Top Tweets for #PrafullaKar
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆଜି ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ ହୋଇଛି । ମାନ୍ୟବର ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି l
#culture #OdiaCulture #odia #PadmaShri #PrafullaKar

▶️ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ପରିସରରେ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି @Culturedeptt ମନ୍ତ୍ରୀ @suryabanshibjp
▶️ ଓଡ଼ିଆ ସଙ୍ଗୀତ ଓ ସାହିତ୍ୟକୁ ସମୃଦ୍ଧ କରିବାରେ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କ ସଙ୍ଗୀତ ଆଜି ବି ପ୍ରତିଟି ଓଡିଆଙ୍କ ହୃଦୟରେ ଗୁଞ୍ଜରିତ ହେଉଛି- ଶ୍ରୀ ସୂରଜ
#prafullakar

Meeting the greatest drummer of all time, Padma Shri Shivamani Sir @sivamani was an absolute honor! His energy, rhythm, and passion for music are beyond inspiring. 🙏
#Shivamani #LegendaryDrummer #PrafullaKar #MusicalTribute #OdishaMusic #LiveMusic #RhythmKing #IndianMusic

ଓଡ଼ିଆ ସଙ୍ଗୀତକାର, ଗାୟକ, ଗୀତିକାର, ଗାଳ୍ପିକ ଓ ସ୍ତମ୍ଭକାର ସ୍ବର୍ଗତ ପ୍ରଫୁଲ୍ଲ କରଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ।
#PrafullaKar #AmulOdisha #Amul

ଓଡ଼ିଆ ସଙ୍ଗୀତକାର, ଗାୟକ, ଗୀତିକାର, ଗାଳ୍ପିକ ଓ ସ୍ତମ୍ଭକାର ସ୍ବର୍ଗତ ପ୍ରଫୁଲ୍ଲ କରଙ୍କ ଜନ୍ମବାର୍ଷିକୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ।
#PrafullaKar #AmulOdisha #Amul

My humble tributes to the singing legend Padma Shri Prafulla Kar on his birth anniversary. His impact on #Odia culture and music continues to be cherished in our hearts.
#PrafullaKar

ଶ୍ରୀରାମ ରଘୁବୀର : 🙏
ଏହି ହୃଦୟସ୍ପର୍ଶୀ ଭଜନ ଶୁଣନ୍ତୁ , ଓଡ଼ିଆ ସିନେମା "ସତୀ ଅନୁଶୁୟା" ରୁ .
#Odiacinema #PrafullaKar #Odiasong #Odisha
ହୋ, ଖିଆଲି ଜହ୍ନ…ରଚନା ଓ ସ୍ୱର-ପ୍ରଫୁଲ୍ଲ କର..କଣ୍ଠ-ଚିତ୍ତ ଜେନା ଓ ବାଣୀ ଜୟରାମ…’ରାମ ବଳରାମ’…୧୯୮୦…#vanijayaram #chittajena #prafullakar
ପ୍ରଫୁଲ୍ଲ କରଙ୍କ ଟ୍ରେଡ଼ମାର୍କ ଗୀତ ଶୁଣନ୍ତୁ " ଓହୋ ଓହୋ ବାଳିକେ " .
ସିନେମା "ଦେବଯାନୀ " - ୧୯୮୧ . #PrafullaKar #OdiaCinema
ପୁରୀ ଭଜନ ସମାରୋହ ( ବାହୁଡା ଦିନ ) - ୧୯୯୩
ଶ୍ରୀ ପ୍ରଫୁଲ୍ଲ କର , ପଣ୍ଡିତ ରଘୁନାଥ ପାଣିଗ୍ରାହୀ ଓ ଶ୍ରୀ ମହାପ୍ରସାଦ କର ଭଜନ ପରିବେଷଣ କରିଥିଲେ .
#PrafullaKar #Puri #RaghunathPanigrahi

ମନେ ପଡ଼ନ୍ତି ‘କମଳ ଦେଶ ରାଜକୁମାର’
ଆଜି ପ୍ରଫୁଲ୍ଲ କରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ
#Sambad #PrafullaKar #Musician #Odisha #KamalaDeshaRajakumara
https://t.co/MpXVoRm3G5

ଓଡ଼ିଆ ସଙ୍ଗୀତର ମଧୁର ମୂର୍ଚ୍ଛନାରେ କୋଟି କୋଟି ଲୋକଙ୍କ ମନମୁଗ୍ଧ କରିଥିବା ସଙ୍ଗୀତଜ୍ଞ ପଦ୍ମଶ୍ରୀ ସ୍ବର୍ଗତ ପ୍ରଫୁଲ୍ଲ କରଙ୍କ ଜନ୍ମବାର୍ଷିକୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି.!🙏
#PrafullaKar

ଓଡ଼ିଆ ସଙ୍ଗୀତକାର, ଗାୟକ, ଗୀତିକାର, ଗାଳ୍ପିକ ଓ ସ୍ତମ୍ଭକାର ସ୍ବର୍ଗତ ପ୍ରଫୁଲ୍ଲ କରଙ୍କ ଜନ୍ମବାର୍ଷିକୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ।
#PrafullaKar #AmulOdisha #Amul

ଶୁଣନ୍ତୁ ସୁପର ହିଟ ଓଡ଼ିଆ ସଂଗୀତ :
"ନାଳିଆରେ ମୋର ନାଳିଆ ,ତୁ ବୁଲି ବାଲି କରି ଚାଲିଆ"
ଫିଲ୍ମ : ଓଡ଼ିଆରେ ସର୍ବପ୍ରଥମ ସିନେମା ସ୍କୋପ ଫିଲ୍ମ "ହିସାବ ନିକାସ "
ସଂଗୀତ - ପ୍ରଫୁଲ୍ଲ କର
ଗାୟିକା : ଅନୁରାଧା ପୌଡ଼ୱାଳ
ନିର୍ଦେଶକ : ପ୍ରଶାନ୍ତ ନନ୍ଦ
#HisabNikash #OdiaCinema #OdiaMusic #PrasantNanda #Prafullakar #Odia
For Prafulla Kar Fans :
ମଲେଇ ଖାଇବ ଓଳେଇ ବିଲେଇ , ଓ ମାଇଁ ପୁଷି .
#Prafullakar #Mahaprasadkar #Odiamusic #Odiacinema
Similarities of Two Legends :
Prafulla Kar n Akshaya Mohanty .
Apart from Singing ,Writing n Composing ,both acted on #Odia movies as well.
#PrafullaKar acted in Film "Mukti" n "Thukul"
#KhokaBhai Acted in "Kiye Jite Kiye Hare".
Both even tried politics n lost elections.

ଆସିଛି ଏକା,ଯିବି ମୁଁ ଏକା,ଏକା ହୋଇ ...
ଜିଣିଲି କେତେ, ହାରିଲି କେତେ
ହିସାବ ନିକାଶ,ଲୋଡ଼ା ନାହିଁ ...
There is no need to calculate what you gained, what you lost,you have come alone and you'll go back alone...
#prafullakar #SureshWadekar #life
@BBSRBuzz @odiamelody
"ଅକ୍ଷୟ ମହାନ୍ତି ଓ ପ୍ରଫୁଲ୍ଲ କରଙ୍କ ମଧ୍ୟରେ କିଛି କିଛି ବିବାଦ ଥିଲା, ତା'ପରେ ୫ ମିନିଟରେ ସବୁ ଠିକ୍ ହୋଇଗଲା ଆଉ ସେମାନେ ଗୀତ ଗାଇଲେ ମିଶିକି" - ପ୍ରଶାନ୍ତ ନନ୍ଦ
Link: https://t.co/3kMP95zhLK
#PrashantNanda #OpenTalkwithStar #Ollywood #Actor #Director #OdiaCinema #AkshayMohanty #PrafullaKar
ଖାଇବି ଖାଇବି ...
କାଳିକା କାଳୀ ନରମୁଣ୍ଡମାଳି , ମୁ ବାସୁଳି , ଖାଇବି ଖାଇବି ତୋ ମୁଣ୍ଡ ମୋଡି .
#OdiaFilm #OdiaCinema #PrafullaKar
How does processing of #khandua #silk #sarees take place?Watch this #reel to learn!Music courtesy: Legend #PrafullaKar 's music from movie 'Sujata' (Babu jhulu thau)
@arvindpadhee @OditaTrust @anitaexplorer @Amar4Odisha @ShefVaidya @AboutIndia @BBSRBuzz @indhandloom @TexMinIndia
Last Seen Hashtags on Sotwe
omegle
Seen from United Kingdom
bocilsmp
Seen from Singapore
antalyagay
Seen from Turkey
Adamslionhunt
Seen from United States
çorap
Seen from Turkey
maturetits
Seen from United States
priyankamohan hot
Seen from India
monkeyappwinsFull
Seen from Brazil
madreehijo
Seen from Mexico
TheQueenNose
Seen from Singapore
Most Popular Users

Elon Musk 
@elonmusk
241M followers

Barack Obama 
@barackobama
119.2M followers

Cristiano Ronaldo 
@cristiano
111.9M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107M followers

Rihanna 
@rihanna
98M followers

NASA 
@nasa
92.2M followers

Justin Bieber 
@justinbieber
91.2M followers

KATY PERRY 
@katyperry
88.4M followers

Taylor Swift 
@taylorswift13
82.3M followers

Lady Gaga 
@ladygaga
73.8M followers

Virat Kohli 
@imvkohli
71M followers

Kim Kardashian 
@kimkardashian
70.1M followers

YouTube 
@youtube
68.7M followers

Bill Gates 
@billgates
64.3M followers

Neymar Jr 
@neymarjr
63.9M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.5M followers

X 
@x
60.8M followers




















