Top Tweets for #GadaChandi
#ରାଜରାଜେଶ୍ଵରୀ_ବେଶରେ_ମାଆ_ଗଡ଼ଚଣ୍ଡୀ
ଶକ୍ତି ପୀଠ ରେ ଚାଲିଛି ମା ଙ୍କ ଷୋଡ଼ଷ ଉପଚାର ପୂଜା : ଆଜି ପାଖରୁ ଶକ୍ତିପୀଠ ରେ ନବରାତ୍ରୀ ପୂଜା ଆରମ୍ଭ ହେବ। ଷୋଡ଼ଷ ଉପଚାର ପୂଜା ର ଆଜି ନବମ ଦିନ ରହିଛି। #kanaknews #odisha #SaktiPitha #gadachandi
#ଭୁବନେଶ୍ୱରୀ_ବେଶରେ_ମା_ଗଡ଼ଚଣ୍ଡୀ
ଷୋଡ଼ଷ ପୂଜାର ଚତୁର୍ଥ ଦିନ, ଭୁବନେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମା' ଗଡ଼ଚଣ୍ଡୀ
#KanakNews #Gadachandi #Katak
ଶାରଦୀୟ ଦୁର୍ଗାପୂଜା ପାଇଁ ବିଭିନ୍ନ ଶକ୍ତି ପୀଠରେ ଚାଲିଛି ଷୋଡଶ ଉପଚାର ପୂଜା। ଚଣ୍ଡୀପାଠ ଓ ହୋମଯଜ୍ଞରେ କମ୍ପୁଛି ପରିବେଶ। ବିଜୟା ଦଶମୀ ଯାଏଁ ଶକ୍ତି ପୀଠରେ ଭିନ୍ନ ଭିନ୍ନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ ଶକ୍ତିରୁପିଣୀ ମା’।
#DurgaPuja #SharadiyaPuja #CuttackChandi #Gadachandi #BhubaneswariBesha #OTV
#ଗଡ଼ଚଣ୍ଡୀଙ୍କ_ସୁନାବେଶ
ଆରମ୍ଭ ହୋଇଯାଇଛି ଷୋଡ଼ଶ ଉପଚାର ପୂଜା । ଗଣଚଣ୍ଡୀଙ୍କ ସୁନାବେଶ । ସକାଳୁ ସକାଳୁ ଭକ୍ତଙ୍କ ପ୍ରବଳ ଗହଳି
#Gadachandi #Katak #Odisha #KanakNews
ଆସୁଛନ୍ତି ମାଆ । ମୁଖରିତ ହେଲାଣି ଶକ୍ତିପୀଠ । ଧୂପ, ଦୀପ ଆଉ ମନ୍ତ୍ରୋଚ୍ଚାରଣରେ ପବିତ୍ର ହେଉଛି ପରିବେଶ। ସହସ୍ର କୁମ୍ଭାଭିଷେକରୁ ଆରମ୍ଭ ହେଉଛି ମାଆଙ୍କ ଷୋଡ଼ଶ ଉପଚାର ପୂଜା। । କଟକର ଅଧୀଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀ ଓ ଗଡ଼ଚଣ୍ଡୀ ମନ୍ଦିରରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି।
#MaaCuttackChandi #Gadachandi #Cuttack #ShaktiPeetha #SharadiyaPuja #ShodashaUpachara #TempleNews #OTV
ପବିତ୍ର ମହାନବମୀ ଅବସର ରେ ମା ଗଡଚଣ୍ଡୀ ଙ୍କ ମହାକାଳୀ ବେସ ଦର୍ଶନ କରି ଜଗତ କଲ୍ୟାଣ ପାଇଁ ପ୍ରାର୍ଥନା କଲି।
#DurgaPuja2025 #Navaratri #Cuttack #GadaChandi

Devotee Rush at Cuttack Chandi Temple: Queue System Ensures Orderly Darshan | କଟକ ଚଣ୍ଡୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ଚହଳି, ଶୃଙ୍ଖଳିତ ଦର୍ଶନ ପାଇଁ ଧାଡ଼ି ବ୍ୟବସ୍ଥା #CuttackChandiTemple #DevoteeRush #DurgaPuja2025 #QueueSystem #OdishaFestivals #OdiaNewsUpdate #Gadachandi
📍କଟକ
ଜୟ ଜୟ ଜୟ ମାଗୋ ଜଗତବନ୍ଦିନୀ। ଜୟ ଜୟ ଜୟ ମାଗୋ ବିଘ୍ନବିନାଶିନୀ ||
ଜୟ ତୁ ମଙ୍ଗଳା ମାଗୋ ଜୟ ହର ଚଣ୍ଡୀ | ତୋତେ ସୁମରିଲେ ମାଗୋ ଦୂରୀତ ଯେ ଖଣ୍ଡି ||
#cuttack #gadachandi #cuttackchandi
ମା ଗଡ଼ଚଣ୍ଡୀ ଠାକୁରାଣୀଙ୍କ ଅନ୍ନପୂର୍ଣ୍ଣା ବେଶ
#DurgaPuja #Navaratri2024 #PrameyaNews7 #Cuttack #Gadachandi

ଆଜି ଶ୍ରୀ ଶ୍ରୀ ମା ଗଡଚଣ୍ଡୀ ଙ୍କ ଷୋଡଶ ଉପଚାର ଏବଂ ନବରାତ୍ରି ପୂଜାର ଦ୍ଵିତୀୟ ଦିବସରେ ପୀଠରେ ପ୍ରସାଦ ସେବନ କରି ମାଙ୍କ ଆର୍ଶୀବାଦ ଭିକ୍ଷା କରିବା ଅବସରରେ l
ଜୟ ମା ଗଡ଼ଚଣ୍ଡୀ 🙏🏻🙇🏻♂️🌺🙌🏻
#Cuttack #Gadachandi #maa #Silvercity

ଶକ୍ତି ପୀଠ ମା’ ଗଡ଼ଚଣ୍ଡି ମନ୍ଦିରରେ ଆରମ୍ଭ ହେବ ଷୋଡଶ ଉପଚାର ପୂଜା ଓ ବେଶ, ଚାଲିଛି ଜୋରଦାର ପ୍ରସ୍ତୁତି
#PrameyaNews7 #OdishaNews #GadaChandi https://t.co/VgDZyhDeVw
Jain idols at Maa #Gadachandi Temple in #Keonjhar district situated at the bottom of Baula Hills of Anandpur. Orissa/Odisha
#jain_Gadachandi_temple
#Jain_odisha
#jain_keonjhar

Probably this is the 1st blog on #Gadachandi temple of #Keonjhar.
https://t.co/7gZPmGwcxH
And now, this is at the top of the Google search for "Gadachandi Keonjhar".
cc @itzchampak and all #Keonjharia ବନ୍ଧୁ

Once upon a time near #GadaChandi
I had clicked this one and after more than one year, I found 2 poems and one story for this one. Thank you @SangitaSethy mam for this one...
#Shubhapallaba #ଶୁଭପଲ୍ଲବ
#Shubhapallaba #ଶୁଭପଲ୍ଲବ
ନାରୀ ଖାଲି ନ ହେଉ ଦେବୀ ପୁରାଣ , ପୋଥିରେ
ପୂଜା ପାଉ ସେ ବାସ୍ତବ ଜୀବନେ ଏଇ ସମାଜରେ ।
ନପିନ୍ଧୁ ପଛେ ଗହଣା ମୂଲ୍ୟବାନ ରତ୍ନ, ମୋତି ଖଞ୍ଜା
ସମ୍ମାନ କିନ୍ତୁ ହେଉ ତାର ଅଳଙ୍କାର ପ୍ରତି ହୃଦୟରେ।
ରାଣୀ ପଛେ ନ ହେଉ କେଉଁ ଭବ୍ୟ ରାଜମହଲ ରେ
କିନ୍ତୁ ରାଣୀ ପରି ସୁବିଧାରେ ବଞ୍ଚୁ ନିଜ ଛୋଟ କୁଡ଼ିଆରେ।

@AvisekMohanty10 From, Keonjhar, I've covered #GadaChandi, #RamaChandi of #PodaSingidi, #HadgarhDam, one temple near #Chhenapadi, Chhenapadi #Laxmipuja, #Ghatagaon #Tarini #Temple, #Sanaghagara. But couldn't write on this blog. Some are on my personal blog and some are in draft.
A road near #GadaChandi pitha in #Keonjhar, #Odisha constructed through the #Hadagarh hills. On this road, you could clearly enjoy the view and could see the beautiful #Tribal Houses with different natural colors.
For more such photographs, visit https://t.co/44RDNeWzVa

@AbujhaPua @ashutosh_odisha @itzbsp My village is Banth and Banth Chhaka is named after my place Banth. From Banth Ghatagaon Tarini is 55km and 3 picnic places nearby #Hadagarh, #Gadachandi and #chakratirtha.
#bhubaneswarbuzz pic sent by @cuttackpujafestivals ・・・
Sodasa Dinatmaka Upachara Puja Abasara re Maa Gada Chandi nka
#RajarajeswariBesa
ମା" ଗଡ଼ ଚଣ୍ଡୀଙ୍କ ରାଜରାଜେଶ୍ୱରୀ
25-09-2019
#Cuttack #gadachandi
#cuttackbuzz
#bhubaneswarbuzz #beautifulodisha https://t.co/VZiIp8l6lQ…

Last Seen Hashtags on Sotwe
bursatravesti
Seen from France
ApexRider
Seen from United States
blackbreed
Seen from United States
kuruk
Seen from Netherlands
เอ้าดอร์
Seen from Thailand
bop #brat() +filter:native_video
Seen from United States
EllaHollywood
Seen from Netherlands
ballbusting
Seen from Portugal
colegiala()****** filter:videos
Seen from Chile
minichat ()*+filter:videos
Seen from Greece
Trends for you
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.9M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90.1M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers


















