Top Tweets for #FeedBackOdisha
15 ମେ ରୁ ବିଭାଗକୁ ଅବଗତ କଲା ପରେ ମଧ୍ୟ କୌଣସି ପ୍ରତକ୍ରିୟା ନାହିଁ କିମ୍ବା ବିପଦପୂର୍ଣ୍ଣ ଗର୍ତ୍ତର ମରାମତି ନାହିଁ | ବିଭାଗର ଦାୟିତ୍ୱ ଓ କର୍ତ୍ତବ୍ୟକୁ ଧନ୍ୟବାଦ ନଦେଲେ ରହି ହେବନି |
@PWD_Odisha
@Ama_Shasana
#FeedBackOdisha
@HariharNath18
@samajalive

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଲାଉମାଲ ଛକରୁ ରେଙ୍ଗାଲି ରାସ୍ତାରେ ଭାରତ ପେଟ୍ରୋଲିଅମ ଗ୍ୟାସ ନିକଟରେ ରାସ୍ତା କଡରେ ବଡ଼ ଗର୍ତ୍ତ ବିପଦ ସୃଷ୍ଟି କରୁଛି।ତୁରନ୍ତ ମରାମତି ପାଇଁ ପ୍ରଶାସନ ତଥା ସମ୍ପୃକ୍ତ ବିଭାଗକୁ ଅନୁରୋଧ |🙏
@PWD_Odisha
@PWD_Sambalpur
@DmSambalpur
@CMO_Odisha
@Ama_Shasana
#RoadSafety #PublicIssue

@DM_Mayurbhanj @IPR_Odisha @SecyChief @CMO_Odisha @GaneshRamBJP @dr_kcmahapatra @rdmodisha @OdishaCeo @ECISVEEP #ବାରିପଦା ର ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ରେଳଷ୍ଟେସନ୍, ବସଷ୍ଟାଣ୍ଡ,ଜନଗହଳି ପୁର୍ଣ୍ଣ ରାସ୍ତା ରେ ହଜାର ହଜାର ବୁଲାକୁକୁରମାନଙ୍କ ଆତଙ୍କ ବାରି��ଦା ବାସୀମାନଙ୍କ ଜୀବନ ସଙ୍କଟାପନ୍ନ କରୁଛି। ବାରଂବାର ଅଭିଯୋଗପରେ ମଧ୍ୟ @baripadam ବାରଂବାର ମିଥ୍ୟାପ୍ରତିଶ୍ରୁତି ଦେଇଚାଲିଛି.
#ବୁଲାକୁକୁରଆତଙ୍କ @HUDDeptOdisha
#Feedbackodisha

@dr_kcmahapatra @dr_kcmahapatra @narendramodi
@HUDDeptOdisha @SecyChief
The lives of innocent citizens of #Baripada of #Mayurbhanj, #ODISHA are being put at risk due to the reckless attitude of the #BaripadaMuncipality @baripadam
#straydogsmenace
#FeedbackOdisha
#Mannkibaat
@baripadam @CMO_Odisha @HUDDeptOdisha @DM_Mayurbhanj @narendramodi @HUDDeptOdisha
@dr_kcmahapatra @SecyChief
@indSupremeCourt
#FeedbackOdisha
Instead of protecting #lives of city dwellers from #terror of streetdogs, @baripadam in #Mayurbhanj, #Odisha, is repeatedly resorting to lies from 2025 to 2026.
#straydogsmenace

ଆବାସ ଯୋଜନାରେ ଯୋଗ୍ୟ ବ୍ୟକ୍ତିଙ୍କୁ ଅଯୋଗ୍ୟ କରି ଆମ ସରକାରଙ୍କୁ ଭୁଲ ତଥ୍ୟ ପ୍ରଦାନ କରି ଆମ ସୁଶାସନ ବ୍ୟବସ୍ଥାର ବିରୁଦ୍ଧ|ଚରଣ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ |🙏
#Feedbackodisha
@Ama_Shasana
@CMO_Odisha
@PRDeptOdisha
@RabiNaikBJP
@block_gop
@dm_puri

@HUDDeptOdisha @CMO_Odisha @dr_kcmahapatra @ushapadhee1996 @IPR_Odisha @DC_Odisha @SecyChief @MoHUA_India @HUDDeptOdisha
#FeedbackOdisha
#Drainage
#108Ambulanceservice is unavailable due to #illegal #encroachment at Kalikapur Wardnm24,#Baripada ,
#Mayurbhanj,#Odisha
@NitinNabin @PMOIndia
@rdmodisha @DM_Mayurbhanj
@narendramodi @dr_kcmahapatra @sureshkpujari @SecyChief

@CMO_Odisha @SecyChief see see!
#feedbackodisha
At present, about 924 acres have been identified for a multi-modal logistics park near Navi Mumbai International Airport.
This raises a question—why can’t Odisha consider Cuttack as a future international aviation hub?
Near Cuttack Airport, @AdaniOnline already has around 1000 acres of land.
This area has strong potential to be developed into a multi-modal logistics park, sunrise manufacturing zone, tech park, university hub, and other modern industries.
If we compare with Mumbai’s logistics park location, Cuttack already has many natural and existing advantages that our ancestors have given us.
The area is well connected by the East Coast Railway, and multiple nearby railway stations could be developed into a suburban rail network like mumbai and berlin. It also has water connectivity through the Mahanadi River and Rengali Canal.
In terms of roads, the proposed 6lane in NH-55 and the upcoming Capital Region Ring Road (6 lane) will improve connectivity further. These routes, along with rail links directly have connected acre area to Cuttack Airport and NH-16 (6lane)
Given all these advantages, it would be worth considering why this land is being used for cement and thermal power plants instead of future-focused, non-polluting industrie, sunrise manufacturing and multimodal logistice hub.
@MohanMOdisha & @_anugarg #please_do_not_hate_cuttack
@PMOIndia @HMOIndia @narendramodi @AmitShah @DasShaktikanta @BhartruhariM @sofiafirdous1
@PandaJay @rajaaswain @debashish_mla @SriDebiMishra @jenapratap66
@gautam_adani @jeet_adani1 @PranavAdani @AdaniOnline
@jugeshinder @viegn @sudi_bhat
⬇️

@JanaSunani ସାର ଏହି ସମ୍ପୃକ୍ତ ଅଭିଯୋଗର ସମାଧାନ ହୋଇଥିବା ପଦକ୍ଷେପକୁ ସମାଧାନରେ ନଦେଇ ଅନ୍ୟ ଅଭିଯୋଗର ସମାଧାନକୁ ଏଥିରେ ଦିଆଯାଇଛି | ଦୟାକରୀ ଦୃଷ୍ଟି ଦିଅନ୍ତୁ |
#FeedbackOdisha
@Ama_Shasana
@CMO_Odisha
@CollectorBgr

ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଳକ ଅନ୍ତର୍ଗତ ବ୍ରାହ୍ମଣୀପାଲି ଗ୍ରାମର ୨୭ ବର୍ଷୀୟ ଯୁବକ ସଚିନ ଛତ୍ରିଆ ଆନ୍ଦ୍ରକୁ ଦାଦନ ଯାଇ ଦୁର୍ଘଟଣାରେ ୨୨ତାରିଖରୁ ମୃତ୍ୟୁ ହୋଇ ଆଜିଯାଏ ପଡିରହିଛନ୍ତି | ସହଯୋଗ ପାଇଁ ଆମ @MohanMOdisha ସରକାରଙ୍କୁ ସ୍ତ୍ରୀର ଆକୁଳ ନିବେଦନ |
#ଦାଦନଦୁଃଖ
#ଶବ_ଉଦ୍ଧାର
@CMO_Odisha
@BibhutiJena93
@itzsekhar @RWSS_kendrapara @RWSS_Odisha @PRDeptOdisha @RabiNaikBJP @OdishaWater @OfficialTeamATA @akshya_patra @bdoderabish1 @dmkendrapara @TejeswarParida ଆମ ଶାସନ ଥାଉ ଥାଉ ଆପଣମାନେ କାହିଁକି ଟୋଲ ଫ୍ରୀ ନମ୍ବର ରେ ଅବହେଳା କରୁଥିବା ଅଧିକାରୀ ଙ୍କ ବିରୁଦ୍ଧରେ ଜଣାଉନାହାନ୍ତି | ରିମାଇଣ୍ଡର କଲାପରେ ବି ଯଦି ଜଣେ ତା କର୍ତ୍ତବ୍ୟ କରୁନି ଅବହେଳା କରୁଛି | ତାହେଲେ ସୁନିଶ୍ଚିତ ଆମ ଶ���ସନ ରେ ଦଣ୍ଡିତ ହେବ |
#Feedbackodisha
@Ama_Shasana
ସମ୍ପୃକ୍ତ ବିଭାଗ ଏହି ସମସ୍ୟାକୁ ଦୃଷ୍ଟି ଦେଇ ସମାଧାନ କରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ | କିନ���ତୁ ପରିତାପର ବିଷୟ ସମ୍ପୃକ୍ତ ବିଭାଗ ସମସ୍ୟା ସମାଧାନ କରିଥିଲେ ବି ପ୍ରତ୍ୟୁତ୍ତର ରଖୁନାହାନ୍ତି |
#Feedbackodisha
@Ama_Shasana
@Santosh88512716 @dm_puri @JanaSunani @SecyChief @MohanMOdisha @DssoPuri @NityanandaBJP @SSEPD2 @GovernorOdisha @PravatiPOdisha ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କରି ଆମ ସରକାର ଅନେକ ପ୍ରୟାସ ଭିନ୍ନକ୍ଷମ ଭାଇ ଭଉଣୀ ମାନଙ୍କ ପାଇଁ କରୁଛନ୍ତି | କିନ୍ତୁ ଅନେକ ଏମିତି ପଦାଧିକାରୀ ଅଛନ୍ତି ଯେଉଁମାନେ ଆମ ସରକାରଙ୍କ ଉଦେଶ୍ୟକୁ ସଠିକ ରୂପାୟନ କରୁନାହାନ୍ତି | ଏଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ @CMO_Odisha ଙ୍କୁ ଅନୁରୋଧ |
@Ama_Shasana
#FeedbackOdisha
#Reminder_4
👉#ରେମୁଣା_ଗୋଲେଇରେ_ଟ୍ରାଫିକ_ସମସ୍ୟା_ଜଟିଳ
👉#ବାରମ୍ବାର_ଅଭିଯୋଗ_ପରେ_ମଧ୍ୟ_ହେଉନାହିଁ_ସମାଧାନ
👉#କେବେ_ଲାଗିବ_ଏଠାରେ_ଟ୍ରାଫିକ_ପୋଷ୍ଟ??
#FeedbackOdisha
@homeodisha @DGPOdisha @odisha_police @SPBalasore @igerbalasore @DBalasore @mvsuryawanshi Sir kindly look into the matter on priority basis & do the needful earliest..
@PrithivirajBJP @gobindamlar @pcsarangi @Ama_Shasana

👉#Reminder_3
👉#ରେମୁଣା_ଗୋଲେଇ_ରେ_ନାହିଁ_Traffic_Post
#FeedbackOdisha
@homeodisha Sir ଆପଣ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେବାର ଦୀର୍ଘ ୨ ମାସରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବାଲେଶ୍ୱର ରେମୁଣା ଗୋଲେଇ ଛକରେ Traffic Post ନିର୍ମାଣ କରାଯାଇନାହିଁ। Traffic ବ୍ୟବସ୍ଥା ବିପର୍ଯ୍ୟସ୍ତ ଯୋଗୁଁ ପ୍ରତିଦିନ ଏଠାରେ ଦୁର୍ଘଟଣା ଘଟୁଛି।
Respected @MohanMOdisha Sir @PrithivirajBJP Sir @homeodisha @DGPOdisha @SPBalasore @odisha_police @igerbalasore Sir
ଦୟାକରି ଏହି ଅଭିଯୋଗକୁ ଗୁରୁତର ସହ ନେଇ ଯଥାଶୀଘ୍ର ସମସ୍ୟାର ସମାଧାନ କରିବାକୁ ଆପଣଙ୍କୁ ବିନମ୍ର ଅନୁରୋଧ।
@gobindamlar @pcsarangi @DBalasore @mvsuryawanshi @Ama_Shasana

ଏଭଳି ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ନେଇଥିବାରୁ ମୁଁ @SpSambalpur ସାରଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି |
#ସାମାଜିକଗଣମାଧ୍ୟମ
@DmSambalpur
@odisha_police
@homeodisha
@IPR_Odisha
@Ama_Shasana
@CMO_Odisha
#FeedbackOdisha

@PRDeptOdisha @12_baje ପଦକ୍ଷେପ ନେଇଥିବାରୁ ଅଶେଷ ଧନ୍ୟବାଦ | କିନ୍ତୁ ସାର ତିଳେଇମାଲ ପ୍ରାଥମିକ ବିଦ୍ୟାଳୟ ହେଉଛି ଫାଶୀମାଲ ଗ୍ରା.ପ.ର ହେଲେ @PJamankira ସାର ରିପୋର୍ଟରେ ଦେଇଛନ୍ତି ସିରିଡ଼ ଗ୍ରା.ପ. ଭୁଲ ତଥ୍ୟ | ତେଣୁ ସଠିକ ପଦକ୍ଷେପ ସହିତ ନିର୍ଭୁଲ ତଥ୍ୟ ଦେବାକୁ ଅନୁରୋଧ |
#FeedbackOdisha
@Ama_Shasana
@CMO_Odisha
I humble request to you pls take necessary steps based on @sambad_odisha newspaper clipping.🙏
#Corruption
#FeedbackOdisha
@DmSambalpur
@CMO_Odisha
@Ama_Shasana
@12_baje
@OfficialTeamATA

#ବରିଷ୍ଠନାଗରିକଦିବସ ରେ ସମସ୍ତ ପୂଜ୍ୟାସ୍ପଦ ବରିଷ୍ଠ ନାଗରିକମାନଙ୍କୁ ଆମେ ସମସ୍ତେ ସମ୍ମାନ ଦେବା | ତାଙ୍କ ଅନୁଭୂତି ଏବଂ ଅନୁରୋଧକୁ ଆମ ପ୍ରିୟ ସରକାର ହୃଦୟଙ୍ଗମ କରିବେ ବୋଲି ଆମେ ଆଶା ରଖୁଛୁ |
#Odisha
#FeedbackOdisha
@Ama_Shasana
@SSEPD2
@CMO_Odisha
@MohanMOdisha
@NityanandaBJP

👉#Reminder_3
👉#ରେମୁଣା_ଗୋଲେଇ_ରେ_ନାହିଁ_Traffic_Post
#FeedbackOdisha
@homeodisha Sir ଆପଣ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେବାର ଦୀର୍ଘ ୨ ମାସରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବାଲେଶ୍ୱର ରେମୁଣା ଗୋଲେଇ ଛକରେ Traffic Post ନିର୍ମାଣ କରାଯାଇନାହିଁ। Traffic ବ୍ୟବସ୍ଥା ବିପର୍ଯ୍ୟସ୍ତ ଯୋଗୁଁ ପ୍ର��ିଦିନ ଏଠାରେ ଦୁର୍ଘଟଣା ଘଟୁଛି।
Respected @MohanMOdisha Sir @PrithivirajBJP Sir @homeodisha @DGPOdisha @SPBalasore @odisha_police @igerbalasore Sir
ଦୟାକରି ଏହି ଅଭିଯୋଗକୁ ଗୁରୁତର ସହ ନେଇ ଯଥାଶୀଘ୍ର ସମସ୍ୟାର ସମାଧାନ କରିବାକୁ ଆପଣଙ୍କୁ ବିନମ୍ର ଅନୁରୋଧ।
@gobindamlar @pcsarangi @DBalasore @mvsuryawanshi @Ama_Shasana

ଯାତ୍ରୀଙ୍କ ଅସୁବିଧା ତଥା ସଡ଼କ ସୁରକ୍ଷା ପାଇଁ ସମ୍ପୃକ୍ତ ବିଭାଗକୁ ଆମେ ଅବଗତ କରିଛୁ ତଥାପି ବିଭାଗ ଏଥି ପ୍ରତି ଦୃଷ୍ଟି ନ ଦେବା ଏକ ପରିତାପର ବିଷୟ @sambad_odisha
@PWD_Odisha
@CMO_Odisha
@Ama_Shasana
#FeedbackOdisha
#Roadsafety

ଲଇଡ଼ାରୁ କୁଚିଣ୍ଡା ମୁଖ୍ୟ ରାସ୍ତା ଲଇଡ଼ା ନିକଟସ୍ଥ ବୁଲାଣି ରାସ୍ତାରେ ଏକ ବିପଦପୂର୍ଣ୍ଣ ବରଗଛ ଥିଲା,ଯାହାକୁ ହଟାଇବାକୁ ଖବର କାଗଜ ସହିତ ଟ୍ୱିଟରରେ ଅଭିଯୋଗ ହୋଇଥିଲା | ପ୍ରଶାସନ କୌଣସି ପଦକ୍ଷେପ ନେଇନଥିବା ସତ୍ତ୍ୱେ ବର୍ଷା ଯୋଗୁଁ ଭାଙ୍ଗି ପଡିଲା |
#ସଡ଼କ_ସୁରକ୍ଷା
#ବିପଦ_ପୂର୍ଣ୍ଣ
@PWD_Odisha

Last Seen Hashtags on Sotwe
minichat(**)*************************** filter:videos since:2026-09-25
Seen from Turkey
japs8005 ntr
Seen from United States
AsianguysWhitegirls
Seen from United States
wmbf
Seen from United States
minichat()()()*()*()*()*+filter:videos
Seen from United States
alanyatraveſti
Seen from Turkey
handesarioglu
Seen from Germany
madewithai
Seen from United States
贫乳
Seen from United States
محارم_اخوات_حقيقى
Seen from Saudi Arabia
Trends for you
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers























