Top Tweets for #PaddyRegistration
ଚାଷୀ ପଞ୍ଜୀକରଣରେ ନୂଆ ରେକର୍ଡ! ୨୨ ଲକ୍ଷ ୨୮ ହଜାର ଚାଷୀ କଲେ ରେଜିଷ୍ଟ୍ରେସନ: କୃଷ୍ଣଚନ୍ଦ୍ର ପାତ୍ର | Record Farmer Registration in Odisha: 22.28 Lakh Farmers Register to Sell Paddy #KrushnaChandraPatra #FarmerRegistration #OdishaFarmers #PaddyProcurement #PaddyRegistration #OdishaAgriculture #FarmerNews #KharifSeason #PaddyFarmers #FarmerWelfare #OdishaGovernment #AgricultureNews #prameyanews7
Paddy registration: ଚାଷୀଙ୍କ ପାଇଁ ବଡ଼ ଖବର : ଆଜି ରାତି ୧ଟା ଯାଏ ଧାନ ପଞ୍ଜୀକରଣ, ଆଉ ବଢ଼ିବନି ଅବଧି
#PrameyaNews7 #PrameyaNews #Paddyregistration #Pradeepbalsamant
https://t.co/pUki7TCw8Y
ଧାନ ପଞ୍ଜିକରଣ ପାଇଁ ହିନସ୍ତା ଚାଷୀ.. ସେବା ସମବାୟ ସମିତି ଆଗରେ ଲମ୍ବା ଲାଇନ୍.. ସକାଳେ ଆସି ରାତି ୧୨ଟାରେ ଫେରୁଛନ୍ତି.. ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଚାରି ଚାରିଟି ବନ୍ୟାରେ ଧାନ ଚାଷ ନଷ୍ଟ ହୋଇଯାଇଛି..
#Basudevpur #OdishaFarmers #PaddyRegistration #FarmersDistress #OTV
ଧାନ ପଞ୍ଜୀକରଣ ଅବଧି ୨୦ ଦିନ ବୃଦ୍ଧି କରିବାକୁ ଦାବି କଲା ବିଜେଡି
#Sambad #PaddyRegistration #BJD #OdishaNews
https://t.co/lUsS7HLi6f
ଖରିଫ ଧାନ ପଞ୍ଜୀକରଣ ପାଇଁ ରାତିରେ ଲ୍ୟାମ୍ପସରେ ଭିଡ଼
#Sambad #Nabarangpur #PaddyRegistration #Odisha
https://t.co/icREkOosXD
ଖରିଫ ଧାନ ପଞ୍ଜୀକରଣରେ ସର୍ଭର ସମସ୍ୟା, ଘଣ୍ଟା ଘଣ୍ଟା ଧାଡ଼ିରେ ଚାଷୀ
#OdishaFarmers #KharifPaddy #PaddyRegistration
https://t.co/1aaFxRNjB9
ସରୁନି ଖରିଫ ଧାନ ପଞ୍ଜୀକରଣ ଝାମେଲା...ସୋସାଇଟି ଆଗରେ ଅଧରାତିରୁ ଲାଗୁଛି ଚାଷୀଙ୍କ ଲାଇନ୍...ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି ଦୁର୍ଦ୍ଦଶାର ଚିତ୍ର....ଆଉ ସପ୍ତାହେ ବଢ଼ିଲା ପଞ୍ଜୀକରଣ ଅବଧି... ନେଟୱାର୍କ ସମସ୍ୟାକୁ ଦାୟୀ କଲେ ଯୋଗାଣ ମନ୍ତ୍ରୀ
#PaddyRegistration #Kharif #OdishaFarmers #PaddyProcurement #FarmersProtest #OdishaNews #FoodSuppliesMinister #NetworkIssue #OTV
ଧାନ ପଞ୍ଜୀକରଣରେ ସମସ୍ୟା ଉପରେ ପ୍ରତିକ୍ରିୟା ରଖିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ.. ଧାନ ପଞ୍ଜୀକରଣର ଅବଧି ଆଉ ୧୫ରୁ ୨୦ ଦିନ ବୃଦ୍ଧି କରାଯାଉ ବୋଲି ସରକାରଙ୍କୁ ଦାବି କଲେ.. ଶୁଣନ୍ତୁ ପ୍ରତିକ୍ରିୟା..
#RamchandraKadam #Congress #PaddyRegistration #OTV
ଧାନ ପଞ୍ଜୀକରଣ ନେଇ ପ୍ରତିକ୍ରିୟା ରଖିଲେ ବିଜେଡି ନେତା ସଞ୍ଜୟ ଦାସ ବର୍ମା.. ସେପ୍ଟେମ୍ବର ୨୦ ଯାଏଁ ପଞ୍ଜୀକରଣ ଅବଧି ବୃଦ୍ଧି ପାଇଁ ଦାବି କଲେ.. ଶୁଣନ୍ତୁ ପ୍ରତିକ୍ରିୟା..
#SanjayDasBurma #BJD #PaddyRegistration #OTV
ରାଜ୍ୟରେ ୭ ଦିନ ବଢ଼ିଲା ଧାନ ପଞ୍ଜୀକରଣ ଅବଧି.. ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର.. ଆସନ୍ତାକାଲି ସରୁଥିଲା ପଞ୍ଜୀକରଣ ଅବଧି.. ଅନେକ ଚାଷୀ ପଞ୍ଜୀକରଣ କରିପାରୁନଥିବାରୁ ଅବଧି ବୃଦ୍ଧି..
#PaddyRegistration #Farmers #KrushnaChandraPatra #OTV
#ସରୁନି_ପଞ୍ଜୀକରଣ_ପାଲା
ସର୍ଭର ସ୍ଲୋ...ଖୋଲୁନି ପୋର୍ଟାଲ । ନବରଙ୍ଗପୁର ଜିଲ୍ଲାରେ ଧାନ ମଣ୍ଡି ପାଇଁ ପଞ୍ଜୀକରଣ କରିବାକୁ ରାତି ଅନିଦ୍ରା ହେଉଛନ୍ତି ଚାଷୀ । ପ୍ରଥମେ ବର୍ଷାର ଦୁର୍ଦ୍ଦଶା ଏବେ ପ୍ରଶାସନିକ ସମସ୍ୟା । ଦିନ ପରେ ଦିନ ସମସ୍ୟା ଭୋଗୁଥିଲେ ବି ସରୁନି ଚାଷୀଙ୍କ ଦୁର୍ଦ୍ଦଶା ।
#Smabad #FarmersDistress #PaddyRegistration #MandiRegistration #Nabarangpur #OdishaFarmers
#୭_ଦିନ_ବଢ଼ିଲା_ଧାନ_ପଞ୍ଜୀକରଣ_ଅବଧି
ରାଜ୍ୟରେ ୭ ଦିନ ବଢ଼ିଲା ଧାନ ପଞ୍ଜୀକରଣ ଅବଧି..ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର..ଆସନ୍ତାକାଲି ସରୁଥିଲା ପଞ୍ଜୀକରଣ ଅବଧି..ଅନେକ ଚାଷୀ ପଞ୍ଜୀକରଣ କରିପାରୁନଥିବାରୁ ଅବଧି ବୃଦ୍ଧି..
#Odisha #PaddyRegistration #Farmers #KrushnaChandraPatra #BadaKhabar #badakhabartv
ବଢ଼ିଲା ୭ ଦିନ ଧାନ ପଞ୍ଜୀକରଣ ଅବଧି ; ଆସନ୍ତାକାଲି ସରୁଥିଲା ପଞ୍ଜୀକରଣ , କିନ୍ତୁ ପଞ୍ଜୀକରଣରେ ସମସ୍ୟା ଉପୁଜୁଥିବାରୁ ଅବଧି କୁ ବୃଦ୍ଧି କରାଯାଇଛି
#nandighoshatv #odisha #PaddyRegistration #OdishaFarmers #OdishaGovernment
ଏଯାବତ ୧୭ ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିଛନ୍ତି କହିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର.. ଆଉ ୭ ଦିନ ଧାନ ପଞ୍ଜୀକରଣ ଅବଧି ବଢ଼ିବା ନେଇ ସୂଚନା ଦେଲେ.. ଶୁଣନ୍ତୁ ପ୍ରତିକ୍ରିୟା..
#PaddyRegistration #Farmers #KrushnaChandraPatra #OdishaFarmers #OTV
ଧାନ ପଞ୍ଜୀକରଣ ପାଇଁ ଚାଷୀଙ୍କୁ ଆଉ ସମୟ ଦିଅନ୍ତୁ, ସରକାରଙ୍କୁ ରାମଚନ୍ଦ୍ର କାଡାମଙ୍କ ଅନୁରୋଧ ... | Extend Paddy Registration Deadline for Farmers, Demands Ram Chandra Kadam
#PaddyRegistration #OdishaFarmers #RamChandraKadam #FarmerDemand #PaddyProcurement #OdishaAgriculture #FarmersIssue #FarmerNews #Kharif2026 #OdishaPolitics #PaddyFarmers #AgricultureNews #prameyanews7
ଚାଷୀଙ୍କ ପାଇଁ ଖୁସିଖବର, ବଢ଼ିଲା ଧାନ ପଞ୍ଜିକରଣ ଅବଧି
#PaddyRegistration #PaddyProcurement #OdishaFarmers #FarmerNews #OdishaAgriculture #PaddyFarmers #AgricultureUpdate #FarmerRelief #PaddyProcurementNews #FarmerUpdate #AgricultureNews #OdishaNewsUpdate #PrameyaNews7

#ସାଇଟ୍_ଖୋଲୁନି_ଘଣ୍ଟା_ଘଣ୍ଟା_ଅପେକ୍ଷା!
ହାତରେ ଆଉ ମାତ୍ର ଗୋଟିଏ ଦିନ! ଧାନ ବିକ୍ରି ପଞ୍ଜୀକରଣ ଅବଧି ବଢ଼ାଇବାକୁ ସରକାରଙ୍କୁ ଗୁହାରି କଲେ ଶହ ଶହ ଚାଷୀ | Website Not Opening, Farmers Wait for Hours for Paddy Registration in Sundargarh
#Sundargarh #FarmersProtest #PaddyRegistration #FarmerDemand #OdishaFarmers #PaddyProcurement #FarmerIssue #AgricultureNews #SundargarhNews #OdishaAgriculture #FarmersNews #OdishaNews #prameyanews7
#ଲାଇନରେ_ଛତା_ଜୋତା !
Long Queues and Sleepless Nights: Farmers Struggle for Paddy Registration in Keonjhar | ଧାନ ପଞ୍ଜୀକରଣକୁ ନେଇ ଚାଷୀଙ୍କ ଦୁର୍ଦ୍ଦଶା! କେନ୍ଦୁଝରରେ ରାତି ଅନିଦ୍ରା ହୋଇ ଧାଡ଼ିରେ ଚାଷୀ #PaddyRegistration #Keonjhar #FarmersIssue #OdishaFarmers #PaddyProcurement #FarmerProblems #AgricultureNews #OdishaAgriculture #PaddySale #FarmerNews #RuralOdisha #OdishaNews #prameyanews7
Paddy Registration: ଖରିଫ ଋତୁ ପାଇଁ ୭ ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିସାରିଲେଣି
#PaddyRegistration
https://t.co/RWwhSp5AUT
ସର୍ଭର ଡାଉନ୍, ଚାଷୀଙ୍କ ଟେନ୍ସନ୍! ଧାନମଣ୍ଡି ରେଜିଷ୍ଟ୍ରେସନ୍ ପାଇଁ ସମବାୟ ସମିତି ଆଗରେ ଲମ୍ବା ଲାଇନ୍ | Paddy Mandi Registration Trouble: Farmers Struggle Amid Server Issues in Umerkote #PaddyRegistration #PaddyMandi #FarmerProblem #Umerkote #Nabarangpur #OdishaFarmers #PaddyProcurement #ServerDown #FarmerCrisis #KharifSeason #OdishaAgriculture #OdishaNews #prameyanews7
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.4M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.4M followers

Bill Gates 
@billgates
65.2M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers





