Top Tweets for #Odiasinger
From Memory Lane - କଥା ନମ୍ର, ମାର୍ଜିତ - କଣ୍ଠ ଶକ୍ତିଶାଳୀ
OUR FAVORITE SINGER T.SOURI.
Day 7/365 🎥📸
I'm Kamalakanta Nayak
365 days. One photo or video every single day.
No https://t.co/0MFTFeImQN excuses.See you on Day 8
#TSouri #TSouriSinger #OdiaSinger #OdiaMusic #OdiaSong

ଇଣ୍ଡିଆନ୍ ଆଇଡଲ୍ ସିଜନ–୧୬ର ବିଜେତା ଜ୍ୟୋତିମୟୀ ନାୟକଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି। ପ୍ରଥମ ଓଡ଼ିଆ ଗାୟିକା ଭାବେ ଟ୍ରଫି ଜିତି ସେ ଓଡ଼ିଶା ପାଇଁ ଇତିହାସ ସୃଷ୍ଟି କରିଛନ୍ତି। #JyotirmayeeNayak #IndianIdol16 #OdishaPride #DharmendraPradhan #OdiaSinger #Music #OdiaNews
-ଓଡ଼ିଶା ଫେରିଛନ୍ତି ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀ ନାୟକ
-ଇଣ୍ଡିଆନ ଆଇଡଲ ଟ୍ରଫି ସହ ଜ୍ୟୋତିର୍ମୟୀ ସୋମବାର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି
-ତାଙ୍କର ଏହି ବିଜୟ ପାଇଁ ସେ ମହାପ୍ରଭୁ ଜଗନ୍ନାଥ ଓ ଓଡ଼ିଶାବାସୀଙ୍କୁ ଶ୍ରେୟ ଦେଇଛନ୍ତି
#JyotirmayeeNayak #IndianIdolWinner #OdishaPride #OdiaSinger #MusicRealityShow #OdishaTalent #Bhubaneswar #Odisha #Dharitri
📲 Follow Dharitri – Odisha’s No.1 Odia Daily 📰✨

ଗୌରବ ଆଣିଲେ ଜ୍ୟୋତିର୍ମୟୀ, କହିଲେ ଜଗନ୍ନାଥଙ୍କ ପାଖରେ ଟ୍ରଫି ସମର୍ପଣ କରିବି | Jyotirmayee Nayak
#jyotirmayeenayak #IndianIdol16 #IndianIdolWinner #OdishaPride #OdiaSinger #IndianMusic #RealityShowWinner #BhubaneswarNews #OdishaTalent #MusicJourney #SingingStar #EntertainmentNews #PrameyaNews7
Indian Idol 16 winner #JyotirmayeeNayak says the reality show transformed her as both an artist and a person. #Odiasinger #IndianIdol16
https://t.co/4NfnL9rhPG
https://t.co/iuvxLP6GR1
Indian Idol ଫାଇନାଲରେ ଓଡ଼ିଆ ଝିଅ ଜ୍ୟୋତିର୍ମୟୀ: ଭୁବନେଶ୍ୱରରେ ପହଞ୍ଚିବା ପରେ ମିଳିଲା ଭବ୍ୟ ସ୍ୱାଗତ, ବିଜୟ ପାଇଁ ଆଶୀର୍ବାଦ ଲୋଡ଼ିଲେ
#PrameyaNews7 #IndianIdol #JyotirmayeeNayak #OdishaProud #Bhubaneswar #OdiaSinger #MusicTherapy
Grand Welcome for Indian Idol Season 16 Finalist Jyotirmayee in Bhubaneswar ଭୁବନେଶ୍ୱରରେ Indian Idol ଫାଇନାଲିଷ୍ଟ ଜ୍ୟୋତିର୍ମୟୀ, ଢୋଲ-ବାଜାରେ ହେଲା ଭବ୍ୟ ସ୍ୱାଗତ
#JyotirmayeeNayak #IndianIdol16 #IndianIdolFinalist #Bhubaneswar #OdiaSinger #OdishaPride #MusicRealityShow #IndianIdolSeason16 #OdishaNews #GrandWelcome #EntertainmentNews #OdiaTalent #prameyanews7
Breakfast Odisha With Singer & Lyricist Bappu Panda | Prameya News7
#BappuPanda #BreakfastOdisha #Singer #Lyricist #OdiaSinger #OdiaMusic #OdiaSongs #CelebrityInterview #EntertainmentNews #OdiaEntertainment #PrameyaNews7 #Odisha
Star's Secret with Singer Karunakar Sethi | Prameya News7 #KarunakarSethi #StarsSecret #Singer #OdiaSinger #Music #CelebrityTalk #ExclusiveInterview #PrameyaNews7 #OdiaEntertainment #OdiaMusic #Celebrity #Inspiration
#ବିଦେଶରେ_ଚମକିଲେ_ଓଡ଼ିଆ_ପୁଅ
ବିଦେଶରେ ଚମକିଲେ ଓଡ଼ିଆ ପୁଅ। ଓଡ଼ିଆ ଓ ପୁରୁଣା ହିନ୍ଦୀ ଗୀତ ଗାଇ ଚମକିଲେ ଶିବୁ ପଟ୍ଟନାୟକ। ନିକଟରେ ଆମେରିକାର ‘ଓଡ଼ିଆ ସୋସାଇଟି ଶିବୁ ପଟ୍ଟନାୟକଙ୍କୁ ଯୁକ୍ତରାଷ୍ଟ୍ର ଆମେରିକା ଆମନ୍ତ୍ରଣ କରିଥିଲା।
#ShibuPattnaik #OdiaPride #OdiaSinger #OdiaMusic #IndianMusic #USAEvent #NandighoshaTV
POV: Singapore streets, Sambalpuri soul. 🇸🇬🇮🇳✨
Draped in beautiful Sambalpuri handloom and vibing to “Pakhana Upore Jharana Pani” — carrying Odisha’s culture, music, and magic wherever I go. ❤️🎶
Because tradition has no borders. 🌍🔥
#sohinimishra #playbacksinger #odiasinger
ଆମ ସଂଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଦିନକୁ ଦିନ ଗୋଟିଏ ପରେ ଗୋଟିଏ ମହାନ କଳାକାର ଚାଲି ଯାଉଛନ୍ତି। ସଂଗୀତ ଜଗତ ଉପରେ କଳା ଛାଇ ପଡ଼ିଛି। - ଜ୍ୟୋତିପ୍ରକାଶ ଓଝା , ଓଡ଼ିଆ କଣ୍ଠଶିଳ୍ପୀ
#JyotiprakashOjha #AshaBhosle #OdiaMusic #MusicIndustry #OdiaSinger #OdiaMusicIndustry #OdishaTV #OTV
କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀଙ୍କ ଓଡ଼ିଆ ଭଜନକୁ ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୋଷ୍ଟ କରିବା ପରେ ରିପୋଷ୍ଟ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ! #DiptiRekhaPadhi #MohanCharanMajhi #NarendraModi #OdiaSinger #OdiaSong #OdishaTV #OTV


#ମୁଁ_ଆଜି_ବହୁତ_ଖୁସି !
ମୋ ଗୀତକୁ ନିଜେ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି। ମୋ ପାଇଁ ଏହା ବହୁତ ବଡ଼ କଥା। ମୁଁ ଆଜି ବହୁତ ଖୁସି କହିଲେ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ !
#DiptiRekhaPadhi #PMModi #OdiaSinger #OdiaSong #OdishaTV #OTV
କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ...କଟକ ସତୀଚଉରାରେ ଶେଷକୃତ୍ୟ ସମ୍ପନ୍ନ...ମୁଖାଗ୍ନି ଦେଲେ ସମ୍ପର୍କୀୟ ଭାଇ ପ୍ରସନ୍ନ ପାତ୍ର
#GeetaPatnaik #OdiaSinger #LastRites #SatiChaura #OTV #Cuttack
-କଟକ ସତୀଚଉରାରେ ସୁନାମଧନ୍ୟା କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ
-ସମ୍ପର୍କୀୟ ଭାଇ ପ୍ରସନ୍ନ ପାତ୍ର ମୁଖାଗ୍ନି ଦେଇଥିବା ସୂଚନା
#GeetaPatnaik #OdiaSinger #Cuttack #Odisha #Dharitri
📲 Follow Dharitri – Odisha’s No. 1 Odia Daily 📰✨

Veteran Odia singer Geeta Patnaik passes away at 73 after suffering a brain stroke in Cuttack. The music industry mourns the loss of a soulful voice. May her soul rest in peace. 🙏
.
.
.
#GeetaPatnaik #RIP #OdiaSinger #IndiaForums

#ପଞ୍ଚଭୂତରେ_ବିଲୀନ_ହେଲେ_ଗୀତା_ପଟ୍ଟନାୟକ
ପଞ୍ଚଭୂତରେ ବିଲୀନ ହେଲେ କଣ୍ଠ ଶିଳ୍ପୀ ଗୀତା ପଟ୍ଟନାୟକ
କଟକ ସତୀଚଉରା ଶ୍ମଶାନରେ କରାଗଲା ଶେଷକୃତ୍ୟ
ଗୀତା ପଟ୍ଟନାୟକଙ୍କୁ ମୁଖାଗ୍ନି ଦେଲେ ସମ୍ପର୍କୀୟ ଭାଇ
#GeetaPatnaik #OdiaSinger #LastRites #SatiChaura #Cuttack #ArgusNews

Last Seen Hashtags on Sotwe
nolimit()
Seen from Turkey
CricketFacts
sexplay
Seen from United States
ensestanne
Seen from Germany
Teenage nolimit _() +filter:native_video
Seen from Israel
脚奴
Seen from United States
omegle() or #monkeyapp()or #momsonn() or #nolimits() or #thundr()+filter:videos
ดาราคนดัง
Seen from Thailand
死妈婊
Ometv
Seen from Australia
Trends for you
Most Popular Users

Elon Musk 
@elonmusk
241.2M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
112.9M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.3M followers

NASA 
@nasa
92.3M followers

Justin Bieber 
@justinbieber
91.5M followers

KATY PERRY 
@katyperry
89.1M followers

Taylor Swift 
@taylorswift13
83M followers

Lady Gaga 
@ladygaga
74.5M followers

Virat Kohli 
@imvkohli
72M followers

Kim Kardashian 
@kimkardashian
70.5M followers

YouTube 
@youtube
68.8M followers

Neymar Jr 
@neymarjr
64.9M followers

Bill Gates 
@billgates
64.6M followers

The Ellen Show
@theellenshow
62.4M followers

Selena Gomez 
@selenagomez
62.1M followers

CNN 
@cnn
61.8M followers

X 
@x
60.8M followers











