Top Tweets for #Debagada
Dr. Bijay Ketan Upadhyaya, IAS, Electoral Roll Observer for SIR 2026, reviewed the progress of SIR 2026 in Debagada with the DEO, ERO, AEROs, and political party representatives.
#Debagada #SIR2026 #Odisha @OdishaCeo

#ରାସ୍ତା_ପାଇଁ_ବିଭାଗ_ବିଭାଗ_କଳି
ଗମନାଗମନର ସୁବିଧା ପାଇଁ ଆରମ୍ଭ ହେଲା ରାସ୍ତା ପ୍ରଶସ୍ତୀକରଣ । ଗଛ କାଟିବା ଆଶଙ୍କାରେ କାମ ବନ୍ଦ କରିଦେଲା ବନ ବିଭାଗ । ଅଧପନ୍ତରିଆ ରାସ୍ତାର ଧୂଳିବାଲିରେ ଆକ୍ତାମାକ୍ତା ଲୋକେ । ଅଭିଯୋଗ ପରେ ବି ଫଳ ଶୂନ
#Debagada #Odisha #KanakNews
ଭଦ୍ରକ ଓ ସମ୍ବଲପୁରରେ ଉଚ୍ଚ ସ୍ତରୀୟ ସେତୁ ଦେବଗଡ଼ ଜିଲ୍ଲାରେ ରାସ୍ତାର ପ୍ରଶସ୍ତିକରଣ ଏବଂ ସୁଦୃଢ଼ୀକରଣ ହେବ
@narendramodi
@nitin_gadkari
@mohanMOdisha
@BJP4Odisha
@BJP4India
@CMO_Odisha
@PMOIndia
#Odisha #development #project #bhadrak #debagada #sambalpur #OdishaGovernment #CabinetDecisions #PrithivirajHarichandan

#ହାଇୱା_ଚଢ଼ାଇ_ମାରିଦେଲେ
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା । ହାଇୱାରେ ଧକ୍କା ଦେଇ ସ୍କୁଟି ଚାଳକଙ୍କୁ ହତ୍ୟା ଅଭିଯୋଗ
#Odisha #KanakNews #Accident #Debagada
#ଓଲଟିଲା_ଯାତ୍ରା_ଗାଡି
ଓଲଟିଲା ଯାତ୍ରାପାର୍ଟି ବସ୍, ଅନେକ ଆହତ | Jatra Party Bus Accident in Debagada | PrameyaNews7
#busaccident #jatrapartybusaccident #debagada #prameyanews7 #jatrabusaccident
Deogarh: People celebrates India's befitting reply to Pahalgam Attack | ଦେବଗଡ଼ରେ ଖୁସିର ମାହୋଲ #deogarhnews #debagada #indianairforce #pahalgamattack #indiapakistan #odishanews #celebration #counterterrorism #airstrike #prameyanews7
ଦେବଗଡ ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ, କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ ଜିଲ୍ଲାପାଳ | Norwester Damage in Deogarh
#norwester #deogarhnews #debagada #rainalert #odishaweathernews #weatherupdate #rainyseason #kuapathar #prameyanews7
ବିଦ୍ୟୁତ୍ ତାର ଲାଗି ଦନ୍ତା ମୃତ
ଦେବଗଡ଼ ବନଖଣ୍ଡରେ ବିଦ୍ୟୁତ ତାରରେ ଲାଗି ଦନ୍ତା ମୃତ
କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଗରିଆପାଲି ଗାଁରେ ଦନ୍ତା ମୃତ
ବିଳମ୍ବିତ ରାତିରେ ଦନ୍ତା ମୃତ, ବନ ବିଭାଗର ତଦନ୍ତ ଆରମ୍ଭ
#DEBAGADA #ELEPHANTDEAD
#କେବେ_ମିଳିବ_ରେଙ୍ଗାଲି_ବିସ୍ଥାପିତଙ୍କୁ_ନ୍ୟାୟ
24 ବର୍ଷର ସରକାରଙ୍କ ପ୍ରତାରଣାର ଆଉ ଏକ ନମୂନା
ପ୍ରତିବାଦରେ ଭୋଟ ବର୍ଜନ କରିବେ ଦେବଗଡ଼ର 4 ଶହ ପରିବାର
#debagada #Odisha @ArgusNews_in
#ବିଧାୟକ_ପାଣ୍ଠି
#ମୁହାଁମୁହିଁ_ବିଜେଡି, #ବିଜେପି
ବିଧାୟକ ପାଣ୍ଠିକୁ ନେଇ ମୁହାଁମୁହିଁ ବିଜେଡି, ବିଜେପି । ଦେବଗଡ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ବିରୋଧର ଅନିୟମିତତା ଓ ପ୍ରିୟାପୀତି ପୋଷଣ ଅଭିଯୋଗ ଆଣିଛି ବିଜେଡି ।
#Debagada #Mla #BJD #BJP #KanakNews
ଦେବଗଡ଼ ମହାବିଦ୍ୟାଳୟ ଅଧ୍ୟକ୍ଷ ନିଲମ୍ବିତ। ଭାରପ୍ରାପ୍ତ କଲେଜ ଅଧ୍ୟକ୍ଷ ଅଶୋକ କୁମାର ନାୟକଙ୍କୁ ନିଲମ୍ବିତ କଲେ ଉଚ୍ଚ ଶିକ୍ଷା ବିଭାଗ, ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷା ସନ୍ତୋଷିନୀ ଶତପଥିଙ୍କ ଅବସର କାଳୀନ ରାଶି ପ୍ରଦାନ ବିଭାଗୀୟ ନିର୍ଦେଶ ସତ୍ୱେ ଜାଣିଶୁଣି ଅବହେଳା କରୁଥିବା କାରଣ ପାଇଁ ନିଲମ୍ବିତ କଲେ ସରକାର। #Debagada #TheSakala

#ପଥରରେ_ଛେଚି_ଯୁବତୀଙ୍କୁ_ହତ୍ୟା
-ଦେବଗଡ଼: ଯୁବତୀଙ୍କୁ ଛୁରାମାଡ଼ ସହ ପଥରରେ ଛେଚି ହତ୍ୟା
-ପ୍ରଧାନପାଟ ରୋଡରେ ଥିବା ଫାଇନାନ୍ସ ଅଫିସ ପରିସରରେ ହତ୍ୟା
-ଯୁବତୀ ଜଣଙ୍କ ସମ୍ପୃକ୍ତ ଫାଇନାନ୍ସ କମ୍ପାନୀରେ କାମ କରୁଥିଲେ
#Debagada #Odisha #OTV
ଡାହାଣୀ ସନ୍ଦେହରେ ଦମ୍ପତିଙ୍କୁ ଗ୍ରାମବାସୀଙ୍କ ସଙ୍ଘବଦ୍ଧ ଆକ୍ରମଣ, ୨ ମୁଖ୍ୟ ଅଭିଯୁକ୍ତ ଗିରଫ @thesakala https://t.co/1xfY6sLkBZ #Debagada
ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗୁଣ୍ଡାଗିରିକୁ ବିଜେଡିର ନିନ୍ଦା । ଏସଏଚଜିଙ୍କ ଦ୍ବାରା ନିର୍ମାଣାଧୀନ ପାଚେରୀ ତାଙ୍କ ଉପସ୍ଥିତିରେ ଭଙ୍ଗାଗଲା । ଏହା ମହିଳାଙ୍କୁ ଅସମ୍ମାନ ।
#BJD #subaspanigrahi #debagada #NandighoshaTV

ନଦୀ ଭିତରେ ସେଲ୍ଫି ନେଉଥିଲେ, ଘୁ ଘୁ ଶବ୍ଦ କରି ମାଡ଼ି ଆସିଲା ପାଣି #Odisha #OdishaReporter #Debagada https://t.co/etoKo8b0IG
Last Seen Hashtags on Sotwe
Melbourne
btposse
Seen from United States
omeglereaction
Seen from Netherlands
TheBattleIsStillTheLords
Seen from United States
GAINCAST
Seen from United States
欠損
Seen from United States
turkishsex
Seen from United Kingdom
school() fucked()+filter:videos
Seen from Italy
縮み上がる
Seen from United States
踢裆
Seen from Sweden
Most Popular Users

Elon Musk 
@elonmusk
241M followers

Barack Obama 
@barackobama
119.2M followers

Cristiano Ronaldo 
@cristiano
112M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98M followers

NASA 
@nasa
92.2M followers

Justin Bieber 
@justinbieber
91.2M followers

KATY PERRY 
@katyperry
88.4M followers

Taylor Swift 
@taylorswift13
82.3M followers

Lady Gaga 
@ladygaga
73.8M followers

Virat Kohli 
@imvkohli
71.1M followers

Kim Kardashian 
@kimkardashian
70.2M followers

YouTube 
@youtube
68.7M followers

Bill Gates 
@billgates
64.3M followers

Neymar Jr 
@neymarjr
64M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.5M followers

X 
@x
60.8M followers












