Top Tweets for #PathaniSamanta
ବିଶ୍ୱ ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ଓଡ଼ିଶାର ଗୌରବ ବଢ଼ାଇଥିବା ମହାନ ଜ୍ୟୋତିର୍ବିଦ ଓ ଗଣିତଜ୍ଞ
ମହାମହୋପାଧ୍ୟାୟ ପଠାଣି ସାମନ୍ତଙ୍କ ପୁଣ୍ୟ ତିଥିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି
#PathaniSamanta #tribute #prideofodisha #astroscience

Union Minister Dharmendra Pradhan pays tribute to astrophysicist Pathani Samanta
He tweets, "Heartfelf tribute on the occasion of the birth anniversary of the great astrophysicist and creator of the Siddhant Darpan, the late Pathani Samanta."
#SiddhantDarpan #PathaniSamanta #Tribute #BirthAnniversary

Remembering the legendary astronomer from Odisha, #PathaniSamanta, on his birth anniversary. A true genius, he made India proud with his exceptional contributions to the field of astronomy—achieved without the aid of modern instruments. His magnum opus, #SiddhantaDarpan, remains a beacon of scientific knowledge and cemented his legacy as one of the greatest astronomers history has ever seen.
@ScAndTechOdisha @UNESCO @OdishaLIVE

ମହାନ ଜ୍ୟୋତିର୍ବିଦ ପଣ୍ଡିତ ପଠାଣି ସାମନ୍ତଙ୍କ ଜନ୍ମଜୟନ୍ତୀ ଅବସରରେ ମୋର ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ତାଙ୍କ ରଚିତ ଅମୂଲ୍ୟ କୃତି ‘ସିଦ୍ଧାନ୍ତ ଦର୍ପଣ’ ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ସଦା ପ୍ରେରଣାର ଉତ୍ସ ହୋଇ ରହିବ।
#PathaniSamanta

ବିଶିଷ୍ଟ ଜ୍ୟୋତିର୍ବିଜ୍ଞାନୀ, ଜ୍ୟୋତିର୍ବିଦ ଓ ଗଣିତଜ୍ଞ ପଠାଣି ସାମନ୍ତଙ୍କ ଶ୍ରାଦ୍ଧ ବାର୍ଷିକୀରେ ବିନମ୍ର ଶ୍ରଦ୍ଧାଞ୍ଜଳି।
#pathanisamanta #astrologer #mathematician #tribute #respects #Odisha

Pathani Samanta Planetarium in Bhubaneswar stands in his honor, preserving his bamboo instruments and the story of his brilliance.
#PathaniSamanta #Odisha #Astronomy

ପଠାଣି ସାମନ୍ତ କାହିଁକି ରଚନା କଲେ ‘ସିଦ୍ଧାନ୍ତ ଦର୍ପଣ’
#PathaniSamanta #SidhantaDarpana #OTV
https://t.co/SB4EKQ87GP
ମହାନ୍ ଜ୍ୟୋତିର୍ବିଦ୍ ପଠାଣି ସାମନ୍ତଙ୍କ ପ୍ରତିଭାକୁ ସମ୍ମାନ ଜଣାଇ ଖଣ୍ଡପଡ଼ାରେ ଏକ ସାଇନ୍ସ ପାର୍କ ଏବଂ ପ୍ଲାନେଟୋରିୟମ୍ ନିର୍ମାଣ ପାଇଁ ଅନୁମତି ଦେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କୁ ଖଣ୍ଡପଡ଼ାବାସୀଙ୍କ ତରଫରୁ ଧନ୍ୟବାଦ ଜଣାଉଛି ।
#PeoplesCM #Odisha #PathaniSamanta #Khandapada
'ଖଣ୍ଡପଡ଼ାରେ ତିଆରି ହେବ ସାଇନ୍ସ ପାର୍କ ଓ ପ୍ଲାନେଟୋରିୟମ..ପଠାଣି ସାମନ୍ତଙ୍କ ଜନ୍ମମାଟିକୁ ଏକ ଇନ୍ଷ୍ଟିଚ୍ୟୁସନ ଭାବେ ଆମେ ଗଢିତୋଳିବୁ': Krushna Chandra Patra #krushnachandrapatra #prameyanews7 #pathanisamanta #planetarium #khandapada #cmmohanmajhi
Today is the birth anniversary of renowned astronomer of Odisha Pathani Samanta.
Without using any telescope or technology, he had measured the distance from Earth to Sun using a bamboo pipe.
#PathaniSamanta #Astronomer #Odia

#PathaniSamanta went on to study Sanskrit, & later researched traditional Indian astronomy. During his youth, Samanta measured the length of the shadows throughout the day by using bamboo & wood to create measuring instruments, which he called mana yantra. #IndianKnowledgeSystem

ଜ୍ୟୋତିର୍ବିଜ୍ଞାନର ବିସ୍ମୟ : ପଠାଣି ସାମନ୍ତ @thesakala https://t.co/xHnUlUGIsT #Astronomical #PathaniSamanta #TheSakala
ଦୁଇଟି ବାଉଁଶ ନଳୀ ଓ ଗୋଟିଏ କାଠି ସାହାଯ୍ୟରେ ଗ୍ରହ ନକ୍ଷତ୍ରଙ୍କ ଗତିବିଧି ମାପିବାରେ ସକ୍ଷମ ହୋଇଥିବା ଓଡ଼ିଶାର ମହାନ ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ ଜୟନ୍ତୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି।
ତାଙ୍କ ଦ୍ଵାରା ରଚିତ ’ସିଦ୍ଧାନ୍ତ ଦର୍ପଣ’ ସାରା ବିଶ୍ଵ ପାଇଁ ପ୍ରେରଣାର ଉତ୍ସ ।
#PathaniSamanta

ମହାନ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି
#KhabarOdisha #pathanisamanta
https://t.co/2dCMv4visy
Tributes to Shri Pathani Samanta Ji on his Jayanti.💐
He measured the distance from the Earth to the Sun with a bamboo pipe, and traditional instruments, & continues to inspire astronomy enthusiasts to this day.
#PathaniSamantaBirthAnniversary #PathaniSamanta

ବିଶିଷ୍ଟ ଜ୍ୟୋତିର୍ବିଦ ଏବଂ ପଣ୍ଡିତ ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ସାମନ୍ତଙ୍କୁ ଓଡ଼ିଶାର ପୁରପଲ୍ଲୀରେ ଲୋକମାନେ "ପଠାଣି ସାମନ୍ତ" ନାମରେ ଜାଣନ୍ତି । ତାଙ୍କ ରଚିତ "ସିଦ୍ଧାନ୍ତ ଦର୍ପଣ" ଏକ ଅମୂଲ୍ୟ ଗ୍ରନ୍ଥ ।
#PathaniSamanta #AmulOdisha #Amul

Today the great Pathani Samanta's birthday. His contributions to the field of astronomy with his own contraptions made of bamboo and pure ingenuity are unparalleled. He is rightly regarded as the godfather of Indian astronomy.
#PathaniSamanta #Odisha

ମହାନ ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ମହାକାଶ ବିଜ୍ଞାନ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ଏବଂ ତାଙ୍କ ଦ୍ବାରା ରଚିତ ଓଡ଼ିଶାର ଗର୍ବ ଓ ଗୌରବ 'ସିଦ୍ଧାନ୍ତ ଦର୍ପଣ' ଓ 'ପଠାଣି ସାମନ୍ତ ପାଞ୍ଜି' ପାଇଁ ସେ ଚିରସ୍ମରଣୀୟ ହୋଇ ରହିଥିବେ ।
#PathaniSamanta
#BJDStandsWithOdisha
#OdishaBJD #BJD
#CMOodisha #BJDITwing
#BJDDigitalWing

ମହାନ ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ମହାକାଶ ବିଜ୍ଞାନ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ଏବଂ ତାଙ୍କ ଦ୍ବାରା ରଚିତ ଓଡ଼ିଶାର ଗର୍ବ ଓ ଗୌରବ 'ସିଦ୍ଧାନ୍ତ ଦର୍ପଣ' ଓ 'ପଠାଣି ସାମନ୍ତ ପାଞ୍ଜି' ପାଇଁ ସେ ଚିରସ୍ମରଣୀୟ ହୋଇ ରହିଥିବେ ।
#PathaniSamanta
#BJDStandsWithOdisha
#OdishaBJD #BJD
#CMOodisha #BJDITwing
#BJDDigitalWing

Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90.1M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers



















