Top Tweets for #NoVoteToBJD
Only the naive will believe that Chief Minister and BJD chief Naveen Patnaik's announcement that hurriedly made just before the last phase of voting, "Pandian is not my successor"
#NoVoteToBJD 🚫
#ByeByePandian
#WATCH | On being asked about "putting VK Pandian above other BJD leaders", Odisha CM Naveen Patnaik says "I find all of this quite nonsensical..."
On VK Pandian, he further says "Party members have a great say, they have high positions, they are ministers, they are the people's representatives and they hold all powers that they should, in a democracy...After resigning from his post as an officer, he (VK Pandian) has clarified that he has joined politics..."
@Naveen_Odisha Why So Much Greedy For Power At The Age of 78 Through A Proxy, What's The Use of A Titular Head!??
#NoVoteToBJD 🚫
#NoVoteToPandian
#ByeByePandian
ECIଙ୍କୁ ଦୋଷ ଦେଲେ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୨ଅଫିସରଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ଦୁର୍ଭାଗ୍ୟଜନକ ବୋଲି ଦର୍ଶାଇ ECIଙ୍କୁ ସମାଲୋଚନା କରିବାକୁ ବି ପଛାଇନାହାନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ଏପରି କରାଯାଇଥିବା ସେ ଅଭିଯୋଗ କରିଛନ୍ତି।
#VKPandian #ECI #Odisha #OTV
#ପାଣ୍ଡିଆନଙ୍କ_ପାଇଁ_ରଥଦାଣ୍ଡରେ_ହେଲିପ୍ୟାଡ୍ !
କେନ୍ଦ୍ରାପଡ଼ାରେ ପାଣ୍ଡିଆନଙ୍କ ପାଇଁ ରଥଦାଣ୍ଡରେ ହେଲିପ୍ୟାଡ଼କୁ ନେଇ କେଁ । ହେଲିପ୍ୟାଡ୍ ପାଇଁ ରଥଦାଣ୍ଡକୁ ଖୋଳି ବାରିକେଡ୍ କରିବାକୁ ବିରୋଧ । ଗାତ ଖୋଳିଲା ବେଳେ ବିରୋଧ କରି ରୋକିଲେ ସ୍ଥାନୀୟ ଲୋକେ ।
#Helipad #Kendrapara #Odisha #OTV
Campaigning at Bhadrak for Indian National Congress - Odisha candidates in full swing.
#Elections2024 #HaathBadlegaHalaat #VoteForCongress #YuvaNYAY #LokSabhaElection2024 #NoVoteToBJP #NoVoteToBJD

"Pandian of today is like Sanjay Gandhi of then. The more the junior Gandhi toured amid fanfare, the more people got angrier and voted against..." I write on what I saw & heard abt Naveen Patnaik, Pandian & #Odisha politics. @TheFederal_News @Naveen_Odisha
https://t.co/f4SnMHFdoG
Govt Scheme: କନ୍ୟାରତ୍ନ ପାଇଁ ସରକାରଙ୍କ ଅମୂଲ୍ୟ ଯୋଜନା, ମିଳିବ ୫୦୦୦୦ !
#govtscheme
https://t.co/GpnGNaHWcC
#କେନ୍ଦ୍ରାପଡ଼ାରେ_CM_ନବୀନ_ପଟ୍ଟନାୟକଙ୍କ_ପ୍ରଚାର
ସରକାରଙ୍କ ବିଭିନ୍ନ ଯୋଜନା ଭଲ କି ପଚାରିଲେ ନବୀନ
ଜୁଲାଇରୁ ବିଜୁଳି ବିଲ୍ ଆସିବ ନାହିଁ: ମୁଖ୍ୟମନ୍ତ୍ରୀ
BJD ସରକାର ବିଜୁଳି ମାଗଣା ଦେବ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
@bjd_odisha @Naveen_Odisha @jenapratap66

Same To Same.....Ditto Alike Kejriwal LOL 😎
🚨 Someone tell Pandian that as BJD moved from Biju Babu to Naveen Babu to Pandian, Odisha has changed completely.
Now we Odias vote for Development, To Establish Dharma and Odia Asmita/Odia Swabhimana 🔥
#NoVoteToBJD 🚫
A Man with a Golden Heart. Humble and Down to Earth.
BJD leader Shri. Kartik Pandian arrived at a polling station in #Bhubaneswar by an auto to cast his vote.
Let's participate in the festival of democracy and exercise your franchise.
Let's all join together and increase the voting percentage.
🚨Media Buzz
BJD is Likely To Get 65-75 Seats If Fall Short of Majority Mark they are likely to Forge An Alliance With Congress on Advise of I.N.D.I.Alliance Partner DMK 's Stalin Baap-Beta
#NoVoteToBJD 🚫
ରାସ୍ତା ପାଇଁ ଭୋଟ ଦେଲେନି । ଭୋଟ ବର୍ଜନ କଲେ ଢେଙ୍କାନାଳ, କୃଷ୍ଣପ୍ରସାଦ ବାଘମୁଣ୍ଡାର ୫୦୦ ଭୋଟର । #KanakNews https://t.co/GYmX6LadfJ
ଭୁବନେଶ୍ବର, ପୁରୀ, କଟକ, ସମ୍ବଲପୁର, କେନ୍ଦୁଝର ଓ ଢ଼େଂକାନାଳର ଜନାତା ଜନାର୍ଦ୍ଦନ ଆଜି ମତଦାନ କରୁଛନ୍ତି #ପରିବର୍ତ୍ତନ ପାଇଁ।
#ଓଡ଼ିଆଅସ୍ମିତା
#NoVoteToBJD
#ତାମିଲ_ହଟାଅ_ଓଡ଼ିଶା_ବଂଚାଅ
🚨Media Buzz
BJD is Like To Get 65-75 Seats If Fall Short of Majority Mark they are likely to Forge An Alliance With Congress on Advise of I.N.D.I.Alliance Partner DMK 's Stalin Baap-Beta
#NoVoteToBJD 🚫

BJD କୁ ଭୋଟ ଦେବା ପୂର୍ବରୁ ଥରେ ଭାବିବେ ,
ଆପଣଙ୍କ ସ୍ବାସ୍ଥ୍ୟ ଖରାପ୍ ହେଲେ ଏୟାର ଲିଫ୍ଟ କରାଇ ପାରିବ ତ ?
#NoVotetoBJD
#NoVoteToBJD 🚫
ସୁଜଳାମ ସୁଫଳାମ ମଳୟଜ ଶୀତଳାମ
ଶଷ୍ୟଶ୍ୟାମଳାମ ମାତରଂ....ବନ୍ଦେ ମାତରଂ
ହେ ନବୀନ ବାବୁ ଆମେ ତମ FAN .......🐒
ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା
ଗାଁ ଗାଁ କୁ ପକ୍କା ରାସ୍ତା.... ଗାଁ ଗାଁ କୁ ଲକ୍ଷ୍ମୀ ବସ 🚚
#GeneralElections2024
#OdishaElections2024
#OdishareHebaBJPSarkar 🌷🌷

ଅତି ଚାଲାକ୍ ଲୋକଟେ ଆଉ,
କାର୍ତ୍ତିକେୟନ୍ କୁ କାର୍ତ୍ତିକ ଲେଖିଦେଲେ, ସେ ଓଡ଼ିଆ ହେଇଯିବ ନା କଣ ?
ତେଲମରା ଚାଟୁକର କ୍ରୀତଦାସ ହେବାକୁ ଭଲ ଲାଗୁଛି କି ?
ମୁଣ୍ଡ ବିକିଦେଇଛ, ଛି..
#NoVoteToBJD
#ByeByePandian
#GoBackPandian
ଆଜି ପ୍ରବଳ ଜନଗହଳି ମଧ୍ୟରେ କଟକର ବାଲିଯାତ୍ରା ପଡିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପ୍ରଚାର ବେଶ ମନମୁଗ୍ଧକର ଥିଲା। ଏହି ସଭାର ଅନ୍ୟତମ ଆକର୍ଷଣ ଥିଲେ 5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଏବଂ ଉପସ୍ଥିତ ରହିଥିଲେ ସମ୍ମାନୀୟ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ରହିଥିଲେ କଟକ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ସମସ୍ତ ସାତଟି ଯାକ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ, ଯଥାକ୍ରମେ ଆଠଗଡର ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବାଙ୍କୀର ଦେବୀ ରଞ୍ଜନ ତ୍ରିପାଠୀ, କଟକ ସଦରର ଚନ୍ଦ୍ର ସାରଥୀ ବେହେରା, ଚୌଦ୍ୱାର କଟକର ସୌଭିକ ବିଶ୍ୱାଳ, ବଡମ୍ବାର ଦେବୀ ପ୍ରସାଦ ମିଶ୍ର, ବାରବାଟୀ କଟକର ପ୍ରକାଶ ଚନ୍ଦ୍ର ବେହେରା ଓ ଖଣ୍ଡପଡ଼ାର ବିଧାୟିକା ପ୍ରାର୍ଥୀ ସାବିତ୍ରୀ ପ୍ରଧାନ।
ସମସ୍ତ କଟକବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ଅତି ଅନ୍ତରଙ୍ଗ ଓ ଭାବୋଦ୍ଦୀପକ ଥିଲା, ଯାହା କି ସମସ୍ତଙ୍କ ମନ କିଣି ନେଇଥିଲା।
ଆପଣମାନେ ସମସ୍ତେ କଟକବାସୀ ଆସନ୍ତା ମତଦାନ ଦିବସରେ ନିଶ୍ଚୟ ଆପଣଙ୍କର ଶକ୍ତି ପ୍ରଦର୍ଶନ କରିବେ ଏବଂ ଓଡ଼ିଶାର ଗର୍ବ ଓ ଗୌରବ କଟକର ସ୍ୱାଭିମାନକୁ ଅକ୍ଷୁର୍ଣ୍ଣ ରଖିବେ।
କଟକବାସୀ ସମସ୍ତଙ୍କୁ ମୋର ଅନ୍ତରର ଧନ୍ୟବାଦ। ନମସ୍କାର।
@rajaaswain #santrupt4cuttack #santruptmisra #forabettercuttack #drsantruptmisra #candidatewithadifference #bjd #naveenodisha #cuttack #Odisha #loksabhaelection2024 #jodisankha #bjddigitalwing #bjd4odisha #bijujanatadal

Last Seen Hashtags on Sotwe
Most Popular Users

Elon Musk 
@elonmusk
240.9M followers

Barack Obama 
@barackobama
119.2M followers

Donald J. Trump 
@realdonaldtrump
111.8M followers

Cristiano Ronaldo 
@cristiano
111.7M followers

Narendra Modi 
@narendramodi
107.1M followers

Rihanna 
@rihanna
97.9M followers

NASA 
@nasa
92.2M followers

Justin Bieber 
@justinbieber
91.1M followers

KATY PERRY 
@katyperry
88.3M followers

Taylor Swift 
@taylorswift13
82.1M followers

Lady Gaga 
@ladygaga
73.6M followers

Virat Kohli 
@imvkohli
70.8M followers

Kim Kardashian 
@kimkardashian
70.1M followers

YouTube 
@youtube
68.7M followers

Bill Gates 
@billgates
64.2M followers

Neymar Jr 
@neymarjr
63.7M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.3M followers

X 
@x
60.8M followers





















