Top Tweets for #Kalampur
ଜୁନାଗଡ଼-କଳମପୁର ମୁଖ୍ୟରାସ୍ତାରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ। ପ୍ରବଳ ବର୍ଷାରେ ବରଗାଁ ନିକଟରେ ନିର୍ମାଣାଧୀନ ନୂତନ ପୋଲର ଆପ୍ରୋଚ୍ ରାସ୍ତା ଧୋଇଯାଇଛି।
#Kalahandi #Junagarh #Kalampur #HeavyRain #Odisha #OdishaWeather #RoadBlocked #Flood
ବାପାର କାଠ ଫାଳିଆରେ ପୁଅ ମୃତ। ଏହି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା କଲମପୁର ଅଞ୍ଚଳରୁ। ମୃତକ ହେଲେ ନୂଆଗୁଡ଼ା ଗାଁର ଆଲୋକ ରଂଜନ ଗହୀର
#nandighoshatv #Kalahandi #Kalampur #BreakingNews #CrimeNews #PoliceInvestigation
#କାଠ_ଫାଳିଆରେ_ପୁଅକୁ_ହତ୍ୟା
-ଧର୍ମଗଡ଼: କଲମପୁରରେ ବାପାର କାଠ ଫାଳିଆ ମାଡ଼ରେ ପୁଅ ମୃତ
-ପୁଅ ଟଙ୍କା ନଦେବାକୁ କେନ୍ଦ୍ର କରି ଗଣ୍ଡଗୋଳ ପରେ ହତ୍ୟା
-ଅଭିଯୁକ୍ତ ବାପା ଅଟକ; ପୋଲିସର ତଦନ୍ତ
#Dharmagarh #Kalampur #FatherKillsSon #MoneyDispute #OdishaPolice

#ରାଜରାସ୍ତାରେ_ଚାଷୀ
ଧାନ କିଣାରେ ଅନିୟମିତତା ଅଭିଯୋଗରେ ରାଜରାସ୍ତାରେ ଚାଷୀ। କଳାହାଣ୍ଡି ମୁଖୀଗୁଡ଼ା ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଗତ କଲମପୁର ବ୍ଲକ କୁଟ୍ରୁ ପ୍ୟାକ୍ସର ୩ଟି ମଣ୍ଡିର ଚାଷୀମାନେ ଏକତ୍ରିତ ହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି।
#Kalahandi #Mukhiguda #Kalampur #FarmersProtest #PaddyProcurement #FarmerIssues #Agriculture #NandighoshaTV
River #Kaliyar at #KALAMPUR in #ERNAKULAM district of #Kerala is flowing in #AboveNormalFloodSituation at a Water level of 9.86 m on 19.10.2025
@CWCOfficial_GoI
@NDRFHQ
@ndmaindia
@DoWRRDGR_MoJS
@KeralaSDMA

ଅନାସ୍ଥା ଭୋଟିଂରେ ହାରିଲେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧ୍ୟକ୍ଷା ମୋତି ବିହାରୀ। ବ୍ଲକ ଅଧ୍ୟକ୍ଷାଙ୍କ ବିପକ୍ଷରେ ପଡ଼ିଲା ସମସ୍ତ ଭୋଟ୍।
#Samabad #Kalahandi #Kalampur

Heavy rain at kalampur Village in polur thiruvannamalai district credits Suresh at 5.30am. #kalampur #polur #thiruvannamalai #summer2024 #heatwave2024 @ChennaiRains @praddy06 @TNW_2020 @RainStorm_TN
#Kalahandi is one of the developing districts now . But what is going on in our #Kalampur block ? What are you doing @mousadhibag sir from 2019 that we are not able to see? even I don't know when last came to our area . I think that 2019 election time if I'm right 🙏 .

#BreakingNews
କଲମପୁର ବ୍ଲକ ବଲାଗାଁରେ ଅଭାବନୀୟ ଘଟଣା
ପରିବାର ସହ ଘରେ ଶୋଇଥିବା ବେଳେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଦୁର୍ବୁତ୍ତ
ଗୁରୁତର ବରୁଣ ମାଝୀ ଓ ତାଙ୍କ ସ୍ତ୍ରୀ ଡାଳିମ୍ବ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି
#Kalampur #Kalahandi #ZeeOdishaNews
Respected @CMO_Odisha sir
@nabadasjsg sir Kindly help this poor patient for higher treatment.
#Dibakara_kumar (52) of #Bankapala village under #Depur GP of #Kalampur block #Kalahandi District.
@MoHFW_INDIA @DmKalahandi @KldTah_Kalampur
@SecyChief
@PradeepJenaIAS

#BreakingNews
- ଜିଲ୍ଲା କଲମପୁର ଥିଆମୂଳ ରାମପୁର ସିଙ୍ଗାରୀ ଘାଟିର ଘଟଣା
- ଥୁଆମୂଳ ରାମପୁର ସିନ୍ଧିପଦର ପଞ୍ଚାୟତରୁ ପିଡି଼ଏସ ଚାଉଳ ଆଣି ଫେରୁଥିଲା ଭ୍ୟାନ
#Kalahandi #Kalampur #SingariGhati #ZeeOdishaNews
#BreakingNews
- କଲମପୁର ସିଙ୍ଗାରୀ ଘାଟିରେ ଓଲଟିଲା ପିକଅପ ଭ୍ୟାନ, ୨ ମୃତ, ୯ ଗୁରୁତର
- ଗୁରୁତର କଲମପୁର ମେଡି଼କାଲ୍ ରେ ଭର୍ତ୍ତି, ମୃତକଙ୍କ ପରିଚୟ ମିଳିନାହିଁ
- ଗୁରୁତରଙ୍କ ମଧ୍ୟରେ ୨ ପୁରୁଷ ୭ ମହିଳା ଅନ୍ତର୍ଭୁକ୍ତ, ସମସ୍ତେ ବାର୍ଶିକୋନା ଗ୍ରାମର
#Kalahandi #Kalampur #SingariGhati #ZeeOdishaNews

#KalahandiBreaking
📌ଗୁପ୍ତଧନ ପାଇବା ମୋହରେ ବୃଦ୍ଧ ପିତାଙ୍କୁ ବଳି ଉଦ୍ୟମ
📌କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ବେଳପଡା ଗ୍ରାମର ଘଟଣା
📌ଜୟପାଟଣା ଥାନା ପୋଲିସ ଦ୍ବାରା ଘଟଣା ସ୍ଥଳରୁ ବୃଦ୍ଧଙ୍କୁ ଉଦ୍ଧାର
📌ବଳି ଉଦ୍ୟମ ଅଭିଯୋଗରେ ଉଭୟ ପୁଅ ଓ ପୂଜକ ଥାନାରେ ଅଟକ
#Kalampur #Belapada @spkalahandi

Hon'ble Sir @CMO_Odisha @KldTah_Kalampur @DmKalahandi
@jenapratap66
@PMAYUrban
@DRDA_Kalahandi
Respected sir properly Inquiry this matter and take needful action as possible as possible.
#Kalampur Block
#Bhelagaon Kalanipada
Purnachandra Bag (45)

#ଜଳିପୋଡ଼ି_ପାଉଁଶ_ଫସଲ
ଖଳାରେ ପୋଡ଼ି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ଧାନ। ଟ୍ରାକ୍ଟର ଓ ଧାନ ଅମଳ ଯନ୍ତ୍ର ନିଆଁରୁ ସବୁକିଛି ଜଳି ପାଉଁଶ ହୋଇଗଲା। #Kalahandi #Kalampur #Odisha #Fire
Enroute to Kalampur...
This route has some of the most amazing views to offer, from a number of C, V, S bends to beautiful farm lands and high mountains of Karlapat WLS.
Drive through rainy season has it’s own charm...
P.C. Swastik Kumar Dash
#kalampur
#kalahandi

Bhimkhoj, Dharamgarh
Photo: @amar_dharamgarh
.
.
#amar_bhawanipatna #kalahandi #dharamgarh #bhimkhoj #odisha #junagarh #jaipatna #kalampur #kesinga #lanjigarh #bhawanipatna

4 China returnees under watch
https://t.co/mb0MaHbk1t
Even if no coronavirus positive case has so far been detected in Kalahandi district, the district health department has kept a watch on four China returnees.
#China #Coronavirus #Kalahandi #CHCs #Kalampur #Kesinga #Lanjigarh
Trends for you
Most Popular Users

Elon Musk 
@elonmusk
241.6M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.2M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
89.9M followers

Taylor Swift 
@taylorswift13
83.8M followers

Lady Gaga 
@ladygaga
75.3M followers

Virat Kohli 
@imvkohli
73.2M followers

Kim Kardashian 
@kimkardashian
70.8M followers

YouTube 
@youtube
68.8M followers

Neymar Jr 
@neymarjr
66.2M followers

Bill Gates 
@billgates
65M followers

Selena Gomez 
@selenagomez
63M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers


















