Top Tweets for #DJAzex
ଅଭିଯୋଗ ପ୍ରତ୍ୟାହାର କରିନିଅ, ନ ହେଲେ ଜଣ ଜଣ କରି ପରିବାରର ସଦସ୍ୟମାନଙ୍କୁ ମାରି ଟାଙ୍ଗି ଦେବୁ: ଡିଜେ ଆଜେକ୍ସଙ୍କ ପରିବାରକୁ ଧମକ
#DJazex #Bhubaneswar #Prameyanews7
https://t.co/PGLm7oScVu
ମାମଲା ପ୍ରତ୍ୟାହାର କରିବାକୁ ମୃତ DJ ଆଜେକ୍ସଙ୍କ ପରିବାର ଲୋକଙ୍କୁ ଧମକ । କେସ୍ ନ ଉଠାଇଲେ ହତ୍ୟା କରିବାକୁ ଧମକ ଦେଲେ ଦୃର୍ବୁତ୍ତ । ପରିବାର ପ୍ରତି ବିପଦ ଥିବା ନେଇ ଥାନାରେ ଏତଲା ଦେଲେ DJ ଆଜେକ୍ସଙ୍କ ପରିବା ।
#Odisha #Bhubaneswar #DJAzex #NandighoshaTV

#ମୃତ୍ୟୁ_ପୂର୍ବର #ଶେଷ_ଭିଡିଓ...
#କଇଁକଇଁ_ହୋଇ_କାନ୍ଦୁଛନ୍ତି #ଡିଜେ_ଆଜେକ୍ସ
ମୃତ୍ୟୁ ପୂର୍ବର ଶେଷ ଭିଡିଓରେ ରାହା ଧରି କାନ୍ଦୁଛନ୍ତି ଡିଜେ ଆଜେକ୍ସ । ମୃତ୍ୟୁର ଅନେକ ଦିନ ପରେ ସାମ୍ନାକୁ ଆସିଲା ଭିଡିଓ । ଏବେ ବି ରହସ୍ୟ ଭିତରେ ରହିଛି ମୃତ୍ୟୁ ମିଷ୍ଟ୍ରି । #DJAzex #Deathcase #Bhubaneswar
ଡିଜେ ଆଜେକ୍ସ ଆତ୍ମହତ୍ୟା ମାମଲା ଚପାଇବାକୁ ଷଡ୍ଯନ୍ତ୍ର: ମା’
#DJAzexdeathcase #DJAzex #Odisha #Sambad
https://t.co/mCNnl3gwYD
#ଡିଜେ_ଆଜେକ୍ସ_ମୃତ୍ୟୁ_ମାମଲା
-ଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ମୋଡ
-ଏକ୍ସପୋଜ କରିବାକୁ ହୋଇଥିଲା ହ୍ଵାଟ୍ସଆପ ଗ୍ରୁପ୍
-ତିନିଜଣ ଯୁବତୀ କରିଥିଲେ ହ୍ଵାଟ୍ସଆପ ଗ୍ରୁପ୍
-ସାଇବର ଏକ୍ସପର୍ଟ ଯାଞ୍ଚ ପରେ ସାମ୍ନାକୁ ଆସିଲା
#djazex #DeathCase #whatsappgroup #PrameyaNews7

ଡିଜେ ଆଜେକ୍ସ’ଙ୍କ ଆତ୍ମହତ୍ୟା ମାମଲା: ଏକ୍ସପୋଜ କରିବାକୁ ୩ ଯୁବତୀ ମିଶି କରିଥିଲେ ଏକ ହ୍ଵାଟ୍ସଆପ ଗ୍ରୁପ @thesakala https://t.co/4j93sxv9nB
#djazex #SuicideCase #Bhubaneswar #Odisha
#DJ_ଆଜେକ୍ସ_ମୃତ୍ୟୁ_ମାମଲାରେ_ନୂଆ_ଟ୍ବିଷ୍ଟ
-ଆଜେକ୍ସଙ୍କୁ ଏକ୍ସପୋଜ କରିବାକୁ ହୋଇଥିଲା ଗ୍ରୁପ
-୩ ଜଣ ଯୁବତୀ ମିଶି କରିଥିଲେ ହ୍ଵାଟ୍ସଆପ୍ ଗ୍ରୁପ
-ଆଜେକ୍ସଙ୍କ ମୁଖା ଖୋଲିବାକୁ ୩ ଯୁବତୀ ଏକ ହୋଇଥିଲେ
-୩ ଜଣଙ୍କୁ ପ୍ରେମ ଜାଲରେ ଫସାଇବା ନେଇ ଚାଲିଥିଲା ଆଲୋଚନା
-ଖୁବଶୀଘ୍ର ଅନ୍ୟ ୨ ଯୁବତୀଙ୍କୁ ପଚରାଉଚରା କରିବ ପୋଲିସ
#djazex

#ଡିଜେ_ଆଜେକ୍ସଙ୍କ_ଡେଥ_ସସ୍ପେନ୍ସ
-ଡିଜେ ଆଜେକ୍ସଙ୍କ ଡେଥ ସସ୍ପେନ୍ସ
-ଆଜେକ୍ସଙ୍କ ଦ୍ୱିତୀୟ ବାନ୍ଧବୀକୁ ଜେରା
#djazex #DeathCase #updates #PrameyaNews7

#DJAzex_ଆତ୍ମହତ୍ୟା_ଘଟଣା
- ବାନ୍ଧବୀଙ୍କ ସହ କଥା ହୋଇଥିଲେ ଆଜେକ୍ସ
-ମୃତ୍ୟୁ ପୂର୍ବରୁ ଭିଡିଓ କଲ୍ କରିଥିଲେ ବାନ୍ଧବୀ
-ଆଜେକ୍ସଙ୍କ ମେଲ ଆଇଡି ପାସୱାର୍ଡ ଚେଞ୍ଜ କଲା ପୋଲିସ ।
#djazex #DeathCase #videocalls #PrameyaNews7

ବହୁଚର୍ଚ୍ଚିତ ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା ଘଟଣା: ତଦନ୍ତ କରୁଛି ଟେକ୍ନିକାଲ ଟିମ୍
#Sambad #DJAzex #DeathCase #Odisha
https://t.co/EgzaMDjPaV
ଡିଜେ ଆଜେକ୍ସଙ୍କ ମୃତ୍ୟୁକୁ ନେଇ ତନାଘନା : ଆତ୍ମହତ୍ୟା ପୂର୍ବରୁ ପ୍ରେମିକାଙ୍କ ସହ କଥା ହୋଇଥିଲେ ମାତ୍ର ୯୭ ସେକେଣ୍ଡ
https://t.co/84RA5ZtYKQ
#KanakNews #DJAzex #Odisha

ଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ତନାଘନା: ଖାରବେଳ ନଗର ଥାନାରେ ସାଇବର ଟିମ୍ । ଡିଜେ ଆଜେକ୍ସ-ଜିଜ୍ଞାସାଙ୍କ ମୋବାଇଲ ଓ ଇମେଲର ଯାଞ୍ଚ । ଡିଲିଟ ମେସେଜ ଓ ଚାଟକୁ ରିଟ୍ରାଇଭ କରିବାକୁ ପ୍ରୟାସ ।
#Sambad #DJAzex #DeathCase #Odisha

#ଆଜେକ୍ସ_ମୃତ୍ୟୁ_ଥାନାରେ_ସାଇବର_ଟିମ୍
-ଡିଜେ ଆଜେକ୍ସ ମୃତ୍ୟୁ: ଖାରବେଳ ନଗର ଥାନାରେ ସାଇବର ଟିମ୍
-ଖାରବେଳ ନଗର ଥାନାରେ ଡିଜିଟାଲ ଏଭିଡେନ୍ସ ଯାଞ୍ଚ
-ଆଜେକ୍ସ ମୃତ୍ୟୁ ପରେ ଜବତ ହୋଇଥିଲା ବହୁ ଡିଜିଟାଲ ଦସ୍ତାବିଜ୍
#DJazex #OTV

ଡିଜେ ଆଜେକ୍ସ ଆତ୍ମହତ୍ୟା ମାମଲା: ପ୍ରତାରଣା ନେଲା ପରପାରିକୁ
ମିଳିଲା ଶେଷ ମେଲ୍, ଅଡିଓ କଲ୍
#Sambad #DJAzex #DeathCase #Odisha
https://t.co/9KaA03NymU
Last Seen Hashtags on Sotwe
teenageer
Seen from United States
USA
Seen from United States
石川県
Seen from Poland
สาวใหญ่
Seen from Thailand
dihotel
Seen from Philippines
momson or #nolimit #blackpyt or #omegle() +filter:native_video
Seen from Israel
momsonn
Seen from Sweden
cainexpomni #tadcnsfw
Seen from Germany
دياته
Seen from Saudi Arabia
incesto #familia
Seen from Portugal
Trends for you
Most Popular Users

Elon Musk 
@elonmusk
241.3M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
113M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.3M followers

NASA 
@nasa
92.3M followers

Justin Bieber 
@justinbieber
91.5M followers

KATY PERRY 
@katyperry
89.1M followers

Taylor Swift 
@taylorswift13
83M followers

Lady Gaga 
@ladygaga
74.5M followers

Virat Kohli 
@imvkohli
72M followers

Kim Kardashian 
@kimkardashian
70.5M followers

YouTube 
@youtube
68.8M followers

Neymar Jr 
@neymarjr
65M followers

Bill Gates 
@billgates
64.6M followers

The Ellen Show
@theellenshow
62.4M followers

Selena Gomez 
@selenagomez
62.2M followers

CNN 
@cnn
61.8M followers

X 
@x
60.8M followers









