Top Tweets for #GoBackbjp
Tamil Nadu aur South India ke tarah hin #Bihar me bhi #GoBackModi aur #GoBackBJP ka poster Lagna chahiye ab .
#BiharFlood .
ଓଡ଼ିଶାର ଅଧିକାର ପାଇଁ ରାଜରାସ୍ତାରେ ବିଜେଡିର ଲଢ଼େଇ। ମାଟି, ମା' ଓ ଖଣିଜ ସମ୍ପଦର ଅଧିକାର ସୁରକ୍ଷା ପାଇଁ ଏକାଠି ହୋଇଛି ଓଡ଼ିଶା। ସଂଶୋଧିତ MMDR ଆଇନ ପ୍ରତ୍ୟାହାର ନହେବା ଯାଏଁ ସ୍ୱର ଉଠିବ।
#BJPAntiOdisha #FakeBJP #FraudBJP #GobackBJP #MMDRAct2026
କାହା ସ୍ୱାର୍ଥରେ ସଂଶୋଧିତ MMDR ଆଇନକୁ ସମର୍ଥନ ଦେଲା ଓଡିଶା ବିଜେପି।
#BJPAntiOdisha #FakeBJP #FraudBJP #GobackBJP #MMDRAct2026

ଓଡ଼ିଶାର ହକ୍ ଓ ସ୍ୱାର୍ଥର ଲଢ଼େଇରେ ରାଜରାସ୍ତାରେ ଜନତାଙ୍କ ସହ ଜନନେତା। ନ୍ୟାୟର ଏହି ସ୍ୱର MMDR ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଥମିବ ନାହିଁ।
#BJPAntiOdisha #FakeBJP #FraudBJP #GobackBJP #MMDRACT2026


ଓଡ଼ିଶା ବିରୋଧୀ ସଂଶୋଧିତ MMDR ଆଇନ ବିରୋଧରେ ସ୍ୱର ଉଠାଇବାର ସମୟ ଆସିଛି। ଏକାଠି ହୁଅନ୍ତୁ, ସ୍ୱର ଉଠାନ୍ତୁ।
#BJPAntiOdisha #MMDRAct2026 #FakeBJP #FraudBJP #GoBackBJP
ଓଡ଼ିଶାର ଖଣି ଆମ ମାଟିର ସମ୍ପତ୍ତି, କେହି ଜୋର-ଜବରଦସ୍ତି ଛଡ଼ାଇ ନେଇପାରିବେନି✊।
ମାଟି ମା’ର ଅଧିକାର ଓ ସ୍ୱାଭିମାନ ପାଇଁ ସଂଶୋଧିତ #MMDR କଳା ଆଇନ ପ୍ରତ୍ୟାହାର ଦାବିରେ ସ୍ୱର ଉଠାନ୍ତୁ।
ଆମେ ଭୁବନେଶ୍ୱର ଚାଲିଲୁ, ଆପଣ ବି ସାମିଲ ହୁଅନ୍ତୁ। 🚩
#BJPAntiOdisha #MMDRAct2026 #FraudBJP #GoBackBJP #SaveOdishaMines

ଖଣି ଆମର, ହକ୍ ବି ଆମର
୨୮ସେପ୍ଟେମ୍ବର ଚାଲ ଭୁବନେଶ୍ୱର।
#MMDRAct2026 #BJPAntiOdisha #GoBackBJP #FakeBJP #FraudBJP #DrPramodMallick

ଆସନ୍ତୁ ସଭିଏଁ ଏକାଠି ହେବା, ଓଡ଼ିଶାର ଅଧିକାର ପାଇଁ ସ୍ୱର ଉଠାଇବା। ଆସନ୍ତା ୨୮ ସେପ୍ଟେମ୍ବରରେ BJD ସହ ମିଶି, ସଂଶୋଧିତ MMDR ଆଇନର ପ୍ରତିବାଦ କରିବା।
#BJPAntiOdisha #FakeBJP #FraudBJP #GoBackBJP #MMDRAct2026

ଓଡ଼ିଶାର ସ୍ୱାର୍ଥ ପାଇଁ ନିରବ ରହିବା ନୁହେଁ, ଏକାଠି ହୋଇ ସ୍ୱର ଉଠାଇବା।
୨୮ ସେପ୍ଟେମ୍ବରରେ BJD ସହ ମିଶି, ସଂଶୋଧିତ MMDR ଆଇନ ପ୍ରତ୍ୟାହାର ଦାବିକୁ ଆହୁରି ଦୃଢ଼ କରିବା।
#BJPAntiOdisha #FakeBJP #FraudBJP #GoBackBJP #MMDRAct2026

ଓଡ଼ିଶାର ସ୍ୱାର୍ଥ ପାଇଁ ନିରବ ରହିବା ନୁହେଁ, ଏକାଠି ହୋଇ ସ୍ୱର ଉଠାଇବା।
୨୮ ସେପ୍ଟେମ୍ବରରେ BJD ସହ ମିଶି, ସଂଶୋଧିତ MMDR ଆଇନ ପ୍ରତ୍ୟାହାର ଦାବିକୁ ଆହୁରି ଦୃଢ଼ କରିବା।
#BJPAntiOdisha #FakeBJP #FraudBJP #GoBackBJP #MMDRAct2026

ନାରୀଙ୍କ ସମ୍ମାନ ସହ ଖେଳ ନୁହେଁ, ଏହା ଅପରାଧ। ସୋସିଆଲ ମିଡ଼ିଆରେ ଚରିତ୍ର ସଂହାର ବିରୋଧରେ ବିଜେଡିର ଦୃଢ଼ ପ୍ରତିବାଦ।
#BJPAntiOdisha #FakeBJP #FraudBJP #GobackBJP
ସଂଶୋଧିତ MMDR ଆଇନ ବିରୋଧରେ ରାୟଗଡାରେ ଏକାଠି ଓଡ଼ିଶାର ସ୍ୱର। ରାଜ୍ୟର ହକ୍ ପାଇଁ ବିଜେଡିର ବିଶାଳ ବିକ୍ଷୋଭ ଶୋଭାଯାତ୍ରା।
#BJPAntiOdisha #FakeBJP #FraudBJP #GoBackBJP #BijuJanataDalOdisha #BJDForPeople #BJDForOdisha #MMDRAct2026

ଓଡ଼ିଶାର ଖଣିଜ ସମ୍ପଦ ପାଇଁ ଯେଉଁମାନେ ସଂସଦରେ ସ୍ୱର ଉଠାଇବା କଥା, ସେମାନେ ଚୁପ୍।
କିନ୍ତୁ ଓଡ଼ିଶା ପାଇଁ ବିଜେଡିର ଲଢ଼େଇ ଜାରି ରହିବ। ସଂଶୋଧିତ MMDR ଆଇନ ପ୍ରତ୍ୟାହାର ନହେବା ଯାଏଁ ଆନ୍ଦୋଳନ ଥମିବନି।
#MMDRAct2026 #BJPAntiOdisha #FakeBJP #FraudBJP #GoBackBJP
ଓଡ଼ିଶାର ସମ୍ପଦ, ଓଡ଼ିଶାର ଅଧିକାର। ସଂଶୋଧିତ MMDR ଆଇନ ବିରୋଧରେ ଆଉ ଦୃଢ଼ ହେବ ଆନ୍ଦୋଳନ। ସେପ୍ଟେମ୍ବର ୨୮ରେ ବିଜେଡି ସହ ହାତ ମିଳାନ୍ତୁ, ଓଡ଼ିଶାର ସ୍ୱାର୍ଥ ପାଇଁ ସ୍ୱର ଉଠାନ୍ତୁ।
#BJPAntiOdisha #FakeBJP #MMDRAct2026 #GoBackBJP #BJDForPeople #BJDForOdisha

ପିଲାଙ୍କ ହାତରେ ତ୍ରୁଟିପୂର୍ଣ୍ଣ ବହି ଦେଇ ଶିକ୍ଷାର ଭବିଷ୍ୟତ ସହ ଖେଳ ଚଳିବ ନାହିଁ। ଶିକ୍ଷା ବଞ୍ଚାଇବା ପାଇଁ ରାଜରାସ୍ତାରେ ବିଜେଡିର ଆନ୍ଦୋଳନ।
ଦାବି ସ୍ପଷ୍ଟ..ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଣ ହେଉ, ଦାୟିତ୍ୱ ନିଅନ୍ତୁ ଗଣଶିକ୍ଷାମନ୍ତ୍ରୀ।
#BJPAntiOdisha #FakeBJP #FraudBJP #GoBackBJP

ଓଡ଼ିଶାର ସମ୍ପଦ ଉପରେ ଓଡ଼ିଶାର ଅଧିକାରକୁ କମାଇବା ପାଇଁ ଯେତେ ବଡ଼ ଆଇନ ଆସୁନା କାହିଁକି, ଓଡ଼ିଶାର ସ୍ୱରକୁ ଚାପି ଦିଆଯାଇପାରିବ ନାହିଁ। ଏ ମାଟିର ସମ୍ପଦ ଉପରେ ଏ ମାଟିର ଲୋକଙ୍କ ହକ୍। ଓଡ଼ିଶାର ଅଧିକାର ପାଇଁ ଜବାବ ମାଗିବ ଓଡ଼ିଶା।
#OdishaFirst #BJPAntiOdisha #GoBackBJP #MMDRACT2026 #MMDR
ଓଡ଼ିଶାର ଖଣିଜ ସମ୍ପଦରୁ ଆସୁଥିବା ରାଜସ୍ୱରେ ତିଆରି ହୁଏ ରାସ୍ତା, ସ୍କୁଲ, ହସ୍ପିଟାଲ ଓ ଜନକଲ୍ୟାଣ କାମ। ଏହି ଅଧିକାର ଦୁର୍ବଳ ହେଲେ ଓଡ଼ିଶାର ବିକାଶ ମଧ୍ୟ ପ୍ରଭାବିତ ହେବ। ଆଜି GEN Z ପଚାରୁଛି, ଓଡ଼ିଶାର ସ୍ୱାର୍ଥ ବିରୋଧରେ MMDR ସଂଶୋଧନକୁ ବିଜେପି କାହିଁକି ସମର୍ଥନ କଲା?
#BJPAntiOdisha #GoBackBJP #MMDRAct2026
ସଂଶୋଧିତ MMDR ଆଇନକୁ ନେଇ ଚୁପ୍ ରହି ଓଡ଼ିଶା ପ୍ରତି ଅନ୍ୟାୟ କରିଛି ବିଜେପି ସରକାର। ଏହି ଅନ୍ୟାୟର ଜବାବ ଦେବା ସହ ଓଡ଼ିଶାର ଅଧିକାର ପାଇଁ ବିଜେଡି ଲଢ଼ୁଛି, ଆଗକୁ ମଧ୍ୟ ଲଢ଼ିବ।
#BJPAntiOdisha #FakeBJP #FraudBJP #GobackBJP #MMDRACT2026 #MMDR
Last Seen Hashtags on Sotwe
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.4M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.4M followers

Bill Gates 
@billgates
65.2M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers















