Top Tweets for #ChildRightsFirst
Today, under Muvumba AP, @crd_rw with support from @WVRwanda & @NyagatareDistr authorities has supported 13 couples to legalize their marriage.
This was done to promote unity, peace and security among families, for them to uphold child’s fundamental rights. #ChildRightsFirst.

@BRICSinfo 🌏
Protecting children from social media harms is a global duty under international law.
Let’s prioritize real growth over digital dangers.
Join • Share • Spread
@UN
#VoiceForGlobalPeace #ChildRightsFirst #YouthFuture

ଦେବଗଡ଼ ଜିଲ୍ଲା ରିଆମାଲ ବ୍ଲକ ଅଞ୍ଚଳର ବିଭିନ୍ନ ହୋଟେଲ, ଢାବା ଏବଂ ପ୍ରତିଷ୍ଠାନରେ ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ ସଦସ୍ୟମାନଙ୍କ ସହିତ ଚଢାଉ ଏବଂ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ଏକ ଢାବାରୁ ୧ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଦେବଗଡ଼ର CWC ସମ୍ମୁଖରେ ହାଜର କରାଯାଇଛି।
#SayNoToChildLabour #ChildRightsFirst #WorldDayAgainstChildLabour

ଯାଜପୁର ଜିଲ୍ଲାପାଳଙ୍କ ନିର୍ଦ୍ଧେଶକ୍ରମେ ଦାନଗଦୀ ଅଞ୍ଚଳରୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ ଓ ପୋଲିସ ସହାୟତାରେ ୨ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା I ଶିଶୁ ମାନଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିରେ ହାଜର ପରେ ଉତ୍କଳ ବାଳା ଶ୍ରମରେ ଥଇଥାନ କରାଯାଇଛି ।
#SayNoToChildLabour #ChildRightsFirst

ମୟୁରଭଞ୍ଜ ଜିଲ୍ଲା ବାରିପଦା ପୌରପାଳିକା ଅଞ୍ଚଳରେ ଡି.ଏଲ.ଟି.ଏଫ ର କର୍ମଚାରୀଙ୍କ ଦ୍ୱାରା ଚଢାଉ କରାଯାଇଥିଲା ଏବଂ ବାରିପଦାର ଫ୍ରେସ୍ ଫ୍ରାଏ ୟମି ମୋମୋ ରେ କାର୍ଯ୍ୟରତ ୩ ଜଣ କିଶୋର ଶ୍ରମିକଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ମୟୂରଭଞ୍ଜର ସି.ଡବ୍ଲୁ .ସି ଙ୍କୁ ହସ୍ତାନ୍ତର କରାଗଲା ।
#SayNoToChildLabour #ChildRightsFirst #WorldDayAgainstChildLabour
@GaneshRamBJP

ଶିଶୁ ଓ କିଶୋର ଶ୍ରମିକ ନିରାକରଣ ସଚେତନତା ବୈଠକ
#SayNoToChildLabour #ChildRightsFirst
#WorldDayAgainstChildLabour

ମାଲକାନଗିରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ଅଧିକାରୀ ଓ ପୋଲିସ ଅଧିକାରୀଙ୍କ ମିଳିତ ସହଯୋଗରେ ହୋଟେଲ ରେ କାର୍ଯ୍ୟରତ ୩ ଜଣ ନାବାଳକଙ୍କୁ ଉଦ୍ଧାର କରାଯାଇଛି I
#SayNoToChildLabour #ChildRightsFirst #WorldDayAgainstChildLabour

ତା ୦୨/୦୭/୨୦୨୫ ରିଖରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ଅଧିକାରୀ ,ଚାଇଲ୍ଡ ଲାଇନ୍ ଓ ପୋଲିସ କର୍ମଚାରୀଙ୍କ ସହଯୋଗରେ ପାଳଲହଡା ବ୍ଲକ୍ର ବିଭିନ୍ନ ସ୍ଥାନରେ ଚଢ଼lଉ କରାଯାଇ ୬ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି I ସେମାନଙ୍କୁ ସି.ଡବ୍ଲୁ.ସି ଅନୁଗୁଳ ସମ୍ମୁଖରେ ହାଜର କରାଯାଇଛି ।
#SayNoToChildLabour #ChildRightsFirst #WorldDayAgainstChildLabour

ଶିଶୁ ଶ୍ରମ ମୁକ୍ତ ଓଡ଼ିଶା - ଆମ ସଂକଳ୍ପ ।
#SayNoToChildLabour #ChildRightsFirst #WorldDayAgainstChildLabour

ତା ୩୦.୦୬.୨୦୨୫ ରିଖରେ ଚଢାଉ ସମୟରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ , ତାଳଚେର ଦ୍ୱାରା ଏକ ହୋଟେଲ ରେ କାମ କରୁଥିବା ସମୟରେ ଦୁଇ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ଅନୁଗୁଳ C.W.C ସମ୍ମୁଖରେ ହାଜର କରାଯାଇଥିଲା ।
#SayNoToChildLabour #ChildRightsFirst #WorldDayAgainstChildLabour

ତା ୨୫.୦୬.୨୦୨୫ ରିଖରେ ଶିଶୁ ଶ୍ରମିକ ନିରୋଧ ପକ୍ଷ ପାଳନ ଅବସରରେ ଭଦ୍ରକ ଜିଲ୍ଲା ରେ ୧୫ ଦିନିଆ ଅଭିଯାନ ର ଅଂଶସ୍ୱରୂପ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ଏବଂ ଜିଲ୍ଲା ଶ୍ରମ ଅଧିକାରୀ , ଚାଇଲ୍ଡ ଲାଇନ ଅଧିକାରୀ ଏବଂ ପୋଲିସ କର୍ମଚାରୀଙ୍କ ଦ୍ୱାରା ୪ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି ।
#SayNoToChildLabour #ChildRightsFirst #WorldDayAgainstChildLabour

ମୟୁରଭଞ୍ଜ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ଅଧିକାରୀ ଓ ଡି.ଏଲ.ଟି.ଏଫ ର କର୍ମଚାରୀମାନେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଏବଂ ଜି.ବି ନଗର ଅଞ୍ଚଳରେ ୦୪ ଜଣ ଶିଶୁ ଶ୍ରମିକ ଓ ଜଣେ କିଶୋର ଶ୍ରମିକଙ୍କୁ ଉଦ୍ଧାର କରି ବାରିପଦା ସି.ଡବ୍ଲୁ.ସି ସମ୍ମୁଖରେ ହାଜର କରିଥିଲେ ।
#SayNoToChildLabour #ChildRightsFirst #WorldDayAgainstChildLabour

ଦେବଗଡ଼ ଜିଲ୍ଲା ରିଆମାଲ ବ୍ଲକର ବିଭିନ୍ନ ପ୍ରତିଷ୍ଠାନମାନଙ୍କରେ ଶ୍ରମ କାର୍ଯ୍ୟାଳୟର ଅଧିକାରୀମାନଙ୍କ ଦ୍ୱାରା ଚଢ଼ାଉ କରାଯାଇ , କାର୍ଯ୍ୟରେ ନିୟୋଜିତ ଥିବା ୧ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ସି.ଡବ୍ଲୁ.ସି ସମ୍ମୁଖରେ ହାଜର କରାଯାଇଥିଲା ।
#SayNoToChildLabour #ChildRightsFirst #WorldDayAgainstChildLabour

ଶିଶୁ ଶ୍ରମ ମୁକ୍ତ ଓଡ଼ିଶା - ଆମ ସଂକଳ୍ପ ।
ଶିଶୁଙ୍କୁ କାମ ନୁହେଁ ବିଦ୍ୟାଳୟର ରାସ୍ତା ଦେଖାନ୍ତୁ ଦେଶର ଭବିଷ୍ୟତ ଉଜ୍ଜ୍ୱଳ କରନ୍ତୁ ।
#SayNoToChildLabour #ChildRightsFirst #WorldDayAgainstChildLabour

ଶିଶୁଙ୍କୁ ଶିକ୍ଷାର ଅଧିକାର ଦେବା, ଶିଶୁ ଶ୍ରମ ମୁକ୍ତ ସମାଜ ଗଢ଼ିବା ।
#SayNoToChildLabour #ChildRightsFirst #WorldDayAgainstChildLabour

୧୫ ଦିନିଆ ଶିଶୁ ଶ୍ରମିକ ନିରାକରଣ ସଚେତନତା ପକ୍ଷ ଉପଲକ୍ଷେ ରାୟଗଡା ଜିଲ୍ଲା ମୁଖ୍ୟ ବଜାର ରେ ଜିଲ୍ଲା ଶ୍ରମ ବିଭାଗ ଦ୍ଵାରା ଚଢାଉ କରାଯାଇ ଦୁଇଟି ମୋଟରସାଇକେଲ ଗ୍ୟାରେଜ ରୁ ଦୁଇଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରି ଶିଶୁ କଲ୍ୟାଣ କମିଟିକୁ ହସ୍ତାନ୍ତର କରାଯାଇଛି ।
#SayNoToChildLabour #ChildRightsFirst #WorldDayAgainstChildLabour

ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ଅବସରରେ ଶିଶୁ ଶ୍ରମିକ ନିରାକରଣ ସଚେତନା ରଥକୁ ଝାରସୁଗୁଡା ,ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ I ଏହି କାର୍ଯ୍ୟକ୍ରମରେ ଶ୍ରମ ବିଭାଗର ସମସ୍ତ କର୍ମଚାରୀଙ୍କ ସମେତ ଜିଲ୍ଲା ସ୍ଥରୀୟ ସମସ୍ତ ଅଧିକାରୀମାନେ ଉପସ୍ଥିତି ଥିଲେ ।
#SayNoToChildLabour #ChildRightsFirst #WorldDayAgainstChildLabour

“ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ” ଅବସର ରେ ସମ୍ବଲପୁରର ମାନ୍ୟବର ସାଂସଦଙ୍କ ପ୍ରତିନିଧି ଅନୁଗୁଳ ଜିଲ୍ଲା ରେ ଶିଶୁ ଶ୍ରମିକ ରଥ ର ଶୁଭାରମ୍ଭ କରିଛନ୍ତି I ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ I
#SayNoToChildLabour #ChildRightsFirst #WorldDayAgainstChildLabour
#ଶିଶୁଶ୍ରମ_ବିରୋଧରେ_ଏକତା #ChildLabourFreeOdisha

Every child has the right to a carefree childhood — nurture it with love, not labour.
On World Day Against Child Labour, let us pledge to protect innocent childhoods and build a brighter future.
#SayNoToChildLabour #ChildRightsFirst #WorldDayAgainstChildLabour #MoLE

Stop the trafficking of children from Assam
#ChildRightsFirst

Last Seen Hashtags on Sotwe
ometv leak
Seen from Thailand
nolimit t.co filter:native_video
Seen from United States
9ahba
Seen from Algeria
chudai
Seen from Brazil
นางแบบอิสระ
Seen from Thailand
Bloodboundzombies
Seen from United States
CaferKaymakçı
Seen from United States
BIGwhiteBooty
Seen from United Kingdom
nolimit #nolimit #momson()*
Seen from France
blacked europe
Seen from Poland
Most Popular Users

Elon Musk 
@elonmusk
241.1M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
112.4M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.1M followers

NASA 
@nasa
92.2M followers

Justin Bieber 
@justinbieber
91.3M followers

KATY PERRY 
@katyperry
88.7M followers

Taylor Swift 
@taylorswift13
82.6M followers

Lady Gaga 
@ladygaga
74.1M followers

Virat Kohli 
@imvkohli
71.5M followers

Kim Kardashian 
@kimkardashian
70.3M followers

YouTube 
@youtube
68.7M followers

Bill Gates 
@billgates
64.5M followers

Neymar Jr 
@neymarjr
64.4M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.8M followers

X 
@x
60.8M followers



























