Top Tweets for #JudgeDeathCase
-ଗତ ୨ରେ ବିଚାରପତି ସୁବାସଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା
-ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ସୁବାସଙ୍କ ମାଆ
-ସୁବାସଙ୍କ ପତ୍ନୀ ଓ ଶଳାଙ୍କ ନାଁରେ ଅଭିଯୋଗ କରିଥିଲେ ପରିବାର
#Judgedeathcase #Cuttack #OTV

ଅପରାଜିତା ପୋଲିସକୁ ଦେଇଥିବା ନିଜ ବୟାନରେ ତାଙ୍କ ସ୍ୱାମୀ ବିଭିନ୍ନ ରୋଗରେ ପୀଡ଼ିତ ଥିଲେ ଓ ରୋଗ କଷ୍ଟରୁ ମୁକ୍ତି ପାଇବା ପାଇଁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି କହିଛନ୍ତି। #Cuttack #JudgeDeathCase
ପଢ଼ନ୍ତୁ ପୂରା ଖବର:
https://t.co/Pjr77H1tMu
କଟକ ପକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀଙ୍କ ରହସ୍ୟଜନକ ମୃତ୍ୟୁ ପଛରେ ମୁଣ୍ଡ ଟେକିଛି ପାରିବାରିକ ବିବାଦ
#JudgeDeathCase #Cuttack #OTV
ଯିଏ ନ୍ୟାୟମୂର୍ତ୍ତି ସାଜି ନ୍ୟାୟ ଦେଉଥିଲେ, ତାଙ୍କ ମୃତ୍ୟୁ ଏବେ ବିବାଦର କାଠଗଡ଼ାରେ..ଯିଏ ଦିନେ ଦୋଷୀଙ୍କୁ ସଜ୍ଜା ଶୁଣାଉଥିଲେ..ସେହି ବିଚାରପତିଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ଅଭିଯୋଗ
#JudgeDeathCase #Odisha #OTV
#ଜଜଙ୍କୁ_କରାଯାଇଛି_ହତ୍ୟା!
#ମର୍କତନଗର_ଥାନାରେ_ଅଭିଯୋଗ
ପୋକ୍ସୋ କୋର୍ଟର ଜଜଙ୍କ ହତ୍ୟା ମାମଲାରେ ଭିନ୍ନ ମୋଡ ଆସିଛି । ମାଆ ଏବଂ ଭାଇ ମର୍କତନଗର ଥାନାରେ ପହଞ୍ଚି ଏତଲା ଦେଇଛନ୍ତି । ପୁଅ ଆତ୍ମହତ୍ୟା କରିନାହିଁ ତାର ହତ୍ୟା କରାଯାଉଥିବା ସେମାନେ କହିଛନ୍ତି ।
#JudgeDeathCase #Cuttack #MuderAlligation #FIR #KanakNews
#ଜଜ_ମୃତ୍ୟୁରେ_ଭିନ୍ନ_ମୋଡ
#ସ୍ତ୍ରୀ #ଶଳାଙ୍କ_ନାଁରେ_ହତ୍ୟା_ଅଭିଯୋଗ
ପୋକ୍ସୋ କୋର୍ଟର ଜଜଙ୍କ ହତ୍ୟା ମାମଲାରେ ସ୍ତ୍ରୀ, ଶଳାଙ୍କ ନାଁରେ ହତ୍ୟା ଅଭିଯୋଗ ଆସିଛି । ଜଜଙ୍କ ମାଆ ଓ ଭାଇ ହତ୍ୟା ଆଭିଯୋଗ ଆଣିଛନ୍ତି ।
#JudgeDeathCase #Cuttack #MuderAlligation #FIR #KanakNews
#ମୋ_ପୁଅକୁ_ମାରି_ଦେଇଛନ୍ତି_ମା-କଟକ ପକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀ ମୃତ୍ୟୁ ମାମଲା । ମୋ ପୁଅକୁ ମାରିଦେଇଛନ୍ତି ବୋଲି ଅଭିଯୋଗ କଲେ ସୁବାସଙ୍କ ମାଆ। ବୋହୂ ଏବଂ ତାଙ୍କ ଭାଇ ମାରିଦେଇଛନ୍ତି ବୋଲି କହିଲେ ମାଆ #Judgedeathcase #OTV
#CBI_ତଦନ୍ତ_ହେଉ_ସଂପର୍କୀୟ
-ସୁବାସଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କଲେ ପିଉସୀ ପୁଅ ଭାଇ
-ସ୍ତ୍ରୀ ଓ ଶଳା ମିଶି ମାରିଛନ୍ତି, ସିବିଆଇ ତଦନ୍ତ ହେଉ- ପିଉସୀ ପୁଅ
-ମୃତଦେହରେ ଆଘାତ ଚିହ୍ନ ଥିଲା ବୋଲି କହିଲେ ପିଉସୀ ପୁଅ
-ମୃତଦେହ ଆମକୁ ଦେଲେନି କି ଦେଖାଇ ଦେଲେନି ବୋଲି କହିଲେ
#Judgedeathcase #OTV

#ମୋ_ପୁଅକୁ_ମାରି_ଦେଇଛନ୍ତି_ମା
-କଟକ ପକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀ ମୃତ୍ୟୁ ମାମଲା
-ମୋ ପୁଅକୁ ମାରିଦେଇଛନ୍ତି ବୋଲି ଅଭିଯୋଗ କଲେ ସୁବାସଙ୍କ ମାଆ
-ପୁଅକୁ ଘରକୁ ଛାଡୁନଥିଲେ, ମୋ ସହ କଥା କରାଇ ଦେଉନଥିଲେ
-ବୋହୂ ଏବଂ ତାଙ୍କ ଭାଇ ମାରିଦେଇଛନ୍ତି ବୋଲି କହିଲେ ମାଆ
#Judgedeathcase #OTV

#କେମିତି_ହେଲା_ଜଜ୍ଙ୍କ_ମୃତ୍ୟୁ ?
କଟକରେ ଜଣେ ଜଜ୍ଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ । ସରକାରୀ କ୍ୱାଟରରୁ ଝୁଲନ୍ତା ଅବସ୍ଥାରେ ବିଚାରପତିଙ୍କ ମୃତଦେହ ମିଳିଛି ।
#JudgeDeathCase #Cuttack
ପକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ ମୃତ୍ୟୁ ଘଟଣାରେ #OTV କୁ ଏସିପି ତାପସ ପ୍ରଧାନଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା: ପାରିପାର୍ଶ୍ୱିକ ସ୍ଥିତିରୁ ରଶି ଲଗାଇ ଆତ୍ମହତ୍ୟା ଭଳି ଜଣାପଡୁଛି, ବେକରେ ଦାଗ ରହିଛି, ଆଞ୍ଚୁଡ଼ା ଚିହ୍ନ ବି ଟିକେ ଥିବା ଦେଖାଯାଇଛି, ସାଧାରଣତଃ ଆତ୍ମହତ୍ୟା କଲେ ଏଭଳି ଦାଗ ସୃଷ୍ଟି ହୋଇଥାଏ
#JudgeDeathCase
ಧನ್ಬಾದ್ ನ್ಯಾಯಾಧೀಶ ಸಾವು ಪ್ರಕರಣ: ಇಬ್ಬರಿಗೆ ನ್ಯಾಯಾಂಗ ಬಂಧನ
#Dhanbad #JudgeDeathCase
https://t.co/X1UB9XOdSa
जज मौत मामला : HC ने सीबीआई को स्पेसिफिक रिपोर्ट देने का दिया निर्देश, कहा – जांच रिपोर्ट पर कुछ भी स्पष्ट नहीं https://t.co/MiVuWvp2JE
#Judgedeathcase #HC #directs #CBI #specificreport #said #nothing #clear #investigationreport
सीबीआई का दावा: धनबाद के जज की हुई थी हत्या, ऑटो ड्राइवर ने जानबूझकर मारी थी टक्कर
#dhanbad #Judgedeathcase
@PioneerAlliance

सीबीआई का दावा: धनबाद के जज की हुई थी हत्या, ऑटो ड्राइवर ने जानबूझकर मारी थी टक्कर
#dhanbad #Judgedeathcase
https://t.co/sG1KN2GrUb
न्यायाधीश मौत मामले में CBI जांच की साप्ताहिक निगरानी करेंगे झारखंड के मुख्य जज: SC
https://t.co/0U5Lljz26R
#JharkhandNews #RanchiNews #JudgeDeathCase #CBIProbe #WeeklyMonitoring #SupremeCourt

झारखंड में न्यायाधीश मौत मामले में सीबीआई ने दर्ज की प्राथमिकी, छानबीन जारी
https://t.co/ickPmR3WuD
#JharkhandNews #RanchiNews #FIRregistered #Judgedeathcase #investigationunderway #CBI

ஜார்கண்டில் ஆட்டோவால் மோதி அரங்கேற்றப்பட்ட நீதிபதி கொலை வழக்கில் 17 பேர் கைது; 243 பேரிடம் விசாரணை...
https://t.co/CKFKMMpO7G
#Jharkhand #UttamAnand #JudgeDeathCase
ஜார்க்கண்ட் மாவட்ட நீதிபதி கொலையில் 17 பேர் கைது: 243 பேரிடம் தீவிர விசாரணை #Jharkhand #JudgeDeathCase https://t.co/NSQGy7LojC
धनबाद जज मौत मामले में 243 लोग हिरासत में, 17 गिरफ़्तार, दो पुलिस अधिकारी निलंबित
#Jharkhand #JudgeDeathCase #UttamAnand #Police #झारखंड #जजहत्यामामला #उत्तमआनंद #पुलिस
https://t.co/eOMXLk8evU
Last Seen Hashtags on Sotwe
thailand boobs
757meetups
Seen from United States
สาวใหญ่
Seen from Thailand
GloBorrowMeData
Seen from United States
marochienne
티빙과극장에서
Seen from United States
นัดเชียงราย
Seen from Thailand
sanfrancisco
Seen from Ukraine
nolimit()****************************************************
Seen from United States
omegle
Most Popular Users

Elon Musk 
@elonmusk
240.9M followers

Barack Obama 
@barackobama
119.2M followers

Donald J. Trump 
@realdonaldtrump
111.8M followers

Cristiano Ronaldo 
@cristiano
111.5M followers

Narendra Modi 
@narendramodi
107M followers

Rihanna 
@rihanna
97.9M followers

NASA 
@nasa
92.2M followers

Justin Bieber 
@justinbieber
91.1M followers

KATY PERRY 
@katyperry
88.1M followers

Taylor Swift 
@taylorswift13
82M followers

Lady Gaga 
@ladygaga
73.5M followers

Virat Kohli 
@imvkohli
70.7M followers

Kim Kardashian 
@kimkardashian
70M followers

YouTube 
@youtube
68.7M followers

Bill Gates 
@billgates
64.2M followers

Neymar Jr 
@neymarjr
63.5M followers

The Ellen Show
@theellenshow
62.4M followers

CNN 
@cnn
61.9M followers

Selena Gomez 
@selenagomez
61.2M followers

X 
@x
60.8M followers










