Top Tweets for #BomikhalBridgeAgainCollapse
#BomikhalBridgeAgainCollapse
ପଣ୍ଡା ଇନ୍ଫ୍ରାର ଆଉ ଜଣେ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ ଗିରଫ

#BomikhalBridgeAgainCollapse ଆସିଲା ଘଟଣାର ରିପୋର୍ଟ, ଦୁର୍ଘଟଣା ପାଇଁ ଠିକାଦାରଙ୍କୁ ଦାୟୀ କଲା ପୂର୍ତ୍ତ ବିଭାଗ, ଦାୟିତ୍ବରେ ଥିବା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ସରକାର: ପୁର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ @bjd_odisha @prafulla_mallik

#BomikhalBridgeAgainCollapse ଗିରଫ ସଂଖ୍ୟା ବୃଦ୍ଧି ପାଇବ, ସମ୍ପୃକ୍ତି ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ : ଡିସିପି ଅନୁପ ସାହୁ @dcpbbsr

#BomikhalBridgeAgainCollapse ୧୦ ଜଣଙ୍କ ନାଁରେ ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ

ବମିଖାଲ ଓଭରବ୍ରିଜ୍ ଘଟଣାରେ ପୂର୍ତ୍ତ ସଚିବଙ୍କ ଇସ୍ତଫା ଦାବି କରିଛି ବିଜେପି, ପାରାଦୀପରେ ଶ୍ରମିକ ମୃତ୍ୟୁ ବେଳେ ଆମେ ଇସ୍ତଫା ଦାବି କରି ନଥିଲୁ, ଆଜି ଘଟଣାର ତଦନ୍ତ ରିପୋର୍ଟ ମିଳିବା ପରେ ନିଆଯିବ ପଦକ୍ଷେପ : ପୂର୍ତ୍ତ ମନ୍ତ୍ରୀ @prafulla_mallik #BJP #BomikhalBridgeAgainCollapse

#BomikhalBridgeAgainCollapse ଶ୍ରମିକ ମୃତର ବିଭାଗୀୟ ତଦନ୍ତ ଚାଲିଛି, ଶ୍ରମ ଆଇନ ଉଂଲଘନ ହୋଇଛି ନାହିଁ ପରେ ସ୍ପଷ୍ଟ ହେବ, ଆବଶ୍ୟକ ପଡ଼ିଲେ ଆଇନ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ : ଶକ୍ତି ଓ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ @bjd_odisha

#BomikhalBridgeAgainCollapse
ତଦନ୍ତ ଚାଲିଛି, ତଦନ୍ତ ପରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ : ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ @bjd_odisha

#BomikhalBridgeAgainCollapse ବମିଖାଲ ଓଭର ବ୍ରିଜ୍ ନିର୍ମାଣରୁ ପଣ୍ତା ଇନ୍ଫ୍ରାକୁ ବାଦ୍ ଦିଆଯିବ, ଘଟଣା ପାଇଁ ସଂପୃକ୍ତ ଠିକାଦାର କମ୍ପାନି ଦାୟୀ, କାମ ସରିବା ପରେ ତୃତୀୟ ପକ୍ଷ ଦ୍ବାରା ସୁରକ୍ଷାର ଯାଞ୍ଚ କରାଯିବ

ଦଳର ନେତାଙ୍କ କଥା ଯିଏ ଶୁଣୁନି ସେ ପୁଣି ଆମ ଭଳି ସାଧାରଣ ଲୋକଙ୍କ କଥା ଶୁଣିବ ।
#BomikhalFlyoverMishap #BomikhalBridgeAgainCollapse

ବାବୁ ଧର୍ମେନ୍ଦ୍ର ଦିଲ୍ଲୀରୁ ସିଧା ପହଞ୍ଚିଗଲେ କିନ୍ତୁ ବାବୁ ନବୀନ ପାଖରେ ଥାଇ ବି ଯାଇ ପାରୁନାହାନ୍ତି । #BomikhalBridgeAgainCollapse #BomikhalFlyoverMishap


Is it symbol of great administration??
Is Only pratap panda in guilty??
Other officer and ministers innocent??
#BomikhalFlyoverMishap
#BomikhalBridgeAgainCollapse
@otvnews @JagiPanda @PandaJay @otvkhabar @kanak_news @ZeeKalinga_News @sambad_odisha @dpradhanbjp @Sunil_Deodhar
#BomikhalBridgeAgainCollapse
ସାଧାରଣ ଲୋକ ଦେଖୁଛନ୍ତି ଯେଭଳି କାମ ହେବା କଥା ହେଉନି, ଶାସକ ଦଳ ଲୋଙ୍କ ପୁଞ୍ଜି ଲାଗିଥିବା ଲୋକେ କହୁଛନ୍ତି, କାହାର ପୁଞ୍ଜି ଲାଗିଛି ତାହାକୁ ଖୋଜି ବାହାର କରିବା ଦରକାର: ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ @damarout
@bjd_odisha

#BomikhalBridgeAgainCollapse
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡିର ପାଲଟା ପ୍ରଶ୍ନ, ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି କରିବା ଦୁର୍ଭାଗ୍ୟଜନକ, ତଦନ୍ତ ଚାଲିଛି, ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ : : ସୁଲୋଚନା @SulochanaDas1
@bjd_odisha

#BomikhalBridgeAgainCollapse ଦୁଇ ଦୁଇ ଥର ଏଭଳି ଘଟଣା ଘଟିବା ଦୁଃଖ ଦାୟକ, କଳା ତାଲିକାଭୁକ୍ତ ଠିକା ସଂସ୍ଥାକୁ କେମିତି ପୁଣି କାମ ଦିଆଗଲା, ଯୋଗ୍ୟତା ନଥିବା ଠିକାଦାରଙ୍କୁ ନିଯୁକ୍ତି ଦିଆଯାଉଛି, ଦୋଷୀକୁ ଦଣ୍ଡ ଦିଆଯାଉ: @dpradhanbjp
@dpradhanbjp ଦୁଇ ଦୁଇ ଥର ଏଭଳି ଘଟଣା ଘଟିବା ଦୁଃଖ ଦାୟକ, କଳା ତାଲିକାଭୁକ୍ତ ଠିକା ସଂସ୍ଥାକୁ କେମିତି ପୁଣି କାମ ଦିଆଗଲା, ଯୋଗ୍ୟତା ନଥିବା ଠିକାଦାରଙ୍କୁ ନିଯୁକ୍ତି ଦିଆଯାଉଛି, ଦୋଷୀକୁ ଦଣ୍ଡ ଦିଆଯାଉ: ଧର୍ମେନ୍ଦ୍ର @dpradhanbjp
#BomikhalBridgeAgainCollapse #Odisha

ଭୁବନେଶ୍ବର ବମିଖାଲ ଓଭରବ୍ରିଜ୍ ଭୁଶୁଡ଼ିବା ଘଟଣା
ଘଟଣାସ୍ଥଳ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ @dpradhanbjp #BomikhalBridgeAgainCollapse #Odisha

ବମିଖାଲ ଓଭରବ୍ରିଜ୍ ଭୁଶୁଡ଼ିବା ଘଟଣା: ଆଜି ଘଟଣାସ୍ଥଳ ପରିଦର୍ଶନ କରିବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ @dpradhanbjp @BJP4Odisha ମିଡ଼ିଆ ସେଲ୍ ପକ୍ଷରୁ ସୂଚନା #BomikhalBridgeAgainCollapse

#BomikhalBridgeAgainCollapse
ଝାରପଡ଼ା ଜେଲ୍ ଗଲେ ପଣ୍ଡା ଇନ୍ଫ୍ରାର ଏମ୍ଡି ପ୍ରତାପ ପଣ୍ଡା, ଗତକାଲି #SCBରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ରାତିରେ ଜେଲକୁ ପଠାଗଲା, ପରୀକ୍ଷା ପରେ ପ୍ରତାପ ସୁସ୍ଥ ଥିବା ସୂଚନା #Odisha #JharpadaJail

#BomikhalBridgeAgainCollapse
କେଉଁ ପରିସ୍ଥିତିରେ କଳା ତାଲିକା ଭୁକ୍ତ ପଣ୍ତା ଇନ୍ଫ୍ରାଷ୍ଟ୍ରକ୍ଚରକୁ କାମ ଦିଆଗଲା ?
କାହାଧନ ପଣ୍ତା ଇନ୍ଫ୍ରାଷ୍ଟ୍ରକ୍ଚରରେ ଲାଗିଛି ତାହାର ତଦନ୍ତ କରାଯାଉ !
ରାଜ୍ୟ ସରକାରଙ୍କ ବଡ଼ ପଣ୍ତା ଏଥିରେ ସଂପୃକ୍ତ ଅଛନ୍ତି। @sadasiba2013 @dillipodisha @SajjanSharmabjp @dpradhanbjp

Last Seen Hashtags on Sotwe
ai twink
Seen from Algeria
露出
indian #leak
Seen from United Kingdom
yenge #sex
Seen from Turkey
neongenesis
Seen from Netherlands
snapchat(*) filter:native_video
Seen from Turkey
ai stw
Seen from United States
eskişehirbayan
Seen from Turkey
はぶみー
Seen from United States
ميقا_حصريات
Seen from Ireland
Trends for you
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers







