Top Tweets for #OCAElection
ହାଇକୋର୍ଟରେ OCA ନିର୍ବାଚନୀ ମାମଲା
ଆଜି ଦୀର୍ଘ ଅଢ଼େଇ ଘଣ୍ଟା ଧରି ଚାଲିଲା ଶୁଣାଣି
ଉଭୟ ପକ୍ଷରୁ କରାଯାଇଥିଲା ଯୁକ୍ତି ଉପସ୍ଥାପନ
ଆଜି ଶୁଣାଣି ଅସମାପ୍ତ ରହିଲା, ୨୮ରେ ପରବର୍ତ୍ତୀ ଶୁଣାଣି
#OrissaHighCourt #OCA #OCAElection #LegalUpdate #OdishaCricketAssociation
#OCA_ମାମଲା: ୨୮ରେ ପରବର୍ତ୍ତୀ ଶୁଣାଣି
ହାଇକୋର୍ଟରେ OCA ନିର୍ବାଚନୀ ମାମଲା
ଆଜି ଦୀର୍ଘ ଅଢ଼େଇ ଘଣ୍ଟା ଧରି ଚାଲିଲା ଶୁଣାଣି
ଉଭୟ ପକ୍ଷରୁ କରାଯାଇଥିଲା ଯୁକ୍ତି ଉପସ୍ଥାପନ
ଆଜି ଶୁଣାଣି ଅସମାପ୍ତ ରହିଲା
ଆସନ୍ତା ୨୮ରେ ମାମଲାର ପରବର୍ତ୍ତୀ ଶୁଣାଣି
#OrissaHighCourt #OCA #OCAElection #LegalUpdate #OdishaCricketAssociation

OCA Election Case Hearing on Tuesday: All Eyes on the Court | OCA ନିର୍ବାଚନ ମାମଲାରେ ବଡ଼ ଅପଡେଟ୍! ମଙ୍ଗଳବାର ହେବ ଶୁଣାଣି, ଆସିପାରେ ଗୁରୁତ୍ୱପୂର୍ଣ୍ଣ ରାୟ | PrameyaNews7 #OCAElection #OCA #OdishaCricket #OdishaCricketAssociation #ElectionCase #CourtHearing #OCAElectionCase #CricketNews #OdishaSports #SportsNews #OdishaNews #ElectionUpdate #prameyanews7
OCA election: ଓସିଏ ନିର୍ବାଚନକୁ ନେଇ ହାଇକୋର୍ଟରେ ମାମଲା, ଗ୍ରହଣୀୟତା ଉପରେ ଜାରି ରହିଲା ଶୁଣାଣି
#PrameyaNews7 #OdishaNews #OCA #OCAElection #OrissaHighCourt
https://t.co/zkzK8ZPoWn
OCA ନିର୍ବାଚନ କୁ ନେଇ ତେଜିଲା କଳି, ଜେନେରାଲ ବଡ଼ି ମିଟିଂ ବୟକଟ୍ କଲେ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର | OCA Election Row Intensifies as Lalitendu Bidyadhar Mohapatra Boycotts General Body Meeting #OCAElection #OdishaCricket #SportsPolitics #OdishaNews #GeneralBodyMeeting #LalitenduBidyadharMohapatra #CricketAdministration #ElectionControversy #SportsGovernance #PublicDebate
ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଅଭିଯୋଗକୁ ଖଣ୍ଡନ କଲେ OCA ସମ୍ପାଦକ...OCAରେ କୌଣସି ଦୁର୍ନୀତି ହୋଇନି, ଅଭିଯୋଗ ଭିତ୍ତିହୀନ...ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ କହୁଛନ୍ତି, ମୁଁ ମଧ୍ୟ ଭେଟି ଫେରାଦ ହେବି କହିଲେ OCA ସମ୍ପାଦକ ସଞ୍ଜୟ ବେହେରା
#NoCorruption #OCA #OCAElection #SanjayBehera
#OTV
ତେଜିଲା ଓଡ଼ିଶା କ୍ରିକେଟ ଆସୋସିଏସନ (OCA) ନିର୍ବାଚନ କଳି...ଜେନେରାଲ୍ ବଡି ବୈଠକକୁ ବୟକଟ୍ କଲେ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର....ବୈଠକକୁ ବୟକଟ୍ କରି ଗଣମାଧ୍ୟମ ଆଗରେ ବର୍ଷିଲେ ଲଳିତେନ୍ଦୁ
#OCAElection #OdishaCricket #LalitenduMohapatra #LodhaCommittee #BCCI #CricketPolitics #OTV
Congratulations to the new office bearers of Odisha Cricket Association. I am sure that Odisha cricket will reach newer heights under your leadership and guidance. My Best Wishes.
@cricket_odisha @BCCI #OCAElection

Best wishes to the new team that will take charge of @cricket_odisha. I hope you all take the game of cricket to new heights.
#OCAElection #OdishaCricketAssociation

Heartiest Congratulations to Hon’ble MLA Jajpur & BJD’s Organisational Secretary Shri @pranabpdas bhai on being elected unopposed as the President of Odisha Cricket Association (OCA).
The Game of Cricket will definitely scale newer heights under his able guidance.
#OCAElection

#OCAElection
#PranabPrakashDas as #President, Sanjay Behera as secretary , Pankaj Lochan Mohanty as Vice President, Pankaj Bhol as Joint secretary & Vikas Pradhan as Treasurer. #Congratulations @CMO_Odisha @pranabpdas @MoSarkar5T

ନବନିର୍ବାଚିତ OCA ସଦସ୍ୟଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ
ପ୍ରଣବ ପ୍ରକାଶ ଦାସ ସଭାପତି ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ
୨୦୨୪ରେ ICC ବିଶ୍ବକପ୍ ଭାରତରେ ଆୟୋଜିତ ହୋଇପାରେ । ଆଶା, ଏକାଧିକ ମ୍ୟାଚ୍ ବାରବାଟୀକୁ ଆଣିବାକୁ ସମସ୍ତେ ପ୍ରୟାସ କରିବେ । #OCAElection @pranabpdas @CMO_Odisha @NandighoshaTV

ଓସିଏ ସଭାପତି ପଦକୁ ନେଇ ତେଜିଲା ରାଜନୀତି; ବିରୋଧୀଙ୍କ ପ୍ରଶ୍ନ, ପ୍ରବଣ ପ୍ରକାଶ ଦାଶ କଣ ପାଇଁ?
#OCAElection #OdishaOCAElection #OcaPresidentElection #OdishaNews
ଓସିଏ ନିର୍ବାଚନ ପାଇଁ ଆସନ୍ତାକାଲି ନାମାଙ୍କନ ଦାଖଲ, ଅକ୍ଟୋବର ୨୮ରେ ନିର୍ବାଚନ
#OCAElection #OdishaNews #NewsUpdates
#OCAelection : #OCA ଉପରେ #BJD ର ନଜର, ରାତାରାତି ଏମିତି ବଦଳି ଗଲା ଖେଳ
#OdishaCricketAssociation #PranabPrakashDas
https://t.co/7kDVgQaf7X
#୨୮ରେ_ଓସିଏ_ନିର୍ବାଚନ
ଆସନ୍ତା ୨୮ରେ ଓସିଏ କାର୍ଯ୍ୟକର୍ତ୍ତା ନିର୍ବାଚନ । ଓସିଏ ନିର୍ବାଚନ ଅଧିକାରୀ ଘୋଷଣା କଲେ ତାରିଖ । ୨୧ରେ ମନୋନୟନ ପତ୍ର ଦାଖଲର ଶେଷ ତାରିଖ । #OCAElection #OTV
ଓସିଏ ନିର୍ବାଚନ: ପୁଅ ପାଳି ଆରମ୍ଭ, ଚୌହାନ-କଟ୍ ଆଣ୍ଡ ବୋଲ୍ଡ-ବେହେରା-୦୦
ପୁରୀରୁ ଆସିଲା ପତିତପାବନ ବାନା, ଧଣ୍ଡାhttps://t.co/YuukUiLcGK
#Sambad #OCAElection #OCA #Odisha

#ଓସିଏର_ନବ_ନିର୍ବାଚିତ_ସମ୍ପାଦକ ଶ୍ରୀଯୁକ୍ତ ସଞ୍ଜୟ ବେହେରା ଏବଂ ତାଙ୍କ ପ୍ୟାନେଲର ସମସ୍ତ ବିଜୟୀ ପାର୍ଥୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 💐💐🙏💐💐 #SanjayBehera #OCA
#OCAElection #ଓସିଏ_ନିର୍ବାଚନ @BiswalOfficial @sports_odisha @mubibjd

Re-Up: Sanjay Behera Elected Odisha Cricket Association Secretary
#OCAElection
https://t.co/KO5SU4pCeZ

ମୁଖ୍ୟମନ୍ତ୍ରୀଙ୍କ ପୁଅ ମୁଖ୍ୟମନ୍ତ୍ରୀ ।
ସଂପାଦକଙ୍କ ପୁଅ ସଂପାଦକ ।
ବିଜୁଙ୍କ ସ୍ଵପ୍ନ - ଆଶିର୍ବାଦଙ୍କ ସ୍ଵପ୍ନ ।
#OCAElection
ଓସିଏ ନିର୍ବାଚନ : ସଞ୍ଜୟ ବେହେରା ଓସିଏ ସମ୍ପାଦକ ଭାବେ ନିର୍ବାଚିତ, ୪୫ ଖଣ୍ଡ ଭୋଟ ପାଇ ନିର୍ବାଚିତ ହେଲେ ସଞ୍ଜୟ । #SanjayBehera #OCA

Last Seen Hashtags on Sotwe
turkporno
Seen from Turkey
北里ツリー2023
Seen from United States
captions
Seen from Greece
เข้ากลุ่มเทเลแกรม199ทัก
Seen from Thailand
سولاف_جليل
Seen from United States
k9girls() +filter:native_video
Seen from United Arab Emirates
สาวใหญ่รับงาน
Seen from Thailand
sex and getting caught
Seen from Canada
MGAI
Seen from Turkey
lilyAfshar
Seen from United States
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.4M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
83.9M followers

Lady Gaga 
@ladygaga
75.4M followers

Virat Kohli 
@imvkohli
73.4M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.4M followers

Bill Gates 
@billgates
65.2M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers















