Top Tweets for #MedicalProblem
ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାହିଁ ଆବଶ୍ୟକ ବେଡ୍ ! ହଲ୍ ବାରଣ୍ଡାରେ ଶୋଇ ଚିକିତ୍ସା ନେଉଛନ୍ତି ରୋଗୀ । ସେପଟେ ୧୦ରୁ ଅଧିକ ନବନିର୍ମିତ କୋଠରୀରେ ଝୁଲୁଛି ତାଲା । ସମାଧାନ ବଦଳରେ ଅତ୍ୟଧିକ ରୋଗୀ ଆସୁଥିବାରୁ ବେଡ୍ ମିଳୁନଥିବା କହୁଛନ୍ତି ଏଡିଏମ୍ଓ
#Odisha #KanakNews #Jharsuguda #MedicalProblem
#ଜିଲ୍ଲା_ମୁଖ୍ୟାଚିକିତ୍ସାଳୟ_ନା_ରେଫରାଲ୍_ହସ୍ପିଟାଲ ?
ମହାନଗର ନିଗମ ହେଲା ପୁରୀ, ଖୋଲିଲା ମେଡିକାଲ୍ କଲେଜ୍ । ହେଲେ ସ୍ବାସ୍ଥ୍ୟସେବାରେ ଆସିଲାନି ସୁଧାର । ଜିଲ୍ଲାରେ ୬୦ ପ୍ରତିଶତ ଡାକ୍ତର ପଦ ଖାଲି । ରେଫରାଲ୍ ହସ୍ପିଟାଲ ପାଲଟିଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ
#Puri #Odisha #KanakNews #MedicalProblem
#ଏଇଠି_ଭଲ_ହେବେ_ନା_ଜୀବନ_ଯିବ ?
ରାଜନଗରର ଅସୁସ୍ଥ ସ୍ୱାସ୍ଥ୍ୟସେବା । ରୋଗୀଣା ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର । ଅଳ୍ପ ବର୍ଷାରେ ଡାକ୍ତରଖାନା ପରିସରରେ ଲହଡ଼ି ଭାଙ୍ଗୁଛି ଆଣ୍ଠୁଏ ପାଣି । ଛାତରୁ ଖସୁଛି ପ୍ଲାଷ୍ଟର
#RajNagar #MedicalProblem #Odisha #KanakNews
#ମେଡିକାଲରେ_ରୋଗ_ଭଲ_ହେବ_ନା_ଜୀବନ_ଯିବ ?
ଅବ୍ୟବସ୍ଥା ଘେରରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ । ନାହିଁ ପର୍ଯ୍ୟାପ୍ତ ବେଡ୍ । ତଳେ ଶୋଉଛନ୍ତି ରୋଗୀ । ଖାଲିପଡ଼ିଛି ଡାକ୍ତର ପଦ । ସରୁନି ନୂତନ କୋଠା ନିର୍ମାଣ । ଅସନ୍ତୋଷ ପ୍ରକାଶ କଲେ ଜନସାଧାରଣ
#Keonjhar #MedicalProblem #Odisha #KanakNews
#ବର୍ଷା_ହେଲେ_ଡାକ୍ତରଖାନା_ଆସନି
ବର୍ଷା ହେଲେ ବିଗିଡ଼ିଯାଏ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ହସ୍ପିଟାଲ ଛାତରୁ ଗଳେ ପାଣି । ଡ୍ରେନେଜ୍ ବ୍ୟବସ୍ଥା ବି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ସାମାନ୍ୟ ବର୍ଷାରେ ନିଦାନ କେନ୍ଦ୍ର ସମ୍ମୁଖ ହୁଏ ଜଳାର୍ଣ୍ଣବ
#Boudh #Odisha #kanakNews #MedicalProblem
#ମୁଖ୍ୟମନ୍ତ୍ରୀଙ୍କ_ଅପେକ୍ଷାରେ_ମେଡିକାଲ
ବୌଦ୍ଧରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର । ଉଦ୍ଘାଟନ ଅପେକ୍ଷାରେ ଜିଲ୍ଲାର ୫ରୁ ଅଧିକ ସ୍ୱାସ୍ଥ୍ୟକେନ୍ଦ୍ର । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅବସ୍ଥା ବି ସଙ୍ଗିନ । ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା, ହୋଇପାରୁନି ଉଦଘାଟନ
#Boudh #Odisha #KanakNews #MedicalProblem
ରାଜ୍ୟର ସର୍ବବୃହତ ସରକାରୀ ଶିଶୁରୋଗ ଚିକିତ୍ସା ପ୍ରତିଷ୍ଠାନରେ ଡାକ୍ତର ସଂକଟ । ଶିଶୁଭବନରେ ୫୦ ପ୍ରତିଶତରୁ ଅଧିକ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି । ଫାଙ୍କା ପଡ଼ିଛି ୩୨୭ ସିନିୟର ନର୍ସିଂ ଅଫିସର ପଦ । କେମିତି ହେବ ଶିଶୁ ରୋଗୀଙ୍କ ଚିକିତ୍ସା?
#Odisha #KanakNews #Cuttack #MedicalProblem
ଅଂଶୁଘାତ ୱାର୍ଡରେ ଝୁଲୁଛି ତାଲା । ବୁଲୁନି ଫ୍ୟାନ୍, ବନ୍ଦ ପଡ଼ିଛି ଏସି ରୁମ୍ । ପ୍ରଚଣ୍ଡ ଗରମରେ ରୋଗୀଙ୍କୁ ବିଞ୍ଚଣା ପବନ ଭରସା । ଉଦଘାଟନ ଅପେକ୍ଷାରେ ଡାକ୍ତରଖାନାର ୮ କୋଟିର କୋଠା । ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଆସିଲା ସ୍ବାସ୍ଥ୍ୟସେବାର ବିକଳ ଚିତ୍ର
#Bhapur #MedicalProblem #Odisha #KanakNews
#୨୪ରୁ_କାମ_ସରିଲାଣି_ବ୍ୟବହାର_ହେଉନି
ପ୍ରବଳ ଖରାରେ ଅସ୍ତବ୍ୟସ୍ତ ଜନତା । ଉଦଳା ଚିକିତ୍ସାଳୟରେ ଅଭାବନୀୟ ଦୃଶ୍ୟ । ୨୦୨୪ରୁ ନିର୍ମାଣ ସରିଲାଣି ହେଲେ କାମ ଲାଗୁନି
#Udala #Odisha #KanakNews #MedicalProblem
#ଏଇଠି_ସବୁ_ଫାର୍ମାସିଷ୍ଟଙ୍କ_ହାତରେ !
ଗଜପତି ମୋହନାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟାବସ୍ଥା । ସ୍ବାସ୍ଥ୍ୟକେନ୍ଦ୍ରରେ ନାହାନ୍ତି ଡାକ୍ତର । ଫାର୍ମାସିଷ୍ଟ ଚଳାଉଛନ୍ତି ଡାକ୍ତରଖାନା । ଭିତ୍ତିଭୂମି ବି ଦୁର୍ବଳ । ୭ ଦିନ ଭିତରେ ଡାକ୍ତର ନିଯୁକ୍ତି ନଦେଲେ ଆନ୍ଦୋଳନର ଚେତାବନୀ
#Gajapati #Odisha #KanakNews #MedicalProblem
#ଡାକ୍ତର_ନାହାନ୍ତି_ରୋଗୀ_ଦେଖିବ_କିଏ ?
କେନ୍ଦୁଝରର କାମଚଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ୨୧ ଜଣଙ୍କ ସ୍ଥାନରେ ଅଛନ୍ତି ମାତ୍ର ୬ ଡାକ୍ତର । ୮ଟି ଷ୍ଟାଫନର୍ସ ପଦରୁ ୭ଟି ଖାଲି । ନାହାନ୍ତି ଆବଶ୍ୟକ ସ୍ବାସ୍ଥ୍ୟ କର୍ମଚାରୀ
#Odisha #KanakNews #MedicalProblem #Keonjhar
#ଡାକ୍ତରଖାନାକୁ_ପାଣି_ଦିଅ
ମାଥିଲି ସ୍ବାସ୍ଥ୍ୟକେନ୍ଦ୍ରରେ ଜଳ ନିଅଣ୍ଟ । ମିଳୁନି ପିଇବା ପାଣି, ଶୌଚାଳୟରେ ବି ଜଳାଭାବ । ହାତଧୁଆ ବେସିନ ପାଲଟିଛି ରୋଗୀଙ୍କ ଏକମାତ୍ର ଭରସା । ଜଳ ଓ ପରିମଳ ବିଭାଗର ଖାମଖିଆଲ ମନୋଭାବକୁ ଦାୟୀ କଲେ ସାଧାରଣ ଜନତା !
#Odisha #KanakNews #Mathili #MedicalProblem
#ମନ୍ତ୍ରୀ_ପ୍ରତିଶ୍ରୁତି_ଦେଲେ_କାମ_ହେଲାନି
ସରକାର ବଦଳିଲେ, ବାରବାର ମନ୍ତ୍ରୀ ଆସିଲେ, ହେଲେ ବଦଳିଲାନି ଗଜପତିର ସ୍ୱାସ୍ଥ୍ୟାବସ୍ଥା । ଆକାଂକ୍ଷୀ ଜିଲ୍ଲାରେ ପୂରଣ ହେଲା ନାହିଁ ଡାକ୍ତର ପଦବୀ । ସାରଞ୍ଜାମ ଥାଇ ବି କାର୍ଯ୍ୟକ୍ଷମ ହୋଇପାରୁନି ଆଇସିୟୁ
#Bhubaneswar #Odisha #KanakNews #Gajapati #MedicalProblem
#ଦରମା_ନେଉଛନ୍ତି_କାମ_କରିବାକୁ_ଇଚ୍ଛା_ନାହିଁ
ନାହାନ୍ତି ଆବଶ୍ୟକ ଡାକ୍ତର । ଭଡ଼ାରେ ଚାଲିଛି ରୋଗୀ ଦେଖା ! ଅଧାରୁ ଅଧିକ ନର୍ସ କାମକୁ ଆସୁନାହାନ୍ତି । ଦରମା ନେବାରେ ହେଉନି ହେଳା । ସମ୍ବଲପୁର କୁଚିଣ୍ଡାରେ ଭୁଶୁଡ଼ିଛି ସ୍ବାସ୍ଥ୍ୟସେବା !
#Odisha #KanakNews #Kuchinda #MedicalProblem
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନକୁ ସ୍ଥଗିତ ରଖିଲା ଡାକ୍ତର ସଂଘ । ଦାବିକୁ ବିଚାର କରି ପଦକ୍ଷେପ ନେବାକୁ ମିଳିଛି ପ୍ରତିଶ୍ରୁତି । ସେପଟେ ରାଜ୍ୟର ଦୁଇ ବଡ ମେଡିକାଲରୁ ଆସିଲା ଅଭାବନୀୟ ଦୃଶ୍ୟ । ଏସସିବିରେ ସିଲିଂ ଖସି ରୋଗୀ ଆହତ, ଏମକେସିଜିରେ ଅନ୍ଧାରରେ ଚାଲିଲା ଅସ୍ତ୍ରୋପଚାର
#Odisha #KanakNews #MedicalProblem
#ଗରିବ_ରୋଗୀ_ବୋଲି_କେହି_ପଚାରିବେନି ?
ରାଉରକେଲା ଇଏସ୍ଆଇ ହସ୍ପିଟାଲରେ ଅସଜଡ଼ା ସ୍ବାସ୍ଥ୍ୟସେବା । ତାତିଲେ ବିଭିନ୍ନ ସଂଗଠନ, ମହାନଗର ନିଗମ ଅଫିସ ଆଗରେ ବିକ୍ଷୋଭ । ଦାବି ପୂରଣ ନହେଲେ ଆଗକୁ ତୀବ୍ର ଆନ୍ଦୋଳନ ଚେତାବନୀ
#Rourkela #Odisha #KanakNews #MedicalProblem
#ଛୋଟ_ରୋଗ_ହେଲେ_ବି_ବ୍ରହ୍ମପୁର_ରେଫର୍ !
ଅବ୍ୟବସ୍ଥା ଘେରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର । ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନାହାନ୍ତି ବିଶେଷଜ୍ଞ ଡାକ୍ତର । ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ମରୁଡ଼ି
#Mohana #Odisha #KanakNews #MedicalProblem
#ପ୍ଲାଷ୍ଟିକ୍_ସର୍ଜରୀ_ହେଉନି
#କଟକ_ଭରସାରେ_ରୋଗୀ
ନାହିଁ ପ୍ଲାଷ୍ଟିକ୍ ସର୍ଜରି ବିଭାଗ । କଟକ ବଡ଼ ମେଡିକାଲ ଭରସା । କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଅନେକ ସୁବିଧା ଅଛି ହେଲେ ପ୍ଲାଷ୍ଟିକ୍ ସର୍ଜରି ବିଭାଗ କାମ କରୁନି
#Kendrapada #MedicalProblem #KanakNews #Cuttack
#ସନ୍ଧ୍ୟା_୫ଟା_ପରେ_ଡାକ୍ତରଖାନା_ମନା !
ସମସ୍ତଙ୍କୁ ମିଳିବ ସ୍ବାସ୍ଥ୍ୟସେବା । ଉନ୍ନତ ଚିକିତ୍ସା ଯୋଗାଇବା ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି । ଗଞ୍ଜାମ ଜିଲ୍ଲାରେ ସନ୍ଧ୍ୟା ୫ଟା ପରେ ସେବା ମିଳିବା କଷ୍ଟ
#MedicalProblem #Odisha #KanakNews
#ନାହାନ୍ତି_ଡାକ୍ତର_ରୋଗୀ_ରେଫର୍ !
ଝାରସୁଗୁଡ଼ାରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର । ସଦର ମୁଖ୍ୟ ଚିକିତ୍ସାଳୟରେ ନିଶ୍ଚେତକ ଡାକ୍ତର ଅଭାବ । ୩ ବର୍ଷ ହେଲାଣି ଲାଗିରହିଛି ସମସ୍ୟା । ରୋଗୀଙ୍କୁ କରାଯାଉଛି ବୁର୍ଲା ରେଫର୍
#MedicalProblem #Odisha #KanakNews #Jharsguda
Last Seen Hashtags on Sotwe
Bangbus video
Seen from Oman
momsonn
sex hunter
OMEGLE()**********+filter:native_video
Seen from Singapore
latina
Seen from United States
southindianmistress
Seen from Poland
bop()
Seen from Germany
PussyEating
Seen from Sweden
nolimit(*) filter:native_video
Seen from Germany
ARMYDayOfTang
Seen from United States
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
119M followers

Cristiano Ronaldo 
@cristiano
113.9M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.6M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
89.7M followers

Taylor Swift 
@taylorswift13
83.7M followers

Lady Gaga 
@ladygaga
75.1M followers

Virat Kohli 
@imvkohli
72.9M followers

Kim Kardashian 
@kimkardashian
70.8M followers

YouTube 
@youtube
68.8M followers

Neymar Jr 
@neymarjr
65.9M followers

Bill Gates 
@billgates
64.9M followers

Selena Gomez 
@selenagomez
62.8M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers
