Top Tweets for #FakeBjp
ବିନା ଟାହିଆରେ ମହାପ୍ରଭୁଙ୍କ ପହଣ୍ଡି କରି, ସମଗ୍ର ବିଶ୍ଵରେ ଆମ ଐତିହ୍ୟ, ପରମ୍ପରାର ଧଜ୍ଜିଆ ଉଡାଇଦେଇଛି ଏ ବିଜେପି ସରକାର।
#BJPAntiOdisha #FakeBJP #FraudBJP

ବିଶ୍ଵ ପ୍ରସିଦ୍ଧ ରଥଯାତ୍ରାରେ ଏଭଳି ଅବ୍ୟବସ୍ଥା କେମିତି ହୋଇପାରୁଛି? ବିନା ଟାହିଆରେ ମହାପ୍ରଭୁଙ୍କ ପହଣ୍ଡି କରିବାକୁ ଏମାନଙ୍କୁ ସାହସ ହେଲା କେମିତି?
#BJPAntiOdisha #FakeBJP #fraudbjp #puri #drpramodkumarmallick

ହେ ପ୍ରଭୁ ଏ ମହାଅବ୍ୟବସ୍ଥା କାହିଁକି? ଅଯୋଗ୍ୟ ବିଜେପି ସରକାର ଏଭଳି ଅନ୍ୟାୟ କିଭଳି କରିପାରୁଛି??
#BJPAntiOdisha #FakeBJP #FraudBJP

ଦେଖନ୍ତୁ ଓଡିଶାବାସୀ.....ମାଗଣା ଶିକ୍ଷା ଯୋଜନା କରିବେ କହି, ପିଲାଙ୍କୁ କିଭଳି ଭୁଆଁ ବୁଲାଉଛି ଏ ଦୋମୁହାଁ ବିଜେପି ସରକାର।
#BJPAntiOdisha #FakeBJP #FraudBJP #GoBackBJP #drpramodkumarmallick
ତଳତଳିଆଙ୍କୁ ଆରେଷ୍ଟ କରିବାର ବାହାନା କରି, ନିଜ ଉପରୁ ସବୁ ଦୋଷ ହଟାଇବାକୁ ଚକ୍ରାନ୍ତ କରିଛି ବିଜେପି ସରକାର।
#BJPAntiOdisha #FakeBJP #FraudBJP #GoBackBJP
୨ବର୍ଷରେ ଲୋକଙ୍କୁ ଯେତିକି ଯନ୍ତ୍ରଣା ଦେଲେଣି, ସବୁ ଭୋଗିବେ ହିଁ...
#BJPAntiOdisha #FakeBJP #FraudBJP #gobackbjp
#drpramodkumarmallick #fypシ゚ #highlightsシ゚ #PostViral #foryoupageシ #follower
ଗୋଟିଏ ଚୋରକୁ ଦଳରେ ମିଶାଇବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଏମିତି ସମ୍ମାନ ଦେବେ? ଲୋକଙ୍କ ବିଶ୍ୱାସର ମୂଲ୍ୟ କଣ ଏତିକି?
#BJPOdisha #FakeBJP #oyeitskrish #MohanMajhi #BJPGovernment
ଇଏ କି ପ୍ରକାର ମନ୍ତ୍ରୀପଣିଆ? ଭୁଲ କରିବେ, ଲୋକେ ବିରୋଧ କଲେ ନାଲିଆଖି ଦେଖାଇବେ...
#BJPAntiOdisha #FakeBJP #FraudBJP

ଶିକ୍ଷକ ପଦବୀର ବିଜ୍ଞାପନ ବାହାର କରୁଛି ସରକାର, ପୁଣି ସେହି ବିଜ୍ଞାପନକୁ ନିଜେ ଭୁଲ ତଥ୍ୟ ଓ ଜାଲିଆତି ବୋଲି କହୁଛି! ଏହା କେମିତି ସରକାର? ନିଜ କଥାକୁ ନିଜେ ଖଣ୍ଡନ କରୁଛି। ଭିତରେ ତାଳମେଳ ନାହିଁ, ଆଉ ବାହାରେ ବଡ଼ ବଡ଼ କଥା! 🤣
#BJPAntiOdisha #FakeBJP #FraudBJP #GoBackBJP #oyeitskrish #MohanMajhi
କେଜିରୁ ପିଜି ମାଗଣା ଶିକ୍ଷା ଦେବାକୁ ଛାତି ପିଟି ପିଟି କହିଥିଲେ କିନ୍ତୁ କାର୍ଯ୍ୟକାରୀ କରିବା ବେଳକୁ ଆଉ ଦମ୍ ନାହିଁ...
#BJPAntiOdisha #FakeBJP #FraudBJP
ସରକାର କହୁଛି ମାଗଣା ଶିକ୍ଷା ଦେବ କିନ୍ତୁ ବାସ୍ତବରେ ବିନା ଫି ରେ ଆଡ଼ମିସନ ମନା। ମିଛକହି, ଲୋକଙ୍କୁ ଭୁଆଁ ବୁଲାଇବ ଏ ଗେରୁଆ ସରକାର??
#BJPAntiOdisha #FakeBJP #FraudBJP
ଭୁଲ ପରେ ଭୁଲ, ତା'ପରେ ସେହି ଭୁଲକୁ ଲୁଚାଇବା ପାଇଁ କୁମ୍ଭୀର କାନ୍ଦଣା। ଦାୟିତ୍ୱ ନେବା ବଦଳରେ ନାଟକ କରି ଲୋକଙ୍କୁ ଭ୍ରମିତ କରିବାର ଚେଷ୍ଟା କେତେଦିନ?
ଓଡ଼ିଶାବାସୀ ସବୁ ଦେଖୁଛନ୍ତି, ସବୁ ବୁଝୁଛନ୍ତି। ଉତ୍ତର ଦେବାର ସମୟ ଆସିବ।
#BJPAntiOdisha #FakeBJP #FraudBJP #GoBackBJP #oyeitskrish #MohanMajhi
ଏ ସରକାରରେ, ବଡ଼ ବଡ଼ ପୋଲିସ ଅଧିକାରୀମାନେ ବି ସୁରକ୍ଷିତ ନାହାଁନ୍ତି...
#BJPAntiOdisha #FakeBJP #FraudBJP #GoBackBJP

ନିର୍ବାଚନ ଜିତିବାକୁ ବିଜେପି ଚକ୍ରାନ୍ତ କରିଛି...SIR ବାହାନାରେ ଲକ୍ଷ ଲକ୍ଷ ଯୋଗ୍ୟ ଭୋଟରଙ୍କ ନାଁ କଟାଯାଉଛି।
#BJPAntiOdisha #FakeBJP #FraudBJP
ଅସୁରକ୍ଷିତ ରାଜ୍ୟ ରାଜଧାନୀ, ପଖାଳ ପର୍ବରେ ବିରିୟାନି ଖାଇ ବେଫିକର୍ ସରକାର
#BJPAntiOdisha #FakeBJP #crimecapitalbbsr #highlightsシ゚
ମହାଦୀପ ଲିଭିଛି, ମହାବିପଦର ସଂକେତ ଦେଉଛି... ମୁଖ୍ୟମନ୍ତ୍ରୀ ମହାଶୟ... ତମ ଅହଙ୍କାର ପାଇଁ ଏସବୁ ହୋଇଛି।
#BJPAntiOdisha #FakeBJP #FraudBJP #GoBackBJP
Last Seen Hashtags on Sotwe
momson filter:videos
Seen from United States
officefuck
Seen from Singapore
omegle
Seen from United States
nolimit()** momson()****** filter:native_video
Seen from Canada
spreaded
bnwofrance
nepalscandal
นัดเย็ดสาวอ้วน
Seen from Thailand
slaughtermestreet
Seen from Portugal
Faith
Seen from United Kingdom
Trends for you
Most Popular Users

Elon Musk 
@elonmusk
240.9M followers

Barack Obama 
@barackobama
119.2M followers

Donald J. Trump 
@realdonaldtrump
111.8M followers

Cristiano Ronaldo 
@cristiano
111.6M followers

Narendra Modi 
@narendramodi
107M followers

Rihanna 
@rihanna
97.9M followers

NASA 
@nasa
92.2M followers

Justin Bieber 
@justinbieber
91.1M followers

KATY PERRY 
@katyperry
88.2M followers

Taylor Swift 
@taylorswift13
82.1M followers

Lady Gaga 
@ladygaga
73.6M followers

Virat Kohli 
@imvkohli
70.7M followers

Kim Kardashian 
@kimkardashian
70M followers

YouTube 
@youtube
68.7M followers

Bill Gates 
@billgates
64.2M followers

Neymar Jr 
@neymarjr
63.6M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.3M followers

X 
@x
60.8M followers



