Top Tweets for #Milletday
Union Minister Dharmendra Pradhan tweets, "Greetings on ‘Mandia Diwas’. Mandia holds a special place among our traditional foods. We resolve to widely promote this healthy food and create public awareness about its benefits."
#MandiaDiwas #MilletDay #Greetings #DharmendraPradhan

#Bhubaneswar : Union Agriculture and Farmers’ Welfare Minister Shivraj Singh Chouhan reaches Bhubaneswar airport. He is scheduled to attend ‘Millet Day’ programme
#ShivrajSinghChouhan #MilletDay #BhubaneswarAirport

'ମାଣ୍ଡିଆ ଦିବସ' ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମାଣ୍ଡିଆ ଆମ ଓଡ଼ିଶାର ଗୌରବ, ଆମ ଚାଷୀ ଭାଇ ଭଉଣୀଙ୍କ ପରିଶ୍ରମର ଫଳ ଏବଂ ଆମ ପାରମ୍ପରିକ ଖାଦ୍ୟ ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଅଂଶ । ଆସନ୍ତୁ, ଏହାର ପ୍ରଚାର ପ୍ରସାର କରି ସୁସ୍ଥ, ସମୃଦ୍ଧ ଏବଂ ବିକଶିତ ଓଡ଼ିଶା ଗଠନ କରିବା ।

'ମାଣ୍ଡିଆ' ଆମ ଓଡ଼ିଶାର ଗର୍ବ
ଏହି ପାରମ୍ପରିକ ଖାଦ୍ୟରେ ରହିଥିବା ପୁଷ୍ଟିତତ୍ତ୍ଵର କୌଣସି ତୁଳନା ନାହିଁ। ଆସନ୍ତୁ ନିଜର ସ୍ୱାସ୍ଥ୍ୟକୁ ଗୁରୁତ୍ଵ ଦେଇ ମାଣ୍ଡିଆକୁ ଆମର ଦୈନନ୍ଦିନ ଖାଦ୍ୟପେୟରେ ସାମିଲ କରିବା ସହ ଏହାର ବ୍ୟବହାର ପାଇଁ ଅନ୍ୟମାନଙ୍କୁ ପ୍ରେରିତ କରିବା।
#ମାଣ୍ଡିଆଦିବସ #MilletDay #MandiaDibasa #OdishaMillets

'ମାଣ୍ଡିଆ' ଆମ ଓଡ଼ିଶାର ଗର୍ବ
ଏହି ପାରମ୍ପରିକ ଖାଦ୍ୟରେ ରହିଥିବା ପୁଷ୍ଟିତତ୍ତ୍ଵର କୌଣସି ତୁଳନା ନାହିଁ। ଆସନ୍ତୁ ନିଜର ସ୍ୱାସ୍ଥ୍ୟକୁ ଗୁରୁତ୍ଵ ଦେଇ ମାଣ୍ଡିଆକୁ ଆମର ଦୈନନ୍ଦିନ ଖାଦ୍ୟପେ��ରେ ସାମିଲ କରିବା ସହ ଏହାର ବ୍ୟବହାର ପାଇଁ ଅନ୍ୟମାନଙ୍କୁ ପ୍ରେରିତ କରିବା।
#ମାଣ୍ଡିଆଦିବସ #MilletDay #MandiaDibasa #OdishaMillets

ଆଜି ମାଣ୍ଡିଆ ଦିବସ; ଭୁବନେଶ୍ୱରରେ ପାଳନ ହେ��� ମାଣ୍ଡିଆ ଦିବସ, ଯୋଗଦେବେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ | Today Odisha Celebrating Millet Day
#MilletDay #OdishaMilletDay #bhubaneswar #AgricultureCelebration #MilletFestival #OdishaEvents #unionministers #shivrajsinghchouhan #HealthyEating #FarmersAndFood #prameyanews7
#Bhubaneswar : Union Agriculture and Farmers' Welfare Minister Shivraj Singh Chouhan will visit Odisha tomorrow. He is scheduled to interact with millet farmers on the occasion of Millet Day.
#ShivrajSinghChouhan #MilletDay #OdishaVisit

ମାଣ୍ଡିଆ ବା ଶ୍ରୀ ଅନ୍ନ କୁ ନେଇ ଏବେ ସବୁଠି ଚର୍ଚ୍ଚା। Community seed bank ମାଧ୍ୟମରେ ଆମେ ହଜି ଯାଉଥିବା ଶ୍ରୀ ଅନ୍ନ କିସମ ଗୁଡ଼ିକୁ ସଂରକ୍ଷିତ କରି ରଖି ପରିବା । ଚିରସ୍ଥାୟୀ କୃଷି ଦିଗରେ ଏମାନେ ଆମକୁ ସହାୟକ ହେବେ । ଶ୍ରୀ ଅନ୍ନ ର ବିକାଶ କୃଷି ପ୍ରଗତିର ସାରଥୀ ।
PC: Facebook
#milletday #milletodisha

ମାଣ୍ଡିଆ ଦିବସରେ ରାଜ୍ୟ ସରକାର ଆୟୋଜନ କରିବେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ଯୋଗଦେବେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ
#PrameyaNews7 #OdishaNews #Milletday #ShivrajSinghChouhan #kvsinghdeo
https://t.co/7ZNW01SdZf
#Bhubaneswar : On the occasion of Millet Day, Odisha Govt to organize a special programme on Nov 10 and 11. Union Agriculture Minister Shivraj Singh Chouhan grace as chief guest, informs Deputy CM KV Singh Deo
#MilletDay #specialprogramme #ShivrajSinghChouhan
Good Morning everyone Today Is Thursday December 19 2024 #HardCandyDay #OatmealMuffinDay #RegiftingDay #EmoDay #BanthaAppreciationDay #ChocolatePizzaDay #BuildASnowmanDay #DigitalTwinDay #MilletDay #HollyDay #ChristmasCarolDay #LookForAnEvergreenDay

ଜିଲ୍ଲାସ୍ତର���ୟ ମାଣ୍ଡିଆ ଦିବସ ଉପଲକ୍ଷେ ଶ୍ରୀ ଅନ୍ନ ଓ ଖାଦ୍ୟ ମେଳା ଅନୁଷ୍ଠିତ
#MilletDay #Jagatsinghpur #OdishaNews
ପିଲାବେଳେ ମା' ଆମକୁ ମାଣ୍ଡିଆ ଖା��ବାକୁ ଦେଉଥିଲେ । ନୂଆ ଧାନ ଅମଳ ହେବା ପୂର୍ବରୁ ମା' ଭାତ ସହ ମକା ମିଶାଇ ଖାଇବାକୁ ଦେଉଥିଲେ । କେବେକେବେ ଭାତ ସହ ଗୁଲୁଚି ମିଶାଇ ମଧ୍ୟ ଖାଇବାକୁ ଦେଉଥିଲେ ।- ମୁଖ୍ୟମନ୍ତ୍ରୀ @MohanMOdisha
@krushibibhag #milletday
ଆଜି ମାଣ୍ଡିଆ ଦିବସ । ଏହି ଉପଲକ୍ଷେ ��ୁବନେଶ୍ୱରଠାରେ ଆୟୋଜିତ ହୋଇଛି ଆନ୍ତର୍ଜାତିକ ଶ୍ରୀଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ । ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ @MohanMOdisha ଉଦ୍ଘାଟନ କରି ମିଲେଟକୁ ସୁପର ଫୁଡ୍ (ଶ୍ରେଷ୍ଠ ଖାଦ୍ୟ) ବୋଲି କହିଛନ୍ତି । @CMO_Odisha #milletday @krushibibhag
ମାଣ୍ଡିଆ ଦିବସ: ମାଣ୍ଡିଆକୁ ଆହୁରି ବ୍ୟାପକ କରିବା ଦିଗରେ ସଙ୍କଳ୍ପବଦ୍ଧ ହେବାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆହ୍ବାନ
#naveenpatnaik #Millet #MilletDay
ଆମ ପାରମ୍ପରିକ ଖାଦ୍ୟ ମଧ୍ୟରେ ମାଣ୍ଡିଆ ସ୍ୱତନ୍ତ୍ର। ଏଥିରେ ଥିବା ପୁଷ୍ଟିକର ତତ୍ତ୍ୱ ସୁସ୍ଥ ଜୀବନଯାପନରେ ବଡ଼ ମହତ୍ତ୍ୱପୂର୍ଣ୍ଣ। ଆମ ଦୈନନ୍ଦିନ ଖାଦ୍ୟଶୃଙ୍ଖଳାରେ ଏହାକୁ ସାମିଲ କରିବା ଦିଗରେ ଅନେକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛୁ; ଯାହା ବିଶ୍ୱ ଦରବାରରେ ଏହାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ମାଣ୍ଡିଆ ଦିବସରେ ଆସନ୍ତୁ ଏହାକୁ ଆହୁରି ବ୍ୟାପକ କରିବା ଦିଗରେ ସଙ୍କଳ୍ପବଦ୍ଧ ହେ��ା। #MandiaDibasa

Happy #MandiaDibasa everyone!!
Pic1: Mandia Mandapitha(Home made)
Pic2: Mandia jau(Home made)
Pic3: Mandia Dahibara(Baramunda ISBT)
Pic4: Mandia Cupcake(Koraput Coffee outlet)
*Finger Millet(ragi/mandia)
#ମାଣ୍ଡିଆଦିବସ #MilletDay

Meet MILLI, the mascot of the International Symposium on ShreeAnna & Forgotten Foods, going to be held on 10-11 November! She’s here to celebrate Odisha’s heritage grains, revive forgotten foods, and support farmers for a healthier future! #ISSFF2024 #MandiaDibasa

On this #Prathamastami, try #MandiaEnduri
https://t.co/LMumjOenjA
#FoodieOdia #OdiaFood #EnduriPitha #Enduri #MilletDay #MandiaDibasa #ICMOdisha2023
Last Seen Hashtags on Sotwe
Trends for you
Most Popular Users

Elon Musk 
@elonmusk
241.6M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.2M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
89.9M followers

Taylor Swift 
@taylorswift13
83.8M followers

Lady Gaga 
@ladygaga
75.3M followers

Virat Kohli 
@imvkohli
73.1M followers

Kim Kardashian 
@kimkardashian
70.8M followers

YouTube 
@youtube
68.8M followers

Neymar Jr 
@neymarjr
66.2M followers

Bill Gates 
@billgates
65M followers

Selena Gomez 
@selenagomez
63M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers






















