Top Tweets for #NaveenMostPopularCM
#ବିଜୁଙ୍କ_ପରେ_ନବୀନ_ଭାରତ_ରତ୍ନ_ପାଇଁ_ହକଦାର
୫ ଥରର ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ମାଟିର ମହାନାୟକ
#ନବୀନଙ୍କୁ_ଭାରତରତ୍ନ_ମୋର_ଦାବି ✊️
ପ୍ରତି ଓଡିଆଙ୍କ ସ୍ପନ୍ଦନ ନବୀନ ଙ୍କୁ ମିଳୁ ଭାରତରତ୍ନ
#WeDemandBharatRatnaForNaveenBabu #NaveenPatnaik
#BharatRatna #CM #Odisha #NaveenMostPopularCM #NaveenNo1

ଓଡିଶାବାସୀଙ୍କ ପ୍ରତି ନିସ୍ବାର୍ଥପର ସେବା ଓ ନିଷ୍ଠାପର କର୍ତ୍ତବ୍ୟପରାୟଣତା ହିଁ ଶ୍ରେଷ୍ଠ ସେବକଙ୍କୁ ବିଭିନ୍ନ ସମୟରେ କରିଛି ସମ୍ମାନିତ।
#NaveenAlwaysNo1
#OurCmOurHero
#NaveenPatnaik
#NaveenMostPopularCM
#Odisha

୨୫ ବର୍ଷର ଜନସେବା... ପ୍ରତିଟି ପୃଷ୍ଠାରେ ପ୍ରଗତି, ପରିଶ୍ରମ, ପ୍ରତିଶ୍ରୁତି, ପରିବର୍ତ୍ତନ ଓ ପ୍ରତିବଦ୍ଧତାର କାହାଣୀ ହୋଇଛି ଲେଖା।
#25YearsOfService
#NaveenMostPopularCM
#NaveenAlwaysNo1
@Naveen_Odisha
@CMO_Odisha


ଏକାମ୍ର ଯୋଜନା ମାଧ୍ୟମରେ ଲିଙ୍ଗରାଜ ମନ୍ଦିର ଓ ଏହା ଚତୁଃପାର୍ଶ୍ବର ଉନ୍ନତୀକରଣ କରାଯାଉଛି। ଏହି କାର୍ଯ୍ୟର ସମୀକ୍ଷା ନିମନ୍ତେ, ତାହାର ସ୍ଥିତି ଅନୁଧ୍ୟାନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ @naveen_odisha ମହୋଦୟ। ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କରି ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କରିଛନ୍ତି।🙏
#NaveenMostPopularCm
@MPKandhamal Through these schemes, the BJD government has tried to touch all sections of society besides taking care of other aspects of growth, including infrastructure to industrialisation in the state.
#SamantaForKandhamal
#naveenmostpopularcm
#Naveen_Odisha
2/2
@MPKandhamal @Naveen_Odisha @bjd_odisha The image of being
"Mr Clean" has also helped him in no small measure.
In a state where politicians are known to be corrupt and nepotism is rampant, he has successfully cultivated the image of a man miles away from corruption.
2
#naveenmostpopularcm
#Naveen_Odisha

ଓଡ଼ିଶାର ସାଢ଼େ ୪ କୋଟି ଲୋକଙ୍କର ଭଲ ପାଇବା ଏବଂ ମହାପ୍ରଭୁଙ୍କ ଆଶୀର୍ବାଦ ଯୋଗୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିବର୍ଷ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ ହୋଇଛନ୍ତି | #NaveenMostPopularCM
@CMO_Odisha @Naveen_Odisha @pranabpdas

Er. #Susanta Bal, an #eminentpoet and grandson of erudite poet 'Pallikabi' #NandaKishoreBal , has composed a #poem on phenomenal statesman Mr #Naveen Pattnaik , the #CM of #common man ! #NaveenMostPopularCM @Naveen_Odisha @CMO_Odisha

✍️Two odia Songs 🎶 that boosted feelings of common people for @Naveen_Odisha are :
1- Nabin Nabin (ନବୀନ ନବୀନ )
2- Hey Naveen Babu Ame Tuma Fan (ହେ ନବୀନ ବାବୁ ଆମେ ତୁମ ଫ୍ୟାନ୍)
✍️Opposition & Haters can't remove #NaveenPatnaik from their mind 😃.
#NaveenMostPopularCM
#Odisha

@Anusha4BJP Seems like he was out of syllabus .. only 70% portion for the exam pls
#cancelboardexams2022 #IndiaToday #NaveenMostPopularCM
ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ବିଶ୍ୱାସ ଓ ଭଲପାଇବା, ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କୁ ପୁଣିଥରେ ଦେଶର ୧ନମ୍ବର୍ ମୁଖ୍ୟମନ୍ତ୍ରୀ କରିଛି। @IndiaToday ର ସର୍ଭେରେ ସେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବିବେଚିତ ହୋଇଥିବା ବେଳେ ଓଡ଼ିଶା #COVID19 ମୁକାବିଲାରେ ଶ୍ରେଷ୍ଠ ରାଜ୍ୟର ମାନ୍ୟତା ପାଇଛି।
#NaveenMostPopularCM

With efficient handling of #COVID19, #Odisha has topped the @IndiaToday's#MoodOfTheNation survey as the best state in handling the pandemic. An impressive 76.7% respondents have rated the State's performance as ‘outstanding’. #NaveenMostPopularCM


ଲୋକପ୍ରିୟ ମୁଖ୍ୟ ମନ୍ତ୍ରୀଙ୍କ ତାଲିକାରେ ନବୀନଙ୍କ ପଛକୁ ରହିଛନ୍ତି ପଶ୍ଚିମ ବଙ୍ଗର CM ମମତା ବାନାର୍ଜୀ । ୬୯.୯ ପ୍ରତିଶତ ଲୋକ ମମତାଙ୍କୁ ପସନ୍ଦ କରିଛନ୍ତି । ତୃତୀୟରେ ଅଛନ୍ତି ତାମିଲ ନାଡୁର CM ଏମ୍.କେ. ଷ୍ଟାଲିନ୍ । @anandstdas #Odisha #NaveenMostPopularCM #NaveenPatnaik
ପଢ଼ନ୍ତୁ ପୂରା ଖବର:https://t.co/f46TNaveoE


No doubt @Naveen_Odisha ji is the best CM of India. His governance and his disaster management plans stand as an example for the rest States/UTs of India. @debashish_mla
@NandighoshaTV
#NaveenMostPopularCM
Last Seen Hashtags on Sotwe
Most Popular Users

Elon Musk 
@elonmusk
241M followers

Barack Obama 
@barackobama
119.2M followers

Cristiano Ronaldo 
@cristiano
112.2M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.1M followers

NASA 
@nasa
92.2M followers

Justin Bieber 
@justinbieber
91.3M followers

KATY PERRY 
@katyperry
88.6M followers

Taylor Swift 
@taylorswift13
82.5M followers

Lady Gaga 
@ladygaga
74M followers

Virat Kohli 
@imvkohli
71.3M followers

Kim Kardashian 
@kimkardashian
70.2M followers

YouTube 
@youtube
68.7M followers

Bill Gates 
@billgates
64.4M followers

Neymar Jr 
@neymarjr
64.2M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.7M followers

X 
@x
60.8M followers






















