଁକୁ ଦଣ୍ଡ ପାଇଁ ଯାଉଥିଲେ
#Nayagarh #Bhapur @spnayagarh

ଭାପୁର ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୫ କାର୍ଯ୍ୟକ୍ରମର ତୃତୀୟ ସନ୍ଧ୍ୟାରେ ଯୋଗ ଦେବା ଅବସରରେ। #bhapur #bhapurmahotsav2025

ନୂଆବର୍ଷରେ ଶ୍ରୀରାମଙ୍କୁ ଦର୍ଶନ କଲେ ଦୁଇଲକ୍ଷ ଶ୍ରଦ୍ଧାଳୁ @SakalaNews https://t.co/hzMzvJKRGX #Bhapur #Nayagarh #SakalaNews
NHRC directs Dhenkanal collector to provide medical facilities to pregnant gangrape survivor
https://t.co/3i8eNyPGpV
#NHRC #Dhenkanal #Bhapur #SexualAbuse #VictimSupport #PregnancyCare #HumanRights #RapeSurvivor #MedicalCare #medicalfacilities #Rehabilitation #DLSA
Kindly provide a PuccaHouse to Widow #Manik_Badhei,she is from #Fategad village under #Bhapur block. @CMO_Odisha @PRDeptOdisha @AdmnNayagarh @BDOBHAPUR @PBhapur @JanaSunani @MohanMOdisha

#ବାଣ_ତିଆରି_ବେଳେ_ବିସ୍ଫୋରଣ
ବାଣ ବିସ୍ଫୋରଣରେ ଛିନଛତର ହୋଇଗଲା ଘର । ବାଣ ଭିଡୁଥିବାବେଳେ ବିସ୍ଫୋରଣରେ ଜଣେ ଗୁରୁତର #KanakNews #Bhapur #Odisha
ବୋହୂ ଆଖି ଆଗରେ ଶାଶୂଙ୍କ ଉପରେ ଚଢ଼ିଗଲା ବସ୍, ଚାଲିଗଲା ଜୀବନ
#Sambad #Bhapur #BusAccident #Odisha
https://t.co/6WS2rITZBD
Dhenkanal Rape Case | ଭାପୁର ଗଣଦୁଷ୍କର୍ମ ମାମଲା, ପୀଡିତାଙ୍କୁ ଭେଟିଲେ ମହିଳା କମିଶନ ଅଧ୍ୟକ୍ଷା | PrameyaNews7 #dhenkanal #prameyanews7 #bhapur
#VoteforAnubhav #VoteforStool #Election Campaign in Karabar and Adipada of #Bhapur Block and Gohiriapada

#ଢେଙ୍କାନାଳ ଜିଲ୍ଲା #ଭାପୁର ସ୍ଥିତ #ରଥପଦା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ବାଇକ୍ କୁ ଧକ୍କା ଦେଲା ପିକଅପ୍ ଭ୍ୟାନ । ବାଇକ୍ ରେ ଯାଉଥିବା ୩ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ସୂଚନା । ଅନ୍ୟ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ।
#DhenkanalUpdate #Accdient #Bhapur

#ଜଳିଗଲା_୧୩_ବଖରା_ଘର
ନୟାଗଡ଼ ପାର୍ବତୀପୁର ଗାଁରେ ଅଘଟଣ
ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ଜଳିଗଲା ୧୩ ବଖରା ଘର
ନଷ୍ଟ ହୋଇଗଲା ୧୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି
#13house #CaughtFire #Bhapur

#ନିଆଁ_ଗିଳିଦେଲା_ସର୍ବସ୍ୱ
ନୟାଗଡ଼ ପାର୍ବତୀପୁର ଗାଁରେ ଅଘଟଣ । ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ଜଳିଗଲା ୧୩ ବଖରା ଘର । ନଷ୍ଟ ହୋଇଗଲା ୧୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ।
#13house #CaughtFire #Bhapur #KanakNews
Last Seen Hashtags on Sotwe
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
119M followers

Cristiano Ronaldo 
@cristiano
113.9M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.6M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
89.7M followers

Taylor Swift 
@taylorswift13
83.7M followers

Lady Gaga 
@ladygaga
75.1M followers

Virat Kohli 
@imvkohli
72.9M followers

Kim Kardashian 
@kimkardashian
70.8M followers

YouTube 
@youtube
68.8M followers

Neymar Jr 
@neymarjr
65.9M followers

Bill Gates 
@billgates
64.9M followers

Selena Gomez 
@selenagomez
62.8M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers


















