Top Tweets for #MandiProblem
#କଣ୍ଟ_ସରିଲା_ଧାନ_ଉଠିଲାନି
ମିଲର୍-ପ୍ରଶାସନର ବେପରୁଆ ମନୋଭାବ ! ସରିଲା କଣ୍ଟ, ଉଠିଲାନି ଧାନ । ମଣ୍ଡିରେ ବର୍ଷାରେ ଭିଜି ଗଜା ହୋଇଗଲା ଫସଲ । କୋକସରା ଫୁପଗାଁ ମଣ୍ଡିରୁ ଆସିଲା ଅଭାବନୀୟ ଚିତ୍ର
#Odisha #KanakNews #Farmer #MandiProblem
#ଧାନ_ନେଲେନି_ଗଜା_ହୋଇଗଲା
କୋକସରାରେ ଡହଗାଁ ମଣ୍ଡିରେ ଧାନ ଉଠାଣରେ ବିଳମ୍ବ । ବର୍ଷାରେ ଗଜା ହୋଇଗଲା ଧାନ । ମିଲର୍ସ ଗାଡ଼ି ପଠାଇବାରେ ବିଳମ୍ବ କରିବାରୁ ଧାନ ଉଠାଣରେ ଡେରି ହେଉଥିବା ଅଭିଯୋଗ । ସେପଟେ ତୁନଗାଁ ଉପ-ମଣ୍ଡିରେ କାଗଜପତ୍ରରେ ଧାନ କିଣା ସରିଛି, ଏଯାଏଁ ମଣ୍ଡିରୁ ଉଠିନି ଧାନ
#Kokosara #Odisha #KanakNews #MandiProblem
#ମଣ୍ଡିକୁ_ଆସୁନି_ଗାଡ଼ି
#ଚାଷୀଙ୍କ_ଧାନ_ପଡ଼ିରହିଛି_ଖୋଲାରେ
ସୁବର୍ଣ୍ଣପୁରରେ ମଣ୍ଡି ଅବ୍ୟବସ୍ଥା, ଖୋଲା ଆକାଶ ତଳେ ପଡ଼ିରହିଛି ହଜାର ହଜାର କୁଇଣ୍ଟାଲ ଧାନ Subarnapur Mandi Crisis: Thousands of Quintals of Paddy Left in Open #Subarnapur #Sonepur #PaddyProcurement #FarmerIssue #MandiProblem #OdishaFarmers #PaddyLifting #AgricultureNews #FarmerNews #OdishaNews #BreakingNews #LatestNews #RuralOdisha #FarmerCrisis #MandiNews #OdiaNews #PrameyaNews7
#ମଣ୍ଡି_ଖୋଲ_ନହେଲେ_ରାସ୍ତାରେ_ବସିବୁ
କଳାହାଣ୍ଡି ଜୁନାଗଡ଼ରେ ଅବ୍ୟବସ୍ଥା ଘେରରେ ମଣ୍ଡି । ଖୋଲାଖୋଲି ହେଉଛି କଟନୀଛଟନୀ । ଧାନ ଉଠାଣ ପାଇଁ ଅର୍ଥ କାରବାର ଅଭିଯୋଗ । ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ଚାଷୀ । ମଣ୍ଡି ସ୍ବାଭାବିକ ନହେଲେ ଆନ୍ଦୋଳନର ଚେତାବନୀ
#Kalahandi #MandiProblem #Odisha #KanakNews
#ଉଠୁନି_ଧାନ #ଚିନ୍ତାରେ_ଚାଷୀ
ନୂଆପଡ଼ା ଜିଲ୍ଲାରେ ମଣ୍ଡି ଅବ୍ୟବସ୍ଥା, ଖୋଲା ଆକାଶ ତଳେ କ୍ବିଣ୍ଟାଲ କ୍ବିଣ୍ଟାନ ଧାନ ପଡିଥିବା ବେଳେ ଚିନ୍ତାରେ ଚାଷୀ
#Odisha #NandighoshaTV #Nuapada #MandiProblem
#ଚାଷୀଙ୍କ_ଧାରଣା
କଳାହାଣ୍ଡି ଜିଲ୍ଲା ରଣମାଲ ମଣ୍ଡି ଅବ୍ୟବସ୍ଥାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ, ମଣ୍ଡି ସମ୍ମୁଖରେ ବସିଲେ ଧାରଣାରେ
#Odisha #NandighoshaTV #Kalahandi #MandiProblem
ନୂଆପଡାରେ ରବିଧାନ ସଂଗ୍ରହରେ ବ୍ୟାପକ ଅବ୍ୟବସ୍ଥା । ୨୬ ପ୍ୟାକ୍ସ ମାଧ୍ୟମ ରେ ୫୧ ଟି ଧାନମଣ୍ଡି | ସମସ୍ତ ଧାନ ମଣ୍ଡିରୁ ଧାନ ଉଠୁନାହିଁ । ଦିନରେ ଅସହ୍ୟ ତାତି, ସନ୍ଧ୍ୟାରେ ଝଡ଼ବର୍ଷାରେ ମଣ୍ଡି ରେ ନିଜ ଧାନ ଜଗୁଛି ଚାଷୀ । @DM_Nuapada #FARMER #Mandiproblem #naxatranews #odisha #Nuapada
ଧାନ କ୍ରୟ ପ୍ରକ୍ରିୟାରେ ବ୍ୟାପକ ଅବ୍ୟବସ୍ଥା, ଶହ ଶହ ବସ୍ତା ଧାନ ଗଜା ହେଲାଣି
#PaddyCrisis #OdishaFarmers #MandiProblem
https://t.co/EGZaftBEwt
#ଅଧାଙ୍କୁ_ଦେଲେ_ଅଧାଙ୍କୁ_ଦେଲେନି
ମାସକର ଆନ୍ଦୋଳନ ପରେ ଆସିଲା ଟୋକନ୍ ମେସେଜ୍ । ତଥାପି ସରିଲାନି ଇନ୍ଦ୍ରାବତୀ ମେଗା ଲିଫ୍ଟ ଅଞ୍ଚଳ ଚାଷୀଙ୍କ ଦୁଃଖ । ଏବେ ବି ଅଧାରୁ ଅଧିକ ଚାଷୀ ଟୋକନ୍ ପାଇବାରୁ ବଞ୍ଚିତ
#Farmer #Odisha #MandiProblem #KanakNews
#ନବମ_ଦିନର_ଚାଷୀଙ୍କ_ଆମରଣ_ଅନଶନ
ମଣ୍ଡି ସମସ୍ୟା ନେଇ ବରଗଡ଼ରେ ନବମ ଦିନରେ ଚାଷୀଙ୍କ ଆମରଣ ଅନଶନ। ଅନଶନ ସ୍ଥଳରେ ପହଞ୍ଚିଲେ ପଦ୍ମପୁର ବିଧାୟକା ବର୍ଷା ସିଂ ବରିହା। ଚାଷୀଙ୍କ ସମସ୍ୟା ବୁଝିବା ସହ ଚାଷୀଙ୍କ ଆଗାମୀ ପଦକ୍ଷେପରେ ସେ ତାଙ୍କ ସହ ଅଛନ୍ତି ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
#NandighoshaTV #bargarh #mandiproblem #farmerissue
#ଖୋଲା_ଆକାଶ_ତଳେ_ଚାଷୀର_ସ୍ୱପ୍ନ
ଜୟପାଟଣାର ଅଧିକାଂଶ ମଣ୍ଡିରେ ଧାନ ଉଠାଣ ଠପ୍, ଖୋଲା ଆକାଶ ତଳେ ପଡ଼ି ରହିଛି ଶହ ଶହ ବସ୍ତା ଧାନ
#KanakNews #MandiProblem
#ମଣ୍ଡି_ଖୋଲିଲା_ଉଠିଲାନି_ଧାନ
ରବି ଧାନ ସଂଗ୍ରହ ପାଇଁ ଆଜିଠୁ ସମ୍ବଲପୁରରେ ଖୋଲିଲା ମଣ୍ଡି । ଖୋଲୁ ଖୋଲୁ ଅବ୍ୟବସ୍ଥା । ଧାନ କିଣାବିକାକୁ ବର୍ଜନ କଲେ ଚାଷୀ
#MandiProblem #Odisha #KanakNews #Farmer #Sambalpur
#ମଣ୍ଡିରେ_ପଡିରହିଛି_ଚାଷୀଙ୍କ_ଧାନ
ମାର୍ଚ୍ଚ ସରିଗଲା। ଏବେ ବି ମଣ୍ଡିରେ ପଡିରହିଛି ଚାଷୀଙ୍କ ହଜାର ହଜାର କୁଇଣ୍ଟାଲ ଧାନ । ଚିନ୍ତାରେ ଜଗତସିଂହପୁର ଜିଲ୍ଲାର ଚାଷୀ। କୁଇଣ୍ଟାଲ କୁଇଣ୍ଟାଲ ଧାନ କରିବେ କଣ। ଯାହାକୁ ନେଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ପ୍ରବଳ ଅସନ୍ତୋଷ ଦେଖାଦେଇଛି l
#nandighoshatv #farmerstrike #mandiproblem
#ଧାନ_ଉଠିଲାନି_ଚାଷୀ_ହତାଶ
ଅବଧି ସରିଗଲା, ବନ୍ଦ ହେଲା ମଣ୍ଡି । ସରିଲାନି ଯନ୍ତ୍ରଣା । ବରଗଡରେ ୧୨ଶହରୁ ଅଧିକ ଚାଷୀ ବିକ୍ରି କରିପାରିଲେନି ଧାନ । ଏପଟେ ସୋରରେ ସେବା ସମବାୟ ସମିତି ଆଗରେ ଅନଶନ
#Farmer #Odisha #KanakNews #MandiProblem
#ରଖିଲେ_ଧାନ_ବସ୍ତା_ଅଟକାଇଲେ_ଗାଡ଼ି
ମଣ୍ଡିରୁ ଉଠୁନି ଧାନ, ତାତିଲେ ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ାର ଚାଷୀ । ଖନ୍ତାପଡ଼ା ସେବା ସମବାୟ ସମିତିର ଶତାଧିକ ଚାଷୀ ନିଜର ଅମଳ ଧାନ ମଣ୍ଡିରେ ଦେଇ ପାରୁନାହାନ୍ତି
#MandiProblem #Odisha #KanakNews #Farmer #Balasore
#ଧାନକିଣା_ସରିନି_ମଣ୍ଡି_ବନ୍ଦ_ହେଲାଣି
ଅଜବ ବ୍ୟବସ୍ଥା । ବଲାଙ୍ଗୀର ଜିଲ୍ଲାରେ ଧାନ ଉଠି ସାରିନି, ବନ୍ଦ ହୋଇଗଲାଣି ମଣ୍ଡି । ବିକ୍ରି କରିବାକୁ ଅପେକ୍ଷା କରିଛନ୍ତି ଚାଷୀ । ଚରମ ନିଷ୍ପତ୍ତି ନେବାକୁ ଦେଲେ ଚେତାବନୀ
#MandiProblem #Odisha #KanakNews #PaddyProblem
#ଚାଷୀଙ୍କ_ଦୁଃଖ_ସରକାରଙ୍କୁ_ଦିଶୁନି ?
କେବେ ଶେଷ ହେବ ଚାଷୀଙ୍କ ଦୁଃଖ ? କେବେ ମଣ୍ଡିରୁ ଉଠିବ ଧାନ ? ଧାନ ଭିଜି ନଷ୍ଟ ହେଲାଣି, ଧାନ ଗଜା ହେବାକୁ ବସିଲାଣି । ହେଲେ ପ୍ରଶାସନ କି ସରକାର କାହାକୁ କିଛି ଦିଶୁନି
#Malkangiri #MandiProblem #Odisha #KanakNews
ମଣ୍ଡିରୁ ଉଠୁନି ଧାନ, ନୀଳଗିରି ଅମ୍ବିକାପୁର ଲ୍ୟାମ୍ପରେ ଚାଷୀଙ୍କ ପ୍ରତିବାଦ..ରାସ୍ତାରେ ଧାନ ବସ୍ତା ରଖି ରାସ୍ତା ରୋକ | Farmers Protest in Nilagiri Ambikapur LAMP | Paddy Not Lifted from Mandis, Roadblock with Grain Bags” #farmersprotest #nilgiri #ambikapur #lamp #paddyissue #mandiproblem #odishapolitics #breakingnews #odishanews #agriculture #grainbags #roadblock #farmersvoice #newsalert
ମଣ୍ଡିରୁ ଉଠୁନି ଧାନ, ନୀଳଗିରି ଅମ୍ବିକାପୁର ଲ୍ୟାମ୍ପରେ ଚାଷୀଙ୍କ ପ୍ରତିବାଦ..ରାସ୍ତାରେ ଧାନ ବସ୍ତା ରଖି ରାସ୍ତା ରୋକ | Farmers Protest in Nilagiri Ambikapur LAMP | Paddy Not Lifted from Mandis, Roadblock with Grain Bags” #farmersprotest #nilgiri #ambikapur #lamp #paddyissue #mandiproblem #odishapolitics #breakingnews #odishanews #agriculture #grainbags #roadblock #farmersvoice #newsalert
#ମଣ୍ଡି_ଜଗୁଆଳି_ଚାଷୀ
କେନ୍ଦ୍ରାପଡ଼ା ମହାକାଳପଡ଼ାରେ ମାସ ମାସ ଧରି ମଣ୍ଡିରେ ପଡିରହିଛି ହଜାର ହଜାର ବସ୍ତା ଧାନ । ମିଲର ଉଠାଉନଥିବା ଅଭିଯୋଗ । ଟୋକନକୁ ଭରସା କରି ସମବାୟ ସମିତିକୁ ଧାନ ଆଣି ଜରିପାଲ ଘୋଡ଼ାଇ ଜଗୁଆଳି ସାଜିଛନ୍ତି ଚାଷୀ
#Farmer #Odisha #KanakNews #MandiProblem
Last Seen Hashtags on Sotwe
SaraJay
Seen from Saudi Arabia
momson filter:videos
Seen from United States
shemale
Seen from Turkey
Momson((()))************** filter:native_video
Seen from Singapore
omegle
Seen from Thailand
tunisie nik
eladayacht
RIWOOnderful_Day
Seen from United Kingdom
Teenagee filter:videos
Seen from Netherlands
Most Popular Users

Elon Musk 
@elonmusk
241M followers

Barack Obama 
@barackobama
119.2M followers

Cristiano Ronaldo 
@cristiano
112.3M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.1M followers

NASA 
@nasa
92.2M followers

Justin Bieber 
@justinbieber
91.3M followers

KATY PERRY 
@katyperry
88.6M followers

Taylor Swift 
@taylorswift13
82.5M followers

Lady Gaga 
@ladygaga
74M followers

Virat Kohli 
@imvkohli
71.4M followers

Kim Kardashian 
@kimkardashian
70.2M followers

YouTube 
@youtube
68.7M followers

Bill Gates 
@billgates
64.4M followers

Neymar Jr 
@neymarjr
64.2M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.7M followers

X 
@x
60.8M followers




