Top Tweets for #DJAzexdeathcase
ଡିଜେ ଆଜେକ୍ସଙ୍କ ମୃତ୍ୟୁ ମାମଲା: ଆଇନ ଅନୁସାରେ ତଦନ୍ତ ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
#DjAzexDeathCase #OdishaHighCourt #Odisha #Sambad
https://t.co/XJzISnoP3c
ପୁଲିସ ଏହି ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ପରିବାର ଲୋକେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ୧୦ ତାରିଖ ଦିନ ରଶ୍ମିରଞ୍ଜନ ଜାମିନ ଆବେଦନ କରିଥିଲେ । #DJAzexDeathCase #Odisha
ଭୁବନେଶ୍ବର: ବହୁଚର୍ଚ୍ଚିତ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାର ଆତ୍ମହତ୍ୟା ମାମଲାରେ ରଶ୍ମିରଞ୍ଜନ ବଳିୟାରସିଂଙ୍କ ଜାମିନ ଆବେଦନକୁ ହାଇକୋର୍ଟ ଆଜି ଖାରଜ କରିଛନ୍ତି । ତ୍ରିକୋଣୀୟ ପ୍ରେମ କାରଣରୁ ଡିଜେ ଆଜେକ୍ସଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଖାରବେଳନଗର ଥାନାରେ ମାମଲା ରୁଜୁ କରାଯାଇଥିଲା ।
#Sambad #DJAzexDeathCase #Odisha

DJ Azex Death Case: ଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ଆସିଲା ନୂଆ ଟ୍ବିଷ୍ଟ, ଫୋନରୁ କିଭଳି ଡିଲିଟ୍ ହେଲା ଚାର୍ଟ ଆଉ...!
#DJAzexDeathCase #crimenews #odianews
https://t.co/NhwRv1udve
ଡିଜେ ଆଜେକ୍ସ ଆତ୍ମହତ୍ୟା ମାମଲା ଚପାଇବାକୁ ଷଡ୍ଯନ୍ତ୍ର: ମା’
#DJAzexdeathcase #DJAzex #Odisha #Sambad
https://t.co/mCNnl3gwYD
DJ Azex Death Case: ଜଣେ ନୁହେଁ, ୩ ରାଣୀଙ୍କ ରାଜା ଥିଲେ ଡିଜେ ଆଜେକ୍ସ !
#DJAzexDeathCase #3girls #WhatsAppGroup
https://t.co/syJYTZNwpU
ଡିଜେ ଆଜେକ୍ସଙ୍କ ମୃତ୍ୟୁ ନେଇ ସାମ୍ନାକୁ ଆସିଲା ନୂଆ ତଥ୍ୟ : ଏକ୍ସପୋଜ୍ କରିବା ପାଇଁ ୩ଜଣ ଯୁବତୀ ହ୍ୱାଟ୍ସଆପ୍ ଗ୍ରୁପ୍ କରିଥିବା ସୂଚନା
https://t.co/GF00jFHrab
#KanakNews #DJAzexDeathCase
#WhatsApp #Odisha

-ସୁରାକ ପାଇବା ପରେ ସଂପୃକ୍ତ ଯୁବତୀଙ୍କୁ ପଚରଉଚରା ଯୋଜନା
-ଖୁବ୍ ଶୀଘ୍ର ବାକି ୨ ଯୁବତୀଙ୍କୁ ଜେରା କରିବ ଖାରବେଳନଗର ପୋଲିସ
#DJAzexdeathcase #OTV

#ରାତି_୧୨ଟାରେ_ଭାଇର_ମେସେଜ୍_ଆସିଥିଲା
ଘଟଣା ଦିନ ରାତି ୧୨ଟାରେ ଭାଇର ମେସେଜ୍ ଆସିଥିଲା । ସେଥିରେ ସବୁ ଡିଟେଲ୍ସ ଥିଲା । ହେଲେ ମୁଁ ଜାଣିପାରିଲିନି
#DJAzexDeathCase #SisterView #KanakNews
#ତା_ମ୍ୟାସେଜ_ମୁଁ_ଜାଣିପାରିଲିନି
#ନହେଲେ_ମୋ_ସାଙ୍ଗ_ବଞ୍ଚିଯାଇଥାନ୍ତା
ରାତି ୧୨ ଟାରେ ଅକ୍ଷୟର ମ୍ୟାସେଜ ଆସିଥିଲା , ହେଲେ ମୁଁ କି କେହି ଜାଣିପାରିଲୁନି । ନହେଲେ ସେ ହୁଏତ ବଞ୍ଚିଯାଇଥାନ୍ତା
#DJAzexDeathCase #KanakNews
#ଡିଜେ_ଆଜେକ୍ସଙ୍କ_ପ୍ରେମ_ଜାଲ!
ଜଟିଳ ହେଉଛି ଡିଜେ ଆଜେକ୍ସଙ୍କ ମୃତ୍ୟୁ ଘଟଣା ପଛର ପ୍ରେମ ଜାଲ । ମୃତ୍ୟୁ ପାଇଁ କିଏ ଦାୟୀ?
#DJAzexDeathCase #Odisha #KanakNews
‘#ଅଭିଯୋଗ_ଅନୁସାରେ_ତଦନ୍ତ’
•ଡିଜେ ଆଜେକ୍ସ ମୃତ୍ୟୁର ତଦନ୍ତ ନେଇ ଡିସିପି ପ୍ରତୀକ ସିଂଙ୍କ ପ୍ରତିକ୍ରିୟା
•‘ଆଜେକ୍ସ ଓରଫ ଅକ୍ଷୟଙ୍କ ମା’ଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ନେଇଛୁ’
#DJAzexdeathcase #OTV

#ବ୍ରେକଅପ୍_ହୋଇନି_ଆଜେକ୍ସଙ୍କ_ମା’
ଜିଜ୍ଞାସା ସହ ବ୍ରେକଅପ ହୋଇନି ବୋଲି କହିଲେ ଆଜେକ୍ସଙ୍କ ମା’ । ‘ବ୍ରେକଅପ ହୋଇଥିଲେ ରାତିରେ ଦେଖା କରିବାକୁ କାହିଁକି ଯାଇଥିଲା । ’ବ୍ରେକଅପ ହୋଇଥିଲେ ଉଭୟ ଫୋନରେ କଥା କେମିତି ହେଉଥିଲେ’ ‘ବ୍ରେକଅପ ହୋଇଥିଲେ ଏକାଠି କେକ୍ କାଟୁଥିଲେ କେମିତି’ #DjazexDeathcase #MotherReaction #OTV
DJ Azex Death Case: ଆସିଲା ଡିଜେ ଆଜେକ୍ସଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ, ଖୋଲିବ କି ମୃତ୍ୟୁ ଗୁମର?
#DJAzexDeathCase #PostmortemReport https://t.co/dIfgFN70iP
ଓଡିଆ ଡିଜେ ଆଜେକ୍ସଙ୍କ ମୃତ୍ୟୁ ଘଟଣା: ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ। ଶ୍ୱାସରୁଦ୍ଧ ହୋଇ ଆଜେକ୍ସଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ। କେବଳ ସେତିକି ନୁହେଁ ଆଜେକ୍ସଙ୍କ ବେକରେ ଦଉଡିର ଦାଗ ରହିଛି। ପୋଲିସକୁ ସିଡିଆର ରିପୋର୍ଟ ହସ୍ତଗତ କରାଯାଇଛି ।
#DJAzex #Bhubaneswar #DJAzexDeathCase #Sambad #Odisha

ଫିଟୁନି ଡିଜେ ଆଜେକ୍ସ ଆତ୍ମହତ୍ୟା ରହସ୍ୟ: ଡାକ୍ତରୀ ଛାତ୍ରୀ, ପୁରୁଷବନ୍ଧୁଙ୍କୁ ପାଉନି ପୁଲିସ
#DJAzex #Bhubaneswar #DJAzexDeathCase #Sambad #Odisha
https://t.co/bVdtGjSBbX
DJ Azex Death Case: ଡିଜେ ଆଜେକ୍ସଙ୍କୁ କରାଯାଇଛି ହତ୍ୟା, ମୃତ୍ୟୁର ରହସ୍ୟ ଖୋଲିବ WhatsApp Chat!
#DJAzexDeathCase #WhatsAppChat #DJAzexgirlfriend
https://t.co/7QytuSFwT3
Last Seen Hashtags on Sotwe
omegle
Seen from Mexico
jakeandrich
Seen from United States
nolimit()**
Seen from United Kingdom
Toronto
Seen from United States
crossdresserhijab
Seen from Malaysia
mahmutabi
Seen from Turkey
omegle() + filter:videos
Seen from United States
ometv
Seen from Netherlands
latina
Seen from United States
nolimits (((******)))**()*** filter:videos
Seen from United States
Most Popular Users

Elon Musk 
@elonmusk
241.3M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
113M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.3M followers

NASA 
@nasa
92.3M followers

Justin Bieber 
@justinbieber
91.5M followers

KATY PERRY 
@katyperry
89.1M followers

Taylor Swift 
@taylorswift13
83M followers

Lady Gaga 
@ladygaga
74.5M followers

Virat Kohli 
@imvkohli
72.1M followers

Kim Kardashian 
@kimkardashian
70.5M followers

YouTube 
@youtube
68.8M followers

Neymar Jr 
@neymarjr
65M followers

Bill Gates 
@billgates
64.7M followers

The Ellen Show
@theellenshow
62.4M followers

Selena Gomez 
@selenagomez
62.2M followers

CNN 
@cnn
61.8M followers

X 
@x
60.8M followers



