Top Tweets for #ParcelBombCase
#ParcelBombCase: ओडिशा के बोलनगीर जिले की एक अदालत ने बुधवार को 2018 के पटनागढ़ पार्सल बम मामले में आरोपी पुंजिलाल मेहर को दोषी ठहराया, जिसमें 26 साल के नवविवाहित व्यक्ति सहित दो लोगों की मौत हो गई थी। मेहर, जो उस समय एक स्थानीय कॉलेज में लेक्चरर था
पूरी खबर👇
https://t.co/GUAG0afnAr
.
.
.
.
.
.
#CrimeNews #murdercase #LatestNews #MoneycontrolHindi

#ଏହି_କେସ୍_କ୍ରାକ୍_କରିବା_ସବୁଠୁ_କଷ୍ଟ_ଥିଲା
ଜାଣି ଆଶ୍ଚର୍ଯ୍ୟ ହେବେ କାହିଁକି ମାରିଥିଲା ପୁଞ୍ଜିଲାଲ ? ବୋଥ୍ରା ବଖାଣିଲେ ପାଟଣାଗଡ ପାର୍ସଲ ବୋମା କାହାଣୀ, ଶୁଣନ୍ତୁ…
#patnagarh #parcelbombcase #ArunBothra #NandighoshaTV
#ଶାନ୍ତି_ପାଇବ_ସୌମ୍ୟଙ୍କ_ଆତ୍ମା
7ବର୍ଷର ନ୍ୟାୟିକ ଲଢେଇ ପରେ ଶେଷରେ ଅଭିଯୁକ୍ତକୁ ମିଳିଲା ସଜା I ପାଟଣାଗଡ଼ ପାର୍ସଲବୋମା ବିସ୍ଫୋରଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ।
#Odisha #Patnagarh #ParcelBombCase
କୃତକର୍ମ ପାଇଁ ବଡ଼ ଦଣ୍ଡ। ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଦୋଷୀ ପୁଞ୍ଜିଲାଲ ମେହେରକୁ ହୋଇଛି ଆଜୀବନ ଜେଲ୍। ୨୦୧୮ ମସିହାର ଏ ଲୋମହର୍ଷକ ମାମଲାର ଚୂଡ଼ାନ୍ତ ରାୟ ଶୁଣାଇ ଆଜି ପୁଞ୍ଜିଲାଲକୁ ଆଜୀବନ ସଜା ଶୁଣାଇଛନ୍ତି ସେଠିକାର ଏଡିଜେ କୋର୍ଟ।
#Patnagarh #ParcelBombCase #OTV
ଏତେ ବଡ଼ ମାମଲା...ନା ଥିଲା ସୁରାକ୍ ନା ଥିଲେ କେହି ପ୍ରତକ୍ଷ୍ୟଦର୍ଶୀ। ତଥାପି ମାମଲାରେ ଅଭିଯୁକ୍ତ ଗିରଫ ହେଲା ଆଉ ଶେଷରେ ଦୋଷୀ ସାବ୍ୟସ୍ତ ହେଲା। ହେଲେ କେମିତି ସୁରାକ୍ ପାଇଥିଲା ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ? କେମିତି ଜାଣିଥିଲା ପୁଞ୍ଜିଲାଲ ହିଁ ଥିଲା ଏସବୁ ପଛରେ।
#Patnagarh #ParcelBombCase #ArunBothra #OTV
Patnagarh parcel bomb case: How a mysterious letter and forensic clues unmasked Punjilal Meher
#ParcelBombCase #Odisha
https://t.co/0MAH6CmqF4
#ନୂଆ_ଆଇନ_ଆଧାରରେ_ପୁଞ୍ଜିଲାଲ_ପାଇଛି_ଦଣ୍ଡ?
କେଉଁ ଆଇନ ଆଧାରରେ ପୁଞ୍ଜିଲାଲକୁ ମିଳିଛି କାରାଦଣ୍ଡ, ନୂଆ ନା ପୁରୁଣା, ଜାଣନ୍ତୁ...
#ParcelBombCase #PatnagarhCase #PunjilalMeher #OdishaTV #OTV
‘#ଆଜୀବନ_ପୁଞ୍ଜିଲାଲ୍_ପସ୍ତେଇବ’
'ନ୍ୟାୟ ବ୍ୟବସ୍ଥା ଉପରେ ମୋର ବିଶ୍ୱାସ ରହିଛି। ଯାହା ବି ଦଣ୍ଡବିଧାନ କରାଯାଇଛି ସେଥିରେ ଆମେ ସନ୍ତୁଷ୍ଟ। ମୁଁ ସବୁବେଳେ କହୁଥିଲି ଫାଶୀ ଦିିଆଯାଉ। ଏବେ ଆଜୀବନ ପୁଞ୍ଜିଲାଲ୍ ପସ୍ତେଇବ।' -ରବୀନ୍ଦ୍ର ସାହୁ, ସୌମ୍ୟ ଶେଖରଙ୍କ ବାପା
#ParcelBombCase #CrimeNews #PunjilalMeher #OdishaTV #OTV
‘#ହାତଲେଖା_ଚିଠି_ଦେଇଥିଲା_ପ୍ରଥମ_ସୁରାକ୍’
ପାଟଣାଗଡ଼ ପାର୍ସଲ୍ ବୋମା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିଥିବା ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା କଣ କହୁଛନ୍ତି ଶୁଣନ୍ତୁ...
#ParcelBombCase #CrimeNews #PunjilalMeher #ArunBothra #FormerIG #CrimeBranch #patnagarh #Balangir #OdishaTV #OTV
2018 Parcel Bomb Case: Odisha Court Sentences Punjilal Meher To Life Imprisonment
#ParcelBombCase #Patnagarh #PunjilalMeher #Bolangir
https://t.co/dYeccHuH0I
'#ସାରା_ଭାରତରେ_ଚାଞ୍ଚଲ୍ୟ_ଖେଳାଇଥିଲା'
ପାଟଣାଗଡ଼ ପାର୍ସଲବୋମା ଘଟଣା ସାରା ଭାରତରେ ଚାଞ୍ଚଲ୍ୟ ଖେଳାଇଥିଲା। ଏ ଘଟଣାର ରାୟ ଆସିଲେ ସାରା ଭାରତରେ ହଇଚଇ ସୃଷ୍ଟି କରିବ ।
#ParcelBombCase #Patnagarh #Balangir #Odisha #OTV
ବହୁଚର୍ଚ୍ଚିତ ବଲାଙ୍ଗୀର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଆସିଲା ରାୟ। ଅଭିଯୁକ୍ତ ପୁ଼ଞ୍ଜିଲାଲକୁ ଆଜୀବନ ଜେଲ୍ । କୋର୍ଟରୁ ବାହାରି ଜେଲ୍ ଗଲେ ପୁ଼ଞ୍ଜିଲାଲ ।
#Patnagarh #parcelbombcase #AccusedPunjilalMeher #NandighoshaT
#ପୁ୍ଞ୍ଜିଲାଲ_ମେହେର_ଦୋଷୀ_ସାବ୍ୟସ୍ତ
ବହୁଚର୍ଚ୍ଚିତ ପାର୍ସଲ ବୋମା ଘଟଣାର ରାୟ । ପାଟଣାଗଡ ଏଡିଜେ କୋର୍ଟରେ ପୁଞ୍ଜିଲାଲ ମେହେର ଦୋଷୀ ସାବ୍ୟସ୍ତ । ରାୟ ଶୁଣାଇଲେ ପାଟଣାଗଡ ଏଡିଜେ କୋର୍ଟ ।
#parcelBombCase #patnagarh #Balangir #Odisha #Nandighoshatv
#ମଧ୍ୟାହ୍ନରେ_ପାର୍ସଲ୍_ବୋମା_ଫଇସଲା
ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ୍ ବୋମା ରାୟ ଶୁଣାଣି
ମଧ୍ୟାହ୍ନ ପରେ ଫଇସଲା ଆସିବ: ପାଟଣାଗଡ଼ ଏଡିଜେ
#ParcelBombCase #patnagarh #Balangir #Odisha #ArgusNews

#ମଧ୍ୟାହ୍ନରେ_ପାର୍ସଲ୍_ବୋମା_ଫଇସଲା
-ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ୍ ବୋମା ରାୟ ଶୁଣାଣି
-ମଧ୍ୟାହ୍ନ ପରେ ଫଇସଲା ଆସିବ: ପାଟଣାଗଡ଼ ଏଡିଜେ #ParcelBombCase #patnagarh #Balangir #Odisha #OTV

ଆଜି ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣାକୁ ନେଇ ଆସିବ ରାୟ । ଏନେଇ କଣ କହୁଛନ୍ତି ସରକାରୀ ଓକିଲ ଶୁଣନ୍ତୁ...
#ParcelBombCase #patnagarh #Balangir #Odisha #OTV
#ଆଜି_ଆସିବ_ପାର୍ସଲ_ବୋମା_ରାୟ
ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଆଜି ଆସିବ ରାୟ। ପାଟଣାଗଡ଼ ADJ କୋର୍ଟ ରାୟ ଶୁଣାଇବେ ।
#ParcelBombCase #patnagarh #Balangir #Odisha #OTV
ଆଜି ପାର୍ସଲ ବୋମା ରାୟ: ଦଣ୍ଡ ବିଧାନ ଉପରେ ନଜର , ୭ ବର୍ଷ ପରେ ଫଇସଲା
#Sambad #Patnagarh #ParcelBombCase #Odisha https://t.co/z3FmQlFNT3
Last Seen Hashtags on Sotwe
KamathipuraNagpada
Seen from Turkey
ipcam
Seen from Turkey
Andrapradesh
Seen from United States
MGMG
Seen from United States
ensest
Seen from Turkey
omegle () +filter:native_video
Seen from Pakistan
undress
Seen from Pakistan
babygirl
Seen from Singapore
coconutcandy
Seen from Turkey
smno
Seen from United States
Trends for you
Most Popular Users

Elon Musk 
@elonmusk
241.6M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.3M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
89.9M followers

Taylor Swift 
@taylorswift13
83.8M followers

Lady Gaga 
@ladygaga
75.3M followers

Virat Kohli 
@imvkohli
73.2M followers

Kim Kardashian 
@kimkardashian
70.8M followers

YouTube 
@youtube
68.8M followers

Neymar Jr 
@neymarjr
66.2M followers

Bill Gates 
@billgates
65.1M followers

Selena Gomez 
@selenagomez
63M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers







