Top Tweets for #FarmerProblem
#ଗୋଦାମରେ_ଅଛି_ଚାଷୀଙ୍କୁ_ମିଳୁନି
ଚାଷ ଆରମ୍ଭରୁ ଚାଷୀଙ୍କୁ ଟେନସନ ଦେଲାଣି ସାର । ଗଞ୍ଜାମ ଆସିକାର ଖଣ୍ଡଦେଉଳି ସୋସାଇଟି ଗୋଦାମରେ ଥାଇ ବି ପାଉ ନାହାନ୍ତି ଚାଷୀ । ସମସ୍ୟା ସହ ଯୁଝୁଛନ୍ତି ୮ଟି ଗାଁର ବାସିନ୍ଦା । ଅସ୍ତରଙ୍ଗରେ ବ୍ୟବସାୟୀଙ୍କ ଜୁଲମ
#FarmerProblem #Odisha #KanakNews
#ଡ୍ୟାମ୍ରେ_ପାଣି_ଜମି_ଶୁଖିଲା
ରାୟଗଡ଼ା ମୁନିଗୁଡ଼ା ବ��ଲକରେ ଜଳସେଚନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ଭାଙ୍ଗିଯାଇଛି ସକଟା କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ବାମ ପଟ କେନାଲ । ଡ୍ୟାମରେ ପ୍ରଚୁର ପାଣି ଥିଲେ ବି ଚାଷୀଙ୍କୁ ମିଳୁନି ସୁଫଳ
#Rayagada #Odisha #FarmerProblem #KanakNews
#ଜ୍ୟେଷ୍ଠ_ଯାଇ_ଆଷାଢ଼_ହେବ_ବର୍ଷା_ଗଲା_କୁଆଡ଼େ ?
ଦୁଇ ସପ୍ତାହ ହେଲା ଓଡ଼ିଶାକୁ ଛୁଇଁଲାଣି ମୌସୁମୀ । ବର୍ଷାର ଦେଖାନାହିଁ, ଉପୁଜିଲାଣି ଗଜା ମରୁଡ଼ି ସ୍ଥିତି । ଅସ୍ତରଙ୍ଗ ଓ କାକଟପୁର ଅଂଚଳରେ ପ୍ରଚଣ୍ଡ ଖରାରେ ଜଳିଗଲାଣି ଧାନ ତଳି । ଗଜପତି ସମେତ ରାଜ୍ୟର ଅନ୍ୟ ଅଂଚଳରେ ବି ସମାନ ସ୍ଥିତି
#FarmerProblem #Moonsoon #Odisha #KanakNews
#ଜମି_ଉପରେ_ଡ୍ୟାମ୍_ତଳେ_କେମିତି ?
ଡ୍ୟାମ୍ରେ ପାଣି ଅଛି, ଜମିକୁ ମାଡ଼ୁନି । ରାୟଗଡ଼ାରେ ଭୁଲ୍ ଜାଗାରେ ଡ୍ୟାମ ନିର୍ମାଣ ପାଇଁ ଶୁଖିଲା ପଡ଼ିଛି ୧୪୦ ଏକର ଚାଷ ଜମି । ବାରମ୍ବାର ଦାବି ପରେ ବି ନିର୍ମାଣ ହୋଇପାରୁନି ନୂତନ ଡ୍ୟାମ୍ । ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟୁଛି ଚାଷୀ
#Rayagada #Odisha #KanakNews #FarmerProblem
Revanth govt Big shock to Telangana formers | Paddy crop
#uttamkumarreddy #paddyprocurement #farmer #farmerproblem #telangananews #telangana #latestnews #signaltv #signalmedia #signaltvtelugu #cmrevanthreddy #kcrvsreanthreddy #kcr #brsvscongress #congressgovernment #telanganapolitics #revanthreddy #viralvideo
#କେବେ_ସୁଧୁରିବ_ଚାଷୀଙ୍କ_ସମସ୍ୟା
ସମସ୍ୟା ଘେରରେ ଚାଷୀ : ଚାଷୀଙ୍କୁ ଟୋକନ୍ ମିଳିଛି ହେଲେ ମଣ୍ତିରେ ପଡିରହିଛି ଧାନ #kanaknews #odisha #mkt #farmerproblem
#ଚାଷୀ_ମୁଣ୍ଡରେ_ଚଡ଼କ
ଆକାଶରେ ନାହିଁ ମେଘ, ଶୁଖିଲା ପଡ଼ିଛି କ୍ଷେତ । ��ମିରେ ପାଣି ମଡ଼ାଇବାକୁ ମୋଟର୍ ପାଇଁ ମିଳୁନି ଡିଜେଲ୍ । ସେପଟେ ପ୍ରାଶାସନିକ କଟକଣା ଯୋଗୁଁ ସାର ଯୋଗାଣ ବନ୍ଦ । ବିହନ ଫେରାଇବାକୁ ଦୋକାନ ମୁହାଁ ହତାଶ ଉମରକୋଟ୍ ଚାଷୀ
#Nabarangapur #FarmerProblem #Odisha #KanakNews
જિ��્લા નિરીક્ષક જમીન દફતર પ્રથા નાબુદી મુદ્દે પાલ આંબલિયાએ સરકારને કર્યા આકરા સવાલ!
#farmer #GujratFarmer #Farmerproblem #Jamawat #Jamawatupdate
#ଚାଷୀ_ପକାଇଲେ_ତାଲା
ଧାନ ମଣ୍ଡି ଖୋଲୁ ଖୋଲୁ ଚାଷୀଙ୍କ ଭିତରେ ଅସନ୍ତୋଷ । ଧାନ ବିକ୍ରି ପାଇଁ ପଞ୍ଜୀକରଣରୁ ବାଦ ପଡ଼ିବାକୁ ନେଇ ସେବା ସମବାୟ ସମିତିର ୩ କର୍ମଚାରୀଙ୍କୁ ତ���ଲା ପକାଇ ଗେଟ୍ ଆଗରେ ଧାରଣା ଦେଇଛନ୍ତି ଶତାଧିକ ଚାଷୀ
#Paddy #Odisha #KanakNews #FarmerProblem
నాలుగేళ్ల రైతు గోడు..నాలుగు ��ిమిషాల్లో క్లియర్ | Farmer’s 4-Year Problem Solved in Just 4 Min's -TV9
#Farmer #FarmersIssue #Rythu #FarmerProblem #BreakingNews #IndiaNews #TeluguNews #TV9 #FarmerSupport #Government #LatestNews
#गेहूंखरीदी में देरी: स्टोरेज की कमी से फसल खराब होने का खतरा
#WheatProcurement #MPNews #KisanNews #FarmersIssue #MandiNews #AgricultureIndia #BreakingNews #MPKisan #WheatCrop #FarmerProblem #KisanAndolan #FarmingIndia

ଟାଣ ଖରା ସାଙ୍ଗକୁ ଧୋକା ଦେଲା ବିଜୁଳି । କୁଚିଣ୍ଡାରେ ପାଣି ଅଭାବରୁ ନଷ��ଟ ହେବାକୁ ବସିଛି ଏକର ଏକର ଧାନ ଫସଲ । ହଠାତ୍ ଉଠା ଜଳସେଚନ ପ୍ରକଳ୍ପକୁ ବନ୍ଦ ହୋଇଗଲା ବିଦ୍ୟୁତ୍ ଯୋଗାଣ । ଅଭିଯୋଗ କଲେ, ବିଦ୍ୟୁତ୍ ବିତରଣକାରୀ କହୁଛି, କେବୁଲ ଫାଟିଛି, କିଛି କରିପାରିବୁନି ଆମେ
#Odisha #KanakNews #FarmerProblem #Kuchinda
#ଚାଷ_କରି_କଣ_ଭୁଲ୍_କରିଦେଲୁ ?
ଚାଷ କରି କଣ ଭୁଲ୍ କରିଦେଲୁ ? ଦୁଃଖ କଣ କେବଳ ଆମ ପାଇଁ ? କିଛି ଏମିତି ପ୍ରଶ୍ନ କରିଛନ୍ତି ଚାଷୀ
#Odisha #KanakNews #FarmerProblem
#ଘର_ଗଢ଼ିଦେଇ_ଭୁଲିଗଲେ
ଚାଷୀଙ୍କ ଠକିଦେଲେ ସରକାର ! ଘର ଗଢ଼ିଦେଇ ଭୁଲିଗଲେ । ଚାରା ଉତ୍ପାଦନ ଅପେକ୍ଷାରେ ସବୁଜ ଘର
#Odisha #FarmerProblem #Rayagada
#ଚାଷୀ_ମୁଣ୍ଡରେ_ଟୋକନ୍_ଫାଶ
ସରୁନି ଯନ୍ତ୍ରଣା । ବରଗଡ଼ ପଦ୍ମପୁରରେ ଟୋକନ୍ ଓ ଟାର୍ଗେଟ୍ ଫାଶରେ ଚାଷୀ । ସକ୍ରି��� ହେଉଛନ୍ତି ଦଲାଲ୍ । ଚାଷୀଠୁ କମ୍ ଦରରେ ଧାନ କିଣି ହେଉଛନ୍ତି ମାଲାମାଲ । ଅଭିଯୋଗ କଲେ ଶୁଣୁନାହାନ୍ତି ବାବୁ !
#Padampur #Odisha #KanakNews #FarmerProblem
#ମୁଖ୍ୟମନ୍ତ୍ରୀଙ୍କ_ଜିଲ୍ଲାରେ_ଚାଷୀ_ହତାଶ
ଚାଷୀଙ୍କ ଟଙ୍କା ହଡପ କରିବାର ନୂଆ ତରିକା । ଦିଆଯାଉନି ଲେବର ସହ ଅଖା ବାବଦଙ୍କୁ ଟଙ୍କା । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରୁ ଆସିଲା ସାଙ୍ଘାତିକ ଅଭିଯୋଗ
#Odisha #KanakNews #Joda #FarmerProblem
ଧାନ ଅମଳ କରି ଅପେକ୍ଷା କରିଛନ୍ତି ଚାଷୀ । କିନ୍ତୁ କିଣାଯାଉନି ଧାନ । ମିଲର୍ସଙ୍କ ଆନ୍ଦୋଳନ ଯୋଗୁଁ ସାରା ରାଜ୍ୟରେ ମଣ୍ଡିରେ ସୃଷ୍ଟି ହୋଇଛି ଅଚଳାବସ୍ଥା ।
#Odisha #RiceMillers #FarmerProblem #ArgusNews
#ଧକେଇ_ଧକେଇ_ଚାଲୁଛି_ଧାନ_କିଣା
ମିଲର ଓ ସରକାରଙ୍କ କଳିରେ ବଳି ପଡୁଛନ୍ତି ଚାଷୀ । ବାହାରି ପାରୁନି ସମାଧାନର ବା�� । ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ନ ମିଳିବା ଯାଏଁ ଧାନ ନଉଠାଇବାକୁ ଚେତାବନୀ । ସବୁ ଜିଲ୍ଲାରେ ବନ୍ଦ ରହିବ ଧାନ ସଂଗ୍ରହ । ସ��କାର କହିଲେ, ସଚେତନ ଅଛି ବିଭାଗ
#Mandi #Odisha #KanakNews #FarmerProblem
#କୁହୁଡ଼ି_ଫସଲ_ଖାଉଛି
ଚାଷୀଙ୍କୁ କଲବଲ କରୁଛି କୁହୁଡ଼ି । ନଷ୍ଟ କରିଦେଉଛି ପନିପରିବା ଫସଲ । କ୍ଷତି ସହିବା ଆଶଙ୍କାରେ ପୁରୀ ଅସ୍ତରଙ୍ଗ ଚାଷୀ । ସରକାରୀ ସହାୟତା ପାଇଁ ଦାବି
#FarmerProblem #Odisha #KanakNews #Fog
#ମକା_ବିକ୍ରି_ପାଇଁ_ମଣ୍ଡି_ନାହିଁ
ମକା ବିକ୍ରି ପାଇଁ ମଣ୍ଡି ନାହିଁ । ଚାଷୀ ପାଉନି ଉଚିତ୍ ମୂଲ୍ୟ । ଲାଭରେ ଦଲାଲ ଓ ବେପାରୀ
#FarmerProblem #Odisha #KanakNews
Last Seen Hashtags on Sotwe
Trends for you
Most Popular Users

Elon Musk 
@elonmusk
241.2M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
112.8M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.3M followers

NASA 
@nasa
92.3M followers

Justin Bieber 
@justinbieber
91.5M followers

KATY PERRY 
@katyperry
89M followers

Taylor Swift 
@taylorswift13
82.9M followers

Lady Gaga 
@ladygaga
74.4M followers

Virat Kohli 
@imvkohli
71.9M followers

Kim Kardashian 
@kimkardashian
70.4M followers

YouTube 
@youtube
68.8M followers

Neymar Jr 
@neymarjr
64.8M followers

Bill Gates 
@billgates
64.6M followers

The Ellen Show
@theellenshow
62.4M followers

Selena Gomez 
@selenagomez
62.1M followers

CNN 
@cnn
61.8M followers

X 
@x
60.8M followers





