Top Tweets for #MarketComplex
-ବଲାଙ୍ଗିର ଗାନ୍ଧୀନଗରପଡ଼ାର ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ
-ଇଭି ଶୋ'ରୁମ ସମେତ ୮ରୁ ଅଧିକ ଦୋକାନ ଜଳିଯାଇଛି
-ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ
-ନିଆଁ ଲିଭାଇବାରେ ଅଗ୍ନିଶମ ବାହିନୀର ପ୍ରୟାସ
#FireIncident #MarketComplex #OdishaNews #FireBrigade #Balangir #Odisha #Dharitri
📲 Follow Dharitri – Odisha’s No.1 Odia Daily 📰✨

ଶିଳାନ୍ୟାଶକୁ ବିତିଗଲାଣି ୧୨ବର୍ଷ, କେବେ ଆରମ୍ଭ ହେବ ରାଉରକେଲାର ଅଲଟ୍ରା ମଡ଼ର୍ଣ୍ଣ ମାର୍କେଟ କମ୍ପ୍ଲେକ୍ସ? | Rourkela Ultra Modern Market Complex Project Delayed for Over a Decade #Rourkela #MarketComplex #OdishaDevelopment #InfrastructureDelay #RourkelaNews #UrbanDevelopment #OdishaNews #BreakingNews #PublicIssue #DevelopmentProject
ଅତାବିରା NAC ଅଞ୍ଚଳର ବ୍ୟବସାୟିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ପ୍ରାୟ ୩.୧୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ନୂତନ ମାର୍କେଟ୍ କମ୍ପ୍ଲେକ୍ସ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କଲି।
#Attabira
#AttabiraNAC
#MarketComplex
#FoundationStone
#Development
#Bargarh
#Odisha
#ViksitOdisha

ମାର୍କେଟ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ, ଅନେକ ଦୋକାନ ଜଳିପୋଡି ପାଉଁଶ
#marketcomplex #MassiveFire #FireBreaksOut #BhubaneswarFire #Bhubaneswar #accident #Odisha #OdishaNews #OTV
https://t.co/qjDeDm8QkF
Jajpur Market Complex Locked in Ownership Dispute; ₹4 Crore Project Wasted | କାମରେ ଆସୁନି ମାର୍କେଟ କମ୍ପ୍ଲେକ୍ସ, ମାଲିକାନା ବିବାଦ ପାଇଁ ଝୁଲୁଛି ତାଲା। ଖତ ଖାଉଛି 4 କୋଟି ଟଙ୍କା #JajpurNews #MarketComplex #OwnershipDispute #LockedProperty #OdishaUpdates #BreakingNews #PublicMoneyWasted #LocalIssues #DevelopmentStalled #prameyanews7
ବରଗଡ଼ ସହରର ଷ୍ଟେଟ୍ ବ୍ୟାଙ୍କ (ମୁଖ୍ଯ ଶାଖା) ସାମ୍ନାରେ ଥିବା ଉପନିବନ୍ଧକଙ୍କ କାର୍ଯ୍ୟାଳୟ ପରିସରରେ ତୋରା ବହୁମୁଖୀ ପ୍ରାଥମିକ କୃଷି ସେବା ସମବାୟ ସମିତି ଦ୍ୱାରା ନିର୍ମାଣ ହେବାକୁ ଥିବା ନୂତନ ମାର୍କେଟ୍ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ କଲି।
#MarketComplex #FoundationStone #Bargarh #Odisha

Fire safety system defunct at Ponda Market Complex
#Goa #GoaNews #FireSafety #Defunct #MarketComplex #Ponda
https://t.co/zJAiXoReCu
ଋଣ ଆଣି ନିର୍ମାଣ ହେବ ବ୍ରହ୍ମପୁର ଗିରି ମାର୍କେଟ କମ୍ପ୍ଲେକ୍ସ
#NandighoshaTV #Odisha #berhampurnews #marketcomplex #LoanMoney
#ଜଳିଗଲା_ମାର୍କେଟ_କମ୍ପ୍ଲେକ୍ସ
- ବରଗଡ଼: ମାର୍କେଟ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ
- ଚଷମା ଦୋକାନରୁ ନିଆଁ ଲାଗି ଚାରିଆଡ଼କୁ ବ୍ୟାପିଲା
- ନିଆଁକୁ ଆୟତ୍ତ କଲେ ଅଗ୍ନିଶନ ବାହିନୀ
- ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ
#Sambad #Bargarh #Odisha #Fire #MarketComplex

‘ଆମ ବସ୍ଷ୍ଟାଣ୍ଡ’ର ସ୍ଥିତି ଦୟନୀୟ: କାମରେ ଆସୁନି ମାର୍କେଟ୍ କମ୍ପ୍ଲେକ୍ସ
#Sambad #MarketComplex #Khandapada #Odisha https://t.co/BKMH3Nr8Qe
ମାର୍କେଟ୍ କମ୍ଲେକ୍ସ ସାଜିଲା ରାକ୍ଷାସ..ନେଇଗଲା ଗୋଟେ ମୁଣ୍ଡ..ସବୁରି ମୂଳରେ ଗୋଟିଏ ଦାନବ..ଦୁର୍ନୀତି ବୋଲି କୁହେ ଏ ତୁଣ୍ଡ…
#Sambad #MarketComplex #Koraput #Cartoon #Corruption #Odisha

ଅଚାନକ ଭୁଶୁଡ଼ି ପଡ଼ିଲା ମାର୍କେଟ୍ କଂପ୍ଲେକ୍ସର ଦୁଇ ମହଲା କୋଠା, ଚାପି ହୋଇ ଜଣେ ମୃତ...ଅଳ୍ପକେ ବର୍ତ୍ତିଗଲେ ଅନେକ
#koraput #marketcomplex #collapses #OTV
https://t.co/zJSjGQ3U61
Kumasi traders lament over market complex locked up by KMA without prior notice https://t.co/JBOcSvgaHL #Kumasi #Traders #MarketComplex
ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକର ଚନ୍ଦନପୁର ଓ ଗୋଞ୍ଜୁ ଗ୍ରାମପଞ୍ଚାୟତରେ ରାଜ୍ୟ ବିତ୍ତ ଆୟୋଗ (SFC) ଅନୁଦାନରେ ନୂତନ ଗ୍ରାମୀଣ ବଜାର ନିର୍ମାଣ କରାଯାଇଛି। ଏହି ପଦକ୍ଷେପ ଦ୍ୱାରା ସ୍ଥାନୀୟ ବ୍ୟବସାୟ ଓ ଗ୍ରାମୀଣ ଉଦ୍ୟମୀମାନଙ୍କ ପାଇଁ ରୋଜଗାର ଓ ଆର୍ଥିକ ସଶକ୍ତିକରଣର ନୂଆ ଅବସର ସୃଷ୍ଟି ହେବ।
#SFC #CapitalAsset #MarketComplex

ରାଜ୍ୟ ବିତ୍ତ ଆୟୋଗ (SFC) ଅନ୍ତର୍ଗତ ଅନୁଦାନ ରେ, କୋଠରସିଙ୍ଗି, ଦୁରା ଏବଂ ଗୋଞ୍ଜୁ ଗ୍ରାମପଞ୍ଚାୟତରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଛି। ଏହି ପଦକ୍ଷେପ ଦ୍ୱାରା ସ୍ଥାନୀୟ ବ୍ୟବସାୟଙ୍କ ରୋଜଗାର ବୃଦ୍ଧି ହେବା ସହିତ ଗ୍ରାମୀଣ ଉଦ୍ୟମୀମାନଙ୍କୁ ସଶକ୍ତ କରାଯାଇ ପାରିବ।
#SFC #CapitalAsset #MarketComplex

ରାଉରକେଲା ମହାନଗର ନିଗମ ଆୟୁକ୍ତ ଆଶୁତୋଷ କୁଲକର୍ଣ୍ଣି ଆଜି ବାସନ୍ତୀ ମାର୍କେଟ କମ୍ପ୍ଲେକ୍ସ ଓ ଗଣେଶ ମାର୍କେଟ କମ୍ପ୍ଲେକ୍ସ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ତଦାରଖ କରିବା ସହ ବକେୟା କାର୍ଯ୍ୟ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
#Construction #marketcomplex #Rourkela #rmc

Uncertainty Looms over CDA's Project Plan | କି ପ୍ରକାର ପ୍ରକଳ୍ପ ନିର୍ମାଣ କରିବ ସିଡିଏ ତାକୁ ନେଇ ଦ୍ଵନ୍ଦ #cdanews #cuttack #projectplan #marketcomplex #cdaprojects #cuttacknews #subashsingh #cuttackmayor #developmentprojects #krushnachandramohapatra #odishaminister #UrbanDevelopment #prameyanews7
Textile hub to be setup in Cuttack's Markatnagar | କଟକ ମର୍କତନଗରରେ ୧୫ ଏକର ଜମିରେ ହେବ ଟେକ୍ସଟାଇଲ୍ ହବ୍
#cuttacknews #markatnagar #textilehub #urbandevelopment #textilemarket #krushnachandramohapatra #cdaboardmeeting #marketcomplex #prameyanews7
#ଆରଏମସି_ମାର୍କେଟ_କମ୍ପ୍ଲେକ୍ସ_ଗୋଦାମରେ_ଭୟାବହ_ଅଗ୍ନିକାଣ୍ଡ
ଭୟାବହ ଅଗ୍ନିକାଣ୍ଡ , ଜାର ଓ ପ୍ଲାଷ୍ଟିକ ଗୋଦାମରେ ନିଆଁ। ଦୁଇଟି ଗୋଦାମରେ ଭୟାବହ ନିଆଁ ଲାଗିଛି । ଭଦ୍ରକ ଜିଲ୍ଲା ବାଇପାସ ସ୍ଥିତ ଆରଏମସି ମାର୍କେଟ ଥିବା ଦୁଇଟି ଗୋଦାମରେ ନିଆଁ ଲାଗିଛି ।
#FireMishap #MarketComplex #Odisha #OTV
തലയെടുപ്പോടെ എറണാകുളം മാർക്കറ്റ്..! കാണാം അത്യാധുനിക സൗകര്യങ്ങളോടെ ഒരുങ്ങിയ മാർക്കറ്റ് കോംപ്ലക്സ്
#ernakulam #marketcomplex
Trends for you
Most Popular Users

Elon Musk 
@elonmusk
240.7M followers

Barack Obama 
@barackobama
119.2M followers

Donald J. Trump 
@realdonaldtrump
111.7M followers

Cristiano Ronaldo 
@cristiano
110.6M followers

Narendra Modi 
@narendramodi
107M followers

Rihanna 
@rihanna
97.7M followers

NASA 
@nasa
92.2M followers

Justin Bieber 
@justinbieber
90.9M followers

KATY PERRY 
@katyperry
87.7M followers

Taylor Swift 
@taylorswift13
81.5M followers

Lady Gaga 
@ladygaga
73M followers

Virat Kohli 
@imvkohli
69.9M followers

Kim Kardashian 
@kimkardashian
69.8M followers

YouTube 
@youtube
68.7M followers

Bill Gates 
@billgates
63.9M followers

Neymar Jr 
@neymarjr
62.6M followers

The Ellen Show
@theellenshow
62.4M followers

CNN 
@cnn
61.9M followers

X 
@x
60.8M followers

Selena Gomez 
@selenagomez
60.8M followers
























