Top Tweets for #BirdCounting
Surendranagar। વઢવાણમાં શરુ થઈ કરાઈ પક્ષીઓની ગણતરી, 300થી વધુ પક્ષી પ્રજાતિઓનો સર્વે | Newz Room Gujarat
#ArjunModhwadia #surendranagar #wadhwan #birdcounting #birdsurvey #wildlife #birdwatching #newzroomgujarat @arjunmodhwadia
Back in Jan. 2024, I had a BLAST following an expert guide & a young volunteer doing #BirdCounting in #Lumbini, #Nepal. These are some of the photos I took on the first day, Jan. 7. #AsianOpenbill #Birding #Photography #BirdPhotography #Nature #WildNepal
cc. @WorshipNature

#NewsTamil24x7NewsUpdate | பறவைகள் கணக்கெடுப்பு
தமிழ்நாட்டில் பறவைகளை கணக்கெடுக்கும் பணியை இன்றும், நாளையும் மேற்கொள்ள வனத்துறை ஏற்பாடு
பறவையியல் பார்வையாளர்கள், தன்னார்வலர்கள், வனத்துறை அலுவலர்கள் கணக்கெடுப்பில் பங்கேற்பு
#BirdCensus2026, #CitizenScience, #BirdCounting
#நியூஸ்தமிழ் #நியூஸ்தமிழ்24x7 #NewsTamil #Tamilnews #NewsTamil24x7

#ଆଜିଠୁ_ପକ୍ଷୀ_ଗଣନା
ଆଜିଠୁ ଆରମ୍ଭ ହୋଇଛି ଚିଲିକାରେ ପକ୍ଷୀ ଗଣନା। ୫ଟି ରେଞ୍ଜରେ ମୋଟ ୨୨ଟି ଗଣନାକାରୀ ଟିମ୍ ସାମିଲ ହୋଇଛନ୍ତି।
#ChilikaBirdCensus #ChilikaLake #BirdCensus2026 #MigratoryBirds #ChilikaWildlife #OdishaNature #BirdCounting #WetlandConservation #OTV
ଗଞ୍ଜାମ ଜିଲ୍ଲା ନଦୀକୂଳରେ ଆରମ୍ଭ ହେବ ପକ୍ଷୀ ଗଣନା : ମୋଟ୍ ୪୯ ୟୁନିଟ୍ରେ ହେବ ଗଣତି
#PrameyaNews7 #OdishaNews #GanjamNews #BirdCounting
https://t.co/W1XyKa1FJQ
କାଲିଠୁ ଗଞ୍ଜାମ ଜିଲ୍ଲାରେ ପକ୍ଷୀ ଗଣନା, ସକାଳ ୬ରୁ ଦିନ ୧୧ଟା ଯାଏଁ ଗଣନା କରାଯିବ | Bird Census in Ganjam District Begins Tomorrow | Counting from 6 AM to 11 AM
#BirdCensus #Ganjam #OdishaWildlife #OdishaNews #BreakingNews #OdishaUpdates #BirdCounting #WildlifeSurvey #OdishaEnvironment #NatureOdisha #PrameyaNews7 #OdishaAlert #ConservationEfforts #OdishaBiodiversity #EcoOdisha
#୧୮ରେ_ହେବ_ଚିଲିକାରେ_ପକ୍ଷୀ_ଗଣନା
ଚିଲିକା: ସମଗ୍ର ଚିଲିକାରେ ୧୮ ତାରିଖରେ ହେବ ପକ୍ଷୀ ଗଣନା
୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ହେବ ଡଲଫିନ୍ ଗଣନା
ସୂଚନା ଦେଲେ ଚିଲିକା ବନ୍ୟପ୍ରାଣୀ ଡିଭିଜନ DFO ଅମ୍ଲାନ ନାୟକ
#ChilikaBirdCensus #ChilikaLake #MigratoryBirds #BirdCounting #OdishaWildlife #ChilikaDolphinCensus #IrrawaddyDolphin #ArgusNews

ଆସନ୍ତା ୧୮ ତାରିଖ ଦିନ ହୀରାକୁଦ ଡ୍ୟାମରେ ବିଦେଶାଗତ ପକ୍ଷୀ ଗଣନା କରାଯିବ। କଣ ବ୍ୟବସ୍ଥା ରହିଛି ସେ ବାବଦରେ ଅଧିକ ସୂଚନା ଦେଉଛନ୍ତି ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡର DFO ଅଂଶୁ ପ୍ରଜ୍ଞା ଦାସ ।
#Odisha #OTV #HirakudDam #BirdCounting
https://t.co/jbyR2ETpGO
ଆଜିଠୁ ଭିତରକନିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା
#NandighoshaTV #Bhitarkanika #birdcounting #Starting
#୩୦ରୁ_ଭିତରକନିକାରେ_ପକ୍ଷୀ_ଗଣନା
ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରତିବର୍ଷ ପରି ଚଳିତ ବର୍ଷ ଦେଶୀୟ ପକ୍ଷୀ ଗଣନା କରାଯିବ । ଏହି ପକ୍ଷୀ ଗଣନା ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ପକ୍ଷୀ ଗଣନା ଚାଲିବ
#bhitarkanika #birdcounting #census #NandighoshaTV
આ વિકએન્ડમાં નળ સરોવર જવાનું વિચારી રહ્યા હો તો ના જતા, 25-26 જાન્યુ. દરમિયાન આ કારણથી પ્રવાસીઓ માટે રહેશે બંધ- Photos
#NalSarovarBirdSanctuary #BirdSanctuary #Birds #Wildlife #Conservation #BirdCounting #BirdCensus
https://t.co/ahvjzG7j8B
ସରିଲା ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା, ଏଥର ବଢ଼ିଛନ୍ତି ବିଦେଶୀ ପକ୍ଷୀ
#Hirakud #birdcounting #Odisha
https://t.co/7lHUsTcLr9
ସୁବର୍ଣ୍ଣପୁର ବିନିକା ଡିଭିଜନରେ ପକ୍ଷୀଗଣନା। ୨୨ଶହରୁ ଅଧିକ ପ୍ରଜାତିର ପକ୍ଷୀ ଗଣନା ଶେଷ। ୮ଟି ଟିମକୁ ନେଇ ପକ୍ଷୀଗଣନା ଜାରି।
#Birdcounting #Binika #Survey #OTV
#ଭିତରକନିକାରେ_ପକ୍ଷୀ_ଗଣନା_ଶେଷ
ଜାତୀୟ ଉଦ୍ୟାନରେ ବିଦେଶାଗତ ପକ୍ଷୀ ଗଣନା ଶେଷ
ଭିତରକନିକାରେ ବଢ଼ିଲା ବିଦେଶୀ ପକ୍ଷୀଙ୍କ ସଂଖ୍ୟା
ଚଳିତ ବର୍ଷ ୧୯୩ଟି ଅଧିକ ବିଦେଶୀ ପକ୍ଷୀଙ୍କ ଆଗମନ
ଚଳିତ ବର୍ଷ ୧ଲକ୍ଷ ୫୧ହଜାର ୬୧୪ ବିଦେଶୀ ପକ୍ଷୀ ଆସିଛନ୍ତି
ଚଳିତ ବର୍ଷ ୧୧୮ପ୍ରଜାତି ପକ୍ଷୀ ଚିହ୍ନଟ
#Bhitarakanika #BirdCounting

‘ଯୁଦ୍ଧ ପାଇଁ କମୁଛି ପକ୍ଷୀ ସଂଖ୍ୟା’ । ଚଢେଇ ଆସିବା ବାଟରେ ଯୁଦ୍ଧ ଚାଲିଛି। ତେଣୁ ସେମାନେ ଆସିବେ କିପରି? ’ #birdcounting #khordha #otv
ସମ୍ବଲପୁର- ସକାଳୁ ୩୨ଟି ଟିମ୍ ହୀରାକୁଦରେ ପଶିଛନ୍ତି। ସନ୍ଧ୍ୟା ସୁଦ୍ଧା ପକ୍ଷୀ ଗଣନା ସାରି ଫେରିବେ । #Hirakud #birdcounting #OTV
ବ୍ରହ୍ମଗିରିରେ ଆରମ୍ଭ ହୋଇଛି ଶୀତକାଳୀନ ପକ୍ଷୀ ଗଣନା ବ୍ରହ୍ମଗିରିରେ ଏଥର ଅଧିକ ପକ୍ଷୀ ଆସିଥିବା ଅନୁମାନ କରାଯାଉଛି । #Birdcounting #Brahmagir #OTV
#ହୀରାକୁଦ_ଜଳଭଣ୍ଡାରରେ_ପକ୍ଷୀ_ଗଣନା
ହୀରାକୁଦ: ୨୧ଟି ସେକ୍ଟରରେ ୩୨ ଗ୍ରୁପ କରୁଛନ୍ତି ପକ୍ଷୀ ଗଣନା । ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏ ଚାଲବ ଗଣନା
#hidakud @DmSambalpur #BirdCounting @PCCFWL_Odisha
#ଡେବ୍ରିଗଡ଼_ଅଭୟାରଣ୍ୟରେ_ପକ୍ଷୀ_ଗଣନା
ବରଗଡ଼: ୨୧ଟି ସେକ୍ଟରରେ ୩୨ଟି ଟିମ୍ କରୁଛନ୍ତି ପକ୍ଷୀ ଗଣନା
୩୨ଟି ଟିମ୍ରେ ଅଛନ୍ତି ୭୦ଜଣ ପକ୍ଷୀ ବିଶେଷଜ୍ଞ
ସକାଳ ୫ଟାରୁ ସନ୍ଧ୍ୟା ୬ଟା ଯାଏ ଚାଲିବ ଗଣନା
୨୦୨୪ରେ ଡେବ୍ରିଗଡ଼କୁ ଆସିଥିଲେ ୧୧୨ ପ୍ରଜାତିର ପକ୍ଷୀ
@BargarhDfo @PCCFWL_Odisha #Bargarh #BirdCounting
#ଭିତରକନିକାରେ_ବିଦେଶାଗତ_ପକ୍ଷୀ_ଗଣନା
ଭିତରକନିକାର ୫ଟି ରେଞ୍ଜର ୧୮ଟି ଟିମ୍ର ଗଣନା ।ସକାଳ ୫ଟାରୁ ଦିନ ୨ଟା ଯାଏ ଭିତରକନିକାରେ ଚାଲିବ ଗଣନା
#Bhitarkanika #BirdCounting @PCCFWL_Odisha @Bhitarkanikaoff

Last Seen Hashtags on Sotwe
DMDSPORTDAY2026
Seen from United Arab Emirates
伪娘
Seen from United States
momson()+++filter:native_video
Seen from United Kingdom
xlii() or exny() or momson() or nolimit() +filter:native_video()
Seen from India
chudai
Seen from United States
insemination
Seen from Nigeria
CAPTIONTHEWORLD
Seen from United States
ladyboy_Juffair
Seen from Switzerland
男男
SkyWongravee
Seen from Thailand
Trends for you
Most Popular Users

Elon Musk 
@elonmusk
241.1M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
112.4M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.1M followers

NASA 
@nasa
92.2M followers

Justin Bieber 
@justinbieber
91.3M followers

KATY PERRY 
@katyperry
88.7M followers

Taylor Swift 
@taylorswift13
82.6M followers

Lady Gaga 
@ladygaga
74.1M followers

Virat Kohli 
@imvkohli
71.5M followers

Kim Kardashian 
@kimkardashian
70.3M followers

YouTube 
@youtube
68.7M followers

Bill Gates 
@billgates
64.5M followers

Neymar Jr 
@neymarjr
64.4M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.8M followers

X 
@x
60.8M followers













