Top Tweets for #PaddyProblem
#ଭୁଲ_କାହାର_ଭୋଗୁଛି_କିଏ ?
ଭୁଲ କାହାର, ଭୋଗୁଛି କିଏ ? ସମବାୟ ସମିତିର ସଭାପତି ଓ ସମ୍ପାଦକଙ୍କ ବିବାଦ ଯୋଗୁଁ ଖୋଲୁନି ଧାନ ମଣ୍ଡି । ଅନିଶ୍ଚିତତାରେ ବଲାଙ୍ଗୀର ନୂଆଁପଡା ଗାଁର ୧୭୨ ଜଣ ଚାଷୀଙ୍କ ଭାଗ୍ୟ । ଟୋକନ୍ ମିଳିଥିଲେ ବି ଏଯାଏଁ ଖୋଲିନି ମଣ୍ଡି
#Balangir #Odisha #KanakNews #PaddyProblem
#ପଡ଼ିଶାରେ_ସଫଳ_ଓଡ଼ିଶାରେ_ସମସ୍ୟା_ମାଳମାଳ
ଦୁଇଟି ଡବଲ ଇଂଜିନ୍ ସରକାରରେ ଭିନ୍ନ ଭିନ୍ନ ମଣ୍ଡି ବ୍ୟବସ୍ଥା। ଗୋଟିଏରେ ସଫଳ ଆଉ ଗୋଟିଏରେ ଅବ୍ୟବସ୍ଥା ମାଳମାଳ। ଆମ କହୁଛୁ ଛତିଶଗଡ଼ ଓ ଓଡ଼ିଶାର ମଣ୍ଡି ବ୍ୟବସ୍ଥାର କଥା
#Odisha #KanakNews #PaddyProblem
#ଧାନକିଣା_ସରିନି_ମଣ୍ଡି_ବନ୍ଦ_ହେଲାଣି
ଅଜବ ବ୍ୟବସ୍ଥା । ବଲାଙ୍ଗୀର ଜିଲ୍ଲାରେ ଧାନ ଉଠି ସାରିନି, ବନ୍ଦ ହୋଇଗଲାଣି ମଣ୍ଡି । ବିକ୍ରି କରିବାକୁ ଅପେକ୍ଷା କରିଛନ୍ତି ଚାଷୀ । ଚରମ ନିଷ୍ପତ୍ତି ନେବାକୁ ଦେଲେ ଚେତାବନୀ
#MandiProblem #Odisha #KanakNews #PaddyProblem
#ଜିଲ୍ଲାପାଳଙ୍କ_ଅଫିସ୍ରୁ_ଧାନ_ଚୋରି_କଲା_କିଏ?
ବରଗଡ଼ ଜିଲ୍ଲାପାଳଙ୍କ ଅଫିସରୁ ଧାନ ଗାଏବ । ଟୋକନ ସମସ୍ୟା ପାଇଁ ଚାଷୀ ଜିଲ୍ଲାପାଳ ଅଫିସର ସମ୍ମୁଖରେ ଧାନ ବସ୍ତା ପକାଇ କରିଥିଲେ ଆନ୍ଦୋଳନ । ରାତାରାତି ଚୋରି ହୋଇଗଲା ୧୫ ବସ୍ତା ଧାନ !
#Baragarh #Odisha #PaddyProblem #KanakNews
#ମନ୍ତ୍ରୀଙ୍କ_ଜିଲ୍ଲାରେ_ଏମିତି_ଅନ୍ୟଠି_କେମିତି ?
କେବେ ସୁଧୁରିବ ମଣ୍ଡି ସମସ୍ୟା ? ରାଜ୍ୟର ଅନେକ ଜିଲ୍ଲାରେ ଏବେ ବି ମଣ୍ଡିରେ ପଡ଼ିଛି ଗଦା ଗଦା ଧାନ ବସ୍ତା । କେଉଁଠି ଟୋକନ୍ ସମସ୍ୟା ତ ପୁଣି କେଉଁଠି ମଣ୍ଡିରୁ ଉଠୁନି ଧାନ
#Mandi #Odisha #KanakNews #OdishaGovernment #PaddyProblem
ରାଜ୍ୟରେ ଧାନକିଣାକୁ ନେଇ ବଢୁଛି ଦ୍ୱନ୍ଦ୍ୱ । ଗତ ୯ ତାରିଖରୁ ଝାରସୁଗୁଡ଼ାରେ ଖୋଲିଛି ମଣ୍ଡି । ଏଯାଏଁ କିଣାବିକା ହୋଇନି । ସେପଟେ ମଣ୍ଡି ଅବ୍ୟବସ୍ଥା ଗୁମର ଖୋଲିଦେଲେ ଉପମୁଖ୍ୟମନ୍ତ୍ରୀ । କହିଲେ, ମିଲରଙ୍କ ମନମାନି ଓ କିଛି ରାଜନେତାଙ୍କ ହସ୍ତକ୍ଷେପ ଯୋଗୁଁ ଧାନ କିଣାରେ ବିଳମ୍ବ
#Odisha #KanakNews #PaddyProblem
ଧାନ କିଣା ଦାୟିତ୍ବକୁ ନେଇ ନୂଆ ବିବାଦ । ଅଭିଜ୍ଞତା ଓ ଭିତ୍ତିଭୂମି ନଥାଇ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଯିବାକୁ ନେଇ ପ୍ରଶ୍ନ ଉଠାଇଲେ ଖୋଦ୍ ଶାସକ ଦଳର ସାଂସଦ ଓ ବିଧାୟକ । ଏସଏଚଜିଙ୍କ ନାଁରେ ମଧ୍ୟସ୍ଥି, ମଣ୍ଡିରେ ବସୁଥିବା ଅଭିଯୋଗ । ସମ୍ବଲପୁର, ବରଗଡ଼ରେ ଅସନ୍ତୋଷ ଝାଡିଲେ ଚାଷୀ
#Odisha #KanakNews #Farmer #PaddyProblem
#କମିଟି_ବସୁନି_ଦଲାଲ_ସକ୍ରିୟ
ଧର୍ମଗଡ଼ରେ ମଣ୍ଡି ଖୋଲିବାରେ ବିଳମ୍ବ । ଏଯାଏଁ ବସିନି ଧାନ କ୍ରୟ କମିଟି ବୈଠକ । ପ୍ରାଶାସନିକ ଅବହେଳାର ସୁଯୋଗ ନେଇ ଜିଲ୍ଲାରେ ଦଲାଲ ସକ୍ରିୟ । ସ୍ବଳ୍ପ ଦରରେ ଚାଷୀଠୁ ଧାନ କିଣି ନେଉଥିବା ଅଭିଯୋଗ
#Odisha #KanakNews #Kalahandi #PaddyProblem
#ହିନସ୍ତା_ହେଉଛନ୍ତି_ଚାଷୀ
ଜିଲ୍ଲାରେ ଧାନମଣ୍ଡି ପାଲଟିଛି ପ୍ରହସନ । ୩ ସପ୍ତାହ ହେଲାଣି ମଣ୍ଡିରୁ ଉଠିପାରୁନି ମୁଠାଏ ଧାନ । କାମଧନ୍ଦା ଛାଡ଼ି ମଣ୍ଡିରେ ଜଗିଛି ଚାଷୀ । ନା ମିଲର ଆସୁଛନ୍ତି ନା ପ୍ରଶାସନ
#PaddyProblem #Odisha #Koraput #KanakNews
#ମଣ୍ଡିରୁ_ଉଠୁନି_ଅନ୍ୟ_ରାଜ୍ୟରୁ_ଆସୁଛି
ମଣ୍ଡିରୁ ଉଠୁନି ଧାନ, ହେଲେ ରାଜ୍ୟରେ ପଡୋଶୀ ଧାନ ବିକ୍ରି ହେଉଥିବା ଅଭିଯୋଗ । ଛତିଶଗଡ଼ରୁ ଆସୁଥିବା ୨ଟି ଧାନ ଗାଡ଼ିକୁ ଅଟକାଇଲେ ଚାଷୀ
#Odisha #PaddyProblem #KanakNews
#ଧାନ_ଓଦା_କରିଦେଲା_ବର୍ଷା
ଫସଲ ଖାଇଗଲା ଲଘୁଚାପ ବର୍ଷା । ଗଜା ହୋଇଗଲା ବିଲରେ ଥିବା ଧାନ । ଏବେ ଚିନ୍ତାରେ ଚାଷୀ
#Farmer #PaddyProblem #KanakNews #Baragarh
#ଚିନ୍ତାରେ_ଚାଷୀ
ବର୍ଷା ଦୁଃଖଠୁ ବଳି ଯାଇଛି ମଣ୍ଡି ସମସ୍ୟା । ସଅଳ ବର୍ଷା ଆସିଥିବାରୁ ଭିଜିଲା ଧାନ । କଟା ଧାନ ବିଲରେ ଓଦା ହେଲାଣି । ସେପଟେ ଅମଳ ଧାନ ରାସ୍ତାରେ ଓଦା
#Sambalpur #Odisha #KanakNews #PaddyProblem
#ଧାନ_ଅମଳ_ସରୁ_ସରୁ_ଚାଷୀ_ଯନ୍ତ୍ରଣା
ଓଡ଼ିଶା ଧାନ ଉପରେ ଆନ୍ଧ୍ର ବେପାରୀଙ୍କ ଆଖି । ମଣ୍ଡି ଖୋଲିବା ପୂର୍ବରୁ ବୋହି ନେଇଯାଉଛନ୍ତି କୁଇଣ୍ଟାଲ କୁଇଣ୍ଟାଲ ଧାନ । ଚାଷୀର ଅମଳ ସରିଲାଣି, ହେଲେ ଏଯାଏଁ ମଣ୍ଡି ଖୋଲିନାହିଁ ।
#OdishaFarmers #PaddyProblem #Odisha #OTV
ଧାନ ଅମଳ ସରୁ ସରୁ ଚାଷୀ ଯନ୍ତ୍ରଣା; ରାଜ୍ୟର ଅଧିକାଂଶ ସ୍ଥାନରେ ଏଯାଏଁ ଖୋଲିନି ମଣ୍ଡି
#OdishaFarmers #PaddyProblem #Odisha #OTV
https://t.co/uspWiAMtDL
୬ ଜଣ ଚାଷୀଙ୍କ ଟୋକନ୍ ଅବଧି ସରିଗଲା ପରେ ବିକି ପାରିଲେନି ଧାନ। ଟ୍ରକରେ ଭର୍ତ୍ତି ହୋଇଥିବା ଧାନ ବସ୍ତା ଗଜା
#nuapada #paddyproblem #OTV
ଦିନରେ ଖରା ରାତିରେ ଅସହ୍ୟ ଶୀତ । ଧାନବସ୍ତା ଯଗି ବିତୁଛି ଦିନ ପରେ ପରେ ଦିନ....
#paddyproblem #MandiProblem #bjpvsbjd #OTV
Trends for you
Most Popular Users

Elon Musk 
@elonmusk
241M followers

Barack Obama 
@barackobama
119.2M followers

Cristiano Ronaldo 
@cristiano
112.3M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.1M followers

NASA 
@nasa
92.2M followers

Justin Bieber 
@justinbieber
91.3M followers

KATY PERRY 
@katyperry
88.6M followers

Taylor Swift 
@taylorswift13
82.5M followers

Lady Gaga 
@ladygaga
74M followers

Virat Kohli 
@imvkohli
71.4M followers

Kim Kardashian 
@kimkardashian
70.2M followers

YouTube 
@youtube
68.7M followers

Bill Gates 
@billgates
64.4M followers

Neymar Jr 
@neymarjr
64.2M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.7M followers

X 
@x
60.8M followers


