Top Tweets for #LSDG6
ଖଇରପୁଟ ବ୍ଲକ ପାଖନାମୁହାନ ଗ୍ରାମ ଠାରୁ ଚାଉଳମେନ୍ଦି ଗାଁ ପର୍ଯ୍ୟନ୍ତ 4 କି.ମି. ନୂତନ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଗୁହାରି । ତେଣୁ @BDO_Khairput ଙ୍କୁ ଅନୁରୋଧ ଏହି ସମସ୍ୟା ପ୍ରତି ଦୃଷ୍ଟିଦେଇ ନୂତନ ରାସ୍ତା ନିର୍ମାଣପାଇଁ ପଦକ୍ଷେପ ନିଅନ୍ତୁ । @dm_malkangiri
@CMO_Odisha
@RDOdisha
#Roadinfrastructure #LSDG6
ରାସ୍ତା ନଥିବାରୁ ସଂକଟରେ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମାଡ଼କାପଦର ପଞ୍ଚାୟତ ଅନ୍ତର୍ଗତ ଝାମିରିଗୁଡା ଗ୍ରାମବାସିନ୍ଦା । ତେଣୁ @BDO_Khairput ଙ୍କୁ ଅନୁରୋଧ ତୁରନ୍ତ ଏହି ଗାଁରେ ନୂତନ ରାସ୍ତା ଟିଏ ନିର୍ମାଣ ପାଇଁ ପଦକ୍ଷେପ ନିଅନ୍ତୁ । @dm_malkangiri
@CMO_Odisha
@RDOdisha
#Roadinfrastructure #LSDG6
ସେମାନେ ପଡିଆ ବ୍ଲକ, ଉଣ୍ଡରୁକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ମେଟାଗୁଡା ଗ୍ରାମ ବାସିନ୍ଦା । ମେଟାଗୁଡା ଠାରୁ ଇଞ୍ଚିମେଟଲା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ବହୁତ ଖରାପ ଅଛି । ତେଣୁ @BlockPodia ଙ୍କୁ ଅନୁରୋଧ ତୁରନ୍ତ ଏହି ସମସ୍ୟା ପ୍ରତି ଦୃଷ୍ଟି ଦିଅନ୍ତୁ । @dm_malkangiri @CMO_Odisha @RDOdisha #Roadinfrastructure #LSDG6
ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ପୋଡ଼ଘାଟ ପଞ୍ଚାୟତର ପାକନାମୁହାଣ ଗ୍ରାମରେ କେବେ ଆରମ୍ଭ ହବ କନ୍ଧ ସାହିକୁ ରାସ୍ତା..? ସାଇନ ବୋର୍ଡ ଲାଗିଛି କିନ୍ତୁ ହୋଇନାହିଁ ରାସ୍ତା କାର୍ଯ ତେଣୁ @BDO_Khairput ଙ୍କୁ ଅନୁରୋଧ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ । @dm_malkangiri @CMO_Odisha @RDOdisha #Roadinfrastructure #LSDG6
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ କାମବାଡା ପଞ୍ଚାୟତ ଅନ୍ତର୍ଗତ ଚେରିଗୁଡା ଗ୍ରାମର ମଶାଣୀକୁ ଯିବାପାଇଁ ହେଲେ ଏହି ସମସ୍ୟା ଦେଖା ଦେଉଛି । ତେଣୁ ଦୟାକରି @dm_malkangiri ମହାଶୟ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ଏବଂ ବ୍ରିଜ ଟିଏ ନିର୍ମାଣ କରନ୍ତୁ । @CMO_Odisha @RDOdisha
#SafeBridgeForAll #RoadInfrastructure #LSDG6
ଅଙ୍ଗୁରୁଗୁଡ଼ାଗାଁ ଭିତରକୁ ପ୍ରବେଶ କରିବା ନିମନ୍ତେ ରାସ୍ତା ନଥିବାରୁ ଗ୍ରାମବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ @Bdo_Korukonda ଙ୍କୁ ଅନୁରୋଧ ତୁରନ୍ତ ଉକ୍ତ ଗାଁରେ 100 ମିଟର ରାସ୍ତା ନିର୍ମାଣପାଇଁ ବ୍ୟବସ୍ତା କରନ୍ତୁ । @dm_malkangiri @CMO_Odisha @RDOdisha
#RoadInfrastructure #LSDG6 #LSDG7
ନୟାଗଡ଼ ଜିଲ୍ଲା ,ଦଶପଲ୍ଲା ବ୍ଲକ ,ଦୁଡା ପଞ୍ଚାୟତ ର ବାଇଝରି (ଅନୁସୂଚିତଜାତିସାହି) ରେ ପିଇବା ପାଣିର ସମସ୍ୟା ଦେଖା ଦେଇଛି ,ତେଣୁ ଏହାର ସମାଧାନ ପାଇଁ @bdodaspalla @RWSS_Nayagarh ଙ୍କୁ ଆନୁଷ୍ଠାନିକ ନିବେଦନ !
#LSDG6 #LSDG7
ମାଲକାନଗିରି ଜିଲ୍ଲା, ମାଥିଲି ବ୍ଲକ, ଉଦୁଲିବେଡା ପଞ୍ଚାୟତର ପାଟନିଆଗୁଡା ଗାଁର ରାସ୍ତା ଖରାପ ଥିବାରୁ ଯାତାୟାତ ଅସୁବିଧା l ଗାଁକୁ ଆମ୍ବୁଲାନ୍ସ ମଧ୍ୟ ଯାଇପାରୁନାହିଁ l ତେଣୁ @BDO_Mathili ଙ୍କୁ ଅନୁରୋଧ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ l @dm_malkangiri @RDOdisha
#RoadInfrastructure #SafeRoadsForAll #LSDG6

ମାଲକାନଗିରି ଜିଲ୍ଲା, କୋରୁକୋଣ୍ଡା ବ୍ଲକର, ତାରଳାକଟା ଗ୍ରାମପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମରେ ପ୍ରତାବ ଜାଲାଙ୍କ ଘର ଠାରୁ ବଳରାମ କାନ୍ଦେରୀଙ୍କ ଘର ପର୍ଯ୍ୟନ୍ତ ବର୍ଷାଦିନେ ବହୁତ ପାଣି ଜମି ରହୁଛି ତେଣୁ ସେଥିରେ ଡ୍ରେନ ନିର୍ମାଣ କରିବାକୁ @Bdo_Korukonda ଅନୁରୋଧ ।
@dm_malkangiri @RDOdisha
#LSDG6 #ViksitBharat
ସବଡେଗା ବ୍ଲକ, ଦେଓଗାଁ ପଞ୍ଚାୟତ ସ୍କୁଲପଡା ରୁ ପଂଚାୟତ ପଡ଼ା ରାସ୍ତା ଅତ୍ୟନ୍ତ ଖରାପ ,ତେଣୁ @RDOdisha ଙ୍କୁ ଅନୁରୋଧ ବର୍ଷା ଛାଡ଼ିଲା ମାତ୍ରେ ଶୀଘ୍ର ମରାମତି କରନ୍ତୁ ।@CMO_Odisha @DMSundargarh @SubdegaS
@PWD_Odisha
@OBCC_Odisha
@MORTHIndia
#RoadInfrastructure
#FixAndRepairRoads
#LSDG6
ସବଡେଗା ବ୍ଲକ କୁକୁରୀଡିହି ପଞ୍ଚାୟତ ଦେମୁଲପଡାରୁ ସ୍କୁଲପଡ଼ା ଯାଏ 1Km ରାସ୍ତା ଅତ୍ୟନ୍ତ ଖରାପ ତେଣୁ @RDOdisha ଙ୍କୁ ଅନୁରୋଧ ବର୍ଷା ଛାଡ଼ିଲା ମାତ୍ରେ ରାସ୍ତାଟିର ଶୀଘ୍ର ମରାମତି କରନ୍ତୁ ।@CMO_Odisha @DMSundargarh @SubdegaS
@PWD_Odisha
@OBCC_Odisha
@MORTHIndia
#RoadInfrastructure
#FixAndRepairRoads
#LSDG6
ସବଡେଗା ବ୍ଲକ, ସୁବଲୟା ପଞ୍ଚାୟତ ଯାଇସୁରିଆ ପଡା ରୁ ପଂଚାୟତ ମୁଖ୍ୟ ରାସ୍ତା 1Km ଅତ୍ୟନ୍ତ ଖରାପ ,ତେଣୁ @RDOdisha ଙ୍କୁ ଅନୁରୋଧ ବର୍ଷା ଛାଡ଼ିଲା ମାତ୍ରେ ଶୀଘ୍ର ମରାମତି କରନ୍ତୁ ।@CMO_Odisha @DMSundargarh @SubdegaS
@PWD_Odisha
@OBCC_Odisha
@MORTHIndia
#RoadInfrastructure
#FixAndRepairRoads
#LSDG6
ସବଡେଗା ବ୍ଲକ, କୁରୁମକେଲ ପଞ୍ଚାୟତ ବିଜାଡିହି (ଡିପାପଡା )ରୁ କୁଲୁପଡା 1Km ରାସ୍ତା ଅତ୍ୟନ୍ତ ଖରାପ ,ତେଣୁ @RDOdisha ଙ୍କୁ ଅନୁରୋଧ ବର୍ଷା ଛାଡ଼ିଲା ମାତ୍ରେ ଶୀଘ୍ର ମରାମତି କରନ୍ତୁ ।@CMO_Odisha @DMSundargarh @SubdegaS
@PWD_Odisha
@OBCC_Odisha
@MORTHIndia
#RoadInfrastructure
#FixAndRepairRoads
#LSDG6

ନୟାଗଡ଼ ଜିଲ୍ଲା,ଦଶପଲ୍ଲା ବ୍ଳକ,ନୂଆଗାଁ ପଞ୍ଚାୟତ ର ନୂଆଗାଁ ଠାରୁ କାଣୀପୋଖରୀ ପର୍ଯ୍ୟନ୍ତ ପାଣି କାଦୁଅ ରାସ୍ତା ରେ ଅଞ୍ଚଳବାସୀ ଯିବାଆସିବାରେ ସମସ୍ୟା ଭୋଗୁଛନ୍ତି ତେଣୁ ଏହାର ସମାଧାନ ପାଇଁ @AdmnNayagarh @bdodaspalla ଙ୍କୁ ମହିଳା ଜୀବିକା ସୁରକ୍ଷା ମଞ୍ଚ, ନୟାଗଡ଼ (ଜିଲ୍ଲା ସ୍ତରୀୟ ଲୋକସଂଗଠନ) ତରଫ ରୁ ନିବେଦନ । #LSDG6 #LSDG7
The road in village Gendali, Panchayat Kalsakhman, Block Daspalla, District Nayagarh has become a death trap, so a request to @RDOdisha @PWD_Odisha @OBCC_Odisha @MORTHIndia on behalf of mjsm, nayagarh to solve this.#RoadInfrastructure #LSDG6 #LSDG7
Last Seen Hashtags on Sotwe
ipcam()*************** filter:videos
Seen from United States
minichatt
Seen from United States
งานสอย
Seen from Malaysia
mistress indian
Seen from Singapore
fortnite #giantess
elazığgay
Seen from Turkey
物化
Seen from United States
妈妈陪儿子高考
Seen from Vietnam
latinapawg
Seen from Germany
teenageee
Seen from Mexico
Trends for you
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.2M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers



