Top Tweets for #HumaneSagarDeath
#ହ୍ୟୁମାନଙ୍କ_ମୃତ୍ୟୁ; #ଅନୁଭବଙ୍କ_ବଡ଼_ବୟାନ
ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁକୁ ନେଇ ବଡ଼ ବୟାନ ଦେଇଛନ୍ତି ଅଭିନେତା ଅନୁଭବ ମହାନ୍ତି।
#Sambad #HumaneSagar #HumaneSagarDeath #OdiaSinger #OdiaEntertainment #AnubhavMohanty #Investigation #JusticeForHumaneSagar #OdiaNews #MusicIndustry
#ହ୍ୟୁମାନ୍_ମୃତ୍ୟୁ #ବଡ଼_ଅପଡେଟ୍
ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁକୁ ନେଇ ମା’ ଶେଫାଳୀଙ୍କ ଏତଲା ପ୍ରସଙ୍ଗ। କଟକ ଡିସିପି ଋଷିକେଶ ଖିଲାରୀ କହିଲେ, ଏତଲା ଆଧାରରେ ତଦନ୍ତ କରାଯାଉଛି। ଏତଲାରେ ଥିବା ବ୍ୟକ୍ତି ତଦନ୍ତ ପରିସରଭୁକ୍ତ ହେବେ।
#HumaneSagarDeath #CuttackPolice #OdishaNews #OdishaTV #OTV
#Cuttack : Singer Humane Sagar death case | Cuttack DCP Reshikesh Khilari said that the investigation into the case has begun. A medical report from AIIMS Bhubaneswar has been sought. He added that all those named in the FIR will be interrogated.
#HumaneSagarDeath #CuttackDCP #AIIMSBhubaneswar

#WATCH Humane Sagar Death Case: Odisha Police To Summon & Question All Named In FIR
#odisha
#humanesagardeath
#kalingatv
ହ୍ୟୁମାନ୍ ସାଗର ମୃ୍ତ୍ୟୁ ମାମଲାର ଖୋଳତାଡ଼: ସିସିଟିଭି ରେକର୍ଡ, ବ୍ୟାଙ୍କ୍ ତଥ୍ୟ ଓ ସିଡିଆର୍ ମଗାଇଲା ପୁଲିସ
#humansagar #police #prameyadigital #PrameyaOdia #humanesagardeath #deathcontroversy #shefalisuna #dineshbehera #OdishaNews #CuttackPolice #BreakingNews #Odishaupdates #PrameyaOdia #prameyadigital
https://t.co/UBajcHZuSZ
ସିଙ୍ଗର ହ୍ୟୁମାନ ସାଗର ମୃତ୍ୟୁର ୧ ମାସ ପରେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ମାଆ ଶେଫାଳି ସୁନା। ଦୁଇ ମ୍ୟାନେଜରଙ୍କ ସହ ଅର୍ପିତା ଚୌଧୁରୀ ଓ ବୋହୁ ନାଁ ଏତଲାରେ ଉଲ୍ଲେଖ କରିଛନ୍ତି ହ୍ୟୁମାନଙ୍କ ମା‘।
#HumaneSagar #HumaneSagarDeath #ShefaliSuna #PoliceComplaint #OTV
ଥାନାରେ ଏତଲା ଦେବା ପରେ ଆବେଗଭରା ମନ୍ତବ୍ୟ ଦେଲେ ହ୍ୟୁମାନଙ୍କ ମା’। ସେ କ’ଣ କହିଛନ୍ତି ଶୁଣନ୍ତୁ।
#HumaneSagar #ShefaliSuna #HumaneSagarDeath #OdiaSinger #JusticeForHumaneSagar #OTV
#ହ୍ୟୁମାନ_ମୃତ୍ୟୁ:#ମାମଲା_ରୁଜୁ_କଲା_ପୋଲିସ
-କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ଘଟଣା; ମାମଲା ରୁଜୁ କଲା ପୋଲିସ
-ମା’ଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କଲା ମର୍କତ ନଗର ପୋଲିସ
-BNS ୩୫୬/୨, ୬୧/୨ବି, ୩୧୮/୪, ୧୧୫/୨, ୩୫୧/ବି, ୩୦୫ଧାରାରେ ମାମଲା ରୁଜୁ
#HumanSagar #HumaneSagarDeath #HumanSagarCase #OdiaSinger #HumanSagarFIR #JusticeForHumanSagar #OdishaNews #Ollywood #OTV

#ବୋହୁ_ଶ୍ରେୟା_ନାଁରେ_ଏତଲା
‘ବୋହୂ ନାଁ ମଧ୍ୟ ଏତଲାରେ ରହିଛି, ଏନେଇ ବୋହୂ ମୋତେ ଫୋନ୍ କରିଥିଲା।‘ବୋହୂ ନିର୍ଦ୍ଦୋଶ ହେଲେ ରହିବ, ଦୋଷୀ ହେଲେ ରହିବ, ବୋହୂ ଆଉ କୁଆଡେ ଯିବ’: ହ୍ୟୁମାନଙ୍କ ମାଆ ଶେଫାଳି ସୁନା।
#HumaneSagar #ShefaliSuna #HumaneSagarDeath #OdiaSinger #JusticeForHumaneSagar #OTV
#Cuttack : Humane Sagar death case | In FIR lodged at Markatngar PS, Humane's mother demands examination of various perosns who were in contact with her son
#HumaneSagarDeath #Mother #MarkatnagarPS

#Cuttack : Singer Humane Sagar death case | Humane’s mother lodged an FIR at Markatnagar police station, alleging that her son was tortured and demanding an investigation into the incident
#HumaneSagarDeath #MarkatnagarPS #MotherLodgesFIR

ଯେବେ ଷ୍ଟୁଡିଓ ଯାଉଛି ସେବେ ହ୍ୟୁମାନଙ୍କ କଥା ମନେ ପଡୁଛି, ବହୁତୁ ଦୁଃଖ ଲାଗୁଛି ...ସେ ଆମ ହୃଦୟରେ ଅଛନ୍ତି ତାଙ୍କୁ ଆମେ ମନେ ପକେଇବୁ କଣ : Aseema Panda
#Aseemapanda #Odiasong #prameyanews7 #HumaneSagar #TopNews #Studio #HumanesagarDeath #TopStory #Odianews
#Bolangir: In the death case of singer Humane Sagar, his wife Shreya Mishra today demanded an investigation, stating that the mystery behind her husband’s death must be unearthed.
#HumaneSagarDeath #Wife #ShreyaMishra #Investigation

#ଦିନେଶଙ୍କ_ନାଁରେ_ପୁଣି_ଥାନାରେ_ଏତଲା
କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣା । ମ୍ୟାନେଜର ଦିନେଶଙ୍କ ନାଁରେ ପୁଣି ଥାନାରେ ଏତଲା । ହ୍ୟୁମାନଙ୍କ ମା'ଙ୍କୁ ଦିନେଶ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ଅଭିଯୋଗରେ ଏହି ଏତଲା ଦିଆଯାଇଛି ।
#ArgusNews #humanesagar #HumaneSagarDeath #controversy
#ହ୍ୟୁମାନ_ମୃତ୍ୟୁ: କଟକ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ, ହ୍ୟୁମାନଙ୍କ ୩ ସହଯୋଗୀଙ୍କ ନାଁରେ ଅଭିଯୋଗ କଲେ ନିର୍ଦ୍ଦେଶକ ଜିତୁ ରାଉତ
#HumaneSagarDeath #JituRoutAllegations #ManagerScandal #CuttackPolice #OTV
କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ଘଟଣାକୁ ନେଇ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନାରେ ହ୍ୟୁମାନ ସାଗରଙ୍କ ଦୁଇ ମ୍ୟାନେଜର ପ୍ରଶାନ୍ତ ବେହେରା ଓ ଦିନେଶ ବେହେରା ନାମରେ ଏତଲା ।
#ArgusNews #humanesagar #HumaneSagarDeath #controversy
ହ୍ୟୁମାନ ସାଗର ଜନ୍ମ ଦିନ ଆଜି ନୁହଁ ବୋଲି କହିଲେ ସମ୍ପର୍କୀୟ ଭାଇ ।
#ArgusNews #humanesagar #odiasinger #controversy #HumaneSagarDeath
ହ୍ୟୁମାନଙ୍କ ଆଠଗଡ଼ ଷ୍ଟେଜ୍ ସୋର ଭିଡିଓ; କହିଥିଲେ, ଦେହ ଭଲ ନାହିଁ....#HumaneSagarDeath
ପଢ଼ନ୍ତୁ ପୂରା ଖବର:
https://t.co/YsTDnTJjXb
Humane Sagar Death: ପ୍ରଥମ ଥର ସାମ୍ନାକୁ ଆସିଲା ଅର୍ପିତାଙ୍କ କଥା, ଗୀତିକାର କହିଲେ...#HumaneSagarDeath
ପଢ଼ନ୍ତୁ ପୂରା ଖବର:
https://t.co/ud2F4AZKJb
ଦୁଇ ବର୍ଷ ତଳୁ ଅସୁସ୍ଥ ଥିଲେ ହ୍ୟୁମାନ ସାଗର। ମୃତ୍ୟୁ ପରେ ଭାଇରାଲ ହେଉଛି ଭିଡିଓ।
#HumaneSagar #HumaneSagarDeath #ViralVideo #Odisha #OTV
Last Seen Hashtags on Sotwe
桜かろん
Seen from Japan
แนวครอบครัวแม่ลูก
Seen from Thailand
nolimit() nolimit filter:native_video
nolimit() +filter:native_video
Seen from United States
ديوووث_متحرر
altcoin
Seen from United States
NATIONPLAY
Seen from Algeria
shindol
Seen from United States
ensest
Seen from Turkey
tongan
Seen from United States
Most Popular Users

Elon Musk 
@elonmusk
240.4M followers

Barack Obama 
@barackobama
119.3M followers

Donald J. Trump 
@realdonaldtrump
111.7M followers

Cristiano Ronaldo 
@cristiano
110.2M followers

Narendra Modi 
@narendramodi
107M followers

Rihanna 
@rihanna
97.6M followers

NASA 
@nasa
92.1M followers

Justin Bieber 
@justinbieber
90.8M followers

KATY PERRY 
@katyperry
87.5M followers

Taylor Swift 
@taylorswift13
81.3M followers

Lady Gaga 
@ladygaga
72.8M followers

Kim Kardashian 
@kimkardashian
69.7M followers

Virat Kohli 
@imvkohli
69.6M followers

YouTube 
@youtube
68.7M followers

Bill Gates 
@billgates
63.8M followers

The Ellen Show
@theellenshow
62.5M followers

Neymar Jr 
@neymarjr
62.3M followers

CNN 
@cnn
61.9M followers

X 
@x
60.8M followers

Selena Gomez 
@selenagomez
60.6M followers







