Top Tweets for #JusticeForHumaneSagar
#ହ୍ୟୁମାନଙ୍କ_ମୃତ୍ୟୁ; #ଅନୁଭବଙ୍କ_ବଡ଼_ବୟାନ
ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁକୁ ନେଇ ବଡ଼ ବୟାନ ଦେଇଛନ୍ତି ଅଭିନେତା ଅନୁଭବ ମହାନ୍ତି।
#Sambad #HumaneSagar #HumaneSagarDeath #OdiaSinger #OdiaEntertainment #AnubhavMohanty #Investigation #JusticeForHumaneSagar #OdiaNews #MusicIndustry
ଥାନାରେ ଏତଲା ଦେବା ପରେ ଆବେଗଭରା ମନ୍ତବ୍ୟ ଦେଲେ ହ୍ୟୁମାନଙ୍କ ମା’। ସେ କ’ଣ କହିଛନ୍ତି ଶୁଣନ୍ତୁ।
#HumaneSagar #ShefaliSuna #HumaneSagarDeath #OdiaSinger #JusticeForHumaneSagar #OTV
#ବୋହୁ_ଶ୍ରେୟା_ନାଁରେ_ଏତଲା
‘ବୋହୂ ନାଁ ମଧ୍ୟ ଏତଲାରେ ରହିଛି, ଏନେଇ ବୋହୂ ମୋତେ ଫୋନ୍ କରିଥିଲା।‘ବୋହୂ ନିର୍ଦ୍ଦୋଶ ହେଲେ ରହିବ, ଦୋଷୀ ହେଲେ ରହିବ, ବୋହୂ ଆଉ କୁଆଡେ ଯିବ’: ହ୍ୟୁମାନଙ୍କ ମାଆ ଶେଫାଳି ସୁନା।
#HumaneSagar #ShefaliSuna #HumaneSagarDeath #OdiaSinger #JusticeForHumaneSagar #OTV
ସମାଧିରେ ମୁଣ୍ଡ ବାଡେଇ କାନ୍ଦିଲେ ହ୍ୟୁମାନଙ୍କ ପତ୍ନୀ
ହ୍ୟୁମାନଙ୍କ ମୃତ୍ୟୁ ପରେ ପ୍ରଥମ କରି ସମାଧି ସ୍ଥଳରେ ପହଞ୍ଚିଲେ ପତ୍ନୀ
ସମାଧି ପୀଠରେ ପହଞ୍ଚି ମୁଣ୍ଡ ବାଡେଇ କାନ୍ଦିଲେ ପତ୍ନୀ ଶ୍ରେୟା ମିଶ୍ର
ସମାଧିରୁ କିଛି ମାଟି ମଧ୍ୟ ରୁମାଲରେ ସଂଗ୍ରହ କରି ରଖିଲେ
#Titlagarh #HumaneSagar #JusticeForHumaneSagar #SriyaMishra #ArgusNews
ଟିଟିଲାଗଡ଼ରେ ହ୍ୟୁମାନଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବାକୁ ଆସି ତାଙ୍କ ମା’ଙ୍କୁ ଭେଟିଲେ ଅନୁଭବ ମହାନ୍ତି... #Titlagarh #HumaneSagar #JusticeForHumaneSagar #InvestigationDemanded #AnubhavMohanty #prameyanews7
ହ୍ୟୁମାନ ସାଗରଙ୍କ ମା'ଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଘଟଣା,ମହିଳା ଥାନାରେ ଏତଲା ଦେଲା ରାଜ୍ୟ ମାନବାଧିକାର ପରିଷଦ #HumanSagar #OdishaNews #HumanRights #OdishaPolice #WomenSafety #StateHumanRightsCommission #OdishaCurrentAffairs #OdishaSociety #JusticeForHumaneSagar #OdishaJustice #OdishaMedia #OdishaPeople #prameyadigital #PrameyaOdia
#ହ୍ୟୁମାନଙ୍କ_ମୃତ୍ୟୁର_ରହସ୍ୟ_ଉନ୍ମୋଚନ_ଦାବି
-ଯାଜପୁର: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ବିବାଦ
-ପୋଲିସ ଡିଜିଙ୍କ ଉଦ୍ଦେଶ୍ୟରେ ଯାଜପୁର ରୋଡ୍ ଥାନାରେ ଲିଖିତ ଅଭିଯୋଗ
-ସିଭିଲ ସୋସାଇଟି ଫୋରମ ପକ୍ଷରୁ ଥାନାରେ ଅଭିଯୋଗ
-ହ୍ୟୁମାନ ମୃତ୍ୟୁର ରହସ୍ୟ ଉନ୍ମୋଚନ କରିବା ପାଇଁ ଦାବି
#HumaneSagar #JusticeForHumaneSagar #OdiaSinger #ControversyUnfolds #OdishaNews #MysteryDeath #CivilSocietyDemand #OTV

'#ଶୁଣ_ସମସ୍ତେ_ଏମାନେ_ମାରିଛନ୍ତି_ମୋ_ପୁଅକୁ'
ହ୍ୟୁମାନ ସାଗରଙ୍କ ମାଆ ଆଣିଲେ ସାଂଘାତିକ ଅଭିଯୋଗ...ହ୍ୟୁମାନଙ୍କ ମୃତ୍ୟୁ ପାଇଁ କିଏ ଦାୟୀ? ସବୁ କଥା ଖୋଲି କହିଦେଲେ...
#HumaneSagar #OdishaMusic #HumanRights #OdiaSingerDeath #JusticeForHumaneSagar #Cuttack #OdishaTV #OTV
Humane Sagar's Death Sparks Controversy | Mother's Reaction After Humane Sagar's Death | ସାଙ୍ଘାତିକ ଅଭିଯୋଗ ଆଣିଲେ ହ୍ୟୁମାନ ସାଗରଙ୍କ ମା' କହିଲେ.... #humanesagar #odiamusic #justiceforhumanesagar #emotionaltribute #odishanews #musicallegacy #voiceofodisha #artistrights #motherreaction
Most Popular Users

Elon Musk 
@elonmusk
240.4M followers

Barack Obama 
@barackobama
119.3M followers

Donald J. Trump 
@realdonaldtrump
111.7M followers

Cristiano Ronaldo 
@cristiano
110.2M followers

Narendra Modi 
@narendramodi
107M followers

Rihanna 
@rihanna
97.6M followers

NASA 
@nasa
92.1M followers

Justin Bieber 
@justinbieber
90.8M followers

KATY PERRY 
@katyperry
87.5M followers

Taylor Swift 
@taylorswift13
81.3M followers

Lady Gaga 
@ladygaga
72.8M followers

Kim Kardashian 
@kimkardashian
69.7M followers

Virat Kohli 
@imvkohli
69.6M followers

YouTube 
@youtube
68.7M followers

Bill Gates 
@billgates
63.8M followers

The Ellen Show
@theellenshow
62.5M followers

Neymar Jr 
@neymarjr
62.3M followers

CNN 
@cnn
61.9M followers

X 
@x
60.8M followers

Selena Gomez 
@selenagomez
60.6M followers





