Top Tweets for #EkamraProject
FORGOTTEN GREENERY
Plants which were brought for beautification around Lingaraj Temple as part of the #EkamraProject 3Yrs back, stand neglected, and grown into trees with roots reaching soil through paver blocks, outside the temple in #Bhubaneswar
@NewIndianXpress @XpressOdisha

ଆଜି ବିଭାଗୀୟ ଅଧିକାରୀ ଙ୍କ ସହ ଏକାମ୍ର ପ୍ରକଳ୍ପର ସମୀକ୍ଷା କରିଲି ଖୁବ ଶୀଘ୍ର ସରିବ ପ୍ରକଳ୍ପ କାର୍ଯ୍ୟ।
:
#EkamraProject #PeoplesMLA #Ekamra #BabuSinghBJP #Bikashitaekamra #NarendraModi #BabuSingh #Bhubaneswar #odisha
#ଚଳିତ_ବର୍ଷ_ଏକାମ୍ର_ପ୍ରକଳ୍ପକୁ_ସାରିବୁ!
BJP vs BJD | Prithviraj Harichandan vs Ashok Panda
ଏକାମ୍ର ପ୍ରକଳ୍ପ, ବିନ୍ଦୁ ସାଗର ଉନ୍ନତିକରଣକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ଅଶୋକ ପଣ୍ଡା ମୁହାଁମୁହିଁ #BJPvsBJD #EkamraProject #BindusagarDevelopment #OdishaPolitics #PrithvirajHarichandan #AshokPanda #OdishaNews #PoliticalDebate #TempleHeritage #OdishaDevelopment
Ekamra project | ରାଜଧାନୀରେ ରାଜନୀତିରେ ଶକ୍ତି ପ୍ରଦର୍ଶନ, ଭିତ୍ତିପ୍ରସ୍ତର ଓ ଉଦଘାଟନ ଉତ୍ସବରେ ଦମ ଦେଖାଇଲେ ନେତା |
#EkamraProject #BhubaneswarDevelopment #OdishaPolitics #UrbanRenewal #SmartCityBhubaneswar #InfrastructureDevelopment #HeritageConservation #CommunityEngagement #PublicSafety #OdishaGovernment #odishapolitics #UrbanPlanning #CivicResponsibility #SustainableDevelopment #LocalGovernance #BhubaneswarBuzz #prameyanews7
୬ ଏକର ବିବାଦୀୟ ଜମି ପାଇଁ ଆଗେଇ ପାରିନଥିଲା ପ୍ରକଳ୍ପ କାମ।
#Ekamraproject #Bhubaneswar #OTV
https://t.co/2A3PTybwcP
We will support and vote for #BJD in both #MP and #MLA because of the #EkamraProject.
#Bhubaneswar #Odisha
Starting from the #EkamraProject to the #MetroTrain Project, the #BJD govt has done everything for Bhubaneswar. #AparajitaSarangi opposed every development and has done nothing.
Now our #Bhubaneswar is the Sports Hub.
People, you must support BJD. #VoteForBJD #DoubleSankha
କ୍ୟାବିନେଟ ବୈଠକ: ଏକାମ୍ର କ୍ଷେତ୍ର ପ୍ରକଳ୍ପ ପାଇଁ ୬୫୬ କୋଟି ୭୩ ଲକ୍ଷ ଟଙ୍କା ମଞ୍ଜୁର #OdishaCabinet #EkamraProject @CMO_Odisha @Naveen_Odisha @NewsroomOdisha
https://t.co/X2CYgEtpns
Principal Secretary to Works Department, Shri Vir Vikram Yadav, along with Collector @DMKhordha, MD, @OBCC_Odisha & other officials visited Ekamra Kshetra Project area today & reviewed the progress of various developmental work.
#EkamraProject #OdishaOnTheMove

କେବେ ସରିବ ଏକାମ୍ର ପ୍ରକଳ୍ପ ନିର୍ମାଣ କାମ ? ଭିତ୍ତିପ୍ରସ୍ତର ସ୍ଥାପନକୁ ବିତିଲାଣି ୭ ମାସ, ୭ ପ୍ରତିଶତ କାମ ହୋଇନି...
#EkamraProject #Bhubaneswar #Odisha #OTV
ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ସ୍ବପ୍ନର ପ୍ରକଳ୍ପ 'ଏକାମ୍ର ପ୍ରକଳ୍ପ' ଏକାମ୍ର କ୍ଷେତ୍ରକୁ ନୂଆ ରୂପ ଦେବ। #5T ସଚିବ ଭି.କେ ପାଣ୍ଡିଆନ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରି ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି।
#NabinaOdisha
#5T
#EkamraProject
#OdishaOnTheMove
ବିକଶିତ ହେଉଛି ମନ୍ଦିରମାଳିନୀ ଏକାମ୍ରକ୍ଷେତ୍ରର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଲିଙ୍ଗରାଜ ମନ୍ଦିର | #5T ସଚିବ ଶ୍ରୀ ଭି.କେ ପାଣ୍ଡିଆନ ମନ୍ଦିର ରୂପାନ୍ତରଣ ଓ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିବା ସହ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ସମସ୍ତ ପଦକ୍ଷେପ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। #EkamraProject #OdishaOnTheMove
ରୂପାନ୍ତରଣ ସ୍ପର୍ଶରେ ଚମକିବ ଶ୍ରୀ ଲିଙ୍ଗରାଜ ମନ୍ଦିର। #5T ସଚିବ ଭି କେ ପାଣ୍ଡିଆନ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରି ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏଥିସହ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ସମସ୍ତ ପଦକ୍ଷେପ ସୁନିଶ୍ଚିତ କରିବା ଉପରେ ସଚିବ ଗୁରୁତ୍ୱ ଦେଇଛନ୍ତି।
#EkamraProject
‘ଏକାମ୍ର’ ପ୍ରକଳ୍ପ ଅଗ୍ରଗତି ସମୀକ୍ଷା କଲେ ୫-ଟି ସଚିବ : ଖୁବ୍ଶୀଘ୍ର କାମ ଆରମ୍ଭ କରି ସଠିକ୍ ସମୟରେ ସାରିବାକୁ ନିର୍ଦ୍ଦେଶ @thesakala https://t.co/GGHEEFWB7y
@MoSarkar5T #5Tsecretary #VKpandian #EkamraProject #Bhubaneswar #Odisha @Vkpandianfancl1
ଏକାମ୍ର ପ୍ରକଳ୍ପର ସମୀକ୍ଷା କଲେ 5T ସଚିବ ଭି.କେ. ପାଣ୍ଡିଆନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏକାମ୍ର ପ୍ରକଳ୍ପକୁ ଯାଇ ଏହାର ଅଗ୍ରଗତି ନେଇ କରିଛନ୍ତି ସମୀକ୍ଷା
ପ୍ରକଳ୍ପ କାମ ତ୍ୱରାନ୍ୱିତ କରିବାକୁ ଅଧିକାରୀଙ୍କୁ ଦେଲେ ନିର୍ଦ୍ଦେଶ
#EkamraProject #5tsecretary #TheSakala

ଏକାମ୍ର ପ୍ରକଳ୍ପର ସମୀକ୍ଷା କଲେ 5T ସଚିବ ଭି.କେ. ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏକାମ୍ର ପ୍ରକଳ୍ପକୁ ଯାଇ ଏହାର ଅଗ୍ରଗତି ନେଇ କରିଛନ୍ତି ସମୀକ୍ଷା ।
#ekamraproject #bhubneswar #5tsecretary #nandighoshtv

ଏକାମ୍ର କ୍ଷେତ୍ରକୁ ଦେଶର ଏକ ସମୃଦ୍ଧ ତୀର୍ଥ କ୍ଷେତ୍ରରେ ରୂପାନ୍ତରିତ କରିବ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ 'ଏକାମ୍ର ପ୍ରକଳ୍ପ'। ଏହି ପ୍ରକଳ୍ପ ଅଧୀନରେ ଆହୁରି ଆକର୍ଷଣୀୟ ହେବ ଏକାମ୍ର କ୍ଷେତ୍ରର ପ୍ରାଚୀନ ଐତିହ୍ୟ, କୀର୍ତ୍ତୀରାଜି, କଳା ଓ ସ୍ଥାପତ୍ୟ।
#NabinaOdisha
#EkamraProject
ରାଜ୍ୟ ସରକାରଙ୍କ ସ୍ୱପ୍ନର ପ୍ରକଳ୍ପ 'ଏକାମ୍ର ପ୍ରକଳ୍ପ' ଏକାମ୍ର କ୍ଷେତ୍ରରେ ରୂପାନ୍ତରଣ ଆଣିବ। ଝଲସିବ ପ୍ରାଚୀନ ଐତିହ୍ୟ ଏବଂ କଳା ସ୍ଥାପତ୍ୟ। ଏହି ପ୍ରକଳ୍ପ ଅଧୀନରେ ଶ୍ରୀଲିଙ୍ଗରାଜ ମନ୍ଦିରର ଉନ୍ନତିକରଣ, ବିନ୍ଦୁ ସାଗରର ସୌନ୍ଦର୍ଯ୍ୟକରଣ ସହ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଉତ୍ତମ ବ୍ୟବସ୍ଥା କରାଯିବ।
#NabinaOdisha
#EkamraProject
MP Prof Achyuta Samanta attended the foundation stone laying ceremony of the #EkamraProject by Hon’ble CM Shri Naveen Patnaik at Lingaraj Temple. It will certainly revive the grandeur of the ancient precinct surrounding the Lingaraj Temple, and preserve the architectural and archaeological treasures of Ekamra Kshetra, he said.

Last Seen Hashtags on Sotwe
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.4M followers

Virat Kohli 
@imvkohli
73.4M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.4M followers

Bill Gates 
@billgates
65.2M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers
























