Top Tweets for #mkrt
#ଦୁବାଇରେ_ମୋହନ
ଦୁବାଇରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ : ଭବ୍ୟ ସ୍ବାଗତ ଜଣାଇଲେ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ଓ ସେଠାରେ ବସବାସ କରୁଥିବା ଓଡ଼ିଆ #KANAKNEWS #ODISHA #MKRT #MohanMajhi
#୧୪_ଯାଏଁ_ନିସ୍ତାର_ନାହିଁ
ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ , ଆଜି ନେବ ଲଘୁଚାପର ରୂପ : ପ୍ରଭାବରେ ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା #KANAKNEWS #ODISHA #MKRT
#ଏବେ_ସୁଲଭ_ହେବ_CANCER_ଚିକିତ୍ସା
ଦିଲ୍ଲୀ ସଫଦରଜଙ୍ଗରେ ଅତ୍ୟାଧୁନିକ ଚିକିତ୍ସା ସେବାର ଲୋକାର୍ପଣ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା #KANAKNEWS #JPNadda #MKRT
#ଭତ୍ତା_ପାଇଁ_ଯନ୍ତ୍ରଣା..
ବ୍ୟବସ୍ଥାର ପେଷଣାରେ ପେଷି ହୋଇ ମିଳୁଥିଲା କଷ୍ଟ । ନିରାଶାର ଅନ୍ଧାର ଗଳିରେ ମରି ମରି ଯାଉଥିଲା ଆଶା । ଶେଷରେ ଆଶାର ଆଲୋକଟିଏ ଜଳିଲା #kanaknews #odisha #mkrt
#ଆସୁଛନ୍ତି_ଗଜାନନ
ଆଉ ଦିନ କେଇଟା ପରେ ଗଣେଷ ପୂଜା । ଗଣେଷ ପୂଜା ପାଇଁ କଟକ ଜିଲ୍ଲା ନିଆଳି ପହଙ୍ଗା ପଂଚାୟତ ବାଲିସାହିରେ ବାପ ଓ ପୁଅ ଦୁଇଜଣ ଶିଳ୍ପୀ #kanaknews #odisha #mkrt
#ଏତେ_କଫ୍_ସିରପ୍ ?
ବରଗଡ଼ ଜିଲ୍ଲାରୁ ପୁଣି ୮୦୦ କଫ୍ ସିରପ ବୋତଲ ଜବତ : ଭାଟଲି ଥାନା ପୁଲିସ ବାଦମାଲ ଗ୍ରାମରେ ଚଢ଼ାଉ #kanaknews #odisha #mkrt
#କ୍ଷତିପୂରଣ_ଦିଅ_ରାସ୍ତାରୁ_ହଟିବୁ
ଅନୁଗୋଳ ଜିଲ୍ଲା କଣିହାଁ ଏନଟିପିସି ପ୍ଲାଣ୍ଟରେ ଘଟିଥିବା ବିସ୍ଫୋରଣ ଘଟଣାରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ । ମୃତ୍ୟକୁ ନେଇ ତାତିଲେ ଲୋକେ । #kanaknews #odisha #mkrt
#ବିଦେଶରୁ_ଆସିବ_ବଡ଼_ପୁଞ୍ଜି
ବିଦେଶରୁ ବଡ଼ ପୁଞ୍ଜି ଆଣିବାକୁ ଆବୁଧାବିରେ ମୁଖ୍ୟମନ୍ତ୍ରୀ : ପ୍ରଥମ ଦିନରେ ଆଜି ଆଇଏଚସି ଏବଂ ଆଇବିପିଜି ସହ ଅନୁଷ୍ଠିତ ହେବ ବୈଠକ #kanaknews #odisha #mkrt
#ଓରାଙ୍ଗଉଟାନ୍_ପଛରେ_ବନବିଭାଗ !
ବିଳମ୍ବିତ ରାତିରେ ନନ୍ଦନକାନନ ପହଞ୍ଚିଲେ ଭୋଗରାଇରୁ ଠାବ ୫ଟି ଓରାଙ୍ଗଉଟାନ୍ : ସ୍ବତନ୍ତ୍ର କ୍ବାରେନଣ୍ଟାଇନ୍ ୱାର୍ଡରେ ରହିବେ #kanaknews #odisha #mkrt
ସୁନା ପିନ୍ଧୁଥିଲେ ସାବଧାନ!
ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍ । କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ଶାସ୍ତ୍ରୀନଗରରେ ଦୁବୃର୍ତ୍ତଙ୍କ ଆତଙ୍କ। #kanaknews #odisha #mkrt
#ଜଙ୍ଗଲ_ଭିତରେ_ଚାଲିଥିଲା_କଣ ?
ସୁନ୍ଦରଗଡ଼ ଟାଙ୍ଗରପାଲି ବ୍ଲକ ପିଠାଭୁଇଁ ଜଙ୍ଗଲରେ ଅବକାରୀ ବିଭାଗର ଅତର୍କିତ ଚଢ଼ାଉ #kanaknews #odisha #mkrt
#ଜୀବନ_ନେଲା_ସ୍କ୍ରବ୍_ଟାଇଫସ୍!
ବଢ଼ିଲା ସ୍କ୍ରବ୍ ଟାଇଫସ୍ ମୃତ୍ୟୁ ସଂଖ୍ୟା : ଅନୁଗୋଳ ପାଳଲହଡ଼ା ବ୍ଲକ୍ ରଜଡଙ୍ଗ ଗାଁର ଜଣେ ମହିଳାଙ୍କ ମୃତ୍ୟୁ #kanaknews #odisha #mkrt #scrubtypash
#ଆବୁଧାବିରେ_ମୁଖ୍ୟମନ୍ତ୍ରୀ_ଆସିବ_ବଡ଼_ପୁଞ୍ଜି
ବିଦେଶରୁ ପୁଞ୍ଜି ଆଣିବାକୁ ଆବୁଧାବିରେ ମୁଖ୍ୟମନ୍ତ୍ରୀ : ପ୍ରଥମ ଦିନରେ ଆଇଏଚସି ଏବଂ ଆଇବିପିଜି ସହ କରିବେ ବୈଠକ #kanaknews #mohanmajhi #mkrt
#ଆର୍ଯ୍ୟପଲ୍ଲୀରେ_‘ପୁନଶ୍ଚ_ପୃଥିବୀ’
ଜଳବାୟୁ ପରିବର୍ତ୍ତନର ମୁକାବିଲା ତଥା ପ୍ରତିକାର ବିଷୟରେ ଜନ ସଚେତନତା କରିବା ଅହରହ ଉଦ୍ୟମଋତ ସମ୍ବାଦ ଓ କନକ ନ୍ୟୁଜ #kanaknews #odisha #mkrt #punschapruthibi
#ମଦ_ବିକ୍ରି_ବନ୍ଦ_କର_ନଚେତ୍ ..
ବେଆଇନ ମଦ ବିକ୍ରି ଅଭିଯୋଗରେ ଥାନାର ଦ୍ୱାରସ୍ଥ ହେଲେ ଶତାଧିକ ମହିଳା #kanaknews #odisha #mkrt
#ଆଗକୁ_ଆସୁଛି_ଶକ୍ତି_ସଂକଟ
ଆଗକୁ ଆସୁଛି ଶକ୍ତି ସଂକଟ : ଲଗାତାର ୪ ମାସ ହେଲା ଜଳବିଦ୍ୟୁତ ଉତ୍ପାଦନ ହ୍ରାସ ନେଇ ବ୍ଲୁମବର୍ଗର ରିପୋର୍ଟ ପରେ ବଢ଼ିଲା ଚିନ୍ତା #kanaknews #odisha #mkrt #kanaknews
#ଅଣ୍ଡା_ରେଟ୍_ବଢ଼ିଯିବ !
ବଜାରରେ ବଢୁଛି ଅଣ୍ଡାର ଦାମ : ଏବେ ଗୋଟାକୁ ୯ରୁ ୧୦ ଟଙ୍କା, ଆଗକୁ ଦାମ ବଢ଼ି ହୋଇପାରେ ୧୫ ଟଙ୍କା #kanaknews #odisha #mkrt
#ଦାମ୍_ଶୁଣି_ଡର_ଲାଗୁଛି
ସାରା ବିଶ୍ୱରେ ମହଙ୍ଗା ହେଉଛି ଖାଦ୍ୟ ସାମଗ୍ରୀ : ୨୦୨୨ ପରଠୁ ସର୍ବୋଚ୍ଚସ୍ତରକୁ ଛୁଇଁଲା ଦରଦାମ #kanaknews #odisha #mkrt
#ଏହି_ଜିନିଷ_କିଣିବାକୁ_ମନାକଲେ_ମୋଦି
ଦେଶର ସୁନା ବଜାରକୁ ଘାରିଲାଣି ମାନ୍ଦାବସ୍ଥା ଭୟ : ଦ୍ୱିତୀୟ ଥର ପାଇଁ ସୁନା ନକିଣିବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ #kanaknews #odisha #narendramodi #mkrt
#ମିଛ_କହିଲା_ସିଏମସି
ଗଣମାଧ୍ୟମ ପ୍ରଶ୍ନରେ ଘାଇଲା ହେଲେ ଏନ୍ଏଲ୍ସି ଇଣ୍ଡିଆ ଲିମିଟେଡ୍ର ସିଏମ୍ଡି । ଆରପିଡିଏସି ବୈଠକରେ ଏନ୍ଏଲ୍ସିକୁ ଧୋଇଲେ ଜନପ୍ରତିନିଧି । ୮ ବର୍ଷ ପରେ ଅନୁଷ୍ଠିତ ହେଲା ଏନ୍ଏଲ୍ସି ଇଣ୍ଡିଆ ଲିମିଟେଡ୍ ପାଇଁ ଆର୍ପିଡିଏସି ବୈଠକ। #kanaknews #odisha #mkrt
Trends for you
Most Popular Users

Elon Musk 
@elonmusk
241.6M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.2M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
89.9M followers

Taylor Swift 
@taylorswift13
83.8M followers

Lady Gaga 
@ladygaga
75.3M followers

Virat Kohli 
@imvkohli
73.1M followers

Kim Kardashian 
@kimkardashian
70.8M followers

YouTube 
@youtube
68.8M followers

Neymar Jr 
@neymarjr
66.2M followers

Bill Gates 
@billgates
65M followers

Selena Gomez 
@selenagomez
63M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers
