Top Tweets for #Patnagarhcase
#ଭୂତାଉଥିଲା_ପୁଞ୍ଜିଲାଲ_ଫସାଇଥିଲା_ଚିଠି
ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ମାମଲାର ଆସିଲା ରାୟ । ଆଜୀବନ ସଜା ପାଇବା ପରେ ସାମ୍ନାକୁ ଆସିଛି ସେହି ଚର୍ଚ୍ଚିତ ଚିଠି । ଚିଠିରେ ପାର୍ସଲ ନେଇଥିବା ବ୍ୟକ୍ତିଙ୍କ ନାଁ ଉଲ୍ଲେଖ #KanakNews #PatnagarhCase
#ମଣିଷଙ୍କ_ଉପରେ_ଆଉ_ବିଶ୍ବାସ_ହେଉନି …
ପୁଞ୍ଜିଲାଲ ଇନଚାର୍ଜ ପ୍ରିନ୍ସିପାଲ୍ ଥିଲା ସେହି ପଦ ମୋ ପତ୍ନୀଙ୍କୁ ମିଳିଥିଲା ଯେଉଁଥିପାଇଁ ସେ ଅସନ୍ତୁଷ୍ଟ ଥିଲା ବୋଲି ଅନୁମାନ କରୁଛୁ । କିନ୍ତୁ ଏତେ ଛୋଟ ସମସ୍ୟା ପାଇଁ ସେ ଏତେ ବଡ଼ ଘୃଣ୍ୟ କାମ ଘଟାଇବ ଜାଣିନଥିଲୁ : ସୌମ୍ୟଶେଖରଙ୍କ ବାପା #KanakNews #patnagarhcase #SoumyasekharFather
#ମୋ_ପୁଅ_ଚାଲିଗଲା_କେମିତି_ବଞ୍ଚିଛି_ମୁଁ_ହିଁ_ଜାଣୁଛି
ପାଟଣାଗଡ଼ ବୋମା ବିସ୍ଫୋରଣ ଘଟଣାକୁ ନେଇ ମୁହଁ ଖୋଲିଲେ ମୃତ ସୌମ୍ୟ ଶେଖରଙ୍କ ବାପା । କହିଲେ ମୋ ପୁଅ ନୁହେଁ ଶାନ୍ତି ଚାଲିଗଲା । ଏ କୋର୍ଟର ଗୋଡ଼ି, ମାଟି ସବୁ ମତେ ଚିହ୍ନିଗଲେଣି । କେମିତି ବଞ୍ଚିଛି ମୁଁ ହିଁ ଜାଣୁଛି,ନ୍ୟାୟପାଳିକାଙ୍କ ରାୟ ଉପରେ ମୁଁ ସନ୍ତୁଷ୍ଟ #PatnagarhCase
#ନୂଆ_ଆଇନ_ଆଧାରରେ_ପୁଞ୍ଜିଲାଲ_ପାଇଛି_ଦଣ୍ଡ?
କେଉଁ ଆଇନ ଆଧାରରେ ପୁଞ୍ଜିଲାଲକୁ ମିଳିଛି କାରାଦଣ୍ଡ, ନୂଆ ନା ପୁରୁଣା, ଜାଣନ୍ତୁ...
#ParcelBombCase #PatnagarhCase #PunjilalMeher #OdishaTV #OTV
ପାଟଣାଗଡ଼ ପାର୍ସଲ ��ୋମା ବିସ୍ଫୋରଣ ଘଟଣା; ପୁଞ୍ଜିଲାଲକୁ ମିଳିବ କି ଫାଶୀ?
#Patnagarhcase #ParcelBombMystery
ପଢ଼ନ୍ତୁ ପୂରା ଖବର:
https://t.co/tkxslcWOYN
ପାଟଣାଗଡ଼ ପାର୍ସଲ ବୋମା ଘଟଣାର ଭିଡ଼ିଓ ଭାଇରାଲ, ମୁହଁ ଖୋଲିଲେ ପୁଞ୍ଜିଲାଲଙ୍କ ସ୍ତ୍ରୀ ଓ ପୁଅ #patnagarhcase #prameyanews7 #punjilalmeher
ଆଜି ସନ୍ଧ୍ୟା ୭ଟା ପ୍ରତିଦିନରେ ଦେଖନ୍ତୁ ‘ଏମିତି ବନେଇଥିଲି ପାର୍ସଲ୍ ବୋମା’
#Pratidin #7PMBulletin #ParcelBombMystery #PatnagarhCase #OTV
Last Seen Hashtags on Sotwe
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.3M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
89.9M followers

Taylor Swift 
@taylorswift13
83.9M followers

Lady Gaga 
@ladygaga
75.4M followers

Virat Kohli 
@imvkohli
73.3M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.3M followers

Bill Gates 
@billgates
65.1M followers

Selena Gomez 
@selenagomez
63M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers



