Top Tweets for #GoBackPandian
History always teach us A outsider always betrayed 💔🥺.
And Today we lost our lovable cm and leader @Naveen_Odisha 🦁💛.
.
#Gobackpandian .
Pandian 🖕u dog and wolf 🐺
A healthy environment plays a crucial role in survival of all life forms on planet earth, our only home. On #WorldEnvironmentDay, let’s all pledge to protect mother nature from pollution, plant more trees and cut down carbon footprints for a sustainable future for mankind

The then Hon’ble Minister of Health & Family Welfare,GOI responded to my demand for a Super Specialty Medical College & Hospital in Kendrapara. The hijacker of CM seat in Odisha, suppressed this, didn’t support & never gave any proposal to GOI for vested interests.
#GoBackPandian
ଅତି ଚାଲାକ୍ ଲୋକଟେ ଆଉ,
କାର୍ତ୍ତିକେୟନ୍ କୁ କାର୍ତ୍ତିକ ଲେଖିଦେଲେ, ସେ ଓଡ଼ିଆ ହେଇଯିବ ନା କଣ ?
ତେଲମରା ଚାଟୁକର କ୍ରୀତଦାସ ହେବାକୁ ଭଲ ଲାଗୁଛି କି ?
ମୁଣ୍ଡ ବିକିଦେଇଛ, ଛି..
#NoVoteToBJD
#ByeByePandian
#GoBackPandian
ଆଜି ପ୍ରବଳ ଜନଗହଳି ମଧ୍ୟରେ କଟକର ବାଲିଯାତ୍ରା ପଡିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପ୍ରଚାର ବେଶ ମନମୁଗ୍ଧକର ଥିଲା। ଏହି ସଭାର ଅନ୍ୟତମ ଆକର୍ଷଣ ଥିଲେ 5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଏବଂ ଉପସ୍ଥିତ ରହିଥିଲେ ସମ୍ମାନୀୟ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ରହିଥିଲେ କଟକ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ସମସ୍ତ ସାତଟି ଯାକ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ, ଯଥାକ୍ରମେ ଆଠଗଡର ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବାଙ୍କୀର ଦେବୀ ରଞ୍ଜନ ତ୍ରିପାଠୀ, କଟକ ସଦରର ଚନ୍ଦ୍ର ସାରଥୀ ବେହେରା, ଚୌଦ୍ୱାର କଟକର ସୌଭିକ ବିଶ୍ୱାଳ, ବଡମ୍ବାର ଦେବୀ ପ୍ରସାଦ ମିଶ୍ର, ବାରବାଟୀ କଟକର ପ୍ରକାଶ ଚନ୍ଦ୍ର ବେହେରା ଓ ଖଣ୍ଡପଡ଼ାର ବିଧାୟିକା ପ୍ରାର୍ଥୀ ସାବିତ୍ରୀ ପ୍ରଧାନ।
ସମସ୍ତ କଟକବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ଅତି ଅନ୍ତରଙ୍ଗ ଓ ଭାବୋଦ୍ଦୀପକ ଥିଲା, ଯାହା କି ସମସ୍ତଙ୍କ ମନ କିଣି ନେଇଥିଲା।
ଆପଣମାନେ ସମସ୍ତେ କଟକବାସୀ ଆସନ୍ତା ମତଦାନ ଦିବସରେ ନିଶ୍ଚୟ ଆପଣଙ୍କର ଶକ୍ତି ପ୍ରଦର୍ଶନ କରିବେ ଏବଂ ଓଡ଼ିଶାର ଗର୍ବ ଓ ଗୌରବ କଟକର ସ୍ୱାଭିମାନକୁ ଅକ୍ଷୁର୍ଣ୍ଣ ରଖିବେ।
କଟକବାସୀ ସମସ୍ତଙ୍କୁ ମୋର ଅନ୍ତରର ଧନ୍ୟବାଦ। ନମସ୍କାର।
@rajaaswain #santrupt4cuttack #santruptmisra #forabettercuttack #drsantruptmisra #candidatewithadifference #bjd #naveenodisha #cuttack #Odisha #loksabhaelection2024 #jodisankha #bjddigitalwing #bjd4odisha #bijujanatadal

Last Seen Hashtags on Sotwe
Trends for you
Most Popular Users

Elon Musk 
@elonmusk
240.9M followers

Barack Obama 
@barackobama
119.2M followers

Donald J. Trump 
@realdonaldtrump
111.8M followers

Cristiano Ronaldo 
@cristiano
111.7M followers

Narendra Modi 
@narendramodi
107.1M followers

Rihanna 
@rihanna
97.9M followers

NASA 
@nasa
92.2M followers

Justin Bieber 
@justinbieber
91.2M followers

KATY PERRY 
@katyperry
88.3M followers

Taylor Swift 
@taylorswift13
82.1M followers

Lady Gaga 
@ladygaga
73.7M followers

Virat Kohli 
@imvkohli
70.9M followers

Kim Kardashian 
@kimkardashian
70.1M followers

YouTube 
@youtube
68.7M followers

Bill Gates 
@billgates
64.2M followers

Neymar Jr 
@neymarjr
63.7M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.4M followers

X 
@x
60.8M followers










