Top Tweets for #farmerproblem
#ଗୋଦାମରେ_ଅଛି_ଚାଷୀଙ୍କୁ_ମିଳୁନି
ଚାଷ ଆରମ୍ଭରୁ ଚାଷୀଙ୍କୁ ଟେନସନ ଦେଲାଣି ସାର । ଗଞ୍ଜାମ ଆସିକାର ଖଣ୍ଡଦେଉଳି ସୋସାଇଟି ଗୋଦାମରେ ଥାଇ ବି ପାଉ ନାହାନ୍ତି ଚାଷୀ । ସମସ୍ୟା ସହ ଯୁଝୁଛନ୍ତି ୮ଟି ଗାଁର ବାସିନ୍ଦା । ଅସ୍ତରଙ୍ଗରେ ବ୍ୟବସାୟୀଙ୍କ ଜୁଲମ
#FarmerProblem #Odisha #KanakNews
#ଡ୍ୟାମ୍ରେ_ପାଣି_ଜମି_ଶୁଖିଲା
ରାୟଗଡ଼ା ମୁନିଗୁଡ଼ା ବ୍ଲକରେ ଜଳସେଚନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ଭାଙ୍ଗିଯାଇଛି ସକଟା କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ବାମ ପଟ କେନାଲ । ଡ୍ୟାମରେ ପ୍ରଚୁର ପାଣି ଥିଲେ ବି ଚାଷୀଙ୍କୁ ମିଳୁନି ସୁଫଳ
#Rayagada #Odisha #FarmerProblem #KanakNews
#ଜ୍ୟେଷ୍ଠ_ଯାଇ_ଆଷାଢ଼_ହେବ_ବର୍ଷା_ଗଲା_କୁଆଡ଼େ ?
ଦୁଇ ସପ୍ତାହ ହେଲା ଓଡ଼ିଶାକୁ ଛୁଇଁଲାଣି ମୌସୁମୀ । ବର୍ଷାର ଦେଖାନାହିଁ, ଉପୁଜିଲାଣି ଗଜା ମରୁଡ଼ି ସ୍ଥିତି । ଅସ୍ତରଙ୍ଗ ଓ କାକଟପୁର ଅଂଚଳରେ ପ୍ରଚଣ୍ଡ ଖରାରେ ଜଳିଗଲାଣି ଧାନ ତଳି । ଗଜପତି ସମେତ ରାଜ୍ୟର ଅନ୍ୟ ଅଂଚଳରେ ବି ସମାନ ସ୍ଥିତି
#FarmerProblem #Moonsoon #Odisha #KanakNews
#ଜମି_ଉପରେ_ଡ୍ୟାମ୍_ତଳେ_କେମିତି ?
ଡ୍ୟାମ୍ରେ ପାଣି ଅଛି, ଜମିକୁ ମାଡ଼ୁନି । ରାୟଗଡ଼ାରେ ଭୁଲ୍ ଜାଗାରେ ଡ୍ୟାମ ନିର୍ମାଣ ପାଇଁ ଶୁଖିଲା ପଡ଼ିଛି ୧୪୦ ଏକର ଚାଷ ଜମି । ବାରମ୍ବାର ଦାବି ପରେ ବି ନିର୍ମାଣ ହୋଇପାରୁନି ନୂତନ ଡ୍ୟାମ୍ । ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟୁଛି ଚାଷୀ
#Rayagada #Odisha #KanakNews #FarmerProblem
Revanth govt Big shock to Telangana formers | Paddy crop
#uttamkumarreddy #paddyprocurement #farmer #farmerproblem #telangananews #telangana #latestnews #signaltv #signalmedia #signaltvtelugu #cmrevanthreddy #kcrvsreanthreddy #kcr #brsvscongress #congressgovernment #telanganapolitics #revanthreddy #viralvideo
#କେବେ_ସୁଧୁରିବ_ଚାଷୀଙ୍କ_ସମସ୍ୟା
ସମସ୍ୟା ଘେରରେ ଚାଷୀ : ଚାଷୀଙ୍କୁ ଟୋକନ୍ ମିଳିଛି ହେଲେ ମଣ୍ତିରେ ପଡିରହିଛି ଧାନ #kanaknews #odisha #mkt #farmerproblem
#ଚାଷୀ_ମୁଣ୍ଡରେ_ଚଡ଼କ
ଆକାଶରେ ନାହିଁ ମେଘ, ଶୁଖିଲା ପଡ଼ିଛି କ୍ଷେତ । ଜମିରେ ପାଣି ମଡ଼ାଇବାକୁ ମୋଟର୍ ପାଇଁ ମିଳୁନି ଡିଜେଲ୍ । ସେପଟେ ପ୍ରାଶାସନିକ କଟକଣା ଯୋଗୁଁ ସାର ଯୋଗାଣ ବନ୍ଦ । ବିହନ ଫେରାଇବାକୁ ଦୋକାନ ମୁହାଁ ହତାଶ ଉମରକୋଟ୍ ଚାଷୀ
#Nabarangapur #FarmerProblem #Odisha #KanakNews
જિલ્લા નિરીક્ષક જમીન દફતર પ્રથા નાબુદી મુદ્દે પાલ આંબલિયાએ સરકારને કર્યા આકરા સવાલ!
#farmer #GujratFarmer #Farmerproblem #Jamawat #Jamawatupdate
#ଚାଷୀ_ପକାଇଲେ_ତାଲା
ଧାନ ମଣ୍ଡି ଖୋଲୁ ଖୋଲୁ ଚାଷୀଙ୍କ ଭିତରେ ଅସନ୍ତୋଷ । ଧାନ ବିକ୍ରି ପାଇଁ ପଞ୍ଜୀକରଣରୁ ବାଦ ପଡ଼ିବାକୁ ନେଇ ସେବା ସମବାୟ ସମିତିର ୩ କର୍ମଚାରୀଙ୍କୁ ତାଲା ପକାଇ ଗେଟ୍ ଆଗରେ ଧାରଣା ଦେଇଛନ୍ତି ଶତାଧିକ ଚାଷୀ
#Paddy #Odisha #KanakNews #FarmerProblem
నాలుగేళ్ల రైతు గోడు..నాలుగు నిమిషాల్లో క్లియర్ | Farmer’s 4-Year Problem Solved in Just 4 Min's -TV9
#Farmer #FarmersIssue #Rythu #FarmerProblem #BreakingNews #IndiaNews #TeluguNews #TV9 #FarmerSupport #Government #LatestNews
#गेहूंखरीदी में देरी: स्टोरेज की कमी से फसल खराब होने का खतरा
#WheatProcurement #MPNews #KisanNews #FarmersIssue #MandiNews #AgricultureIndia #BreakingNews #MPKisan #WheatCrop #FarmerProblem #KisanAndolan #FarmingIndia

ଟାଣ ଖରା ସାଙ୍ଗକୁ ଧୋକା ଦେଲା ବିଜୁଳି । କୁଚିଣ୍ଡାରେ ପାଣି ଅଭାବରୁ ନଷ୍ଟ ହେବାକୁ ବସିଛି ଏକର ଏକର ଧାନ ଫସଲ । ହଠାତ୍ ଉଠା ଜଳସେଚନ ପ୍ରକଳ୍ପକୁ ବନ୍ଦ ହୋଇଗଲା ବିଦ୍ୟୁତ୍ ଯୋଗାଣ । ଅଭିଯୋଗ କଲେ, ବିଦ୍ୟୁତ୍ ବିତରଣକାରୀ କହୁଛି, କେବୁଲ ଫାଟିଛି, କିଛି କରିପାରିବୁନି ଆମେ
#Odisha #KanakNews #FarmerProblem #Kuchinda
#ଚାଷ_କରି_କଣ_ଭୁଲ୍_କରିଦେଲୁ ?
ଚାଷ କରି କଣ ଭୁଲ୍ କରିଦେଲୁ ? ଦୁଃଖ କଣ କେବଳ ଆମ ପାଇଁ ? କିଛି ଏମିତି ପ୍ରଶ୍ନ କରିଛନ୍ତି ଚାଷୀ
#Odisha #KanakNews #FarmerProblem
#ଘର_ଗଢ଼ିଦେଇ_ଭୁଲିଗଲେ
ଚାଷୀଙ୍କ ଠକିଦେଲେ ସରକାର ! ଘର ଗଢ଼ିଦେଇ ଭୁଲିଗଲେ । ଚାରା ଉତ୍ପାଦନ ଅପେକ୍ଷାରେ ସବୁଜ ଘର
#Odisha #FarmerProblem #Rayagada
#ଚାଷୀ_ମୁଣ୍ଡରେ_ଟୋକନ୍_ଫାଶ
ସରୁନି ଯନ୍ତ୍ରଣା । ବରଗଡ଼ ପଦ୍ମପୁରରେ ଟୋକନ୍ ଓ ଟାର୍ଗେଟ୍ ଫାଶରେ ଚାଷୀ । ସକ୍ରିୟ ହେଉଛନ୍ତି ଦଲାଲ୍ । ଚାଷୀଠୁ କମ୍ ଦରରେ ଧାନ କିଣି ହେଉଛନ୍ତି ମାଲାମାଲ । ଅଭିଯୋଗ କଲେ ଶୁଣୁନାହାନ୍ତି ବାବୁ !
#Padampur #Odisha #KanakNews #FarmerProblem
#ମୁଖ୍ୟମନ୍ତ୍ରୀଙ୍କ_ଜିଲ୍ଲାରେ_ଚାଷୀ_ହତାଶ
ଚାଷୀଙ୍କ ଟଙ୍କା ହଡପ କରିବାର ନୂଆ ତରିକା । ଦିଆଯାଉନି ଲେବର ସହ ଅଖା ବାବଦଙ୍କୁ ଟଙ୍କା । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରୁ ଆସିଲା ସାଙ୍ଘାତିକ ଅଭିଯୋଗ
#Odisha #KanakNews #Joda #FarmerProblem
ଧାନ ଅମଳ କରି ଅପେକ୍ଷା କରିଛନ୍ତି ଚାଷୀ । କିନ୍ତୁ କିଣାଯାଉନି ଧାନ । ମିଲର୍ସଙ୍କ ଆନ୍ଦୋଳନ ଯୋଗୁଁ ସାରା ରାଜ୍ୟରେ ମଣ୍ଡିରେ ସୃଷ୍ଟି ହୋଇଛି ଅଚଳାବସ୍ଥା ।
#Odisha #RiceMillers #FarmerProblem #ArgusNews
#ଧକେଇ_ଧକେଇ_ଚାଲୁଛି_ଧାନ_କିଣା
ମିଲର ଓ ସରକାରଙ୍କ କଳିରେ ବଳି ପଡୁଛନ୍ତି ଚାଷୀ । ବାହାରି ପାରୁନି ସମାଧାନର ବାଟ । ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ନ ମିଳିବା ଯାଏଁ ଧାନ ନଉଠାଇବାକୁ ଚେତାବନୀ । ସବୁ ଜିଲ୍ଲାରେ ବନ୍ଦ ରହିବ ଧାନ ସଂଗ୍ରହ । ସରକାର କହିଲେ, ସଚେତନ ଅଛି ବିଭାଗ
#Mandi #Odisha #KanakNews #FarmerProblem
#କୁହୁଡ଼ି_ଫସଲ_ଖାଉଛି
ଚାଷୀଙ୍କୁ କଲବଲ କରୁଛି କୁହୁଡ଼ି । ନଷ୍ଟ କରିଦେଉଛି ପନିପରିବା ଫସଲ । କ୍ଷତି ସହିବା ଆଶଙ୍କାରେ ପୁରୀ ଅସ୍ତରଙ୍ଗ ଚାଷୀ । ସରକାରୀ ସହାୟତା ପାଇଁ ଦାବି
#FarmerProblem #Odisha #KanakNews #Fog
#ମକା_ବିକ୍ରି_ପାଇଁ_ମଣ୍ଡି_ନାହିଁ
ମକା ବିକ୍ରି ପାଇଁ ମଣ୍ଡି ନାହିଁ । ଚାଷୀ ପାଉନି ଉଚିତ୍ ମୂଲ୍ୟ । ଲାଭରେ ଦଲାଲ ଓ ବେପାରୀ
#FarmerProblem #Odisha #KanakNews
Last Seen Hashtags on Sotwe
dinosaur #cum
Seen from Vietnam
CHANYEOL
Seen from Indonesia
ルミナス・バレンタイン
Seen from Sweden
حصريات
Seen from France
ometv
Seen from Sweden
Orgasm
Seen from Jordan
momson() momson
Seen from United States
incesto mother & son
Seen from United Kingdom
momson((())) filter:videos
Seen from Argentina
omegle
Seen from United States
Trends for you
Most Popular Users

Elon Musk 
@elonmusk
241.2M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
112.8M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.3M followers

NASA 
@nasa
92.3M followers

Justin Bieber 
@justinbieber
91.5M followers

KATY PERRY 
@katyperry
89M followers

Taylor Swift 
@taylorswift13
82.9M followers

Lady Gaga 
@ladygaga
74.4M followers

Virat Kohli 
@imvkohli
71.9M followers

Kim Kardashian 
@kimkardashian
70.4M followers

YouTube 
@youtube
68.8M followers

Neymar Jr 
@neymarjr
64.8M followers

Bill Gates 
@billgates
64.6M followers

The Ellen Show
@theellenshow
62.4M followers

Selena Gomez 
@selenagomez
62.1M followers

CNN 
@cnn
61.8M followers

X 
@x
60.8M followers





