Top Tweets for #DhamnagarByPoll
ପଦ୍ମପୁର ମଡେଲ୍ ବନାମ ଧାମନଗର ମଡେଲ। କିଏ ଲଢ଼ିବେ କେଉଁ ଷ୍ଟାଇଲରେ?
#PadmapurByElection #DhamnagarBypoll #KanakNews
https://t.co/lhBv9uH7gK
Buoyed by the win in the #Dhamnagarbypoll on November 6, the #BJP is also leaving no stone unturned to wrest the rural constituency from the party led by Chief Minister #NaveenPatnaik
https://t.co/sWv7rDOElf
#ବିଜେଡି_ପ୍ରାର୍ଥୀ_ହେଲେ_ବର୍ଷା
#ବିଜେପି_ପରିବାରର_ବୋହୁ, #ବିଜେଡି_ପ୍ରାର୍ଥୀ
ପ୍ରସ୍ତୁତ ହେଲା ପଦ୍ମପୁର ମଇଦାନ । ଦିବଙ୍ଗତ ବିଧାୟକଙ୍କ ଝିଅ ବର୍ଷା ସିଂ ବରିହାଙ୍କୁ ପ୍ରାର୍ଥୀ କଲା ବିଜେଡି । ବୋହୂ ପ୍ରାର୍ଥୀ ହୋଇଥିବାରୁ କ’ଣ କରିବେ ବିଜେପି ନେତା ରମା ବଳିୟାରସିଂ ? #DhamnagarBypoll #BarshaSinghBariha #BJD #KanakNews
MLA Suraj Suryabanshi Seeks Blessings: ଘର ଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ଧାମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀ
#dhamnagarbypoll #odishanews #ZeeOdishaNews #bhadrak
ଧାମନଗର ଉପନିର୍ବାଚନ ସରିବା ପରେ ମଧ୍ୟ କମୁନାହିଁ ତାତି। ଏହି ନିର୍ବାଚନରେ ହୋଇଥିବା ଦଳୀୟ ପରାଜୟକୁ ସହଜେ ଗ୍ରହଣ କରି ପାରୁନାହାଁନ୍ତି ବିଜେଡି
#dhamnagarbyelection #BJD #dhamnagarbypoll #BishnubrataRoutray
https://t.co/ZUPrrwEnmg
ବିଧାନସଭାରେ ଶପଥ ଗ୍ରହଣ ପରେ ସୂରଜ ସୂର୍ଯ୍ୟବଂଶୀଙ୍କ ପ୍ରତିକ୍ରିୟା । କହିଲେ `ମୁଁ ନିମିତ୍ତ ମାତ୍ର, କେବଳ ନାମାଙ୍କପତ୍ରରେ ଦସ୍ତଖତ କରିଥିଲି' । ଏସବୁ ଭଲପାଇବା, ଏସବୁ ସ୍ନେହ ମୋ ପାଇଁ ଆହ୍ବାନ ସୃଷ୍ଟି କରିଛି' ..
#DhamnagarBypoll #dhamnagarbyelection
ଆବାସୀ ବୈଠକ ଜରିଆରେ ସୂରଜଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ରାଜ୍ୟ ପ୍ରଭାରୀ, ସହପ୍ରଭାରୀ ଓ ବରିଷ୍ଠ ନେତୃବୃନ୍ଦ
#DhamnagarBypoll #SurajSuryavanshi #Odisha
https://t.co/kVuFxsxMyW
Union Minister #DharmendraPradhan congratulates, #SuryabanshiSuraj, the newly elected MLA from the #Dhamnagar Assembly constituency, on being sworn in as member of the #OdishaAssembly today
#DhamnagarBypoll

#WATCH | Dhamnagar BJP MLA Suryabanshi Suraj bows, with his forehead touching the stairs of the #OdishaAssembly, to register his respect for the temple of democracy, as he steps into the Assembly to take oath as a member of the House today
#DhamnagarBypoll @suryabanshibjp
Suryabanshi Suraj, the BJP MLA from #Dhamnagar bows, with his forehead touching the stairs of the #OdishaAssembly, to register his respect for the temple of democracy, as he stepped into the Assembly to take oath as a member of the House today
#DhamnagarBypoll

#Odisha: Suryabanshi Suraj takes oath as MLA of Dhamnagar #DhamnagarBypoll #kalingatv
https://t.co/AJUyVmnUky
#ଧର୍ମେନ୍ଦ୍ରଙ୍କ_ଖାତାରେ_ଧାମନଗର_ଶ୍ରେୟ!
ଧାମନଗରରେ ସୂର୍ୟ୍ୟବଂଶୀ ସୁରଜଙ୍କ ବିଜୟକୁ ନେଇ କେବଳ ବିଜେପି ଶିବିର ଉତ୍ସାହିତ ନୁହେଁ ବରଂ ରାଜ୍ୟ ରାଜନୀତି ବାବଦରେ ଆଲୋଚନା ପାଇଁ ନୂଆ ଖୋରାକ ଯୋଗାଇଛି । ଉପ-ନିର୍ବାଚନ ବିଜୟ ବିଜେପି ପାଇଁ ଆଣିବ କି ଟର୍ଣ୍ଣିଂ ପଏଣ୍ଟ?
#DhamnagarBypoll #BJP #DharmendraPradhan #SpecialReport
ଧାମନଗର ପରେ ପଦ୍ମପୁର ପାଳି; ବିଜେଡି କରିବ ଏହି ଷ୍ଟ୍ରାଟେଜି, ବିଜେପିର କଡା ନଜର
#OdishaNews #DhamnagarByPoll #PadmapurByPoll #BJD #BJP
ଆଜିର ଖବର କାଗଜ ପୃଷ୍ଠାରୁ....
#BijayUtsav
#DhamnagarBypoll
#BrajrajnagarMandal
#BrajrajnagarVidhanSabha
@narendramodi @dpradhanbjp

ଯାଜପୁରରେ ରାଜୁ ଦାସଙ୍କ ପାଇଁ ବାଣ ଫୁଟାଇ ସେଲିବ୍ରେସନ କଲେ ପୂର୍ବତନ ସରପଞ୍ଚ
#DhamnagarByPoll #Jajpur #OdishaNews
मुनुगोड़े - @INCIndia ने जमानत खोई
धामनगर - #कांग्रेस की जमानत जब्त
आदमपुर - #Congress बुरी तरह हारी
गोला - प्रत्याशी को उतारा ही नहीं #munu
ये हैं कांग्रेस #BharatJodoYatra के बाद के प्रभाव।
@RahulGandhi को बधाई।
#ByElections2022
#MunugodeBypoll
#DhamnagarBypoll
👇
କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ବଦଳାଇଲେ କି ବିଜେପିର ଭାଗ୍ୟ ? ଧାମନଗର ଫଳାଫଳର ଆରମ୍ଭ ହେଲା ପୋଷ୍ଟମର୍ଟମ୍ ।
#DhamnagarBypoll #BJP #BJD #KanakNews
https://t.co/htYzNg6Fuf
#ବିଜେପିର_ଥିଲା_ବିଜେପି_ନେଲା
#ଦଳରେ_ପରାଜୟର_ସମୀକ୍ଷା_ଚାଲିଛି
ବିଜେଡି ଉପନିର୍ବାଚନରେ ପରାଜିତ ହେବା ପରେ ଉପସଭାପତି ଦେବୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଆସନ ବିଜେପିର ଥିଲା ବିଜେପି ତାକୁ ନେଇଛି । ଶୁଣନ୍ତୁ ତାଙ୍କ ପ୍ରତିକ୍ରିୟା ।
#DhamnagarBypoll #BJD #KanakNews
#ବିଜେଡିର_ଟ୍ରେଣ୍ଡ_ବିଜେପି_ଭାଙ୍ଗିଛି
ଉପନିର୍ବାଚନର ଫଳାଫଳ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ । ସେ କହିଛନ୍ତି, ବିଜେଡିର ଟ୍ରେଣ୍ଡ ବିଜେପି ଭାଙ୍ଗିଛି । ଶୁଣନ୍ତୁ ତାଙ୍କ ପ୍ରତିକ୍ରିୟା ।
#DhamnagarBypoll #BJP #KanakNews
Trends for you
Most Popular Users

Elon Musk 
@elonmusk
241.2M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
112.8M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.3M followers

NASA 
@nasa
92.3M followers

Justin Bieber 
@justinbieber
91.5M followers

KATY PERRY 
@katyperry
89M followers

Taylor Swift 
@taylorswift13
82.9M followers

Lady Gaga 
@ladygaga
74.4M followers

Virat Kohli 
@imvkohli
71.9M followers

Kim Kardashian 
@kimkardashian
70.4M followers

YouTube 
@youtube
68.8M followers

Neymar Jr 
@neymarjr
64.8M followers

Bill Gates 
@billgates
64.6M followers

The Ellen Show
@theellenshow
62.4M followers

Selena Gomez 
@selenagomez
62.1M followers

CNN 
@cnn
61.8M followers

X 
@x
60.8M followers












