Top Tweets for #MKRT
#ଦୁବାଇରେ_ମୋହନ
ଦୁବାଇରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ : ଭବ୍ୟ ସ୍ବାଗତ ଜଣାଇଲେ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ଓ ସେଠାରେ ବସବାସ କରୁଥିବା ଓଡ଼ିଆ #KANAKNEWS #ODISHA #MKRT #MohanMajhi
#୧୪_ଯାଏଁ_ନିସ୍ତାର_ନାହିଁ
ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ , ଆଜି ନେବ ଲଘୁଚାପର ରୂପ : ପ୍ରଭାବରେ ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା #KANAKNEWS #ODISHA #MKRT
#ଏବେ_ସୁଲଭ_ହେବ_CANCER_ଚିକିତ୍ସା
ଦିଲ୍ଲୀ ସଫଦରଜଙ୍ଗରେ ଅତ୍ୟାଧୁନିକ ଚିକିତ୍ସା ସେବା�� ଲୋକାର୍ପଣ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା #KANAKNEWS #JPNadda #MKRT
#ଭତ୍ତା_ପାଇଁ_ଯନ୍ତ୍ରଣା..
ବ୍ୟବସ୍ଥାର ପେଷଣାରେ ପେଷି ହୋଇ ମିଳୁଥିଲା କଷ୍ଟ । ନିରାଶାର ଅନ୍ଧାର ଗଳିରେ ମରି ମରି ଯାଉଥିଲା ଆଶା । ଶେଷରେ ଆଶାର ଆଲୋକଟିଏ ଜଳିଲା #kanaknews #odisha #mkrt
#ଆସୁଛନ୍ତି_ଗଜାନନ
ଆଉ ଦିନ କେଇଟା ପରେ ଗଣେଷ ପୂଜା । ��ଣେଷ ପୂଜା ପାଇଁ କଟକ ଜିଲ୍ଲା ନିଆଳି ପହଙ୍ଗା ପଂଚାୟତ ବାଲିସାହିରେ ବାପ ଓ ପୁଅ ଦୁଇଜଣ ଶିଳ୍ପୀ #kanaknews #odisha #mkrt
#ଏତେ_କଫ୍_ସିରପ୍ ?
ବରଗଡ଼ ଜିଲ୍ଲାରୁ ପୁଣି ୮୦୦ କଫ୍ ସିରପ ବୋତଲ ଜବତ : ଭାଟଲି ଥାନା ପୁଲିସ ବାଦମାଲ ଗ୍ରାମରେ ଚଢ଼ାଉ #kanaknews #odisha #mkrt
#କ୍ଷତିପୂରଣ_ଦିଅ_ରାସ୍ତାରୁ_ହଟିବୁ
ଅନୁଗୋଳ ଜିଲ୍ଲା କଣିହାଁ ଏନଟିପିସି ପ୍ଲାଣ୍ଟରେ ଘଟିଥିବା ବିସ୍ଫୋରଣ ଘଟଣାରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ । ମୃତ୍ୟକୁ ନେଇ ତାତିଲେ ଲୋକେ । #kanaknews #odisha #mkrt
#ବିଦେଶରୁ_ଆସିବ_ବଡ଼_ପୁଞ୍ଜି
ବିଦେଶରୁ ବଡ଼ ପୁଞ୍ଜି ଆଣିବାକୁ ଆବୁଧାବିରେ ମୁଖ୍ୟମନ୍ତ୍ରୀ : ପ୍ରଥମ ଦିନରେ ଆଜି ଆଇଏଚସି ଏବଂ ଆଇବିପିଜି ସହ ଅନୁଷ୍ଠିତ ହେବ ବୈଠକ #kanaknews #odisha #mkrt
#ଓରାଙ୍ଗଉଟାନ୍_ପଛରେ_ବନବିଭାଗ !
ବିଳମ୍ବିତ ରାତିରେ ନନ୍ଦନକାନନ ପହଞ୍ଚିଲେ ଭୋଗର���ଇରୁ ଠାବ ୫ଟି ଓରାଙ୍ଗଉଟାନ୍ : ସ୍ବତନ୍ତ୍ର କ୍ବାରେନଣ୍ଟାଇନ୍ ୱାର୍ଡରେ ରହିବେ #kanaknews #odisha #mkrt
ସୁନା ପିନ୍ଧୁଥିଲେ ସାବଧାନ!
ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍ । କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ଶାସ୍ତ୍ରୀନଗରରେ ଦୁବୃର୍ତ୍ତଙ୍କ ଆତଙ୍କ। #kanaknews #odisha #mkrt
#ଜଙ୍ଗଲ_ଭିତରେ_ଚାଲିଥିଲା_କଣ ?
ସୁନ୍ଦରଗଡ଼ ଟାଙ୍ଗରପାଲି ବ୍ଲକ ପିଠାଭୁଇଁ ଜଙ୍ଗଲରେ ଅବକାରୀ ବିଭାଗର ଅତର୍କିତ ଚଢ଼ାଉ #kanaknews #odisha #mkrt
#ଜୀବନ_���େଲା_ସ୍କ୍ରବ୍_ଟାଇଫସ୍!
ବଢ଼ିଲା ସ୍କ୍ରବ୍ ଟାଇଫସ୍ ମୃତ୍ୟୁ ସଂଖ୍ୟା : ଅନୁଗୋଳ ପାଳଲହଡ଼ା ବ୍ଲକ୍ ରଜଡଙ୍ଗ ଗାଁର ଜଣେ ମହିଳାଙ୍କ ମୃତ୍ୟୁ #kanaknews #odisha #mkrt #scrubtypash
#ଆବୁଧାବିରେ_ମୁଖ୍ୟମନ୍ତ୍ରୀ_ଆସିବ_ବଡ଼_ପୁଞ୍ଜି
ବିଦେଶରୁ ପୁଞ୍ଜି ଆଣିବାକୁ ଆବୁଧାବିରେ ମୁଖ୍ୟମନ୍ତ୍ରୀ : ପ୍ରଥମ ଦିନରେ ଆଇଏଚସି ଏବଂ ଆଇବିପିଜି ସହ କ���ିବେ ବୈଠକ #kanaknews #mohanmajhi #mkrt
#ଆର୍ଯ୍ୟପଲ୍ଲୀରେ_‘ପୁନଶ୍ଚ_ପୃଥିବୀ’
ଜଳବାୟୁ ପରିବର୍ତ୍ତନର ମୁକାବିଲା ତଥା ପ୍ରତିକାର ବିଷୟରେ ଜନ ସଚେତନତା କରିବା ଅହରହ ଉଦ୍ୟମଋତ ସମ୍ବାଦ ଓ କନକ ନ୍ୟୁଜ #kanaknews #odisha #mkrt #punschapruthibi
#ମଦ_ବିକ୍ରି_ବନ୍ଦ_କର_ନଚେତ୍ ..
ବେଆଇନ ମଦ ବିକ୍ରି ଅଭିଯୋଗରେ ଥାନାର ��୍ୱାରସ୍ଥ ହେଲେ ଶତାଧିକ ମହିଳା #kanaknews #odisha #mkrt
#ଆଗକୁ_ଆସୁଛି_ଶକ୍ତି_ସଂକଟ
ଆଗକୁ ଆସୁଛି ଶକ୍ତି ସଂକଟ : ଲଗାତାର ୪ ମାସ ହେଲା ଜଳବିଦ୍ୟୁତ ଉତ୍ପାଦନ ହ୍ରାସ ନେଇ ବ୍ଲୁମବର୍ଗର ରିପୋର୍ଟ ପରେ ବଢ଼ିଲା ଚିନ୍ତା #kanaknews #odisha #mkrt #kanaknews
#ଅଣ୍ଡା_ରେଟ୍_ବଢ଼ିଯିବ !
ବଜାରରେ ବଢୁଛି ଅଣ୍ଡାର ଦାମ : ଏବେ ଗୋଟାକୁ ୯ରୁ ୧୦ ଟଙ୍କା, ଆଗକୁ ଦାମ ବଢ଼ି ହୋଇପାରେ ୧୫ ଟଙ୍କା #kanaknews #odisha #mkrt
#ଦାମ୍_ଶୁଣି_ଡର_ଲାଗୁଛି
ସାରା ବିଶ୍ୱରେ ମହଙ୍ଗା ହେଉଛି ଖାଦ୍ୟ ସାମଗ୍ରୀ : ୨୦୨୨ ପରଠୁ ସର୍ବୋଚ୍ଚସ୍ତରକୁ ଛୁଇଁଲା ଦରଦାମ #kanaknews #odisha #mkrt
#ଏହି_ଜିନିଷ_କିଣିବାକୁ_ମନାକଲ��_ମୋଦି
ଦେଶର ସୁନା ବଜାରକୁ ଘାରିଲାଣି ମାନ୍ଦାବସ୍ଥା ଭୟ : ଦ୍ୱିତୀୟ ଥର ପାଇଁ ସୁନା ନକିଣିବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ #kanaknews #odisha #narendramodi #mkrt
#ମିଛ_କହିଲା_ସିଏମସି
ଗଣମାଧ୍ୟମ ପ୍ରଶ୍ନରେ ଘାଇଲା ହେଲେ ଏନ୍ଏଲ୍ସି ଇଣ୍ଡିଆ ଲିମିଟେଡ୍ର ସିଏମ୍ଡି । ଆରପିଡିଏସି ବୈଠକରେ ଏନ୍ଏଲ୍ସିକୁ ଧୋଇଲେ ଜନପ୍ରତିନିଧି । ୮ ବର୍ଷ ପରେ ଅନୁଷ୍ଠିତ ହେଲା ଏନ୍��ଏଲ୍ସି ଇଣ୍ଡିଆ ଲିମିଟେଡ୍ ପାଇଁ ଆର୍ପିଡିଏସି ବୈଠକ। #kanaknews #odisha #mkrt
Last Seen Hashtags on Sotwe
เย็ดนักเรียน
Seen from Thailand
domheemai
mrwolf #dianefoxington #nsfw
Seen from Belarus
momson()+filter:videos
Seen from Turkey
яньтао
Seen from United States
taboo
Seen from Italy
aydınbayan
Seen from Turkey
homelesswhore sex
Seen from Germany
廣島燒
Seen from United States
高校野球ドットコム
Seen from Pakistan
Most Popular Users

Elon Musk 
@elonmusk
241.6M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.2M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
89.9M followers

Taylor Swift 
@taylorswift13
83.8M followers

Lady Gaga 
@ladygaga
75.3M followers

Virat Kohli 
@imvkohli
73.1M followers

Kim Kardashian 
@kimkardashian
70.8M followers

YouTube 
@youtube
68.8M followers

Neymar Jr 
@neymarjr
66.2M followers

Bill Gates 
@billgates
65M followers

Selena Gomez 
@selenagomez
63M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers
