Top Tweets for #CartoonCorner
ପଶୁ ହେଇ କଣ ପାପ କରିଛୁ…?
ମଣିଷ ପାଳିବେ ଦୀପାବଳି, ଆମ ଘରେ କାନ୍ଦବୋବାଳି…
ଦୀପାବଳିରେ ବାଣ ଫୁଟାନ୍ତୁ ମନାନାହିଁ କିନ୍ତୁ ପଶୁଙ୍କର କିଛି ବି କ୍ଷତି ନହେଉ । ଅଫୁଟା ବାଣ କିମ୍ବା ବାଣର ନଷ୍ଟ ଅଂଶ ଅଳିଆ ଗଦାରେ ଫିଙ୍ଗନ୍ତୁ ନାହିଁ । ଆପଣଙ୍କ କ୍ଷଣିକ ବାରୁଦର ଖୁସି ପଶୁଙ୍କ ପାଇଁ କାଳ ନସାଜୁ, ବିପଦ ନଆଣୁ…
#CartoonCorner #Diwali #Diwali2025 #Sambad

ନାଟକର ନାଁ 'ନିର୍ବାଚନ'
ନୂଆପଡ଼ା ସାଜିଛି ମଞ୍ଚ…
ନେତାଏ ! ତେମେ କେତେ ଗର୍ଜୁଚ ଗର୍ଜ
ତେମେ ଯେତେ ନାଚୁଚ ନାଚ…😁
ଜନତା ସବ୍ ଜାନତା
ଠିଇକି ଜାଗାରେ ଆଙ୍ଗୁଠି ଟିପରେ
ଦେଇଦେବେ ଦେଖି ଆଞ୍ଚ…😂
#CartoonCorner #DihakuNebeni #Nuapada #ByElection #ByPoll #Odisha #Sambad

ଇମିତି ଯଦି ଓଡିଶାକୁ ମାଡି ଆସିବ ପଡ଼ିଶା
ତାହାଲେ ରାଇଜର ନାଁ କଣ ହେଇଯିବ କି ଆନ୍ଧ୍ରଶା...!
ସରକାର ଶୋଇଛନି, ପ୍ରଶାସନ ଉଠୁନି
ଏମାନଙ୍କୁ ଘାରିଛି କେଉଁ ନିଶା…???
#ଦିହକୁ_ନେବେନି…
#cartoon #CartoonCorner #Sambad #Odisha

#ହସୁଛି_ଗୁଟୁକା #କାନ୍ଦୁଛି_ଗଞ୍ଜେଇ...
ଏସଟିଏଫ ଆଗରେ ବ୍ରାଉନ୍ସୁଗାର ଗଞ୍ଜେଇ କଇଁ କଇଁ ... କହୁଛନ୍ତି ଆମକୁ ଟାଣି ଟାଣି ନେଉଛ, ୟାଙ୍କୁ କିଆଁ ଛାଡ଼ି ଦେଉଛ ?
#cartoon #CartoonCorner #Sambad #Odisha

ସରକାର ସ୍ବାସ୍ଥ୍ୟ ବ୍ୟବସ୍ଥାରେ ଉନ୍ନତି ଘଟିଛି ବୋଲି ଡେଙ୍ଗୁରା ପିଟୁଛନ୍ତି; ସେପଟେ ଆଜି ବି ଗାଁଗହଳିରେ ଅନେକ ରୋଗୀ ଭାରରେ ବୁହା ହେଉଛନ୍ତି। ବାସ୍ତବତା ଓ ବ୍ୟବସ୍ଥା ଭିତରେ ରହିଛି ଅନେକ ଫରକ୍। ଏ ହେଉଛି ବ୍ୟବସ୍ଥାର ଅସଫଳତାର ପ୍ରମାଣ ।
#CartoonScape #CartoonCorner #Odisha #Sambad

Thank you again for your support, and here's to many more years of creating content together!
Stay tooned for more reviews and content from ToonGrin. #toongrin #CartoonCorner #13yearanniversary
Last Seen Hashtags on Sotwe
teen
Seen from Canada
ribbit
Seen from United States
Unexpected
Seen from United States
عراقي
Seen from United States
raceplay
Seen from United Kingdom
minichat(())****************filter:videos
Seen from Algeria
hot(*) breastfeeding(*)
Seen from Egypt
gtavnsfw
Seen from Brazil
bnwo homeless
Seen from United States
كحاب_العراق
Seen from United States
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers


















