Top Tweets for #MilletDay
Union Minister Dharmendra Pradhan tweets, "Greetings on ‘Mandia Diwas’. Mandia holds a special place among our traditional foods. We resolve to widely promote this healthy food and create public awareness about its benefits."
#MandiaDiwas #MilletDay #Greetings #DharmendraPradhan

#Bhubaneswar : Union Agriculture and Farmers’ Welfare Minister Shivraj Singh Chouhan reaches Bhubaneswar airport. He is scheduled to attend ‘Millet Day’ programme
#ShivrajSinghChouhan #MilletDay #BhubaneswarAirport

'ମାଣ୍ଡିଆ ଦିବସ' ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମାଣ୍ଡିଆ ଆମ ଓଡ଼ିଶାର ଗୌରବ, ଆମ ଚାଷୀ ଭାଇ ଭଉଣୀଙ୍କ ପରିଶ୍ରମର ଫଳ ଏବଂ ଆମ ପାରମ୍ପରିକ ଖାଦ୍ୟ ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଅଂଶ । ଆସନ୍ତୁ, ଏହାର ପ୍ରଚାର ପ୍ରସାର କରି ସୁସ୍ଥ, ସମୃଦ୍ଧ ଏବଂ ବିକଶିତ ଓଡ଼ିଶା ଗଠନ କରିବା ।

'ମାଣ୍ଡିଆ' ଆମ ଓଡ଼ିଶାର ଗର୍ବ
ଏହି ପାରମ୍ପରିକ ଖାଦ୍ୟରେ ରହିଥିବା ପୁଷ୍ଟିତତ୍ତ୍ଵର କୌଣସି ତୁଳନା ନାହିଁ। ଆସନ୍ତୁ ନିଜର ସ୍ୱାସ୍ଥ୍ୟକୁ ଗୁରୁତ୍ଵ ଦେଇ ମାଣ୍ଡିଆକୁ ଆମର ଦୈନନ୍ଦିନ ଖାଦ୍ୟପେୟରେ ସାମିଲ କରିବା ସହ ଏହାର ବ୍ୟବହାର ପାଇଁ ଅନ୍ୟମାନଙ୍କୁ ପ୍ରେରିତ କରିବା।
#ମାଣ୍ଡିଆଦିବସ #MilletDay #MandiaDibasa #OdishaMillets

'ମାଣ୍ଡିଆ' ଆମ ଓଡ଼ିଶାର ଗର୍ବ
ଏହି ପାରମ୍ପରିକ ଖାଦ୍ୟରେ ରହିଥିବା ପୁଷ୍ଟିତତ୍ତ୍ଵର କୌଣସି ତୁଳନା ନାହିଁ। ଆସନ୍ତୁ ନିଜର ସ୍ୱାସ୍ଥ୍ୟକୁ ଗୁରୁତ୍ଵ ଦେଇ ମାଣ୍ଡିଆକୁ ଆମର ଦୈନନ୍ଦିନ ଖାଦ୍ୟପେୟରେ ସାମିଲ କରିବା ସହ ଏହାର ବ୍ୟବହାର ପାଇଁ ଅନ୍ୟମାନଙ୍କୁ ପ୍ରେରିତ କରିବା।
#ମାଣ୍ଡିଆଦିବସ #MilletDay #MandiaDibasa #OdishaMillets

ଆଜି ମାଣ୍ଡିଆ ଦିବସ; ଭୁବନେଶ୍ୱରରେ ପାଳନ ହେବ ମାଣ୍ଡିଆ ଦିବସ, ଯୋଗଦେବେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ | Today Odisha Celebrating Millet Day
#MilletDay #OdishaMilletDay #bhubaneswar #AgricultureCelebration #MilletFestival #OdishaEvents #unionministers #shivrajsinghchouhan #HealthyEating #FarmersAndFood #prameyanews7
#Bhubaneswar : Union Agriculture and Farmers' Welfare Minister Shivraj Singh Chouhan will visit Odisha tomorrow. He is scheduled to interact with millet farmers on the occasion of Millet Day.
#ShivrajSinghChouhan #MilletDay #OdishaVisit

ମାଣ୍ଡିଆ ବା ଶ୍ରୀ ଅନ୍ନ କୁ ନେଇ ଏବେ ସବୁଠି ଚର୍ଚ୍ଚା। Community seed bank ମାଧ୍ୟମରେ ଆମେ ହଜି ଯାଉଥିବା ଶ୍ରୀ ଅନ୍ନ କିସମ ଗୁଡ଼ିକୁ ସଂରକ୍ଷିତ କରି ରଖି ପରିବା । ଚିରସ୍ଥାୟୀ କୃଷି ଦିଗରେ ଏମାନେ ଆମକୁ ସହାୟକ ହେବେ । ଶ୍ରୀ ଅନ୍ନ ର ବିକାଶ କୃଷି ପ୍ରଗତିର ସାରଥୀ ।
PC: Facebook
#milletday #milletodisha

ମାଣ୍ଡିଆ ଦିବସରେ ରାଜ୍ୟ ସରକାର ଆୟୋଜନ କରିବେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ଯୋଗଦେବେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ
#PrameyaNews7 #OdishaNews #Milletday #ShivrajSinghChouhan #kvsinghdeo
https://t.co/7ZNW01SdZf
#Bhubaneswar : On the occasion of Millet Day, Odisha Govt to organize a special programme on Nov 10 and 11. Union Agriculture Minister Shivraj Singh Chouhan grace as chief guest, informs Deputy CM KV Singh Deo
#MilletDay #specialprogramme #ShivrajSinghChouhan
Good Morning everyone Today Is Thursday December 19 2024 #HardCandyDay #OatmealMuffinDay #RegiftingDay #EmoDay #BanthaAppreciationDay #ChocolatePizzaDay #BuildASnowmanDay #DigitalTwinDay #MilletDay #HollyDay #ChristmasCarolDay #LookForAnEvergreenDay

ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ଉପଲକ୍ଷେ ଶ୍ରୀ ଅନ୍ନ ଓ ଖାଦ୍ୟ ମେଳା ଅନୁଷ୍ଠିତ
#MilletDay #Jagatsinghpur #OdishaNews
ପିଲାବେଳେ ମା' ଆମକୁ ମାଣ୍ଡିଆ ଖାଇବାକୁ ଦେଉଥିଲେ । ନୂଆ ଧାନ ଅମଳ ହେବା ପୂର୍ବରୁ ମା' ଭାତ ସହ ମକା ମିଶାଇ ଖାଇବାକୁ ଦେଉଥିଲେ । କେବେକେବେ ଭାତ ସହ ଗୁଲୁଚି ମିଶାଇ ମଧ୍ୟ ଖାଇବାକୁ ଦେଉଥିଲେ ।- ମୁଖ୍ୟମନ୍ତ୍ରୀ @MohanMOdisha
@krushibibhag #milletday
ଆଜି ମାଣ୍ଡିଆ ଦିବସ । ଏହି ଉପଲକ୍ଷେ ଭୁବନେଶ୍ୱରଠାରେ ଆୟୋଜିତ ହୋଇଛି ଆନ୍ତର୍ଜାତିକ ଶ୍ରୀଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ । ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ @MohanMOdisha ଉଦ୍ଘାଟନ କରି ମିଲେଟକୁ ସୁପର ଫୁଡ୍ (ଶ୍ରେଷ୍ଠ ଖାଦ୍ୟ) ବୋଲି କହିଛନ୍ତି । @CMO_Odisha #milletday @krushibibhag
ମାଣ୍ଡିଆ ଦିବସ: ମାଣ୍ଡିଆକୁ ଆହୁରି ବ୍ୟାପକ କରିବା ଦିଗରେ ସଙ୍କଳ୍ପବଦ୍ଧ ହେବାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆହ୍ବାନ
#naveenpatnaik #Millet #MilletDay
ଆମ ପାରମ୍ପରିକ ଖାଦ୍ୟ ମଧ୍ୟରେ ମାଣ୍ଡିଆ ସ୍ୱତନ୍ତ୍ର। ଏଥିରେ ଥିବା ପୁଷ୍ଟିକର ତତ୍ତ୍ୱ ସୁସ୍ଥ ଜୀବନଯାପନରେ ବଡ଼ ମହତ୍ତ୍ୱପୂର୍ଣ୍ଣ। ଆମ ଦୈନନ୍ଦିନ ଖାଦ୍ୟଶୃଙ୍ଖଳାରେ ଏହାକୁ ସାମିଲ କରିବା ଦିଗରେ ଅନେକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛୁ; ଯାହା ବିଶ୍ୱ ଦରବାରରେ ଏହାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ମାଣ୍ଡିଆ ଦିବସରେ ଆସନ୍ତୁ ଏହାକୁ ଆହୁରି ବ୍ୟାପକ କରିବା ଦିଗରେ ସଙ୍କଳ୍ପବଦ୍ଧ ହେବା। #MandiaDibasa

Happy #MandiaDibasa everyone!!
Pic1: Mandia Mandapitha(Home made)
Pic2: Mandia jau(Home made)
Pic3: Mandia Dahibara(Baramunda ISBT)
Pic4: Mandia Cupcake(Koraput Coffee outlet)
*Finger Millet(ragi/mandia)
#ମାଣ୍ଡିଆଦିବସ #MilletDay

Meet MILLI, the mascot of the International Symposium on ShreeAnna & Forgotten Foods, going to be held on 10-11 November! She’s here to celebrate Odisha’s heritage grains, revive forgotten foods, and support farmers for a healthier future! #ISSFF2024 #MandiaDibasa

On this #Prathamastami, try #MandiaEnduri
https://t.co/LMumjOenjA
#FoodieOdia #OdiaFood #EnduriPitha #Enduri #MilletDay #MandiaDibasa #ICMOdisha2023
Last Seen Hashtags on Sotwe
1069fm
Seen from United States
TurnTheReplayConcert
Seen from United States
母狗
Seen from Germany
spirituallessons
Seen from United States
brosis
Seen from United Kingdom
MessyFacial
Seen from Turkey
fòmasyon
Seen from United States
tall girl
Seen from Algeria
submissive
Seen from Germany
smno
Seen from Australia
Trends for you
Most Popular Users

Elon Musk 
@elonmusk
241.6M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.2M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
89.9M followers

Taylor Swift 
@taylorswift13
83.8M followers

Lady Gaga 
@ladygaga
75.3M followers

Virat Kohli 
@imvkohli
73.1M followers

Kim Kardashian 
@kimkardashian
70.8M followers

YouTube 
@youtube
68.8M followers

Neymar Jr 
@neymarjr
66.2M followers

Bill Gates 
@billgates
65M followers

Selena Gomez 
@selenagomez
62.9M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers






















